Browsing Tag

love marriage

ଅନ୍ୟ ଜାତିର ଝିଅକୁ ବିବାହ ପଡିଲା ମହଙ୍ଗା, ଲଣ୍ଡା ହେବା ସହ ୯୦ ହଜାର ଟଙ୍କା ତଣ୍ଡ ଗଣିଲେ ବର

କୋରାପୁଟ: ଅନ୍ୟ ଜାତିର ଝିଅକୁ ବିବାହ ପଡିଲା ମହଙ୍ଗା । ଲଣ୍ଡା ହେବା ସହ ୯୦ ହଜାର ଟଙ୍କା ତଣ୍ଡ ଗଣିଲେ ବର । କୋରାପୁଟ ଜିଲ୍ଲା ମାଛରା ଜଙ୍ଗଲ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଜୟପୁର ସହରର ମହେଶ୍ବର ଖିଲଙ୍କର ସେହି ଗାଁର ଉର୍ମିଳାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଉଭୟ ବିବାହ…

କଣ ଏତିକି ଥିଲା ସ୍ୱାମୀର ଭଲ ପାଇବା ? ଦୁର୍ଘଟଣାରେ ଦୃଷ୍ଟିଶକ୍ତି ଚାଲିଯିବାରୁ ହାତ ଛାଡିଦେଲା

ମୟୂରଭଞ୍ଜ: ଦୁର୍ଘଟଣା ଭାଙ୍ଗିଦେଲା ପ୍ରେମ ବିବାହର ନିବିଡ ସମ୍ପର୍କକୁ । କଣ ଏତିକି ଥିଲା ସ୍ୱାମୀର ଭଲ ପାଇବା ? କୁହାଯାଏ ପ୍ରେମ ଶାଶ୍ୱତ, ତେବେ ଏ ପ୍ରେମକୁ ଆମେ କି ଆଖ୍ୟା ଦେବା ? ସଡ଼କ ଦୁର୍ଘଟଣାରେ ଦୃଷ୍ଟିଶକ୍ତି ଚାଲିଯିବା ପରେ ସାତଜନ୍ମର ସାଥୀ ହୋଇ ଜୀବନ ବିତାଇବାକୁ ଶପଥ ନେଇଥିବା…

ଥାନାରେ ବାହା ହେଲେ ପ୍ରେମୀ ଯୁଗଳ, ବାହାଘର କରାଇଲେ ଥାନାଧିକାରୀ

ଯାଜପୁର : ବାଜିଲା ଶାହାନାଇ । ଜଳିଲା ହୋମ ନିଆଁ । ବିନା ଲୋକ ଗହଳିରେ ତା ପୁଣି ଥାନା ଭିତରେ ହେଲା ବାହାଘର । ଭଗବାନଙ୍କୁ ସାଖି ରଖି ପ୍ରେମିକ ପ୍ରେମିକାରୁ ସ୍ୱାମୀ ସ୍ତ୍ରୀ ହେଲେ ପ୍ରେମୀଯୁଗଳ । ଉଭୟଙ୍କୁ ବିବାହ ବନ୍ଧନରେ ବାନ୍ଧିଲେ ଥାନା ଅଧିକାରୀ । ଏଭଳି ଏକ ନିଆରା ବାହାଘର ଦେଖିବାକୁ…

ପ୍ରେମ ବିବାହ ପାଇଁ ପରିବାର ଲୋକଙ୍କୁ ଏମିତି ବୁଝାନ୍ତୁ, ତୁରନ୍ତ ହୋଇଯିବେ ରାଜି

ଭାରତରେ ଏବେ ବି ପ୍ରେମ ବିବାହ ଏକ ସମସ୍ୟା ହୋଇ ରହିଛି । ପିଲାଙ୍କ ପସନ୍ଦକୁ ଆଜି ମଧ୍ୟ କିଛି ପରିବାର ଗ୍ରହଣ କରିବାକୁ ରାଜି ନୁହେଁ । ଫଳ ସ୍ୱରୂପ ଘରେ ଘରେ ଅଶାନ୍ତି ଦେଖା ଦେଉଛି । ଭାରତରେ କୁହାଯାଏ ଯେ ବିବାହ କେବଳ ଦୁଇ ଜଣଙ୍କ ମଧ୍ୟରେ ନୁହେଁ, ବରଂ ଦୁଇ ପରିବାର ମଧ୍ୟରେ ହୋଇଥାଏ । ଏଭଳି…

ଝିଅ ପ୍ରେମ ବିବାହ କରିବାରୁ ଶୁଦ୍ଧି ହେଲେ ବାପା, କଲେ ଏକାଦଶ ଓ ଦ୍ଵାଦଶ କର୍ମ

ମାହାଙ୍ଗା (କେନ୍ୟୁଜ): ବଞ୍ଚିଥିବା ଝିଅକୁ ଶୁଦ୍ଧି ହେଲେ ପରିବାର ଲୋକେ। ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁରେ । ସେହି ଗାଁର ବିଶ୍ୱଜିତ ମହାପାତ୍ରଙ୍କ ଏକମାତ୍ର ବଡ଼ ଝିଅ ୧୮ ବର୍ଷୀୟ ପାୟଲ ମହାପାତ୍ର ଉମର ଗାଁର କାଶୀନାଥ ବେହେରାଙ୍କ…

ପ୍ରେମ ବିବାହ ପାଇଁ ପରିବାରର ଅନୁମତି ବାଧ୍ୟତାମୂଳକ, ଯୋଜନା କରୁଛନ୍ତି ମୁଖ୍ୟମନ୍ତ୍ରୀ

ପ୍ରେମ ବିବାହ କରିବା ପାଇଁ ବାପା ମା’ଙ୍କ ଅନୁମତି ନେବା ବାଧ୍ୟତାମୂଳକ । ଏହାକୁ ନେଇ ଏକ ବଡ ଘୋଷଣା ହୋଇପାରେ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି । ଏନେଇ ଏକ ଯୋଜନା ହେଉଛି । ଆଜିକାଲିର ଯୁବପିଢି ପ୍ରେମରେ ପଡି ବାପା ମା’ଙ୍କୁ ଭୁଲିଯାଉଛନ୍ତି । ବିବାହ ପାଇଁ ବାପା…

ପ୍ରେମ ବିବାହରେ ବାଧା ଉପୁଜୁଥିଲେ ଗୁରୁବାର ଦିନ ଆପଣାନ୍ତୁ ଏହି ଟିପ୍ସ, ଦୂର ହେବ ସବୁ ସମସ୍ୟା

ଆଜିକାଲି ଅଧିକାଂଶ ଯୁବକ ଯୁବତୀ ପ୍ରେମ ବିବାହ କରିବାକୁ ପସନ୍ଦ କରୁଛନ୍ତି । ପ୍ରକୃତ ପ୍ରେମ ମିଳିବାକୁ ଭାଗ୍ୟର କଥା ଭାବରେ ଧରାଯାଏ । କିନ୍ତୁ ଯଦି ବି କେବେ ବ୍ୟକ୍ତିଙ୍କୁ ପ୍ରକୃତ ପ୍ରେମ ମିଳିଯାଏ ବିବାହ ନେଇ ଘର ଲୋକେ ସହମତି ଦେଇନଥାନ୍ତି । ଏମିତି ହୋଇ ବିବାହକୁ ସଫଳ ରୂପ ଦେବାରେ ଅନେକ…

ଘର କାମ କରିବାକୁ ଆସୁଥିବା ମିସ୍ତ୍ରୀ ମାଲିକ ଝିଅକୁ ନେଇ ଫେରାର, ଭିଡିଓ କରି କହିଲା ଆମେ ଦୁଇ ପ୍ରେମପକ୍ଷୀ

ଭଞ୍ଜନଗର (କେନ୍ୟୁଜ୍): ଆଜିକାଲି ନିତିଦିନିଆ ହୋଇଗଲାଣି , ନିଖୋଜ , ଅପହରଣ , ବିଚାରହୀନ ପ୍ରେମ ଓ ପ୍ରେମ ବିବାହ  ଘଟଣା । କିଏ ସଫଳ ହେଉଛି ତ’ , ଆଉକିଏ ବିଫଳ । ପୁଣି କିଏ ଆଇନତଃ ସ୍ବୀକୃତି ପାଉଛି ତ କିଏ ସାମାଜିକ ଅଧିକାର ମଧ୍ୟ ପାଉଛି । ଆଉ କେହି ସବୁ ସମ୍ପର୍କ ଠାରୁ ଛିଟିକି ପଡୁଛି ।…

ପ୍ରେମ, ପ୍ରତାରଣା ତାପରେ ବିବାହ: ସବୁ ପୁରୁଣା କଥାକୁ ଭୁଲି ସାତ ଜନ୍ମର ସାଥୀ ହେଲେ ଭିନ୍ନ ଭିନ୍ନ ଧର୍ମର ଦୁଇ…

ବାଲେଶ୍ୱର: ପ୍ରେମ, ପ୍ରତାରଣା ତାପରେ ବିବାହ । ନା ବାଜିଲା ବାଜା ରୋଷଣୀ, ନା ଯାଇଥିଲେ ବନ୍ଧୁବାନ୍ଧବ । ତଥାପି ବିବାହ ବନ୍ଧନରେ ଆବଦ୍ଧ ହେଲେ ୨ ପ୍ରେମୀ ଯୁଗଳ । ଦିନେ ପରିବାରର ଅସମ୍ମତି ଯୋଗୁଁ ଥାନାକୁ ଯାଇଥିବା ପ୍ରେମ ଆଜି ବିବାହ ମଣ୍ଡପରେ ସମାଧାନ ହେଇଛି । ବାଲେଶ୍ୱର ସହରରେ ଏଭଳି ଘଟଣା…

ପ୍ରେମ ବିବାହକୁ ବିରୋଧ କରୁଛନ୍ତି କି ବାପା-ମା’? ଏହି ଉପାୟରେ ତାଙ୍କୁ ମନାନ୍ତୁ…

ସମୟ ସହ ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଘଟିଛି। ଖାସ୍‌ କରି ବିବାହକୁ ନେଇ ପୂର୍ବରୁ ଲୋକଙ୍କ ମନରେ ଥିବା ଭ୍ରାନ୍ତଧାରଣା ଏବେ ବଦଳିବାରେ ଲାଗିଛି। ଲୋକମାନେ ପୂର୍ବରୁ ଆରେଞ୍ଜ ମ୍ୟାରେଜ୍‌କୁ ପ୍ରାଧାନ୍ୟ ଦେଉଥିବା ବେଳେ ଏବେ ଲଭ୍‌ ମ୍ୟାରେଜ୍‌କୁ ବି ଗ୍ରୀନ୍‌ ସିଗ୍‌ନାଲ…

ନିମାପଡ଼ା : ସଂଗରୋଧ କେନ୍ଦ୍ରରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀ ଯୁଗଳ, ଫେରିଥିଲେ ସୁରତ୍‌ରୁ

ଗୋପ: ପୁରୀ ଜିଲ୍ଲା ନିମାପଡା ବ୍ଳକ୍ ଶଗଡା ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ଥିବା ଏକ ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଛି । ସୂଚନା ଅନୁଯାୟୀ ଶଗଡା ଗ୍ରାମର ସୌରଭ ଦାସ ଗତ ବର୍ଷ ଡେରାଙ୍ଗ ଘୋରଡିଆ ଗ୍ରାମର ପିଙ୍କି ଦାସଙ୍କୁ ଭଲପାଇ ସୁରତ ନେଇ ପଳାଇଥିଲେ । ହେଲେ କରୋନା ଲକ୍ ଡାଉନ୍…

ପ୍ରେମିକାକୁ ଭେଟିବାକୁ ଆସି ଲକ୍‌ଡାଉନରେ ଫସିଲେ ପ୍ରେମିକ, ଶେଷରେ ଗାଁ ମନ୍ଦିରରେ ହେଲା ଉଭୟଙ୍କ ବିବାହ

ସୁବର୍ଣ୍ଣପୁର: ପ୍ରେମିକାକୁ ଭେଟିବାକୁ ଆସି ଲକ୍‌ଡାଉନରେ ଫସିଲେ ପ୍ରେମିକ । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଳା ବୀରମହାରାଜପୁର ଥାନା ଦାଦରପାଲି ଗାଁରେ ।  ସୂଚନା ଅନୁଯାୟୀ ଉଲୁଣ୍ଡା ଥାନା ଗଇଲଗୁଡି ଗାଁର କାର୍ତ୍ତିକ ଝାଙ୍କର ଗତକାଲି ଦୁର୍ଜନତଇଲା ପଞ୍ଚାୟତ ଦାଦରପାଲି ଗାଁକୁ ନିଜ…