Browsing Tag

konark

ସ୍ବାଧୀନତା ଦିବସ ନୁହେଁ କି ଗଣତନ୍ତ୍ର ଦିବସ ଅଦିନରେ ତ୍ରିରଙ୍ଗାରେ ଆଲୋକିତ ହେଲା କୋଣାର୍କ, କାରଣ କଣ ଜାଣିବେନି?

ଗୋପ(କେନ୍ୟୁଜ୍): ବିନା କୌଣସି ଉତ୍ସବରେ ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ ହେଲା କୋଣାର୍କ।ପ୍ରଥମ ଥର ପାଇଁ ଏହି ବିଶ୍ବ ଐତିହ୍ୟକୁ ଏପରି ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଛି। ମନ୍ଦିରର ନିମ୍ନଭାଗକୁ ସବୁଜ ମଧ୍ୟ ଭାଗକୁ ଧଳା ଏବଂ ମନ୍ଦିରର ଚୂଡ଼ାକୁ ନାରଙ୍ଗୀ ରଙ୍ଗରେ ରଙ୍ଗିନ କରାଯାଇଛି। ଆଜି…

କୋଣାର୍କ ମନ୍ଦିରର ମୁଖ୍ୟଦ୍ୱାରରେ ଲୁଚି ରହିଛି ଏମିତି ରହସ୍ୟ, ଯାହାକୁ ଜାଣିବାକୁ ଚାଲିଛି ରିସର୍ଚ୍ଚ

କୋଣାର୍କ ନାଁ ଟି ଆସିଲେ ସୂର୍ଯ୍ୟ ମନ୍ଦିରର କଳା କୃତି ଆପଣଙ୍କ ଆଖି ସାମ୍ନାରେ ନାଚିଯାଏ । ଅନେକ ରହସ୍ୟ , ଭରପୁର ଇତିହାସ ନିଜ ଛାତିରେ ଜାବୁଡ଼ି ଧରିଛି ଏହି ମନ୍ଦିର। ଅନେକ ସମୟରେ ଆପଣ ଚିନ୍ତା କରୁଥିବେ ଯେ, କାରିଗରଙ୍କ ନିଖୁଣ କାର୍ଯ୍ୟ ସହ ସହ ବର୍ଷ ପୂର୍ବେ ଏତେ ମାର୍ଜିତ ହେଲା କିପରି ।…

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଏସଆଇ ଅଧିନରେ ଥିବା ସବୁ କୀର୍ତ୍ତିରାଜି ମେ ୧୫ ଯାଏଁ ରହିବ ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ଏଏସଆଇ ଅଧିନରେ ଥିବା ସବୁ କୀର୍ତ୍ତିରାଜି ବନ୍ଦ ରହିବ। ମେ ୧୫ ତାରିଖ ଯାଏ ବନ୍ଦ ରହିବ ସମସ୍ତ କୀର୍ତ୍ତିରାଜି ସ୍ଥଳ। କୋଣାର୍କ, ଖଣ୍ଡଗିରି, ରାଜରାଣୀ ମନ୍ଦିର ଆଦି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ…

ଟ୍ରେନ୍‌ ଏସ୍କର୍ଟ ଟିମ୍‌ ଏଭଳି କାମ କଲା, ଜାଣିଲେ ବାହାବା ନକରି ରହି ପାରିବେନି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଟ୍ରେନ୍‌ ଏସ୍କର୍ଟ ଟିମ୍‌ର ପ୍ରଶଂସନୀୟ କାମ । ଆଜି ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍‌ରେ ଜଣେ ଯାତ୍ରୀ ଛାଡ଼ି ଯାଇଥିବା ବ୍ୟାଗ୍‌କୁ ସେମାନେ ପାଇବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଫେରାଇଛନ୍ତି । ଏହି ଏୟାର ବ୍ୟାଗ୍‌ରେ ନଗଦ ୫୦ ହଜାର ଟଙ୍କା ସହ ବହୁ…

ଆଜିଠୁ ଖୋଲିଲା କୋଣାର୍କ ମନ୍ଦିର, ପ୍ରତିଦିନ ୪୫୦୦ ପର୍ଯ୍ୟଟକଙ୍କୁ ଭିତରକୁ ଯିବାକୁ ମିଳିବ ଅନୁମତି

କୋଣାର୍କ : ଦୀର୍ଘ ୫ମାସ ପରେ ଖୋଲିଲା କୋଣାର୍କ ମନ୍ଦିର। COVID-19 ମହାମାରୀକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ଖୋଲାଯାଇଛି। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଅନଲକ୍ -୪ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି…

ଏବେ ନୁହେଁ ପ୍ରାଚୀନକାଳରେ ମଧ୍ୟ ଶାରୀରିକ ସମ୍ପର୍କକୁ ଦିଆଯାଉଥିଲା ପ୍ରାଥମିକତା, ଏସବୁ ମନ୍ଦିରରେ ଆଜିବି ରହିଛି ଏଭଳି…

ଶାରୀରିକ ସମ୍ପର୍କ ବିଷୟରେ ଆଜି ବି କେହି ଖୋଲାଖୋଲି କଥାବାର୍ତ୍ତା କରନ୍ତି ନାହିଁ। ଲୋକଲଜ୍ଜା କାରଣରୁ ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ଲୋକମାନେ ଗୋପନୀୟତା ରକ୍ଷା କରୁଛନ୍ତି। ମାତ୍ର ପୂର୍ବରୁ ସମୟ ଏଭଳି ନଥିଲା। ପୂର୍ବରୁ ଯୌନ ସମ୍ପର୍କ ଏକ ସାଧାରଣ ବିଷୟ ଥିଲା। ପ୍ରାଚୀନ ଭାରତରେ ଯୌନ…

ସୋଲାର ଆଲୋକରେ ଝଲସିବ କୋଣାର୍କ ସୂର୍ଯ୍ୟ ମନ୍ଦିର, ସୂର୍ଯ୍ୟ ନଗରୀ ଭାବେ ବିକଶିତ ହେବ ସମଗ୍ର ଅଞ୍ଚଳ

କେନ୍ୟୁଜ୍ (ବ୍ୟୁରୋ): କେନ୍ଦ୍ର ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (MNRE) ଓଡିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ କୋଣାର୍କ ସହରର ସଂପୂର୍ଣ୍ଣ ସୋଲାରାଇଜେସନ୍  କରିବା ପାଇଁ ନଷ୍ପତ୍ତି ନେଇଛି। ଏହି ଯୋଜନା ସମ୍ପର୍କରେ ଶକ୍ତି ଏବଂ MNRE ମନ୍ତ୍ରୀ ଆର.କେ ସିଂ କହିଛନ୍ତି,…

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ଫୋକସ୍‌ରେ କୋଣାର୍କ: କହିଲେ, ମନ୍ଦିରରୁ ଖସୁଥିବା ପଥର ଜାଗାରେ ଲଗାଯାଉଛି ସାଧାରଣ ପଥର

ପୁରୀ(କେନ୍ୟୁଜ୍): କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ଫୋକସରେ କୋଣାର୍କ। କୋଣାର୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। କୋଣାର୍କରେ ଖସୁଥିବା ପଥର ସ୍ଥାନରେ ସାଦା ପଥର ଲଗାଯିବା ନେଇ ଅଭିଯୋଗ ଅସିଛି। ଏନେଇ ASIକୁ ତଥ୍ୟ ମଗାଯିବା ସହ ପୁଙ୍ଖାନୁପଙ୍ଖ…

ଶାମ୍ବ ଦଶମୀ ତିଥିରେ ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା, ଜାଣନ୍ତୁ କଣ ରହିଛି ଏହାର ସ୍ବତନ୍ତ୍ରତା

ସୂର୍ଯ୍ୟ ଉପାସନା କ୍ଷେତ୍ର ରୂପେ ଅର୍କକ୍ଷେତ୍ର କୋଣାର୍କ ପରିଚିତ । ଏହା ସାରା ବଶ୍ବରେ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବେଶ୍ ସୁନାମ ଅର୍ଜନ କରିଛି । ଖାସ୍ କରି ଏଠାକାର କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ । ତେବେ ଶାମ୍ବ ଦଶମୀ ତିଥିରେ ଏଠାରେ ସୂର୍ଯ୍ଯ ରଥଯାତ୍ରା ପାଳିତ ହୋଇଥାଏ ।…

ହାଇକୋର୍ଟରେ କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ମାମଲାର ଶୁଣାଣି,ହାଜର ହେଲେ ASI ଡିଜି ଓ ADG ASI

କେନ୍ୟୁଜ୍(ବ୍ୟୁରୋ): ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ମାମଲାର ଶୁଣାଣି । ହାଜର ହେଲେ ASI ଡିଜି ଓ ADG ASI । ଆଜି ସେମାନଙ୍କୁ ହାଜର ହେବାକୁ ଗତ ୧୭ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଐତିହ୍ୟ ସମ୍ପନ୍ନ ଏହି ଦୁଇଚି ମନ୍ଦିରର ମରାମତି ଓ…

କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଅନୁଷ୍ଠିତ ହେଲା ଅନ୍ତର୍ଜାତୀୟ ବାଲୁକା ପ୍ରଦର୍ଶନୀ

କୋଣାର୍କ(କେନ୍ୟୁଜ୍): କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଅନୁଷ୍ଠିତ ହେଉଛି ଅନ୍ତର୍ଜାତୀୟ ବାଲୁକା ପ୍ରଦର୍ଶନୀ। ଏଥିରେ ଆମେରିକା, ଆୟାରଲ୍ୟାଣ୍ଡ, ଡେନମାର୍କ, ଋଷିଆ, କାନାଡ଼ା, ଦକ୍ଷିଣ ଆଫ୍ରିକା ଆଦି ଦେଶରୁ ୬ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରୁଥିବା ବେଳେ ୧୬ ଜଣ…

୨୦୨୦ ଫେବ୍ରୁଆରିରେ କୋଣାର୍କରେ ହେବ ମେଗା ଡ୍ରିଲ୍‌, ଅଭ୍ୟାସ ସ୍ଥାନ ବୁଲି ଦେଖିଲେ ୭ଟି ଦେଶର ପ୍ରତିନିଧି

ପୁରୀ(କେନ୍ୟୁଜ୍):  ୨୦୨୦ ଫେବ୍ରୁଆରିରେ କୋଣାର୍କରେ ହେବ ମେଗା ଡିଲ୍‌ । ଏଥିପାଇଁ ଆଜି ଅଭ୍ୟାସ ସ୍ଥାନ ବୁଲି ଦେଖିଛନ୍ତି ୭ଟି ଦେଶର ପ୍ରତିନିଧି । ମଧ୍ୟାହ୍ନରେ ଏନ୍‌ଡିଆର୍‌ଏଫ୍‌ ଡିଜିଙ୍କ ନେତୃତ୍ୱରେ ପ୍ରତିନିଧି ଦଳ କୋଣାର୍କ ପରିଦର୍ଶନ କରିବା ସହ ଅଭ୍ୟାସ ସ୍ଥାନ ବୁଲିଥିଲେ । ରାମଚଣ୍ଡୀ…