Browsing Tag

kiss

୧୮ବର୍ଷରୁ କମ୍‍ ବିଶ୍ୱ ସ୍କୁଲ୍‍ ଭଲିବଲ୍‍ ଚାମ୍ପିଅନସିପ୍‍: ୨୦୨୨ ପାଇଁ କିସ୍‍ର ଦୁଇଟି ଦଳ ମନୋନୀତ

ଭୁବନେଶ୍ବର(କେନ୍ୟୁଜ୍):୧୮ବର୍ଷରୁ କମ୍‍ ବିଶ୍ୱ ସ୍କୁଲ୍‍ ଭଲିବଲ୍‍ ଚାମ୍ପିଅନସିପ୍‍ ୨୦୨୨ ପାଇଁ କିସ୍‍ର ଦୁଇଟି ଦଳ ମନୋନୀତ ହେଉଛନ୍ତି। ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଫେଡେରେସନ୍‍ ଦ୍ୱାରା ଜୁନ୍‍ ୧୯ରୁ ୨୭ପର୍ଯ୍ୟନ୍ତ ବ୍ରାଜିଲ୍‍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଚାମ୍ପିଅନ୍‍ସିପରେ…

ଓଡ଼ିଶା ସମେତ ଭାରତ ଓ ସମଗ୍ର ଦକ୍ଷିଣ ଏସିଆରେ ସ୍କୁଲ ସ୍ତରରେ ଫୁଟ୍‌ବଲ୍‌ର ବିକାଶ କରିବ କିସ୍‌, ଫିଫା ଫାଉଣ୍ଡେସନ୍‌ ଓ…

କେନ୍ୟୁଜ୍(ବ୍ୟୁରୋ): ଫିଫା ଫୁଟ୍‌ବଲ ଫର ସ୍କୁଲ୍‌ସ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ସମେତ ଭାରତ ଓ ସମଗ୍ର ଦକ୍ଷିଣ ଏସିଆରେ ସ୍କୁଲସ୍ତରରେ ଫୁଟ୍‌ବଲ୍‌ର ବିକାଶ କରିବ କିସ୍‌ । ଏଥିପାଇଁ ବୁଧବାର ଫିଫା ଫାଉଣ୍ଡେସନ୍‌ ଓ କିସ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ସୁଇଜରଲାଣ୍ଡର…

୧୪ ବିଶିଷ୍ଟ ବ୍ୟକ୍ତିଙ୍କୁ କିସ୍‌ ପକ୍ଷରୁ ପ୍ରଫେସର ଅଫ୍‌ ପ୍ରାକ୍ଟିସ୍‌ ଉପାଧି ପ୍ରଦାନ

କେନ୍ୟୁଜ୍ (ବ୍ୟୁରୋ): ନିଜ ଅଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜନଜାତି ସଂପ୍ରଦାୟର ୧୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଅଫ୍‌ ପ୍ରାକ୍ଟିସ୍‌ ଉପାଧୀ ପ୍ରଦାନ କରାଯାଇଛି । ସଙ୍ଗୀତ, ନୃତ୍ୟ, ଭାଷା, ଚିତ୍ର, ବେଶଭୂଷା ଆଦି…

ଗରିବ କାହ୍ନଙ୍କୁ ଡାକ୍ତରୀ ପଢ଼ିବା ପାଇଁ ସହାୟତା କଲେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) : ଏଣିକି ଆଉ କାହ୍ନଙ୍କୁ ଡାକ୍ତରୀ ପଢ଼ିବା ପାଇଁ ଆର୍ଥିକ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣଡାକ୍ତରୀ ପଢିବା ପାଇଁ କାହ୍ନଙ୍କୁ ସହାୟତାର ହାତ ବଢାଇଲା କିସ୍‌ ଫାଉଣ୍ଡେସନ୍‌। ସେ ଏବେ ନିଶ୍ଚିନ୍ତରେ ଡାକ୍ତରୀ ପଢାରେ ଧ୍ୟାନ ଦେବେ। ବହୁ ଅଭାବ ଅନଟନ ଓ ସଂଘର୍ଷ…

ପୁଣି ଶୀର୍ଷରେ କିସ୍: ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କିସ୍‌ର ୩ଜଣ ଛାତ୍ରଛାତ୍ରୀ ପାଇଲେ ସଫଳତା

କେନ୍ୟୁଜ୍(ବ୍ୟୁରୋ):  ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କିସ୍‌ର ୩ ଛାତ୍ରଛାତ୍ରୀଙ୍କ ସଫଳତା। ଚଳିତବର୍ଷ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କିସ୍‌ର ୩ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ବିଦ୍ୟାଳୟ ଓ…

କିସ୍ ପରିସରରେ ଗାନ୍ଧିଙ୍କ ତିରୋଧାନ ଦିବସ ପାଳିତ, କିସ୍ ପ୍ରତିଷ୍ଠାତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର(କେନ୍ୟୁଜ) : କିସ୍ ପରିସରରେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ କିସ୍ ପରିସରରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ…

କରୋନା ପାଇଁ କିସ୍‌ରେ ପୁନଶ୍ଚ ଛୁଟି ଘୋଷଣା,ଗାଁକୁ ଚାଲି ଗଲେ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): କରୋନା ପାଇଁ ପୁଣି କିସ୍‌ରେ ଛୁଟି ହେଲା। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ କିସ୍‌ କର୍ତ୍ତୃପକ୍ଷ ଆଜିଠାରୁ କିସ୍‌କୁ ପୁନଶ୍ଚ ଛୁଟି ଘୋଷଣା କରିଛନ୍ତି। କିସ୍‌ ଛାତ୍ରଛାତ୍ରୀମାନେ ଆଜି ସେମାନଙ୍କ ନିଜ ନିଜ ଗାଁକୁ…

କିସ୍‌ ବିଶ୍ୱବିଦ୍ୟାଳୟରେ ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ

କେନ୍ୟୁଜ୍(ବ୍ୟୁରୋ):  କିସ୍‌ ବିଶ୍ୱବିଦ୍ୟାଳୟରେ ସମ୍ବିଧାନ ପ୍ରଣେତା ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ ହୋଇଛି। ଏହି ଉପଲକ୍ଷେ କିସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆମ୍ବେଦକରଙ୍କ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାକୁ କିସର କୁଳପତି ପ୍ରଫେସର ଦୀପକ…

ବାପା କହିଲେ- ‘ବର-କନ୍ୟା ଏବେ କିସ୍‌ କରନ୍ତୁ’, ବେଦୀ ଉପରେ ଲାଜେଇ ଗଲେ ପଣ୍ଡିତ; ଭାଇରାଲ ହେଉଛି ଭିଡିଓ

ଭାରତୀୟ ବିବାହରେ ଅନେକ ପ୍ରକାରର ରୀତି ନୀତି ପାଳିତ ହୁଏ। ବେଳେବେଳେ ଏହି ବିବାହ ଏତେ ଲମ୍ବା ହୋଇଥାଏ ଯେ ବର କନ୍ୟାଙ୍କ ସମେତ ବରଯାତ୍ରୀ ବି ହାଲିଆ ହୋଇଯାଆନ୍ତି। ଫଳରେ ବିବାହକୁ ଠିକ୍‌ ଭାବେ ଉପଭୋଗ କରିପାରନ୍ତି ନାହିଁ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏମିତି ବିବାହର ଭିଡିଓ ଭାଇରାଲ…

କାର୍ତ୍ତିକ ଆର୍ଯ୍ୟନଙ୍କୁ ଆସେ ନାହିଁ KISS କରିବା, କିସିଙ୍ଗ୍‌ ସିନ୍‌ ଦେବାରେ କରନ୍ତି ଖୁବ୍‌ ପରିଶ୍ରମ; ଏହି ଫିଲ୍ମରେ…

‘ପ୍ୟାର କା ପଞ୍ଚନାମା’ରେ ନିଜର ୫ ମିନିଟ୍‌ର ମନୋଲଗ୍‌ରୁ ହିଟ୍‌ ହୋଇଥିବା ଆକ୍ଟର କାର୍ତ୍ତିକ ଆର୍ଯ୍ୟନ ଆଜି ଇଣ୍ଡଷ୍ଟ୍ରୀର ଏକ ଜଣାଶୁଣା ନାଁ। ସେ ବଲିଉଡ୍‌ରେ କମେଡି ଠାରୁ ଆରମ୍ଭ କରି ରୋମାଣ୍ଟିକ୍‌ ମୁଭି ପର୍ଯ୍ୟନ୍ତ, ନିଜର ଚକୋଲେଟ୍‌ ହିରୋର ଇମେଜ ବଜାୟ ରଖିଛନ୍ତି। ଫିଲ୍ମଗୁଡ଼ିକରେ…

ରାଣୀଙ୍କୁ ଦେଇଥିବା ଚୁମ୍ବନ ଇତିହାସର ସବୁଠାରୁ ଖରାପ KISS ଥିଲା! ଏମିତି କହି ସେ ଦିନର କଥା ଖୁଲାସା କଲେ ସୈଫ୍‌ ଅଲୀ…

ବଲିଉଡ୍‌ ଆକ୍ଟର ସୈଫ୍‌ ଅଲୀ ଖାନ ଓ ରାଣୀ ମୁଖାର୍ଜୀ ବହୁତ କମ୍‌ ଫିଲ୍ମରେ ଏକାଠି ନଜର ଆସିଛନ୍ତି। କିନ୍ତୁ ଯେତେବେଳେ ବି ସେମାନେ ପରଦାରେ ଏକ ସାଥୀରେ ନଜର ଆସିଛନ୍ତି, ସେମାନଙ୍କ କେମିଷ୍ଟ୍ରୀକୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରିଛନ୍ତି। ଏବେ ଲମ୍ବା ସମୟ ପରେ ଦୁଇଜଣ ପୁଣି ଏକାଠି ସ୍କ୍ରିନ୍‌…

କିସ୍‌ରେ ପାଳିତ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ,ମନ୍ଦିରରେ ଦୀପ ଲଗାଇ କଲେ ଦୀର୍ଘାୟୁ କାମନା

କେନ୍ୟୁଜ୍(ବ୍ୟୁରୋ):ଭୁବନେଶ୍ୱର ସ୍ଥିତ କିସ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ ହୋଇଯାଇଛି । କରୋନା ଯୋଗୁଁ କିସ୍‌ରେ ସମସ୍ତ ୩୦ ହଜାର ପିଲା ନଥିଲେ ମଧ୍ୟ କ୍ରୀଡାଭ୍ୟାସ ପାଇଁ ରହିଥିବା ଅଳ୍ପ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଥିଲେ । ଓଡିଶାର ଲୋକପ୍ରିୟ…