ଦେଶରେ ‘ହଟ୍ ଡଗ୍’ ବ୍ୟାନ କଲେ କିମ୍ ଜୋଙ୍ଗ୍ ଉନ୍, ଧରାପଡ଼ିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ
ଆମେରିକୀୟ ଷ୍ଟ୍ରିଟ୍ ଫୁଡ୍ ହଟ୍ ଡଗକୁ ଆଜିକାଲି ଉତ୍ତର କୋରିଆବାସୀ ବେଶ୍ ପସନ୍ଦ କରିବାରେ ଲାଗିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଏହି ଷ୍ଟ୍ରିଟ୍ ଫୁଡ୍ ସେଠାରେ ବହୁତ ଲୋକପ୍ରିୟ ହୋଇଯାଇଛି । ଏହାରି ମଧ୍ୟରେ ସେଠାକାର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଦେଶରେ ହଟ୍ ଡଗକୁ ବ୍ୟାନ୍…