Browsing Tag

maoist

୭ ଦିନ ପରେ ମାଓବାଦୀଙ୍କ କବ୍ଜାରୁ ମୁକ୍ତ ହେଲେ ଇଞ୍ଜିନିୟର, ଜଙ୍ଗଲରେ ପୁଅକୁ ଧରି ବୁଲୁଥିଲେ ସ୍ତ୍ରୀ

ମାଲକାନାଗିରି (କେନ୍ୟୁଜ) : ଡାକ ଶୁଣିଦେଲେ ଭଗବାନ୍‌। ଶେଷରେ ନିଜ ସିନ୍ଦୁରକୁ ଫେରାଇ ଆଣିବାରେ ହେଲେ ସକ୍ଷମ। ଦୀର୍ଘ ସାତ ଦିନ ପରେ ସ୍ୱାମୀଙ୍କୁ ଦେଖି ନିଜ କୋହ ସମ୍ଭାଳିପାରୁନଥିଲେ ସ୍ତ୍ରୀ। ସ୍ୱାମୀଙ୍କୁ ଜାବୁଡି ଧରି ଢ଼େର କାନ୍ଦିଲେ ଅପହୃତ ଇଞ୍ଜିନିୟରଙ୍କ ସ୍ତ୍ରୀ। ଶେଷରେ ମାଓ କବଳରୁ…

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ, ସରପଞ୍ଚଙ୍କ ପୁଅକୁ ଧାରୁଆ ଅସ୍ତ୍ରରେ ଗଳାକାଟି କଲେ ହତ୍ୟା

ମାଲକାନଗିରି (କେନ୍ୟୁଜ): ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନ୍‌ଫର୍ମର ସନ୍ଦେହ କରି ସରପଞ୍ଚଙ୍କ ପୁଅକୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଲେ ଉମେଶ ମରକମ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡ଼ା ଜିଲ୍ଲାର ଟେଟମ୍‌ ଗାଁରେ ଏହି ଘଟଣା…

ଛତିଶଗଡ଼ ଦନ୍ତେୱାଡାରେ ପୋଲିସର ଏନକାଉଣ୍ଟ, ହାର୍ଡ କୋର ମାଓବାଦୀ ରାମସୁର ମୃତ

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାରେ ପୋଲିସ ଏନକାଉଣ୍ଟରରେ ହାର୍ଡ କୋର ମାଓବାଦୀ ମୃତ । ମେଘନାର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୋଲିସର ଏନକାଉଣ୍ଟରରେ ହାର୍ଡକୋର୍‌ ମାଓବାଦୀ ରାମସୁର ମୃତ୍ୟୁ ହୋଇଛି । ସେ ଇନ୍ଦ୍ରାବତୀ ଏରିଆ…

ମାଲକାନଗିରି: ପୋଲିସ୍ ଗୁଳିରେ ୩ ମାଓବାଦୀ ନିହତ, ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଆହତ

ମାଲକାନଗିରି(କେନ୍ଯୁଜ୍): ମାଓ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା । ପୋଲିସ ଗୁଳିରେ ୩ ମାଓବାଦୀ ନିହତ। ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ଅଛନ୍ତି । AOB ସଙ୍ଗଠନର ହୋଇଥିବା ସୂଚନା ମିଳିଛି। ସେପଟେ ଲାଲବାହିନୀର ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଆହତ…

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର, ଆଦିବାସୀଙ୍କୁ ଶୋଷଣ ଓ ହତ୍ୟା କରାଯାଉଥିବା ଅଭିଯୋଗ

ମାଲକାନଗିରି (କେନ୍ଯୁଜ୍): ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର। ମାଓ ସଙ୍ଗଠନ ଆଦିବାସୀଙ୍କୁ ଶୋଷଣ ଓ ହତ୍ୟା କରୁଥିବା ଅଭିଯୋଗ ଆଣିଛି ଆଦିବାସୀ ଅଧିକାର ମଞ୍ଚ । ଜିଲ୍ଲାର ସ୍ୱାଭିମାନ ଅଂଚଳ ସହ ଛତିଶଗଡ ସୀମାକୁ ଲାଗି ରହିଥିବା ମହୁପଦର,କମାରପାଲୀ,ବୁରୁଦି,ସପ୍ତଧାରା ଆଦି ସ୍ଥାନରେ…

ପୁଣି ମାଓବାଦୀଙ୍କ ହିଂସାକାଣ୍ଡ: ଲ୍ୟାଣ୍ଡ ମାଇନର ଶିକାର ହେଲା ଯାତ୍ରୀବାହୀ ବୋଲେରୋ, ୨ ମୃତ

ମାଲକାନଗିରି(କେନ୍ଯୁଜ୍) : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ ଲ୍ୟାଣ୍ଡ ମାଇନର ଶିକାର ହୋଇଛି ଏକ ଯାତ୍ରୀବାହୀ ବୋଲେରୋ । ଆଜି ସକାଳେ ଏହି ଯାତ୍ରୀବାହୀ ବସଟି ଯାଉଥିବା ସମୟରେ ବସ୍ତର ଜିଲ୍ଲା ମାଲବାହୀ ଥାନା ଅନ୍ତର୍ଗତ ବୋଡ଼ଲି ନିକଟରେ ଘଟିଥିଲା ଏଭଳି ଘଟଣା। ଏହି…

ବଡ ଅପରେସନ୍‌ ପାଇଁ ସଜବାଜ: ମେଳି ହେଉଛନ୍ତି ନକ୍ସଲ, ଦମନ ପାଇଁ ପ୍ରସ୍ତୁତି ଆରମ୍ଭ 

କନ୍ଧମାଳ(କେନ୍ଯୁଜ୍): ଥରେ କି ଦୁଇ ଥର ନୁହେଁ ଜୁନ୍‌-ଜୁଲାଇରେ ତିନି ତିନି ଥର ମୁହାଁମୁହିଁ ହୋଇଛନ୍ତି ନକ୍ସଲ-ଯବାନ । ଦୁଇ ଦିନ ଧରି ଉଭୟଙ୍କ ମଧ୍ୟରେ ଛକାପଂଝା ଚାଳିଲା, ଗୁଳି ବିନିମୟ ବି ହେଲା । ସୂଚନା ମିଳିଥିଲା ନକ୍ସଲ ନେତା ଦସ୍ରୁ ହିଁ ବାରମ୍ବାର ମେଳି କରୁଛି । ଏବେ ସୂଚନା ମିଳିଛି…

ନୂଆପଡ଼ା ପଟଦରା ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ନୂଆପଡ଼ା(କେନ୍ଯୁଜ୍): ବିପୁଳ ମାଓ ସାମଗ୍ରୀ ଜବତ। ନୂଆପଡ଼ା ଜିଲ୍ଲା ପଟଦରା ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ୫ଟି ବନ୍ଧୁକ ସମେତ ଜିଲେଟିନ୍‌, ଡେଟୋନେଟର , ଆଇଡି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ…

ମାଓବାଦୀଙ୍କ ବର୍ବରକାଣ୍ଡ! ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁୁର ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ…

ମାଲକାନଗିରି(କେନ୍ଯୁଜ୍): ମାଓବାଦୀଙ୍କ ବର୍ବରକାଣ୍ଡ। ପ୍ରଥମେ ଅପହରଣ ପରେ ହତ୍ୟା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁୁର ଜିଲ୍ଲାରେ ଲାଲ୍‌ତାଣ୍ଡବ। ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କଲେ। ଗଙ୍ଗଲୁର ନିକଟରେ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛନ୍ତି…

ମାଓଦମନ ରଣନୀତିର ସମୀକ୍ଷା ବେଳେ ପୋଲିସ ଡିଜି ଅଭୟଙ୍କୁ ସଫଳତା, ଆତ୍ମସମର୍ପଣ କଲେ ତିନି ଓଡ଼ିଶା କ୍ୟାଡରର ମାଓବାଦୀ

ମାଲକାନଗିରି(କେନ୍ୟୁଜ୍): ମାଓଦମନ ରଣନୀତିର ସମୀକ୍ଷା କଲେ ପୋଲିସ ଡିଜି ଅଭୟ। ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଗସ୍ତ କରି ମାଓ ଦମନ ନେଇ ସମୀକ୍ଷା କରିଛନ୍ତି। ପ୍ରଥମେ ମାଲକାନଗିରିର ତେମୁରପାଲିର ବିଏସଏଫ କ୍ୟାମ୍ପରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ପରେ ମାଲକାନଗିରି…

ଦୀର୍ଘ ଦିନର ନୀରବତା ପରେ ପୁଣି ନିଜର ସ୍ଥିତି ଜାହିର କଲା ଲାଲ ବାହିନୀ, ପିଏଲଜିଏ ସପ୍ତାହ ପୂର୍ବରୁ ନିର୍ମାଣ କଲା ସହିଦ…

ମାଲକାନଗିରି(କେନ୍ୟୁଜ୍):  ପିଏଲଜିଏ ସପ୍ତାହ ପୂର୍ବରୁ ସହିଦ ସ୍ତମ୍ଭ ନିର୍ମାଣ।  ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାରେ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ସହିଦ ସପ୍ତାହ ପାଳନ କରିବେ।ଏନେଇ ପ୍ରସ୍ତୁତି…