ରିଲିଜ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭୁଲ୍ ଭୁଲୈୟା-୩’ର ଟ୍ରେଲର୍, ନଜର ଆସିଲା କାର୍ତ୍ତିକ ଆର୍ଯ୍ୟନଙ୍କ ଦମଦାର…
ରିଲିଜ ହେଲା କାର୍ତ୍ତିକ ଆର୍ଯ୍ୟନ୍ ଏବଂ ତୃପ୍ତି ଡିମ୍ରିଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭୁଲ୍ ଭୁଲୈୟା-୩’ର ଟ୍ରେଲର ଯାହାକୁ ଦେଖି ଫ୍ୟାନ୍ସମାନେ ବହୁତ ଉତ୍ସାହିତ ଅଛନ୍ତି । ଅନିସ୍ ବାଜମିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଭୂଷଣ କୁମାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ସିରିଜର ଲାଟେଷ୍ଟ…