Browsing Tag

knewsodisha

ଅଧିକ ସମୟ ପର୍ଯ୍ୟନ୍ତ ଇଅୟଫୋନ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ରୋଗ

ଆଜିର ଯୁଗରେ ଅନେକ ଲୋକ ଇଅୟଫୋନ ବା ହେଡଫୋନ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। କାମ କଲାବେଳେ ହେଉ କିମ୍ବା ଗାଡ଼ି ଚଲାଇଲାବେଳେ କିମ୍ବା ଅନ୍ୟ କୌଣସି ସ୍ଥାନରେ । ଏହା ଏକ ନିତିଦିନିଆ ଅଭ୍ୟାସ ହୋଇଗଲାଣି ଯାହାକି ଏକ ଖରାପ ଅଭ୍ୟାସ । କିନ୍ତୁ ଆପଣ ଜାଣନ୍ତିକି ମାତ୍ରାଧିକ ହେଡଫୋନର…

ଆପଣ ସବୁଦିନେ ଗରମ ପାଣି ପିଉଛନ୍ତି କି ? ହୋଇ ଯାଆନ୍ତୁ ସତର୍କ, ହୋଇପାରନ୍ତି ଏହି ସବୁ ରୋଗର ଶିକାର

କୋଭିଡ ଆସିବା ପରେ ଖାସ କରି ସମସ୍ତେ ଗରମପାଣି ପିଇବା ଆରମ୍ଭ କରିଦେଇଛନ୍ତି । ଏମିତିକି କିଛି ଲୋକେ ଏହାକୁ ନିତିଦିନିଆ ଅଭ୍ୟାସ କରି ସାରିଲେଣି । ବର୍ତ୍ତମାନ ଯେହେତୁ ଶୀତ ଦିନ ସମସ୍ତେ ଅଧିକ ମାତ୍ରାରେ ଗରମ ପାଣି ପିଉଛନ୍ତି । ଗରମ ପାଣି ମଣିଷ ଶରୀର ପାଇଁ ଯେତେଲାଭ ଦାୟକ ହୋଇଥାଏ ଏହାକୁ…

ଆପଣ ସବୁଦିନେ କର୍ନଫ୍ଲେସ୍କ ଖାଉଛନ୍ତି କି ? ହୋଇ ଯାଆନ୍ତୁ ସତର୍କ, ସେକ୍ସ ଡ୍ରାଇଭ୍‌ ଉପରେ ପ୍ରଭାବ ପକାଇବା ସହିତ…

ଅନେକ ଲୋକେ ଅଛନ୍ତି ଯେଉଁମାନେ ନିଜର ସକାଳ ଖାଦ୍ୟ ବା ବ୍ରେକଫାଷ୍ଟରେ କର୍ନଫ୍ଲେକ୍ସ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି । କାରଣ ଏହାକୁ ତିଆରି କରିବା ଅତି ସହଜ ହୋଇଥାଏ ଓ ଏହା ଏକ ହାଲ୍କା ଖାଦ୍ୟ ହେବା ସହିତ ପାଟିକୁ ମଧ୍ୟ ସ୍ୱାଦିଷ୍ଟ ଲାଗିଥାଏ । ଅନେକ ଲୋକେ ଏହାକୁ ଖାଇଥାଆନ୍ତି ନିଜର ଓଜନ…

ଭୁଲ୍‌ରେ ବି ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ ଏହି ୬ ଟି ଜିନିଷ, ନଚେତ ୧୦ ଲକ୍ଷ ଟଙ୍କାର ଜରିମାନା ସହିତ ଯିବାକୁ ପଡିବ…

ଆପଣଙ୍କୁ ଯେକୌଣସି ଜିନିଷ ବିଷୟରେ ଜାଣିବାର ଥାଏ, ଆପଣ ହୁଏତ କାହାକୁ ପଚାରି ସେହି ପ୍ରସଙ୍ଗ ବିଷୟରେ ବୁଝିଥାଆନ୍ତି କିମ୍ବା ଖାସ କରି ଗୁଗଲରେ ସର୍ଚ୍ଚ କରିଥାଆନ୍ତି । ଆଜିର ଯୁବ ପିଢି ମଧ୍ୟ ଏତେ ଚାଲାକ ହୋଇଗଲେଣି ଯେ ଛୋଟ ଛୋଟ ଜିନିଷ ମଧ୍ୟ ଗୁଗଲରେ ସର୍ଚ୍ଚ କରୁଛନ୍ତି । କାରଣ ହାତରେ ଯେହେତୁ…

ଏକାଥରକେ ୧୦୦ଟି ଚିକେନ ମୋମୋ ଖାଇବା ଚ୍ୟାଲେଞ୍ଜ, ଭିଡିଓ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବେଳେବେଳେ ଲୋକେ ଏମିତି କିଛି କାମ କରନ୍ତି ଯାହାକୁ ଦେଖିଲେ ଲାଗେ ଏହା କିପରି ସମ୍ଭବ? କିନ୍ତୁ କିଛି ଅଜବ ଚ୍ୟାଲେଞ୍ଜ ନେଇ ତାକୁ ସତ କରି ଦେଖାଇଛନ୍ତି ଏମିତି ଜଣେ ୟଙ୍ଗ୍‌ ଗର୍ଲ । ଏହା ସାଙ୍ଗରେ ଖାଇବାକୁ ଚେଷ୍ଟା କରିଥିଲେ ୧୦୦ ଟି ମୋମୋ, ତାହା ପୁଣି ଚିକେନ ମୋମୋ । ବର୍ତ୍ତମାନ ଫୁଡ…

ସପ୍ତମ ବେତନ କମିସନ: ଏହି ମାସରେ ସରକାରୀ କର୍ମଚାରୀମାନଙ୍କୁ ମିଳିବ ଏକ୍ସଟ୍ରା ଦରମା

କିଛିଦିନ ପୂର୍ବରୁ ଓଡିଶା ସରକାର ଜୁନିଅର ଶିକ୍ଷକଙ୍କର ଦରମା ୫୦ ପ୍ରତିଶତ ବଢାଇଛନ୍ତି । ଠିକ୍‌ ସେହିପରି କେନ୍ଦ୍ର ସରକାର ମଧ୍ୟ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ନେଇ ଏକ ନିଷ୍ପତି ନେଇଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର, ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ ଲାଗୁ…

ଶୀତ ଦିନରେ ଡଲ୍‌ ଓ ଡ୍ରାଏ ସ୍କିନ୍‌କୁ କରନ୍ତୁ ବାଏ ବାଏ, ନିଜ ଡାଏଟ୍‌ରେ ଆଡ୍‌ କରନ୍ତୁ ଏହି ତିନୋଟି ବେରିଜ୍‌

ଅନ୍ୟ ସବୁ ଦିନ ଗୁଡିକରେ ଯେତେ ମାତ୍ରାରେ ସ୍କିନ ଖରାପ ହୋଇଥାଏ ଖାସ କରି ଶୀତ ଦିନରେ ଅଧିକ ହୋଇଥାଏ । କାରଣ ଶୀତ ଦିନରେ ସ୍କିନ କୁ ଯେତିକି ମାତ୍ରାରେ ପୋଷଣ ମିଳିବା ଦରକାର ସେତିକି ପୋଷଣ ମାତ୍ରାରେ ମିଳିପାରୁ ନାହିଁ । ଶୀତ ଦିନ ଆସିବା ମାତ୍ରେ ହିଁ ଲୋକେ ନିଜ ଚର୍ମର ଯତ୍ନ ପାଇଁ ଅନେକ…

ପିଲାଙ୍କୁ କରୋନା ଟିକା ଦେବା ପରେ ଦେଖାଯାଇପାରେ ଏହି ସାଇଡ ଇଫେକ୍ଟ, ଲକ୍ଷଣ ଦେଖିବା ପରେ ଅଭିଭାବକ ଆପଣାନ୍ତୁ ଏହି…

ବର୍ତ୍ତମାନ ୧୫ରୁ ୧୮ବର୍ଷର ପିଲାମାନଙ୍କୁ କୋଭିଡ ଟିକା ଦିଆଯାଉଛି । ପିଲାମାନଙ୍କୁ ଟିକା ଦେବା ପାଇଁ ଭିନ୍ନ ଭିନ୍ନ ଭ୍ୟାକ୍ସିନେସନ ସେଣ୍ଟର ମଧ୍ୟ ତିଆରି କରାଯାଇଛି । ପିଲାମାନଙ୍କୁ ଭ୍ୟାକ୍ସିନ ଦେବା ପରେ ହୁଏତ ଏହାର ସାଇଡ୍‌ ଇଫେକ୍ଟ ଦେଖାଯାଇପାରେ। ତେଣୁ ଯଦି କୌଣସି ମାଇଲ୍ଡ ଆଫେକ୍ଟ…

ଚୀନ ତିଆରି କରୁଛି ମହାମାନବ, ଜାଣନ୍ତୁ ଏହି ଖତରନାକ ପ୍ରୋଜେକ୍ଟ ବିଷୟରେ

ଆପଣ ଜାଣିଛନ୍ତି ଯେ ଚୀନ ସବୁବେଳେ କିଛି ନା କିଛି ନୂଆ କାରନାମା କରୁଥାଏ । ଏମିତିକି ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ନିଜକୁ ପରିଚିତ କରିବା ପାଇଁ ଭିନ୍ନ ଭିନ୍ନ ପୁଣି ଖତରନାକ ଗବେଷଣା ମଧ୍ୟ କରିଥାଏ। ସବୁବେଳେ ଦୁନିଆ ସାମ୍ନାକୁ ଚୀନ ର କାଣ୍ଡ କାରମାନା ବିଷୟରେ ମଧ୍ୟ ଜଣା ପଡିଯାଏ ।…

ସୁନ୍ଦର ଓ ସୁସ୍ଥ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ସୁଜି ସ୍କ୍ରବ୍‌, ଜାଣନ୍ତୁ ବ୍ୟବହାର କରିବାର ଉପାୟ

ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇବା ପାଇଁ ସମସ୍ତେ ଚାହନ୍ତି । କିନ୍ତୁ ବର୍ତ୍ତମାନ ଏତେ ମାତ୍ରାରେ ପ୍ରଦୂଷଣ ବଢିବାରେ ଲାଗିଛି ଯେ ଚେହେରା ମଧ୍ୟ ଠିକ ରହୁନାହିଁ । ଏମିତିକି ଅନେକ ପ୍ରକାର ଚର୍ମ ଜନିତ ରୋଗ ବାହାରୁଛି । ଖରା ର ଅଧିକ ତାପମାତ୍ରା ପାଇଁ ଓ ଧୂଳି ପ୍ରଦୂଷଣ ପାଇଁ ଆପଣଙ୍କ…

ଆଇନଗତ ସାହାଯ୍ୟ ମାଗୁଥିବା ମହିଳାଙ୍କୁ ଗ୍ୟାଙ୍ଗ ରେପ, ବଳାତ୍କାରୀ ମଧ୍ୟରେ ଓକିଲ ସାମିଲ

ବର୍ତ୍ତମାନ ଦିନକୁ ଦିନ ଯୁଗ ଯେତେ ବଦଳୁଛି ସେତିକି ମାତ୍ରାରେ ବଢିବାରେ ଲାଗିଛି ଅନ୍ୟାୟ ଓ ଅତ୍ୟାଚାର । ଏମିତିକି ଯିଏ ଅଇନ ର ରକ୍ଷା କରିବା କଥା ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା କଥା ସେମାନେ ହିଁ ପାଲଟି ଯାଉଛନ୍ତି କାକ୍ଷସ । କହିବାକୁ ଗଲେ ଏବେ ଗକ୍ଷକ ସାଜୁଛି ଭକ୍ଷକ । ଯାହାର ଜ୍ୱଳନ୍ତ…

ଜେଜେଙ୍କ ଅମୂଲ୍ୟ ସଂପଦକୁ ସମ୍ଭାଳୁଛନ୍ତି ନାତି: ଏହି ସ୍ଥାନ ପାଲଟିଛି ଓଡିଶାର ମୟୁର ଗଡ, ଜାଣନ୍ତୁ ପିକକ୍‌ ଭାଲେ ପଛରେ…

ଆପଣ ଜାଣିଥିବେ ଭଲପାଇବା କେବଳ ମଣିଷ ମଣିଷଙ୍କ ଭିତରେ ହୁଏନି, ଏମିତି ଅନେକ ଘଟଣା ଆପଣ ଦେଖିଥିବେ ଯେଉଁଠି ପଶୁ ପକ୍ଷୀଙ୍କ ସହିତ ବି ମଣିଷର ଭଲ ପାଇବା ହୁଏ ତାହା ପୁଣି ହୋଇଯାଏ ନିବିଡ ସଂପର୍କ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଓଡିଶାର ପିକକ୍‌ ଭାଲେ । ଆପଣତ ଅନେକ ଉଦାହରଣ ଦେଖିଥିବେ,…