Browsing Tag

kim jong un

ଘରେ ବସି ପର୍ଣ୍ଣ ଦେଖୁଥିଲେ ବାଳକ, କିମ୍ ଜୋଙ୍ଗ ଉନ୍ ସମସ୍ତ ପରିବାରକୁ ଦେଲେ କଡ଼ା ଦଣ୍ଡ

ନିଜର କଠୋର ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହିଥାନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍। ପୁଣି ଏମିତି କିଛି କାମ କରିଛନ୍ତି କିମ୍ ଜୋଙ୍ଗ ଉନ, ଯାହାକୁ ନେଇ ଏବେ ଚର୍ଚ୍ଚା। ଅଶ୍ଲୀଳ ଫିଲ୍ମ ଦେଖୁଥିବା ଜଣେ କିଶୋର ଓ ତାଙ୍କ ପରିବାରକୁ କିମ୍ କଡା ଦଣ୍ଡ ଦେଇଛନ୍ତି। ବିଶ୍ବର…

ଏମିତି ନିର୍ଦ୍ଦୟ ଶାସକ, ରେଡିଓ ଶୁଣିବାରୁ ଦେଲେ ମୃତ୍ୟୁ ଦଣ୍ଡ, ଜାହାଜ ମାଲିକଙ୍କୁ ଗୁଳି କରି ହତ୍ୟା କଲେ କିମ୍ ଜୋଙ୍ଗ୍…

ରେଡିଓ ଶୁଣିବାରୁ ମିଳିଲା ମୃତ୍ୟୁ ଦଣ୍ଡ। ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ଏକଦମ୍ ସତ। ରେଡିଓ ଶୁଣିବା ଭଳି ଏକ ଛୋଟ କଥାକୁ ନେଇ ନିଜ ଦେଶର ଜଣେ ଜାହାଜ ମାଲିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ୍ ଉନ୍। ନିଜ କ୍ରୁରତା ପାଇଁ ସାରା ବିଶ୍ୱରେ…

ଚର୍ଚ୍ଚାରେ କିମ ଜଙ୍ଗ ଉନଙ୍କ କ୍ରୁରତା, କରୋନା ସ୍ଥିତି ଲୁଚାଇବା ପାଇଁ ରୋଗୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ କରୁଛନ୍ତି…

ଉତ୍ତର କୋରିଆର ମୁଖ୍ୟ ଶାସକ କିମ ଜଙ୍ଗ ଉନ ଆରମ୍ଭରୁ ହିଁ କରୋନାକୁ ନେଇ ଅନେକ କଥା ଲୁଚେଇ ଆସୁଛନ୍ତି । ଏମିତିକି ତାଙ୍କ ଦେଶରେ ଜଣେ ମଧ୍ୟ ସଂକ୍ରମିତ ନାହାନ୍ତି ବୋଲି ମଧ୍ୟ ବାରମ୍ବାର ଦାବି କରିଥିଲେ । କିନ୍ତୁ ପ୍ରକୃତରେ ଏହା ସତ ନୁହେଁ । ବାରମ୍ବାର ମିଛ କହିଚାଲିଛନ୍ତି କିମ ଜଙ୍ଗ ଉନ ।…

ଉତ୍ତର କୋରିଆ ଜେଲରେ କଏଦୀଙ୍କୁ ଦିଆଯାଏ ଏଭଳି ନିର୍ଯାତନା, ଶୁଣିଲେ ଲୋମ ଟାଙ୍କୁରି ଉଠିବ

ଉତ୍ତର କୋରିଆ ଜେଲରେ ବନ୍ଦୀ ଜୀବନ ବିତାଉଥିବା କଏଦୀଙ୍କୁ ଅତି ଅମାନୁଷିକ ଭାବେ ଅତ୍ୟାଚାର କରାଯାଉଛି। ଏନେଇ ଖୁଲାସା କରିଛନ୍ତି ଆମେରିକାସ୍ଥିତ ହ୍ୟୁମାନ୍‌ ରାଇଟ୍ସ ଓ୍ଵାଚ୍‌। ରିପୋର୍ଟରେ କୁହାଯାଇଛି ଯେ ଅଧିକାରୀମାନେ ନିଜ ସ୍ୱାର୍ଥ ପାଇଁ ସାଧାରଣ ଜନତାଙ୍କୁ ଅତ୍ୟାଚାର କରିଥାନ୍ତି। ଯଦି…

ଉତ୍ତର କୋରିଆ ଜନତାଙ୍କ ସାମ୍ନାରେ ଭାବୁକ ହୋଇ କାନ୍ଦି ପକାଇଲେ କିମ୍‌ ଜୋଙ୍ଗ ଉନ୍‌, ମାଗିଲେ କ୍ଷମା

ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ ଉନ୍‌ ନିଜ ଦେଶର ଲୋକଙ୍କୁ କ୍ଷମା ମାଗିଛନ୍ତି। ଏ ଅବସରରେ ସେ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। କିମ୍‌ ଜନତାଙ୍କୁ କହିଛନ୍ତି କରୋନା ମହାମାରୀ ବେଳେ ସେ ନିଜ ଦେଶର ଲୋକଙ୍କ ସହ ଠିଆ ହୋଇପାରିନଥିଲେ। ଏଣୁ ସେ ଖୁବ୍‌ ଦୁଃଖିତ। ଏଣୁ ହାତ ଯୋଡ଼ି କ୍ଷମା…

ଉତ୍ତର କୋରିଆ ତିଆରି କଲା ଏମିତି ମିସାଇଲ ଯାହା ଆମେରିକାକୁ ମିନିଟିଏରେ କରିଦେବ ଧ୍ୱଂସ, ଟ୍ରମ୍ପ କ୍ଷୁବ୍ଧ

ଆମେରିକା ଉପରେ ଆକ୍ରମଣ କରିବାକୁ ମିସାଇଲ ତିଆରି କରିଛି ଉତ୍ତର କୋରିଆ। ଉତ୍ତର କୋରିଆର ସରକାରୀ ମିଡିଆ ମୁତାବକ ଶନିବାର ମିଲିଟାରୀ ପରେଡ୍‌ରେ ନୂଆ ଇଣ୍ଟରକଣ୍ଟିନେଣ୍ଟାଲ ବାଲାଷ୍ଟିକ୍‌ ମିସାଇଲ ଲଞ୍ଚ୍‌ କରାଯାଇଛି। ରିପୋର୍ଟ ଅନୁସାରେ ଉତ୍ତର କୋରିଆର ନୂଆ ଶକ୍ତିଶାଳୀ ମିସାଇଲ ପରେଡ୍‌ ବିଷୟରେ…

ବର୍ଷକୁ ୨୦ କୋଟି ଟଙ୍କାର ମଦ ପିଇଯାଆନ୍ତି ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ, ଜାଣନ୍ତୁ ତାଙ୍କ ରୟାଲ ଲାଇଫ୍‌…

କିମ୍‌ ଜୋଙ୍ଗ ଉନ୍‌ ଏହି ନାଁ ହିଁ ଯଥେଷ୍ଟ କ୍ରୁରତାର ଉଦାହରଣ ପାଇଁ। ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗଙ୍କୁ କିଏ ବା ନ ଜାଣେ। ନୃଶଂସତା ତଥା ଅତ୍ୟାଚାର ପାଇଁ ସେ ସାରା ବିଶ୍ୱରେ ପ୍ରସିଦ୍ଧ। କୁହାଯାଏ ସାରା ଦୁନିଆରେ କିମ୍‌ଙ୍କ ଭଳି ନୃଶଂସ ଲୋକ ଆଉ କେଉଁଠି ନାହାନ୍ତି। ତେବେ ଆଜି ଆସନ୍ତୁ…

କିମ ଜୋଙ୍ଗ ଉନଙ୍କ କ୍ରୁରତା: ବିଦେଶୀ ଶୋ’ ଦେଖିଲେ କଏଦୀମାନଙ୍କୁ ଜେଲ ଭିତରେ ପିଆଯାଉଥିଲା ମୃତ ମଣିଷର ପୋଡ଼ା…

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ କ୍ରୁରତା କାହାକୁ ବା ନ ଜଣା। କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କର ଯେଉଁ କ୍ରୁରତା ବିଷୟରେ କହିବୁ, ଆପଣ ଜାଣିଲେ ଥରି ଉଠିବେ। କେତେବେଳେ ସେ ନିଜ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ତୋପରେ ଉଡ଼ାଇ ଦିଅନ୍ତି ତ କେତେବେଳେ ଛୋଟ ଭୁଲ କରୁଥିବା…

ଏବେ ଗୃହପାଳିତ କୁକୁରଙ୍କ ଉପରେ ପଡ଼ିଛି କିମ ଜୋଙ୍ଗ ଉନଙ୍କ ନଜର, ମାରି ଖାଇବାକୁ ଦେଲେ ନିର୍ଦ୍ଦେଶ

ନିକଟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଏକ ଆଶ୍ଚର୍ଯ୍ୟକର ନିର୍ଦ୍ଦେଶ ଦେଇ ଚର୍ଚ୍ଚାକୁ ଆସିଛନ୍ତି, ସେ ବର୍ତ୍ତମାନ ଗୃହପାଳିତ କୁକୁରମାନଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଉକ୍ତ କୁକୁରମାନଙ୍କର ମାଲିକମାନେ ଭୟ କରୁଛନ୍ତି ଯେ ଏହି ଗୃହପାଳିତ ପଶୁ…

ଉତ୍ତର କୋରିଆର ଏହି କୃର ଶାସକ କେବଳ ମଦରେ ଉଡ଼ାନ୍ତି କୋଟି କୋଟି ଟଙ୍କା

ଉତ୍ତର କୋରିଆକୁ ବିଶ୍ୱର ସବୁଠୁ ରହସ୍ୟମୟୀ ଦେଶ ଭାବେ ଗଣାଯାଏ । ତାଠାରୁ ଆହୁରି ଅଧିକ ରହସ୍ୟରେ ଭରା ସେଠାକାର ଶାସକ କିମ ଜନ ଉଂଗ । ବିଶ୍ୱର ବିଭିନ୍ନ ଦେଶ ମାନଙ୍କର ପ୍ରମୁଖ ଶାସକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିବା ଏକ ସଂସ୍ଥାର ରିପୋର୍ଟ ଅନୁଯାୟୀ, ୨୦୧୮ ମସିହାରେ କିମଙ୍କ ପାଖରେ ୧୦…

ରାଗିଗଲେ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ, ଦକ୍ଷିଣ କୋରିଆ ସହ ସମ୍ପର୍କ ଛିନ୍ନ କରିବାକୁ ଦେଲେ ଧମକ

ସ୍ୱାସ୍ଥ୍ୟଗତ କାରଣକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌। ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହେବା ପରେ କିମ୍‌ଙ୍କ ଭଉଣୀ ଶାସନ ଭାର ସମ୍ଭାଳିବେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ କିମ୍‌ ଭଲ ହୋଇ ଆସିବା ପରେ ସମସ୍ତ କଳ୍ପନାଜଳ୍ପନାର…

ପତ୍ନୀଙ୍କୁ ମଧ୍ୟ କଡ଼ା କଟାକଣା ମଧ୍ୟରେ ରଖିଛନ୍ତି କିମ୍‌ ଜୋଙ୍ଗ, ବାପ ଘର ଲୋକଙ୍କ ସହ ଦେଖାହେବାକୁ ବି ନାହିଁ ଅନୁମତି

କରୋନା ଆତଙ୍କ ମଧ୍ୟରେ ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଅଚାନକ ଗାଏବ ହୋଇଯିବା ଖବର ସବୁ ଗଣମାଧ୍ୟମରେ ସାଜିଥିଲା ଚର୍ଚ୍ଚାର ଶିରୋନାମା। ସମସ୍ତଙ୍କ ମନରେ ଗୋଟିଏ ହିଁ ପ୍ରଶ୍ନ ଥିଲା କୁଆଡ଼େ ଗଲେ କିମ୍‌ ଜୋଙ୍ଗ। ବାରମ୍ବାର ପରମାଣୁ ବୋମା ପକାଇବାକୁ ଧମକ ଦେଉଥିବା କିମ୍‌ ଜୋଙ୍ଗ୍‌…