Browsing Tag

mask

ମାସ୍କ ପିନ୍ଧିବା ଯୋଗୁ ଆଖି ପୋଡ଼ୁଥିଲେ ଆପଣାନ୍ତୁ ଏସବୁ ଉପାୟ, ତୁରନ୍ତ ମିଳିବ ଆରାମ

କରୋନା ଭାଇରସ୍‌ ଆସିବା ପରେ ମାସ୍କ ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଲଟିଯାଇଛି। ବାହାରକୁ ଯିବା ବେଳେ ପ୍ରଥମେ ମାସ୍କ ଖୋଜାପଡ଼ୁଛି। ମାସ୍କ ନ ପିନ୍ଧିଲେ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ। ଏଣୁ ଆମେ ସମସ୍ତେ ମାସ୍କ ପିନ୍ଧୁଛେ। ତେବେ ମାସ୍କ ପିନ୍ଧିବା ଦ୍ୱାରା କେବଳ ନିଃଶ୍ୱାସର…

ମାସ୍କକୁ ବେକାର କହି ବିବାଦରେ ଟ୍ରମ୍ପଙ୍କ ପରାମର୍ଶଦାତା, ଟ୍ୱିଟର ହଟାଇଦେଲା ତାଙ୍କ ଟ୍ୱିଟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟ୍ୱିଟର ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିଛି । କରୋନାକାଳରେ ଭୁଲ ଏବଂ ବିଭ୍ରାନ୍ତିକର ତଥ୍ୟ ହେତୁ ଟ୍ୱିଟର ଟ୍ରମ୍ପଙ୍କ ଅନେକ ଟ୍ୱିଟକୁ ଡିଲିଟ କରିଦେଇଛି । ବର୍ତ୍ତମାନ ଟ୍ୱିଟର ଟ୍ରମ୍ପଙ୍କ ପରାମର୍ଶଦାତାଙ୍କ ଟ୍ୱିଟକୁ ଡିଲିଟ କରିଦେଇଛି।…

ଇଣ୍ଟରନେଟରୁ ଶିଖି ପଦ୍ମନାଡରୁ ମାସ୍କ ପ୍ରସ୍ତୁତ କରୁଛନ୍ତି ବିଜୟଶାନ୍ତି, ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କରିସାରିଛନ୍ତି…

କରୋନା ମହାମାରୀ ଯୋଗୁଁ ବିଶ୍ୱର ସମସ୍ତ ଦେଶ ପ୍ରଭାବିତ। ଏହି ଘାତକ ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକ ଘରେ ରହୁଛନ୍ତି ଏବଂ ମାସ୍କ ବ୍ୟବହାର କରୁଛନ୍ତି। ଯଦି ଲୋକ କୌଣସି ଜରୁରୀ କାମ ପାଇଁ ଘରୁ ବାହାରୁଛନ୍ତି, ତେବେ ସୋସିଆଲ ଡିଷ୍ଟାସିଂ ପାଳନ କରିବା ସହିତ ଫେସମାସ୍କ ଏବଂ ଫେସ…

ଗାଡ଼ିରେ ଏକଟୁଆ ଯାଉଥିଲେ ମାସ୍କ ବାଧ୍ୟତାମୂଳକ ନୁହେଁ, ପୋଲିସ୍‌ ଜରିମାନାକୁ ଚ୍ୟାଲେଞ୍ଜ କରି କୋର୍ଟରେ ମାମଲା ରୁଜୁ କଲେ…

ନୂଆଦିଲ୍ଲୀ :  ମାସ୍କ ପାଇଁ ୫୦୦ ଟଙ୍କା ଫାଇନ୍‌ ଦେବାରୁ ପୋଲିସ ବିରୋଧରେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କଲେ ଓକିଲ । ମାମଲାଟି ଏବେ କୋର୍ଟରେ  ରହିଛି ବିଚାରାଧୀନ  । ଏହି ବିଚିତ୍ର ଘଟଣା ଘଟିଛି ନୂଆଦିଲ୍ଲୀରେ । କରୋନା କାଳରେ ମାସ୍କ ପିନ୍ଧିବା ପାଇଁ ସରକାର ନିୟମ କରିଛନ୍ତି ।…

ମାସ୍କ ପିନ୍ଧିବାକୁ ନେଇ ମହିଳା କନେଷ୍ଟବଳଙ୍କ ସହିତ ଝଗଡା କଲେ ରବୀନ୍ଦ୍ର ଜାଡେଜା ଏବଂ ପତ୍ନୀ

ଖୁବଶୀଘ୍ର ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କ୍ରିକେଟର ୟୁଏଇ ଯାତ୍ରା କରିବେ। ହେଲେ ଏହା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ତଥା ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବିବାଦରେ ଫସିଛନ୍ତି। ଜାଡେଜା ଓ ତାଙ୍କ ପତ୍ନୀ ରିଓ୍ଵାବଙ୍କ ବିରୋଧରେ ଜଣେ ମହିଳା କନଷ୍ଟେବଲଙ୍କ…

କରୋନାରୁ ରକ୍ଷା ପାଇଁ ଗାମୁଛାରେ ମାସ୍କ ବନାଇ ପିନ୍ଧିଲା ମାଙ୍କଡ଼, ଦେଖନ୍ତୁ ଭିଡିଓ

କରୋନା କବଳରୁ ନିଜକୁ ରକ୍ଷା କରିବା ପାଇଁ ମାସ୍କ ପିନ୍ଧିବାକୁ ଡାକ୍ତର ଓ ସରକାର ପରାମର୍ଶ ଦେଉଛନ୍ତି। ମାତ୍ର ଏବେ ବି କିଛି ଲୋକ ମାସ୍କର ମହତ୍ତ୍ୱକୁ ବୁଝିପାରୁନାହାନ୍ତି। କିନ୍ତୁ ଏବେ ଜୀବଜନ୍ତୁମାନେ ମଧ୍ୟ ମାସ୍କର ଆବଶ୍ୟକତା ବୁଝିସାରିଲେଣି। ଏ କଥା ଆମେ କହୁନାହୁଁ ବରଂ ସୋସିଆଲ ମିଡିଆରେ…

ମାସ୍କକୁ ହିନ୍ଦୀରେ କ’ଣ କୁହନ୍ତି ଜାଣିଛନ୍ତି କି! ଯଦି ଜାଣିନାହାନ୍ତି ତେବେ ଅମିତାଭଙ୍କ ଠାରୁ ଜାଣନ୍ତୁ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ସେ ପ୍ରାୟତଃ ମୋଟିଭେସନାଲ ଓ ମସ୍ତିଭରା ପୋଷ୍ଟ ଫ୍ୟାନ୍‌ଙ୍କ ସହ ସେୟାର କରିଥାନ୍ତି। ଏବେ ଅମିତାଭ ଆଉ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ମାସ୍କକୁ ହିନ୍ଦୀରେ କ’ଣ କୁହନ୍ତି ତାହା କହିଛନ୍ତି। ଏଥିରେ…

ମାସ୍କ ପିନ୍ଧିବା ପାଇଁ ଆସିଲା ନୂଆ ନିର୍ଦ୍ଦେଶାବଳୀ, ଜାଣନ୍ତୁ କେବେ ଆଉ କେଉଁଠି ପିନ୍ଧିବେ ମାସ୍କ

ବର୍ତ୍ତମାନ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥିପାଇଁ ଆରମ୍ଭରୁ ନେଇ ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ସାମାଜିକ ଦୂରତା ଏବଂ ଫେସ୍ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି । ତେବେ ବୃଦ୍ଧି ପାଉଥିବା ବିପଦକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାସ୍କ…

ପୋଲିସର ମାସ୍କ ଚେକିଂ, ଅମାନିଆଙ୍କ ଉପରେ ପଡିଲା ୫୦୦ ଫାଇନ୍

କେନ୍ଯୁଜ୍: ମାସ୍କ ନ ପିନ୍ଧିଲେ ଘରୁ ବାହାରିବା ମନା। ସାରା ରାଜ୍ଯରେ କଡାକଡି ଭାବେ ଏହି ନିୟମ ପାଳନ କରିବା ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ଏସବୁ ପରେ ମଧ୍ଯ ଲୋକମାନେ ଏବେ ବି ସଚେତନ ହେଉନାହାନ୍ତି। କୁଚିଣ୍ଡା ପୋଲିସ ସହରର ବସଷ୍ଟାଣ୍ଡରେ ଯେଉଁ…

ମାସ୍କ କିଣାରେ କୌଣସି ଅନିୟମିତତା ହୋଇନାହିଁ, ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ପ୍ରତିକ୍ରିୟା ରଖିଲେ…

କେନ୍ୟୁଜ୍ (ବ୍ୟୁରୋ): ମାସ୍କ କିଣା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମାସ୍କ, ପିପିଇ କିଟ୍ କିମ୍ବା ସାନିଟାଇଜର ଇତ୍ୟାଦି କିଣାରେ କୌଣସି ଦୁର୍ନୀତି ବା ଅନିୟମିତତା ହୋଇନାହିଁ । କେନ୍ଦ୍ରର ନିର୍ଦ୍ଦେଶ ଓ ଗାଇଡଲାଇନ ଅନୁସାରେ ମାସ୍କ କିଣାଯାଇଛି ।…

ଖାଇବା ବେଳେ ଆଉ ବାରମ୍ବାର ଖୋଲିବାକୁ ପଡ଼ିବନି, ଇସ୍ରାଏଲ ତିଆରି କଲା ନୂଆ ଡିଜାଇନ୍‌ ମାସ୍କ

କରୋନା ଭାଇରସ୍‌ ଯୋଗୁ ଏବେ ସବୁ ଦେଶ ଚିନ୍ତିତ ଅଛନ୍ତି। ଏହି ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଜୀବନ ହରାଇ ସାରିଲେଣି। ସେହିପରି ୫୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ମଧ୍ୟ ହୋଇଛନ୍ତି। ଏହି ଭାଇରସ୍‌ କେବେ ସାରା ବିଶ୍ୱରୁ ସମାପ୍ତ ହେବ ତାହା କେହି କହିପାରୁନାହାନ୍ତି।…