Browsing Tag

joe biden

ଆଜି ଭାରତ ଗସ୍ତରେ ଆସିବେ ଜୋ ବାଇଡେନ୍, G20 ସମ୍ମିଳନୀରେ ମୋଦିଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ : ଆଜି ଭାରତ ଗସ୍ତରେ । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା G20 ସମ୍ମିଳନୀରେ ଯୋଗଦେବେ । ଜୋ ବାଇଡେନ ଆଜି ନିଜ ଏୟାର ଫୋର୍ସ ୱାନ ବିମାନରେ ଭାରତ ପହଞ୍ଚିବେ। ଏହା ପୂର୍ବରୁ ଆମେରିକା ସିକ୍ରେଟ ସର୍ଭିସ କର୍ମୀଙ୍କ ସହ ହେଲିକପ୍ଟର, ବୁଲଟେପ୍ରୁଫ ଲିମୋଜିନ,…

ଜି-୨୦: ବାଇଡେନ୍‌ ଆଣିବେ ନିଜର ବାମହାତୀ କାର୍‌, ଭାରତରେ ବେଆଇନ ଥିବାବେଳେ କେମିତି ଚଲାଇବେ ଗାଡ଼ି? ଜାଣନ୍ତୁ

ଭାରତରେ ଆୟୋଜନ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ। ଏଥିରେ ଅନେକ ଦେଶର ମହାନ ବ୍ୟକ୍ତିତ୍ୱ ଯୋଗଦେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଅଂଶଗ୍ରହଣ କରିବେ। ଯେତେବେଳେ ବି ଆମେରିକା ରାଷ୍ଟ୍ରପତି କୌଣସି ଦେଶକୁ ଗସ୍ତ କରନ୍ତି, ସେହି ସମୟରେ ତାଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ…

ଷ୍ଟେଟ୍‌ ଡିନର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ଜୋ ବାଇଡେନ୍‌ କଲେ ଚିୟର୍ସ…ଜାଣନ୍ତୁ ଗ୍ଲାସ୍‌ରେ କ’ଣ ଥିଲା?

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନରେ ଆମେରିକୀୟ ସମୟ ଗୁରୁବାର ସନ୍ଧ୍ୟାରେ ଆୟୋଜନ କରାଯାଇଥିଲା ଷ୍ଟେଟ୍‌ ଡିନର। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ଡିନର ପାର୍ଟିର ଆୟୋଜନ କରିଥିଲେ। ଏହାପୂର୍ବରୁ ସେ ପିଏମ୍‌ ମୋଦିଙ୍କ ପାଇଁ ଏକ ପ୍ରାଇଭେଟ୍‌ ଡିନରର ମଧ୍ୟ ଆୟୋଜନ…

ହ୍ଵାଇଟ୍‌ ହାଉସରେ ମୋଦି-ବାଇଡେନ୍‌ ଆଲୋଚନା: ଭାରତ ଓ ଆମେରିକା ବିଶ୍ବ ଶାନ୍ତି ପାଇଁ ଏକାଠି କାମ କରିବେ

ନୂଆଦିଲ୍ଲୀ : ହ୍ଵାଇଟ୍‌ ହାଉସରେ ମୋଦି-ବାଇଡେନ୍‌ ଆଲୋଚନା । ସ୍ୱାଗତ ସମ୍ବର୍ଦ୍ଧନା ପରେ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କରୁଛନ୍ତି ଦୁଇ ଦେଶର ଶୀର୍ଷ ନେତା। ଉଭୟଙ୍କ ମଧ୍ୟରେ ଓ୍ଵାନ ଟୁ ଓ୍ଵାନ ଆଲୋଚନା ଚାଲିଛି। ଓଭାଲ ଅଫିସରେ ପରସ୍ପର ସହ ହାତ ମିଳାଇ ଆଲୋଚନା ଆରମ୍ଭ କରିଥିଲେ…

ହ୍ଵାଇଟ ହାଉସରେ ମୋଦି-ବାଇଡେନଙ୍କ ଭେଟଘାଟ୍, ଭାରତ-ଆମେରିକା ବଡ଼ ସାମରିକ ଡିଲ ଉପରେ ଲାଗିବ ମୋହର!

ନୂଆଦିଲ୍ଲୀ : ବାଇଡେନଙ୍କୁ ଭେଟିଲେ ମୋଦି । ହ୍ଵାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହ୍ଵାଇଟ ହାଉସରେ ପହଞ୍ଚିବା ପରେ ମୋଦିଙ୍କୁ ଜୋରଦାର ସ୍ୱାଗତ । ସ୍ୱାଗତ କରିଥିଲେ ରାଷ୍ଟ୍ରପତି ଜୋ ବାଇଡେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ଆମେରିକା ରାଷ୍ଟପ୍ରତି ଜୋ ବାଇଡେନ

ଓଡିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱର ନେତାମାନେ ଏଭଳି ଦୁର୍ଘଟଣାକୁ ନେଇ ମର୍ମାହତ ହୋଇଛନ୍ତି । ଏଭଳି ଦୁର୍ଘଟଣାକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ବାଇଡେନ…

ଆମେରିକା ବାୟୁସେନା ଏକାଡେମୀ କାର୍ଯ୍ୟକ୍ରମରେ ଅଘଟଣ, ମଞ୍ଚରେ ଖସି ପଡ଼ିଲେ ରାଷ୍ଟ୍ରପତି ଜୋ ବାଇଡେନ୍‌

ନୂଆଦିଲ୍ଲୀ : ମଞ୍ଚରେ ଖସି ପଡ଼ିଲେ ଆମେରିକା ରାଷ୍ଟ୍ରପତି । ଗୋଡ଼ ଖସି ଯିବାରୁ ପଡ଼ିଲେ ଜୋ ବାଇଡେନ୍‌ । ଆମେରିକା କଲରାଡୋରେ ବାୟୁସେନା ଏକାଡେମୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ଚାଲିବା ବେଳେ ଅଚାନକ ଷ୍ଟେଜ୍‌ ଉପରେ ଗୋଡ଼ ଖସି ଯାଇଥିଲା । ପଡ଼ିଯାଇଥିଲେ ବାଇଡେନ । ପାଖରେ…

ଜୋ ବାଇଡେନ୍‌ ପିଏମ୍‌ ମୋଦିଙ୍କୁ ମାଗିଲେ ଅଟୋଗ୍ରାଫ୍‌, କହିଲେ, ‘ଆପଣଙ୍କ ଲୋକପ୍ରିୟତା ଯୋଗୁ ମୁଁ ଫସିଯାଉଛି’

ଜାପାନର ହିରୋସିମାରେ ଚାଲିଥିବା କ୍ୱାଡ ବୈଠକରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ। ଏହା ସହିତ ବାଇଡେନ୍‌ ମୋଦିଙ୍କୁ ଅଟୋଗ୍ରାଫ୍ ମଧ୍ୟ ମାଗିଥିଲେ। ବାଇଡେନ୍‌ କହିଥିଲେ ଯେ ଆପଣ…

ମୂଳ ଭାରତୀୟ ନୀରା ଟଣ୍ଡନ ଜୋ ବାଇଡେନଙ୍କ ଘରୋଇ ନୀତି ପରାମର୍ଶଦାତା ଭାବେ ନିଯୁକ୍ତ

ମୂଳ ଭାରତୀୟ ନୀରା ଟଣ୍ଡନଙ୍କୁ ବାଇଡେନ ସରକାର ଦେଇଛନ୍ତି ବଡ ଦାୟିତ୍ୱ । ରାଷ୍ଟ୍ରପତି ଜୋ ବାଇଡେନଙ୍କ ଷ୍ଟାଫ ସେକ୍ରେଟାରୀ ନୀରା ଟଣ୍ଡନଙ୍କୁ ବର୍ତ୍ତମାନ ଘରୋଇ ନୀତି ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି ।  ରାଷ୍ଟ୍ରପତି ବାଇଡେନ ନିଜେ ଏହା ଘୋଷଣା କରିଛନ୍ତି। 'ନ୍ୟୁୟର୍କ ଟାଇମ୍ସ'…

ସେପ୍ଟେମ୍ବରରେ ଭାରତ ଆସିବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବଢ଼ିବ କୂଟନୈତିକ ସମ୍ପର୍କ

ଓ୍ଵାଶିଂଟନ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଆସିବେ । ତାଙ୍କର ଏହି ଗସ୍ତ ଭାରତ –ଆମେରିକା ସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ତାଙ୍କ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଅବସର ରେ ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ପାଇଁ ଥିବା ଅଧିକାରୀ ଡୋନାଲ୍ଡ୍…

ଓଡିଆ ଘରର ବୋହୂ ନିଶା ଦେଶାଇ ବିଶ୍ୱାଳଙ୍କୁ ମିଳିବ ଆମେରିକାର ଆନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗରେ ଉଚ୍ଚ ପ୍ରଶାସନିକ ପଦ

ଭାରତୀୟ-ଆମେରିକୀୟ ତଥା ଓଡ଼ିଆ ଘରର ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଆନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଏକ ଉଚ୍ଚ ପ୍ରଶାସନିକ ପଦ ପାଇଁ ମନୋନୀତ କରାଯାଇଛି ବୋଲି ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି । ତାଙ୍କୁ ଆୟୋଗର ଡେପୁଟି ସିଇଓ ଭାବେ ନିଯୁକ୍ତ କରାଯିବ ବୋଲି ଖବର ମିଳିଛି…

ମୃତ୍ୟୁକୁ ଜିତି ଫେରିଲେ ବାଇଡେନ, ସ୍କିନ କ୍ୟାନ୍ସରର ସଫଳତାପୂର୍ବକ କରାଗଲା ସର୍ଜରୀ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ଛାତିରୁ ସଫଳତାପୂର୍ବକ ସ୍କିନ କ୍ୟାନ୍ସରର କ୍ଷତକୁ ସର୍ଜରୀ କରି ହଟାଇ ଦିଆଯାଇଛି । ଏବେ ତାଙ୍କ ଉପରେ କୌଣସି ବିପଦ ନାହିଁ । ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା…