Browsing Tag

lizard

ବୈଜ୍ଞାନିକମାନେ ଖୋଜିଲେ ଝିଟିପିଟିର ଏକ ଭିନ୍ନ ପ୍ରଜାତି, କୁମ୍ଭୀର ଭଳି ରହିଛି ବିଶାଳକାୟ

ପୃଥିବୀରେ ବିଭିନ୍ନ ପ୍ରକାରର ପ୍ରାଣୀ ବାସ କରନ୍ତି, ଯେଉଁମାନଙ୍କ ମଧ୍ୟରୁ କିଛି ବହୁତ ବଡ଼ ହୋଇଥାନ୍ତି ତ କିଛି ଅତି ଛୋଟ ହୋଇଥାନ୍ତି ଏବଂ କିଛି ବିଷାକ୍ତ ମଧ୍ୟ ହୋଇଥାନ୍ତି । ଆପଣ ନିଶ୍ଚୟ ଝିଟିପିଟିର ଅନେକ ପ୍ରଜାତି ବିଷୟରେ ଜାଣିଥିବେ । ଅନେକ ଝିଟିପିଟି ଅଛନ୍ତି ଯେଉଁମାନେ ବହୁତ ବଡ ଓ…

ଚାହୁଁଚାହୁଁ ରାସ୍ତାକୁ ମାଡିଆସିଲା କୁମ୍ଭୀର ଆକାରର ଝିଟିପିଟି, ଦେଖନ୍ତୁ ଭିଡିଓ

ଆପଣମାନେ ତ ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କର ଅନେକ ଭାଇରାଲ ଭିଡିଓ ଦେଖିଥିବେ, କିନ୍ତୁ କେବେ ଏହି ପରି ବିରାଳକାୟ ଝିଟିପିଟି ଦେଖିନଥିବେ । ତେବେ ସାରା ବିଶ୍ୱରେ ଏପରି ଅନେକ ଜୀବ ଅଛନ୍ତି, ଯାହାକୁ ଦେଖିଲେ ବେଳେବେଳେ ଆମକୁ ନିଜ ଆଖିରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ । ସେହିପରି ଏକ…

ସାବଧାନ! ପ୍ରସିଦ୍ଧ ବେକରିରୁ ଆଣିଥିଲେ ବଡା ପାଓ, ଖୋଲୁ ଖୋଲୁ ବାହାରିଲା ମଲା ଝିଟିପିଟି

ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଭିୱଣ୍ଡି ସହରରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଖବରରୁ ଜଣାପଡ଼ିଛି, ଏଠାରେ ରୋଶନ ବାଗ୍‌ ଅଞ୍ଚଳର ବାସିନ୍ଦା ମହମ୍ମଦ ନସିମ ସକାଳ ଜଳଖିଆ ପାଇଁ ବଡା ପାଓ କିଣିଥିଲେ। ଘରକୁ ଯାଇ ଯେତେବେଳେ ସେ ପ୍ୟାକେଟ ଖୋଲିଥିଲେ, ସେଥିରୁ ଏକ ମଲା ଝିଟିପିଟି ବାହାରିଥିଲା।…

ମଧ୍ୟାହ୍ନ ଭୋଜନରେ ଝିଟିପିଟି, ଖାଦ୍ୟ ଖାଇ ପିଲା ଅସୁସ୍ଥ

ଭଦ୍ରକ (କେନ୍ୟୁଜ): ଖାଇବାରେ ଝିଟିପିଟି। ମଧ୍ୟାହ୍ନ ଭୋଜନ ବେଳେ ଖାଦ୍ୟରେ ଝିଟିପିଟି ପଡିଥିବା ଅଭିଯୋଗ। ଭଦ୍ରକ ଜିଲ୍ଲା ଧାମନଗର ମୁନିସିପାଟଣା ସ୍କୁଲରୁ ଆସିଛି ଏମିତି ଅଭିଯୋଗ । ସୂଚନା ଅନୁୟାୟୀ, ଗତକାଲି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ କରିବା ପରେ ଅସୁସ୍ଥ ହୋଇପଡିଥିଲେ। ଘରକୁ ଆସି…

ଭାରତରେ ନଜର ଆସିଲା ହସୁଥିବା ଝିଟିପିଟି, ସ୍ମାଇଲ୍‌ ଦେଖି ବୈଜ୍ଞାନିକ ହେଲେ ଆଶ୍ଚର୍ଯ୍ୟ

(କେନ୍ୟୁଜ ବ୍ୟୁରୋ): ଝିଟିପିଟି ଦେଖିଲେ ଅନେକ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ଝିଟିପିଟି ର ରଙ୍ଗ ଏବଂ ରୂପ ଅତ୍ୟନ୍ତ ଭୟଙ୍କର ହୋଇଥିବା ସହ ଏହା ବହୁତ ବିଷାକ୍ତ ବୋଲି ବୋଲି କୁହାଯାଏ । ଧାର୍ମିକ ମତାନୁସାରେ ଝିଟିପିଟି ଶରୀରର କୌଣସି ଅଙ୍ଗରେ ପଡ଼ିବା ଶୁଭ ନୁହେଁ । କିନ୍ତୁ ଆଜି ଏକ ଭିନ୍ନ…

ସକାଳୁ ସକାଳୁ ଝିଟିପିଟି ଦେଖିଲେ ହୋଇ ଯାଆନ୍ତୁ ଖୁସି; ଭାଗ୍ୟ ଫିଟିବାର ମିଳିଥାଏ ସଙ୍କେତ

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ସକାଳେ ଆଖି ଖୋଲୁ ଖୋଲୁ ପ୍ରଥମେ ଦେଖୁଥିବା ଜିନିଷ ବ୍ୟକ୍ତିର ଦିନଟିକୁ ଶୁଭମୟ ବା ଅଶୁଭମୟ କରିବାରେ ଅନେକ ଗୁରୁତ୍ୱ ରଖିଥାଏ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ବ୍ୟକ୍ତିର ଭାଗ୍ୟ ବଦଳାଇବାରେ ବେଶ୍‌ ସହାୟକ ହୋଇଥାଏ।…

ଦୋକାନ ଭିତରେ ପଶି ଆତଙ୍କ ଖେଳାଇଲା ବିଶାଳକାୟ ଝିଟିପିଟି! ଭୟରେ ଥରୁଥିବା ଲୋକଙ୍କର ଅବସ୍ଥା ବେହାଲ୍‌, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଏକ ବିଶାଳକାୟ ଝିଟିପିଟି ଦୋକାନ ଭିତରେ ପଶି ଆତଙ୍କ ଖେଳାଉଥିବା ଦେଖିବାକୁ ମିଳୁଛି। ଏହି ଲୋମଟାଙ୍କୁରା ଭିଡିଓ ଥାଇଲାଣ୍ଡର ସେଭେନ୍‌ ଇଲେଭେନ୍‌ ଆଉଟ୍‌ଲେଟର, ଯାହାକୁ ଥାଇ ଟ୍ରାଭେଲ ମୁଣ୍ଡୋ ନୋମାଦା ଟ୍ଵିଟରରେ ଶେୟାର କରିଛି।…

ଝିଟିପିଟି ଭାଙ୍ଗିଲା ବିଶ୍ୱ ରେକର୍ଡ, ରହୁଛି ୧୭ ହଜାର ଫୁଟ ଉଚ୍ଚରେ

ଏ ହେଉଛି ଦୁନିଆର ସବୁଠୁ ଅଧିକ ଉଚ୍ଚରେ ରହୁଥିବା ଝିଟିପିଟି। ନିକଟରେ ଏହାକୁ ସମୁଦ୍ର ପତ୍ତନଠାରୁ ୫୪୦୦ ମିଟର ଅର୍ଥାତ୍‌ ୧୭,୭୧୬.୫୪ ଫୁଟ୍‌ ଉଚ୍ଚରେ ଦେଖାଯାଇଥିଲା। ଝିଟିପିଟିର ନାଁ, ‘ଲିୟୋଲାଇମସ୍‌ ଟ୍ୟାକ୍‌ନେ(Liolaemus Tachnae)’। ଏହି ପ୍ରଜାତିର ଝିଟିପିଟି ବିଷୟରେ ହର୍ପେଟୋଜୋଆ ନାମକ…

ଏଣ୍ଡୁଅ ରଙ୍ଗ ବଦଳାଏ କାହିଁକି? ଜାଣନ୍ତୁ ପ୍ରାକୃତିକ ଓ ବୈଜ୍ଞାନିକ କାରଣ

ଏଣ୍ଡୁଅ ରଙ୍ଗ ବଦଳାଉଥିବା ନେଇ ଆମେ ପିଲାଦିନୁ କେବଳ ଶୁଣିନେ ଦେଖି ଆସିଛେ ମଧ୍ୟ। ଏହି ଗୁଣ ଯୋଗୁଁ ଅନ୍ୟ ଜୀବଜନ୍ତୁଙ୍କ ତୁଳନାରେ ଏହା ଅଧିକ ଜଣାଶୁଣା। କିନ୍ତୁ କେବେ ଚିନ୍ତା କରିଛନ୍ତି କି ଏଣ୍ଡୁଅ ପ୍ରକୃତରେ କାହିଁକି ରଙ୍ଗ ବଦଳାଏ! ଆଜି ଆସନ୍ତୁ ଜାଣିବା ଏଣ୍ଡୁଅ ନିଜ ଶରୀର ରଙ୍ଗ…

ଘରୁ ଝିଟିପିିଟି ଦୂର କରିବାରେ ଏହା ହେଉଛି ଚମତ୍କାରୀ ଉପାୟ !

ପ୍ରାୟ ସମସ୍ତଙ୍କ ଘରେ ଝିଟିପିଟି ରହିଥାନ୍ତି। ଲୋକମାନେ ଏହାଠାରୁ ରକ୍ଷା ପାଇବା ପାଇଁ ପେଷ୍ଟ କେଣ୍ଟ୍ରୋଲ କରିଥାନ୍ତି ଏବଂ ବହୁତ ଖର୍ଚ୍ଚ କରିବାକୁ ପଡିଥାଏ। ଅଧିକ ରାସାୟନିକ ପଦାର୍ଥ ଦ୍ୱାରା ଘରୁ ଝିଟିପିଟି ତ ପଳେଇଥାନ୍ତି କିନ୍ତୁ ଆପଣଙ୍କ ଘର ରସାୟନ ଦୁଷ୍ପ୍ରଭାବରୁ ରକ୍ଷା ପାଇନଥାଏ। ଆଜି…

ଚିଲି ପନୀରରୁ ବାହାରିଲା ଝିଟିପିଟି ଲାଞ୍ଜ

ଚିଲି ପନୀରରୁ ବାହାରିଲା ଝିଟିପିଟି । ଲକ୍ଷ୍ନୌର ଏକ ରେଷ୍ଟୁରାଣ୍ଟରେ ଖାଉଥିବା ସମୟରେ ଗ୍ରାହକଙ୍କ ଖାଦ୍ୟରୁ ବାହାରିଲା ଛିଟିପିଟି ଲାଞ୍ଜ । ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ୍  । ସୂଚନା ଅନୁସାରେ, ହୋଟେଲ୍ ମେପଲ୍ ଡିଲାଇଟକୁ ନିଜର ଜଣେ ବନ୍ଧୁ ଆକାଶଙ୍କ ସହ ଯାଇଥିଲେ ଅଭିଷେକ…

ବହୁତ ଦିନ ହେବ ମହିଳାଙ୍କ କାନ ହେଉଥିଲା କୁଣ୍ଡାଇ, ଡାକ୍ତର ବାହାର କଲେ ଏମିତି ଜୀବ

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଜଣେ ମହିଳାଙ୍କ କାନ ଦୀର୍ଘଦିନ ହେବା କଣ୍ଡାଇ ହେଉଥିଲା ଓ ଦରଜ ମଧ୍ୟ ହେଉଥିଲା ଏଥିପାଇଁ ମହିଳା ଜଣକ ଡାକ୍ତରଙ୍କୁ ପରାମର୍ଶ କରିଥିଲେ। ପରେ ଡାକ୍ତର ସେହି ମହିଳାଙ୍କ କାନରୁ ଏକ ଜିଅନ୍ତା ଝିଟିପିଟିକୁ କାଢିଛନ୍ତିି। ୨୫ ବର୍ଷ ବୟସ୍କ ଡାକ୍ତର ବରନ୍ୟା…