Browsing Tag

lifestyle tips

ଅଫିସରେ କାହାକୁ ପ୍ରେମ କରୁଛନ୍ତି କି? ତା’ହେଲେ ଏହି ସବୁ କଥା ଉପରେ ନିହାତି ରଖନ୍ତୁ ଧ୍ୟାନ

ଅଫିସରେ କାହାର କାହା ସହିତ ପ୍ରେମ ହୋଇଯିବା ଆପଣ ଅନେକ ବାର ଶୁଣିଥିବେ। ଏବେ ଏକ ସର୍ବେକ୍ଷଣରୁ ମଧ୍ୟ ଏହି କଥା ସାମ୍ନାକୁ ଆସିଛି। ଏଥିରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ପାଖାପାଖି ୮୫ ପ୍ରତିଶତ ଲୋକଙ୍କୁ ନିଜ ଅଫିସ ସହକର୍ମୀଙ୍କ ସହିତ ପ୍ରେମରେ ପଡ଼ିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବ ଘରୋଇ ମସଲା, ଜାଣନ୍ତୁ

କରୋନା କାଳରେ ଇମ୍ୟୁନିଟି ଶକ୍ତିକୁ ବଢ଼ାଇବା ପାଇଁ ଆୟୁର୍ବେଦ ଚିକିତ୍ସା ମୁଖ୍ୟ ଭୂୂମିକା ନିର୍ବାହ କରିଥାଏ । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ଆବଶ୍ୟକତା ରହିଛି । କେବଳ ଔଷଧ ନୁହେଁ ବରଂ ଘରୋଇ ଉପାୟରେ ଏହା ଶରୀର ପାଇଁ ସବୁଠୁ ଭଲ ହୋଇଥାଏ। ଆୟୁର୍ବେଦ ଡାକ୍ତର…

ଇମ୍ୟୁନିଟି ସିଷ୍ଟମକୁ ମଜବୁତ ରଖିଥାଏ ‘ଜଙ୍ଗଲ ଜଲେବି’, ଜାଣନ୍ତୁ ଏହାର ଔଷଧିୟ ଗୁଣ

'ଜଙ୍ଗଲ ଜଲେବି' ନାମ ହୁଏତ ଆପଣ ମାନେ କେବେ ଶୁଣି ନଥିବେ । କିନ୍ତୁ ଏହି ଫଳ ଯାହା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହାକୁ 'ଜଙ୍ଗଲ ଜଲେବି' ବା ବିଲାତି…

କରୋନାରେ ସଂକ୍ରମିତ ହେବାର ଏହି ସମୟ ପର୍ଯ୍ୟନ୍ତ ଶରୀରରେ ରହିଥାଏ ଆଣ୍ଟିବଡ଼ି, ରିସର୍ଚ୍ଚରୁ ପ୍ରକାଶ

କରୋନା ସଂକ୍ରମିତ ହେବା ପରେ ଏହି ସମୟ ପର୍ଯ୍ୟନ୍ତ ଶରୀରରେ ରହିଥାଏ ଆଣ୍ଟିବଡ଼ିକରୋନା ଭାଇରସରୁ ବଞ୍ଚିବା ପାଇଁ ପୁରା ଦେଶରେ ଲୋକଙ୍କୁ ଭ୍ୟାକସିନ ଦିଆଯାଉଛି । କରୋନା ଭାଇରସ ସହ ଲଢ଼ିବା ପାଇଁ ବ୍ୟକ୍ତିଙ୍କୁ ପ୍ରସ୍ତୁତ କରାଯାଉଛି । ଯାହାଦ୍ୱାରା ରୋଗ ପାଇଁ ଉପୁଜୁଥିବା ବିପଦ ଟଳିବ । ତେବେ ଆପଣ…

ଲୁହା କଡ଼ାଇରେ ଖାଦ୍ୟ ତିଆରି କରୁଥିଲେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ

ଶରୀରରେ ଆଇରନର ମାତ୍ରା କମ ଥିଲେ ଲୁହା କଡେଇରେ ଖାଦ୍ୟ ତିଆରି କରି ଖାଇବାର ପରାମର୍ଶ ଦିଆଯାଏ । ଏହା କରିବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ବୟସ୍କ ମହିଳାଙ୍କୁ ପ୍ରତିଦିନ୧୮ଏମଜିର ଆଇରନ ଶକ୍ତିର ଆବଶ୍ୟକତା ରହିଥାଏ । ଏହାସହ ପିଲାଙ୍କୁ ମଧ୍ୟ ଲୁହା କଡ଼ାଇରେ ତିଆରି ଖାଦ୍ୟ ଦେଲେ…

ଶରୀରର ଓଜନ କମାଇବା ପାଇଁ ମାନନ୍ତୁ ଏହି ସହଜ ଟିପ୍ସ

ଓଜନ କମାଇବାକୁ ନେଇ ଏବେ ସମସ୍ତେ ଚିନ୍ତାରେ । କିଏ ନିଜ ଡାଏଟ ପ୍ଲାନକୁ ପରିବର୍ତ୍ତନ କରୁଛି ତ ଆଉ କିଏ ଭୋକ ଲାଗୁଥିଲେ ବି ଖାଇବାକୁ ମନ ବଳାଉ ନାହାଁନ୍ତି । କିନ୍ତୁ ଏମିତି କରିବା ଦ୍ୱାରା ଆପଣଙ୍କ ଓଜନ ତ କମିବନି ବରଂ ଆପଣଙ୍କ ଶରୀର ଅସୁସ୍ଥ ହୋଇଯିବ । କାରଣ ଶରୀରର ପରିବର୍ତ୍ତନ ପାଇଁ…

ଆଚାର୍ଯ୍ୟ ଚାଣକ୍ୟ ନୀତି: ଅତି ନିଜର ଲୋକକୁ ବି କହିବା ଉଚିତ ନୁହେଁ ଏହି ୫ଟି କଥା, ହୋଇଥାଏ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ନୀତିଶାସ୍ତ୍ର ନାମକ ଗ୍ରନ୍ଥ ଲେଖିଛନ୍ତି। ଏଥିରେ ଉନ୍ନତି, ଧନ, ବିବାହ, ବ୍ୟାପାର ସମେତ ଜୀବନର କେତେକ ସମସ୍ୟାର ସମାଧାନ ସୂତ୍ର ବର୍ଣ୍ଣନା କରାଯାଇଛି। ଚାଣକ୍ୟଙ୍କ ନୀତିବାଣୀ ପାଳନ କରୁଥିବା ଲୋକ ଜୀବନରେ ଅନେକ ସଫଳତା ହାସଲ କରିଥାଏ। ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକରେ…

ରକ୍ତ ଅଭାବ ଦୂର କରିବା ସହ ମାନସିକ ଶାନ୍ତି ପ୍ରଦାନ କରିଥାଏ ଏହି ନୀଳ ରଙ୍ଗର କଦଳୀ, ଜାଣନ୍ତୁ

ଆପଣ ଆଜି ପର୍ଯ୍ୟନ୍ତ ସବୁଜ ଓ ହଳଦିଆ ରଙ୍ଗର କଦଳୀ ଦେଖିଛନ୍ତି ଆଉ ଖାଇଛନ୍ତି ମଧ୍ୟ । କିନ୍ତୁ ଏହା ବ୍ୟତିତ ଅନ୍ୟ ଏକ ରଙ୍ଗର କଦଳୀ ଏଦୁନିଆରେ ରହିଛି । ଯାହା ନୀଳ ରଙ୍ଗର । ଆଜ୍ଞା ହଁ, ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଏହାର ସ୍ୱାଦ ମଧ୍ୟ ବେଶ ଭଲ । ଏହାର ସ୍ୱାଦ ଭାନିଲା ଆଇସକ୍ରିମ ଭଳି…

ପ୍ରତିଦିନ କ୍ଷୀରରେ ଏକ ଚାମଚ ଘିଅ ମିଶାଇ ପିଇବାଦ୍ୱାରା ଶରୀର ରହିଥାଏ ସୁସ୍ଥ

ପ୍ରତିଦିନ ଆମେ ଏମିତି କିଛି ଖାଇବା ଉଚିତ ଯାହା ଆମ ଶରୀରକୁ ଉପଯୁକ୍ତ ମାତ୍ରାରେ ଶକ୍ତି ଯୋଗାଉଥିବ । ସୁସ୍ଥ ରହିବା ଏକ ପ୍ରକ୍ରିୟା ହୋଇଥାଏ । ତେଣୁ କୌଣସି ବ୍ୟକ୍ତି ଗୋଟିଏ ଦିନରେ ସୁସ୍ଥ ହେବେ ନାହିଁ । ଯଦି ଆପଣ ପ୍ରତିଦିନ କ୍ଷୀର ପିଉଛନ୍ତି ତେବେ ଆପଣଙ୍କୁ ଉପଯୁକ୍ତ ମାତ୍ରାରେ କ୍ୟାଲସିୟମ…

କଦଳୀ ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିଥାଏ, ଜାଣନ୍ତୁ ଏହାର ଫାଇଦା

ଆପଣ ଦକ୍ଷିଣ ଭାରତରେ ପ୍ରାୟ ଲୋକଙ୍କୁ କଦଳୀ ପତ୍ରରେ ଖାଉଥିବାର ଦେଖିଥିବେ । କେବଳ ଘରେ ନୁହେଁ ବରଂ ରେସ୍ତୋରାଁ ଓ ହୋଟେଲ ଆଦିରେ ମଧ୍ୟ ଲୋକଙ୍କୁ କଦଳୀ ପତ୍ରରେ ଖାଇବାକୁ ଦିଆଯାଇଥାଏ । ଆମ ହିନ୍ଦୁ ଧର୍ମରେ ଏହାକୁ ଅତ୍ୟନ୍ତ ଶୁଭ ମନାଯାଏ । ଏହାର ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ଏଥିରେ ଖାଇବା…

ଶିଶୁର ହାଡ଼କୁ ମଜଭୁତ କରିବା ପାଇଁ ଦିଅନ୍ତୁ ଏହି ୬ ପ୍ରାକୃତିକ ଖାଦ୍ୟ

ଶିଶୁଙ୍କ ଶରୀରର ବିକାଶ ଠିକ୍‌ ଭାବେ ହେବା ବହୁତ ଜରୁରୀ। ଏହି ବିକାଶରେ ହାଡ଼ ମଜଭୁତ ହେବା ସବୁଠାରୁ ଅଧିକ ଗୁରୁତ୍ୱ ବହନ କରିଥାଏ। ତେଣୁ ଆପଣ ନିଜ ଶିଶୁର ହାଡ଼କୁ କିପରି ମଜଭୁତ କରିବେ, ତାହା ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଆଜି ଆମେ ଆପଣଙ୍କୁ କିଛି ପ୍ରାକୃତିକ ଉତ୍ପାଦ ବିଷୟରେ କହିବୁ,…

ଗରମ ପାଣି ବାମ୍ଫ ନେବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ନଚେତ ହୋଇପାରନ୍ତି କରୋନା ସଂକ୍ରମିତ

କରୋନା ଭାଇରସରୁ ରକ୍ଷା ପାଇଁ ଅନେକ ଘରୋଇ ଉପାୟ ଆପଣାଉଛନ୍ତି। ଉଷୁମ ପାଣିଠୁ ଆରମ୍ଭ କରି କାଢ଼ା ପର୍ଯ୍ୟନ୍ତ ଭଳିକି ଭଳି ଘରୋଇ ଉପାୟକୁ ଗ୍ରହଣ କରାଯାଉଛି। ଲୋକମାନେ ଇମ୍ୟୁନିଟି ବୁଷ୍ଟର ପାଇଁ ଏହାକୁ ସେବନ କରୁଛନ୍ତି। ଏହାସହ ଭିଟାମିନ ସି ଥିବା ଫଳ ଖାଇବାକୁ ପାଇଁ ମଧ୍ୟ ଡାକ୍ତରଙ୍କ ପକ୍ଷରୁ…