Browsing Tag

MARS

Hera ମିଶନରେ ଯୋଗ ଦେଲେ ୪ ରିସର୍ଚ୍ଚର, କରିବେ ୪୫ଦିନର ମଙ୍ଗଳ ଯାତ୍ରା

ମଙ୍ଗଳକୁ ଯିବେ ରିସର୍ଚ୍ଚର। ବୈଜ୍ଞାନିକ ମାନେ ଏବେ ମଙ୍ଗଳକୁ ଯିବାର ପ୍ଳାନିଂ କରୁଛନ୍ତି। ଖୁବ ଶୀଘ୍ର ସେମାନେ ଏହି ମିଶନକୁ ଆରମ୍ଭ କରିବେ। ଯେଉଁଥିରେ ୪ଜଣ ଲୋକ ମଙ୍ଗଳକୁ ଯିବେ। ତେବେ ମଙ୍ଗଳକୁ ଯିବାର ପ୍ଲାନିଂ ଏବେ ଆରମ୍ଭ ହୋଇଥିବା ବେଳେ ଗ୍ରାଉଣ୍ଡ ଲେଭଲରୁ ଏଥିପାଇଁ କାମ ଆରମ୍ଭ ହୋଇଛି।…

ଆଷ୍ଟ୍ରୋଏଡ କଣ ଜାଣନ୍ତି ? ନା ଖାଲି ପୃଥିବୀକୁ ଧକ୍କା ଦେବ ଶୁଣିଛନ୍ତି ?

ପ୍ରତିଦିନ ସୌରମଣ୍ଡଳରେ କଣ ଘଟୁଛି ନ ଘଟୁଛି ସେସବୁ ଉପରେ ଆଖି ଆମ ବୈଜ୍ଞାନିକମାନଙ୍କର । ମଙ୍ଗଲ ଗ୍ରହକୁ ନେଇ ବି ବୈଜ୍ଞାନିକମାନେ ଲଗାତାର ଗବେଷଣା କରିଆସୁଛନ୍ତି । କିନ୍ତୁ ଏବେ ଏକ ବଡଖୁଲାସା କରାଯାଇଛି କି ମଙ୍ଗଳ ଗ୍ରହରେ ୬୦କୋଟି ବର୍ଷ ଯାଏଁ ଆଷ୍ଟ୍ରୋଏଡ ବର୍ଷା ହୋଇଥିଲା । ବୈଜ୍ଞାନିକଙ୍କର…

ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏହି ୪ ରାଶିର ଲୋକ, ବହୁତ କମ ବୟସରେ ପାଇଯାନ୍ତି ସଫଳତା

ସବୁବ୍ୟକ୍ତି ନିଜ ଭାଗ୍ୟକୁ ନେଇ ଜନ୍ମ ହୋଇଥାଏ। ଏହାପରେ ନିଜ କର୍ମ ଏବଂ ଭାଗ୍ୟ ଦମରେ ଜୀବନରେ ବହୁତ କିଛି ହାସଲ କରିଥାଏ। ଯଦିଓ କିଛି ଲୋକଙ୍କୁ କଠିନ ପରିଶ୍ରମ କରିବା ପରେ ମଧ୍ୟ ପର୍ଯ୍ୟାପ୍ତ ଫଳ ମିଳିନଥାଏ। କିନ୍ତୁ ଆହୁରି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ବହୁତ ସହଜରେ ସବୁକିଛି…

ସତର୍କ ରୁହନ୍ତୁ ଏହି ୪ଟି ରାଶି, ଆଗାମୀ ୧୫ ଦିନରେ ପଡ଼ିବ ଗ୍ରହମାନଙ୍କ ଖରାପ ପ୍ରଭାବ, ସବୁ କାର୍ଯ୍ୟରେ ମିଳିବ ଅସଫଳତା

ଆସନ୍ତା ୧୫ ଦିନ ମଧ୍ୟରେ ହେବାକୁ ଯାଉଛି ଗ୍ରହ ମାନଙ୍କର ବଡ଼ ପରିବର୍ତ୍ତନ ।ଏହି ସ୍ଥିତିରେ ସବୁ ରାଶିଙ୍କ ଭାଗ୍ୟରେ ମଧ୍ୟ ଅନେକ ପରିବର୍ତ୍ତନ ହେବ । ଯାହାର ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ସିଧାସଳଖ ପଡ଼ିବ । କିନ୍ତୁ ୪ଟି ରାଶିଉପରେ ଏହାର ଖରାପ ପ୍ରଭାବ ପଡ଼ିବ । ଆସନ୍ତା ୧୫ ଦିନରେ ଗ୍ରହ ରାଜା…

ଆସନ୍ତା ୧୬ରେ ମଙ୍ଗଳ ଦେବ କରିବେ ରାଶି ପରିବର୍ତ୍ତନ, ପଡ଼ିବ ଏହି ସବୁ ରାଶି ଉପରେ ଅତ୍ୟନ୍ତ ଶୁଭ ପ୍ରଭାବ

ନୂଆବର୍ଷରେ ସମସ୍ତଙ୍କର ଜାଣିବାକୁ ଇଚ୍ଛା ଥାଏ ନିଜ ଜୀବନ ଓ ଭବିଷ୍ୟତ ସମ୍ପର୍କରେ। ସେଥିପାଇଁ ନିଜ ନିଜ ରାଶିରେ ଗ୍ରହମାନଙ୍କ ସ୍ଥିତି ଜାଣିବା ଆବଶ୍ୟକ। ନୂଆବର୍ଷ ୨୦୨୨ରେ ଅନେକ ଗ୍ରହ ଗୋଚର ପ୍ରକାରେ ଗତି କରିବେ। ଏହି ରାଶି ମାନଙ୍କ ମଧ୍ୟରେ ମଙ୍ଗଳ ଗ୍ରହ ମଧ୍ୟ ଅଛନ୍ତି। ଯିଏ ନିଜ ରାଶି…

ଜାନୁଆରୀରେ ଏହି ୩ଟି ଗ୍ରହ କରିବେ ରାଶି ପରିବର୍ତ୍ତନ, ମିଳିବ ଏମାନଙ୍କୁ ବର୍ଷସାରା ଶୁଭଫଳ

ବର୍ଷର ପ୍ରଥମ ମାସରେ ମାନେ ଜାନୁଆରୀରେ ସୂର୍ଯ୍ୟ, ମଙ୍ଗଳ ଓ ବୁଧ ଏହି ୪ ଗ୍ରହଙ୍କର ରାଶି ପରିବର୍ତ୍ତନ ହେବ। ଏହାସହିତ କର୍ମଫଳ ଦାତା ଶନିଦେବ ମଧ୍ୟ ୩୦ ବର୍ଷ ପରେ ନିଜ ରାଶିରେ ପ୍ରବେଶ କରିବେ। ମାନେ କୁୁମ୍ଭ ରାଶିକୁ ଗୋଚର ପ୍ରାକାରେ ଗତି କରିବେ । ତେବେ ଏହାପାଇଁ କେଉଁ ରାଶିଙ୍କ ଉପରେ…

ମଙ୍ଗଳ ଗ୍ରହରୁ ମିଳିଲା ମଣିଷ ନିତମ୍ବ ଆକୃତିର ପଥର, ଭାଇରାଲ ହେଉଛି ଫଟୋ

ମଙ୍ଗଳ ଗ୍ରହରୁ ମିଳିଲା ମଣିଷ ନିତମ୍ବ ଆକୃତିର ପଥର। ଏହାକୁ ମାର୍ସ ପର୍ସିଭରେନ୍ସ ରୋଭର (Perseverance Rover) ଖୋଜି ବାହାର କରିଛି। ଏହି ରୋଭର ମଙ୍ଗଳକୁ କିଛି ନୂଆ ବସ୍ତୁ ସନ୍ଧାନ କରିବାକୁ ଯାଇଛି। କିନ୍ତୁ ବେଳେବେଳେ ଏହି ରୋଭର କିଛି ଏମିତି ଜିନିଷ ସନ୍ଧାନ କରିଛି, ଯାହା ଲୋକଙ୍କୁ…

ମଙ୍ଗଳଙ୍କ ଗୋଚର ଗତିରେ ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ଶୁଭ ପ୍ରଭାବ

ଧରଣୀ ଗର୍ଭ ସମ୍ଭୂତଂ ବିଦ୍ୟୁତକାଂତି ସମପ୍ରଭମ୍ । କୁମାରଂ ଶକ୍ତି ହସ୍ତଂ ତଂ ମଙ୍ଗଳଂ ପ୍ରଣମାମ୍ୟହମ୍ । । ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଉର୍ଜା, ଭୂମି, ଶକ୍ତି, ସାହସ, ପରାକ୍ରମ ସୌର୍ଯ୍ୟ, ପରିବର୍ତ୍ତନ ତଥା ଗତିଶୀଳକୁ ବୁଝାଏ । ମଙ୍ଗଳ ଗ୍ରହଙ୍କ ଶୁଭ ପ୍ରଭାବରେ ବ୍ୟକ୍ତିର ଜୀବନରେ ଅନେକ…

ଇତିହାସ ରଚିଲା ନାସା, ମଙ୍ଗଳ ଗ୍ରହରେ ଉଡିଲା ହେଲିକପ୍ଟର

କେନ୍ଯୁଜ୍: ମଙ୍ଗଳ ଗ୍ରହରେ ଉଡିଲା ହେଲିକପ୍ଟର । ଆମେରିକୀୟ ମହାକାଶ ସଂସ୍ଥା ନାସା ଲାଲା ଗ୍ରହ ମଙ୍ଗଳ ଆକାଶରେ ହେଲିକପ୍ଟର ଉଡାଣ କରି ଇତିହାସ ରଚିଛି । ପ୍ରଥମ ଉଡାଣରେ ଏହା ପ୍ରାୟ ୧୦ ଫୁଟ ଉପରକୁ ଯାଇଥିଲା । ନାସାର ପ୍ରାୟ ୬ ବର୍ଷର ଉଦ୍ୟମ ସଫଳ ହୋଇଛି । ଏହା ପରେ ସାରା ବିଶ୍ୱର ମହାକାଶ…

ମଙ୍ଗଳରେ ଇନ୍ଦ୍ରଧନୁ ! ପରସିଭେରାନ୍ସ ରୋଭର ପଠାଇଥିବା ଫଟୋକୁ ନେଇ ବିତର୍କ

ମଙ୍ଗଳରେ ଇନ୍ଦ୍ରଧନୁ ! ନାସାର ପରସିଭେରାନ୍ସ ରୋଭର ନିକଟରେ ଏକ ଫଟୋ ପଠାଇଛି । ଯାହାକି ମଙ୍ଗଳର ଲୋହିତ ଆକାଶରେ ଇନ୍ଦ୍ରଧନୁ ଭଳି ଦୃଶ୍ୟମାନ ହେଉଛି । ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି । ମଙ୍ଗଳରେ କ'ଣ ଇନ୍ଦ୍ରଧନୁ ସମ୍ଭବ ବୋଲି ପ୍ରଶ୍ନ ଉଠିଛି । ନାସା ସ୍ପଷ୍ଟୀକରଣରେ କହିଛି, ମଙ୍ଗଳରେ…

ମଙ୍ଗଳ ଗ୍ରହରେ ବାସ କରିବେ ଦେଢ଼ ଲକ୍ଷ ଲୋକ, ଡିଜାଇନ୍‌ ଷ୍ଟୁଡିଓ ସେୟାର କଲା ଘରର ଫଟୋ

ଲାଲ୍‌ ଗ୍ରହ ଅର୍ଥାତ୍‌ ମଙ୍ଗଳରେ କେମିତି ଘର ନିର୍ମାଣ ହେବ ଓ ପ୍ରାୟ ଦେଢ଼ ଲକ୍ଷ ଲୋକ କେମିତି ସେଠାରେ ବାସ କରିବେ, ସେ ନେଇ ଅଧିକ ରିସର୍ଚ୍ଚ କରିବାରେ ଲାଗିପଡ଼ିଛନ୍ତି ବୈଜ୍ଞାନିକ। ଆମେରିକାର ଆର୍କିଟେକ୍‌ଚର ଷ୍ଟୁଡିଓ ABIBOO ଏବେ ମଙ୍ଗଳରେ କିଭଳି ଘର ତିଆରି ହେବ ତାହାର ଡିଜାଇନ୍‌ ବନାଇଛି।…

ନାସାର ‘ରୋଭର’ ପଠାଇଲା ମଙ୍ଗଳ ଗ୍ରହର ନୂଆ ଫଟୋ, ଏଠି ଦେଖନ୍ତୁ ଲ୍ୟାଣ୍ଡିଂ ଏବଂ ଏହା ପରର ସମସ୍ତ ଫଟୋ

ଆମେରିକୀୟ ମହାକାଶ ଏଜେନ୍ସି ‘ନାସା’ ବୁଧବାର ମଙ୍ଗଳ ଗ୍ରହରୁ ରୋଭର ଦ୍ୱାରା ପଠାଯାଇଥିବା ଏକ ବଢ଼ିଆ ଫଟୋ ଜାରି କରିଥିଲା। ଏଥିରେ ରୋଭର ଲ୍ୟାଣ୍ଡିଂ ସ୍ଥଳର ଏକ ମନୋରମ ଦୃଶ୍ୟ ଜାରି ହୋଇଥିଲା। ନାସା ପର୍ସିଭିୟରାନ୍ସ ରୋଭରକୁ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡିଂ କରାଇ ଏକ ଐତିହାସିକ ପଦକ୍ଷେପ ଗ୍ରହଣ…