Browsing Tag

konark

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ପିଇବା ପାଣି ପାଇଁ ଡହଳ ବିକଳ ପର୍ଯ୍ୟଟକ

ଦିନକୁ ଦିନ ରାଜ୍ୟରେ ଅସହ୍ୟ ହେଲାଣି ତାତି । ପ୍ରବଳ ଖରା ଯୋଗୁଁ ଚାରିଆଡେ ଏବେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେଉଛି । ଏହାରି ଭିତରେ ଦେଖିବାକୁ ମିଳିଛି ପିଇବା ପାଣିର ଅଭାବ । ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର । ଏଠାକୁ ପ୍ରତ୍ୟେକ ଦିନ ଧାଇଁ ଆସନ୍ତି ହଜାର ହଜାର ପର୍ଯ୍ୟଟକ । ହେଲେ ବଡ଼…

କୋଣାର୍କ ସୂର୍ଯ୍ୟମନ୍ଦିର ଫାଟକରେ ତାଲା, ଟିକେଟ ସରିଯିବାରୁ ପର୍ଯ୍ୟଟକ କଲେ ହୋ-ହଲ୍ଲା

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ଫାଟକରେ ତାଲା। ପ୍ରବଳ ପର୍ଯ୍ୟଟକଙ୍କ ଭିଡ଼ ହେବାରୁ ଟିକେଟ ସରିଯାଇଥିଲା । ଟିକେଟ ଶେଷ ହେବା ପରେ ପର୍ଯ୍ୟଟକ ହୋହଲ୍ଲା କରିଥିଲେ। ସ୍ଥିତି ଅଣାୟତ ହେଉଥିବା ଦେଖି ଟିକେଟ କାଉଣ୍ଟର ବନ୍ଦ କରିବା ସହ ମନ୍ଦିର ଗେଟ ଫାଟକରେ ତାଲା ପକାଇଥିଲେ ଦାୟିତ୍ବରେ ଥିବା…

ପୁରୀରୁ କୋଣାର୍କ ଚାଲିବ ଟ୍ରେନ, ୪୯୨ କୋଟି ଟଙ୍କା ମଞ୍ଜୁର

ପୁରୀରୁ କୋଣାର୍କ ଚାଲିବ ଟ୍ରେନ । ଏନେଇ ଆଜି ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନୂଆ ଲାଇନ ପାଇଁ ୨୧୫ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ପଡିବ ।  ୩୨ କିମିର ନୂଆ ଲାଇନ ପାଇ ୪୯୨ କୋଟି ମଞ୍ଜୁର ।  ୪/୫ ଟି ସ୍ଥାନରେ ସ୍ପେଶାଲ ହେରିଟେଜ ହବ ହେବ । ଟ୍ରେନ ଭିତରେ…

ବିଳମ୍ବିତ ରାତିରେ ଘର ଲୋକଙ୍କୁ ଅତର୍କିତ ଆକ୍ରମଣ, ୩୦ ଲକ୍ଷ ଟଙ୍କାରୁ ଅଧିକ ଲୁଟିନେଲେ ଦୁବୃର୍ତ୍ତ

କୋଣାର୍କ (କେନ୍ୟୁଜ୍‌): ଭିନ୍ନ ଭିନ୍ନ ସ୍ଥାନରେ ଏବେ ଲୁଟ୍‌ ର ମାତ୍ରା ବଢ଼ିଚାଲିଛି । କେବଳ ଲୁଟ୍‌ ନୁହେଁ ନିରୀହ ଜନ ସାଧାରଣଙ୍କୁ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି ଦୁବୃର୍ତ୍ତ । ଲୁଟେରାମାନେ ନା ପୋଲିସ କୁ ଭୟ କରୁଛନ୍ତି ନା ଆଇନ୍‌ କୁ ଭୟ କରୁଛନ୍ତି । ମନ ଇଚ୍ଛା ଘରେ ପଶି ଲକ୍ଷ ଲକ୍ଷ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ କୋଣାର୍କ ଇକୋ ରିଟ୍ରିଟଠାରେ ଆରମ୍ଭ ହୋଇଛି ୩ ଦିନିଆ ଟ୍ରାଭେଲ ବଜାର

ଚଳିତ ବର୍ଷ କୋଣାର୍କ ଇକୋ ରିଟ୍ରିଟକୁ ଅଧିକାଂଶ ପର୍ଯ୍ୟଟକ ଆକୃଷ୍ଟ ହୋଇ ବୁଲି ଆସୁଥିବା ବେଳେ, ଦେଶ ଓ ଦେଶ ବାହାରୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ କୋଣାର୍କ ଇକୋ ରିଟ୍ରୀଟ୍ ଠାରେ ୩ଦିନିଆ ଟ୍ରାଭେଲ୍ ବଜାର ଆରମ୍ଭ ହୋଇଛି । ଯାହାକୁ ମୂଖ୍ୟମନ୍ତ୍ରୀ ଆଭାସରେ ଉଦଘାଟନ କରିବେ ।…

ନୂଆବର୍ଷରେ ଚନ୍ଦ୍ରଭାଗା ବେଳାଭୂମିରେ ସୁନ୍ଦର ବାଲୁକା କଳା 

ଗୋପ : ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଶ୍ରିଳ୍ପୀ ଶରିତା ଗୋଛୟତ। ନବ ବର୍ଷ ଉପଲକ୍ଷେ ବିଶ୍ୱ ଐତିହ୍ୟ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଶିଳ୍ପୀ ସରିତା ଗୋଛାୟତଙ୍କ ଦ୍ବାରା ୭ ଦିନିଆ ବାଲୁକା କଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଏଥିରେ ୩୦ ପୁଟର  ବାଲୁକା କଳା…

ନିଆରା ଢଙ୍ଗରେ ବଣ ଭୋଜି ମଜା ନେଉଛନ୍ତି ପର୍ଯ୍ୟଟକ, ପରିବାର ଓ ସାଙ୍ଗସାଥିଙ୍କ ମେଳରେ କରୁଛନ୍ତି ଉପଭୋଗ

ଗୋପ (କେନ୍ୟୁଜ୍‌): ଏବେ ପର୍ଯ୍ୟଟନ ଋତୁରେ ସବୁ ପର୍ଯ୍ୟଟନସ୍ଥଳ ଚଳଚଞ୍ଚଳ ହେଉଥିବା ବେଳେ କୋଣାର୍କ ଠାରୁ ଆରମ୍ଭକରି ମା ରାମଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ସ୍ୱର୍ଣ୍ଣାଭ ବେଳା ଭୂମି ପାଲଟିଛି ଜନ ସମୁଦ୍ର । ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସି ନିଜ ପରିବାର ଓ ସାଙ୍ଗ ସାଥିଙ୍କ ସହ…

ସ୍କୁଲ ବସ୍ ରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଗୋପ (କେନ୍ୟୁଜ): ଡ଼ିଏଭି ପବ୍ଲିକ ପବ୍ଲିକ ସ୍କୁଲ ଗାଡ଼ିରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ୭ଜଣ ଛାତ୍ରଛାତ୍ରୀ। ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ରାସ୍ତାର ବାୟାକୂଦା ଗାଁ ନିକଟରେ। ଆଜି ସକାଳେ ଘରୋଇ ସ୍କୁଲ ବସ୍‌ଟି ଛାତ୍ରଛାତ୍ରୀଙ୍କ ନେଇ ସ୍କୁଲ ଯାଉଥିଲା। ବାୟାକୁଦା ଛକ ନିକଟରେ…

କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରକ୍ରିୟା ଜାରି

କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରକ୍ରିୟା ଜାରି ରଖିଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । ସୂର୍ଯ୍ୟ ମନ୍ଦିରର ଉତ୍ତର ଦ୍ୱାର ଦେଇ ବାଲି ବାହାର କରାଯିବ । ଏଥିପାଇଁ ବଡ଼ବଡ଼ ଲୁହାର ପ୍ଲାଟଫର୍ମ ବସା ଯାଇଛି । ଆଗାମୀ ମାସେ ମଧ୍ୟରେ ବାଲି ବାହାର କରାଯିବ ବୋଲି…

ଖ୍ୟାତି ଆଣିଲା କୋଣାର୍କ ଚକ୍ର: ଇଣ୍ଟରପୋଲର ୯୦ତମ ସାଧାରଣ ବୈଠକର ଲୋଗୋରେ ପାଇଲା ସ୍ଥାନ

କେନ୍ୟୁଜ୍(ବ୍ୟୁରୋ): ଖ୍ୟାତି ଆଣିଲା କୋଣାର୍କ ଚକ୍ର। ଇଣ୍ଟରପୋଲର ୯୦ତମ ସାଧାରଣ ବୈଠକର ଲୋଗୋରେ ସ୍ଥାନ ପାଇଛି କୋଣାର୍କ ଚକ୍ର। ଲୋଗୋର କେନ୍ଦ୍ରରେ ରହିଛି କୋଣାର୍କ ଚକ୍ର। ଅକ୍ଟୋବର ୧୮ରୁ ୨୧ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବ ଇଣ୍ଟରପୋଲର ୯୦ତମ ସାଧାରଣ ବୈଠକ। ଇଣ୍ଟରପୋଲ…

ସୂର୍ଯ୍ୟମନ୍ଦିରରୁ କଢା ଯିବ ବାଲି, ୨ରୁ ୩ ବର୍ଷ ଲାଗିବ ସମୟ

ଗୋପ(କେନ୍ୟୁଜ୍):  ବ୍ଲାକ ପାଗୋଡ଼ାରୁ କଢାଯିବ ବାଲି। କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ କଢାଯିବ ବାଲି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅନୁମତି ଦେବା ପରେ ବାଲି କାଢିବା ପୂର୍ବରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଉନ୍ନତ ଜ୍ଞାନକୌଶଳରେ ବାଲି କଢାଯିବ। ମନ୍ଦିର ପ୍ରାଙ୍ଗଣରେ ହୋମ ଯଜ୍ଞରେ…

ମାଘ ସପ୍ତମୀରେ ଏଥର ଚନ୍ଦ୍ରଭାଗାରେ ବୁଡ଼ ପକାଇପାରିବେନି ଶ୍ରଦ୍ଧାଳୁ, ଆସନ୍ତାକାଲି ଦିନ ୧୧ଟା ପର୍ଯ୍ଯନ୍ତ ୧୪୪ ଧାରା…

କୋଣାର୍କ (କେନ୍ୟୁଜ୍): ଆସନ୍ତାକାଲି ମାଘ ସପ୍ତମୀରେ ପ୍ରସିଦ୍ଧ ପବିତ୍ର ଚନ୍ଦ୍ରଭାଗା ବୁଡ଼ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଗତବର୍ଷ ଭଳି ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁଙ୍କ ମଧ୍ୟରେ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡ଼ ଅନୁଷ୍ଠିତ ହେବ । ଭୋରରେ ତିନି…