Browsing Tag

Jammu and Kashmir

ଶ୍ରୀନଗର: ଆତଙ୍କବାଦୀ ଆକ୍ରମଣରେ ପୋଲିସ ଇନ୍ସପେକ୍ଟର ଗୁରୁତର, କ୍ରିକେଟ୍‌ ଖେଳୁଥିବା ବେଳେ ବାଜିଲା ଗୁଳି

ଜମ୍ମୁ-କାଶ୍ମୀରର ଶ୍ରୀନଗର ଇଦ୍‌ଗାହଠାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜମ୍ମୁ-କାଶ୍ମୀର ପୋଲିସର ଜଣେ ଇନ୍ସପେକ୍ଟର ଆହତ ହୋଇଛନ୍ତି। ପୋଲିସ ସୂଚନା ଦେଇଛି ଯେ ଇଦ୍‌ଗାହ ନିକଟରେ ଆତଙ୍କବାଦୀମାନ ଇନ୍ସପେକ୍ଟର ମସରୁର ଅହମ୍ମଦଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ସେ ଗୁରୁତର ଆହତ…

ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ୫ ଲସ୍କର ଆତଙ୍କବାଦୀ ନିପାତ, ଜମ୍ମୁ-କାଶ୍ମୀରର କୁପୱାଡ଼ାରେ ସେନାକୁ ବଡ଼ ସଫଳତା

ଜମ୍ମୁ-କାଶ୍ମୀରର କୁପୱାଡ଼ା ଜିଲ୍ଲାର ମାଛିଲ୍‌ ସେକ୍ଟରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଅନୁପ୍ରେବଶ ପାଇଁ ଆତଙ୍କବାଦୀଙ୍କ ଏକ ବଡ଼ ଉଦ୍ୟମକୁ ବିଫଳ କରିଛି ସେନା। LoC ଉପରେ ସୁରକ୍ଷା ବାହିନୀର ବଡ଼ ଅପରେସନରେ ଲସ୍କର-ଏ-ତାଇବାର ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଅଞ୍ଚଳରେ ଏବେ…

ଜମ୍ମୁ-କାଶ୍ମୀର: କୁଲ୍‌ଗାମରେ ସେନାକୁ ବଡ଼ ସଫଳତା, ୨ ଆତଙ୍କବାଦୀ ନିପାତ; ସର୍ଚ୍ଚ ଅପରେସନ ଜାରି

ଜମ୍ମୁ-କାଶ୍ମୀରର କୁଲ୍‌ଗାମରେ ଭାରତୀୟ ସେନାର ଯବାନଙ୍କୁ ବଡ଼ ସଫଳତା ମିଳିଛି। ଏଠାରେ ସେନା ଏନ୍‌କାଉଣ୍ଟର କରି ୨ ଆତଙ୍କବାଦୀଙ୍କୁ ନିପାତ କରିଛି। ଜିଲ୍ଲାର କୁଜ୍ଜର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ବୁଧବାର ଅପରାହ୍ନରୁ ହିଁ ଗୁଳି ବିନିମୟ ଜାରି ରହିଥିଲା। ବହୁ…

ଭାରତୀୟ ହେଲେ ମଧ୍ୟ ଦେଶର ଏସବୁ ଜାଗାରେ ଆପଣ ଜମି କିଣି ରହିପାରିବେ ନାହିଁ, କାରଣ ରହିଛି ଏମିତି କିଛି

ଜମି କିଣିବା ଆଉ ଘର କରାଇବା ଆପଣ ସମସ୍ତଙ୍କର ଏକ ବଡ ସ୍ବପ୍ନ ଥାଏ । ପୁଅ ବାହାଘରଠୁ ଆରମ୍ଭ କରି ଝିଅ ବାହାଘର କାମ ସରିଲେ ଯଦି ନିଜ ଜମିରେ ଘର ଖଣ୍ଡିଏ ହୋଇଯାଏ ତେବେ ମୁଣ୍ଡରୁ ପୁରା ଚିନ୍ତା ଗଲା ବୋଲି ଜାଣିବେ। ସେମିତିରେ ଏ ମହଙ୍ଗା ଯୁଗରେ ଘର ତାହା ଛାଡ ଜମି ମିଳିବା ଭାରି ମୁସ୍କିଲ ।…

ଜମ୍ମୁ କଶ୍ମୀରରେ ସେନାକୁ ସଫଳତା, ପୁଞ୍ଛରେ ୪ ଆତଙ୍କୀକୁ ନିପାତ କଲା ଭାରତୀୟ ସେନା

ଜମ୍ମୁ କଶ୍ମୀରରେ ପୁଞ୍ଛରେ ୪ ଜଣ ଆତଙ୍କବାଦୀକୁ ନିହତ କରିଛି ଭାରତୀୟ ସେନା । ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ସୋମବାର ରାତିରୁ ଗୁଳି ବିନିମୟ ଜାରି ରହିଥିଲା । ପୁଞ୍ଛର ସିନ୍ଧାରା ଅଞ୍ଚଳରେ ଏହି ଗୁଳି ବିନିମୟ ଚାଲିଥିଲା । ରାତି ୧୧.୩୦ ରେ ଆତଙ୍କୀ ଏବଂ ସୁରକ୍ଷା ବଳ ଯବାନଙ୍କ ମଧ୍ୟରେ…

ଜମ୍ମୁ କାଶ୍ମୀରରେ ବର୍ଷା ବିତ୍ପାତ, ଆକସ୍ମିକ ବନ୍ୟାରେ ଭାସିଗଲେ ୨ ଜଣ ଯବାନ

ଜମ୍ମୁ କାଶ୍ମୀର ପୁଞ୍ଛରେ ବର୍ଷା ବିତ୍ପାତ । ଆକସ୍ମିକ ବନ୍ୟାରେ ଭାସିଗଲେ ୨ ଜଣ ଯବାନ । ପ୍ରବଳ ବର୍ଷା ଯୋଗୁ ପୋଶାନା ନଦୀରେ ହଠାତ ବନ୍ୟା ମାଡ଼ି ଆସିଥିଲା। ବନ୍ୟା ଘେରରେ ଫସି ଯାଇଥିଲେ ୨ ଯବାନ। ପ୍ରଖର ସୁଅରେ ଭାସି ଯାଇଥିଲେ। ୨ ଯବାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେହିପରି…

ଅଧା ରହିଗଲା ବୈଷ୍ଣୋ ଦେବୀଙ୍କ ଦର୍ଶନ: ଖାତକୁ ଖସିଲା ଯାତ୍ରୀବାହୀ ବସ୍, ୭ମୃତ

ନୂଆଦିଲ୍ଲୀ: ଜାମ୍ମୁୁରେ ଖାଇକୁ ଖସିଲା ବସ୍‌, ୭ ମୃତ। ଅମ୍ରତଶରରୁ କଟରା ଆସୁଥିଲା ବସ୍‌ । ଜମ୍ମୁ-କାଶ୍ମୀର ଝଜର କଟୋଲୀ ଅଞ୍ଚଳରେ ଭାରସାମ୍ୟ ହରାଇ ଖସିପଡିଲା ବସ୍‌ । ଘଟଣା ସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ୧୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ…

ରାଜୌରୀରେ ଜଣେ ଆତଙ୍କବାଦୀ ନିହତ, ଗତକାଲି ଆତଙ୍କୀ ହମଲାରେ ସହିଦ ହୋଇଥିଲେ ୫ ଯବାନ

ରାଜୌରୀ ପରେ ବାରମୂଳାରେ ଜଣେ ଆତଙ୍କୀ ନିହତ । କଶ୍ମୀରରୁ ଆତଙ୍କୀଙ୍କୁ ନିପାତ ପାଇଁ ଚାଲିଛି ଜୋରଦାର ଅପରେସନ୍‌ । ଗତକାଲି ଆତଙ୍କବାଦୀ-ସୁରକ୍ଷାବଳ ଏନ୍‌କାଉଣ୍ଟରରେ ୫ ଯବାନ ସହିଦ ହେବା ପରେ ଚାଲିଛି ଅପରେସନ । କାଣ୍ଡି ଫରେଷ୍ଟରେ ସେନା ଚଳାଇଛି ଅପରେସନ ତ୍ରିନେତ୍ର । ଆତଙ୍କବାଦୀଙ୍କୁ…

ଜମ୍ମୁ-କାଶ୍ମୀରର ରାଜୌରୀରେ ଆତଙ୍କୀ ହମ୍‌ଲା, ୫ ଯବାନ ସହିଦ

ଜମ୍ମୁ-କାଶ୍ମୀରର ରାଜୌରୀରେ ଆତଙ୍କୀ ହମ୍‌ଲା। ଏଥିରେ ସହିଦ ହୋଇଛନ୍ତି ୫ ଯବାନ। ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଏନ୍‌କାଉଣ୍ଟରରେ ଏ ପର୍ଯ୍ୟନ୍ତ ୫ ଯବାନ ସହିଦ ହୋଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ୩ ଯବାନଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ୨ ଯବାନ ସହିଦ ହୋଇଥିଲେ। ସେନା…

କେନ୍ଦ୍ର ସରକାର ବ୍ଲକ କଲେ ୧୪ ମେସେଞ୍ଜର ମୋବାଇଲ ଆପ୍ଲିକେସନ, ଆତଙ୍କୀ କାର୍ଯ୍ୟକଳାପ ପାଇଁ ହେଉଥିଲା ବ୍ୟବହାର

କେନ୍ୟୁଜ୍‌(ବ୍ୟୁରୋ): କେନ୍ଦ୍ର ସରକାର ବ୍ଲକ କଲେ ୧୪ ମେସେଞ୍ଜର ମୋବାଇଲ ଆପ୍ଲିକେସନ । ଯେଉଁ ଆପ୍ଲିକେସନ ଗୁଡ଼ିକୁ ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଥିଲା । ଇଣ୍ଟେଲିଜେନ୍ସ ଏଜେନ୍ସି ପାଖରୁ ସୂଚନା ମିଳିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ସୂଚନା…

ପୁଞ୍ଛରେ ସେନା ଟ୍ରକ ଉପରେ ଷ୍ଟିକି ବୋମା, ୨ଟି ଗ୍ରେନେଡ, ଏକେ-୪୭ରେ ୩୬ ରାଉଣ୍ଡ ଗୁଳି କରିଥିଲେ ଆତଙ୍କବାଦୀ

ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲାରେ ସେନା ଟ୍ରକ ଉପରେ ହୋଇଥିବା ଆକ୍ରମଣ ମାଲାରେ ବଡ ତଥ୍ୟ ସାମ୍ନାକୁ ଆସିଛି । ଆତଙ୍କୀ ସେନା ଟ୍ରକକୁ ଉଡାଇବା ପାଇଁ ଷ୍ଟିକି ବୋମାର ବ୍ୟବହାର କରିଥିଲେ । ଯାହାର ପ୍ରମାଣ ମିଳିଛି । ସେନା ଗାଡିରେ ବୋମା ପ୍ଲାଣ୍ଟ କରି ଆତଙ୍କୀ ପାଖାପାଖି ୩୬ ରାଉଣ୍ଡ ଗୁଳି…

ପୁଞ୍ଛରେ ସେନା ଟ୍ରକ ଉପରେ ଆକ୍ରମଣ ଘଟଣା: ଟ୍ରକରେ ରହିଥିଲା ଇଫତାର ପାର୍ଟି ପାଇଁ ଜିନିଷ, ଇଦ୍‌ ପାଳନ କରିବାକୁ ମନା…

ଜମ୍ମୁ କଶ୍ମୀରର ପୁଞ୍ଛରେ ଗରୁବାର ଦିନ ସେନା ଟ୍ରକ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ ହୋଇଥିଲେ । ଆକ୍ରମଣରେ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିବା ଟ୍ରକରେ ଇଫତାର ପାର୍ଟି ପାଇଁ ଜିନିଷ ଯାଉଥିଲା । ସେନା ଟ୍ରକରେ ପୁଞ୍ଛର ଏକ ଗାଁରେ ହେବାକୁ ଥିବା ଇଫତାର ପାର୍ଟି ପାଇଁ…