Browsing Tag

keonjhar news

ଲଜରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ପୋଲିସର ତନାଘନା

କେନ୍ଦୁଝର (କେନ୍ୟୁଜ) : ସହରର କେଉଁଝର ଲଜ୍ରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର। ମୃତକ ଜଣକ ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ସ୍କ୍ରାପ ବ୍ୟବସାୟୀ ଏମ୍ଡି ଉଦରିସ ହୁସେନ ବୋଲି ଚିହ୍ନଟ ହୋଇଛି। ଗତ ୧ ତାରିଖରୁ ସେ ଏହି ଲଜରେ ରହୁଥିଲେ। ଗତକାଲି ରାତିରେ ଲଜ୍ କର୍ମଚାରୀ ତାଙ୍କୁ ଖାଇବାକୁ ଡାକିଥିଲେ ।…

ଅଟେଇ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବା ଘଟଣା: ଆଉ ୨୭ଜଣଙ୍କୁ ଗିରଫ କଲା ଘଟଗାଁ ବନ ବିଭାଗ

ଘଟଗାଁ(କେନ୍ଯୁଜ୍): ଗଛ କାଟି ୨୭ ଗିରଫ । ଅଟେଇ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବା ଘଟଣାରେ ଆଉ ୨୭ଜଣଙ୍କୁ ଗିରଫ କରିଛି ଘଟଗାଁ ବନ ବିଭାଗ । ପୂର୍ବରୁ ଏହି ଘଟଣାରେ ୯ଜଣଙ୍କୁ ଗିରଫ କରଯାଇଥିଲା । ମେଲାଣ, ପାଲବଣି ଗାଁର କିଛି ଲୋକ ନିକଟ ଅରେଇ ସଂରକ୍ଷିତ ଜଙ୍ଗଲ ତଳିବେଡା ପାର୍ଶ୍ୱରୁ ପ୍ରାୟ…

କେନ୍ଦୁଝର: ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା, ୨ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସୁଆକାଟି ଗନ୍ଧମାର୍ଦ୍ଧନ ଖଣିର ୪ ନମ୍ବର କଣ୍ଟା ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା । ଯାହା ଫଳରେ ଦୁଇ ଡ୍ରାଇଭର ଚାପି ହୋଇ ଗୁରୁତର ଆହତ ହୋଇଛନ୍ତି । ଘଟଣାପରେ ଖବର ପାଇ ସଦର ପୋଲିସ ପହଁଚି ଉଭୟ ଆହତଙ୍କୁ ଉଦ୍ଧାର କରି…

କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହେଲା ମିଲେଟ ମିଶନ କାଫେ

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହେଲା ମିଲେଟ ମିଶନ କାଫେ । ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଏହି କାଫେର ଉଦଘାଟନ କରାଯାଇଥିଲା । ବର୍ତ୍ତମାନ ମିଲେଟ ଚାଷ ଦ୍ୱାରା ମହିଳାମାନେ ବହୁ ଆଗକୁ ଯାଇ ପାରୁଛନ୍ତି । ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସୁଷମ ଖାଦ୍ୟ କିପରି ଜନ…

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଲା କୁକୁଡ଼ା ବୋଝେଇ ପିକଅପ ଭ୍ୟାନ୍

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ସାହାରପଡା ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ହଳଦିବଟା ନିକଟରେ ଏକ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଚାଳକ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ…

କେନ୍ଦୁଝର: ନଦୀରେ ବୁଡି ୩ବର୍ଷର ଶିଶୁ କନ୍ୟା ମୃତ

କେନ୍ଦୁଝର: ନଦୀରେ ବୁଡି ୩ବର୍ଷର ଶିଶୁ କନ୍ୟା ମୃତ । ମୃତକ କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଚମ୍ପୁଆ ବସ୍ତିର ଗଙ୍ଗାଧର ମୁଣ୍ଡାଙ୍କ ଝିଅ ସୁନିଆ ମୁଣ୍ଡା । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପରିବାରର ଅନୁପସ୍ଥିତିରେ ଶିଶୁ କନ୍ୟା ଘରଠାରୁ ଅଳ୍ପ ଦୂରରେ…

କେନ୍ଦୁଝର: ଘର ଲୋକ ଛୁଇଁଲେନି ମୃତଦେହ, ଶେଷରେ ନାଏବ ସରପଞ୍ଚ ଓ ଓ୍ଵାର୍ଡ ମେମ୍ବର ମିଶି କଲେ ସତ୍କାର

କେନ୍ଦୁଝର : ଘର ଲୋକ ଛୁଇଁଲେନି । ଓ୍ଵାର୍ଡମେମ୍ବର ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ସତ୍କାର କଲେ ନାଏବ ସରପଞ୍ଚ । କେନ୍ଦୁଝର ଜିଲ୍ଲା ଶୁଆକାଟି ଗାଁରେ ଅଭାବନୀୟ ଘଟଣା ଘଟିଛି । ଗାଁର ପ୍ରହ୍ଲାଦ ସେଠୀ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇ ସଙ୍ଗରୋଧରେ ଚିକିତ୍ସିତ ହେଉଥିଲେ ।…

କେନ୍ଦୁଝର: ଟ୍ରେନ୍‌ ଧକ୍କାରେ ଗୁରୁତର ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କେନ୍ଦୁଝର: ଟ୍ରେନ୍‌ ଧକ୍କାରେ ଗୁରୁତର ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡପଟା ରେଳ ଷ୍ଟେସନ୍‌ ନିକଟ ବାଘୁଆ ନାଳ ନିକଟରେ ଏକ ଦନ୍ତା ରାସ୍ତା ପାର ହେଉଥିବାବେଳେ ମାଲବାହୀ ଟ୍ରେନ୍‌ ହାତୀକୁ ଧକ୍କା ଦେଇଥିଲା। ଫଳରେ ହାତୀଟି…

ରଖେ ହରି ତ ମାରେ କିଏ: ଟ୍ରେନ ସମ୍ମୁଖରେ ଧକ୍କା ଖାଇ ମଧ୍ଯ ବଞ୍ଚିଗଲେ ମାନସିକ ବିକାରଗ୍ରସ୍ତ ବ୍ଯକ୍ତି

କେନ୍ଦୁଝର : କଥାରେ ଅଛି ରଖେ ହରି ତ ମାରେ କିଏ । ତାହା ଆଜି ସକାଳୁ ସକାଳୁ ପ୍ରାମାଣିତ ହୋଇଛି, କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କବିତରା ରେଲୱେ କ୍ରସିଂରେ । ଏକ ମାଲବାହି ଟ୍ରେନ ଯିବା ପାଇଁ ଗେଟ ପଡିଥିବା ବେଳେ ସେହି ମଧ୍ୟକୁ ପଶି ଯାଇଥିଲା ଏକ ବିକୃତ ମସ୍ତିସ୍କ ଲୋକ। ଷ୍ଟେସନ ନିକଟରେ…

ଚୋରା ଲୁହାପଥର ଚାଲାଣ ବେଳେ ବନ ବିଭାଗର ଚଢାଉ, ୫ ଆଇରନ ବୋଝେଇ ଡମ୍ପର ଜବତ

କେନ୍ଦୁଝର: ଚୋରା ଲୁହାପଥର ଚାଲାଣ ବେଳେ ବନ ବିଭାଗର ଚଢାଉ। ଜବତ ହେଲା ୫ ଆଇରନ ବୋଝେଇ ଡମ୍ପର। ଗତକାଲି ରାତି ପ୍ରାୟ ୧ଟାରେ ବଡବିଲ ରେଞ୍ଜ ଅଂସେଇକଳା ନିକଟରୁ ଜବତ କରିଛି ବନବିଭାଗ। ଡମ୍ପର ସହ ଲକ୍ଷାଧିକ ଟଙ୍କାର ଲୁହାପଥର ଜବତ କରିଛି । ଡ୍ରାଇଭର ଓ ହେଲପର ଗାଡି ଛାଡି ଫେରାର…

ନରହନ୍ତା ଦନ୍ତା: ଘର ଅଗଣାରେ ପଶି ବୃଦ୍ଧାଙ୍କୁ ଦଳିଦେଲା ବଣୁଆ ହାତୀ

କେନ୍ଦୁଝର : ନରହନ୍ତା ଦନ୍ତା। ଘରେ ପଶି ମହିଳାଙ୍କୁ କଚାଡି ମାରିଲା । ମୃତକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଫରେଷ୍ଟ ରେଞ୍ଜ ଜଗମୋହନ ଗାଁର ଜାନକୀ ପ୍ରଧାନ । ଘର ଅଗଣାରେ ପଶି ବୃଦ୍ଧାଙ୍କୁ ଦଳିଦେଲା ବଣୁଆ ହାତୀ । ଜାନକୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ…

ବେଆଇନ୍‌ ମଦ କାରବାରକୁ ବିରୋଧ କରିବାରୁ ଅତ୍ୟାଚାର, ଘରଦ୍ୱାର ଛାଡି ବାରଦୁଆର ହେଉଛନ୍ତି ୪ ପରିବାର

ଗାଁ ଭିତରେ ମଦ ମାଫିଆଙ୍କ ଜୁଲମ । ଅତ୍ୟାଚାର ଏତେ ହେଲା ଯେ ଘରଦ୍ୱାର ଓ ଗାଁ ଛାଡ଼ି ଦେଲେ ଚାରିଟି ପରିବାର। ଏବେ ଏମାନେ ବାରଦୁଆର ହେଉଛନ୍ତି । ବେଆଇନ୍‌ ମଦ କାରବାରକୁ ବିରୋଧ କରିବାରୁ ଏମାନଙ୍କର ଏ ଦଶା ହୋଇଛି । ଗାଁର ୪ଟି ପରିବାର ଉପରେ ଖୁବ୍‌ ଅତ୍ୟାଚାର କରୁଛନ୍ତି ମାଫିଆମାନେ । ସେମାନଙ୍କ…