ଦେଖନ୍ତୁ ‘ବନ୍ଦେ ଭାରତ ମେଟ୍ରୋ’ର ପ୍ରଥମ ଝଲକ୍, ଜଲ୍ଦି ଲଞ୍ଚିଂ ପାଇଁ ଚାଲିଛି ପ୍ରସ୍ତୁତି
ବହୁତ ଜଲ୍ଦି ଦେଶରେ ଗଡ଼ିବ ‘ବନ୍ଦେ ଭାରତ ମେଟ୍ରୋ’ ଟ୍ରେନ । ରେଳବାଇ ଚଳିତ ବର୍ଷ ଜୁଲାଇରୁ ବନ୍ଦେ ଭାରତ ମେଟ୍ରୋକୁ ଟ୍ରାକ୍ରେ ଆଣିବାକୁ ପ୍ରସ୍ତୁତି ଚଳାଇଛି । ରେଳ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଏହି ଟ୍ରେନ୍କୁ ମୁମ୍ବାଇ ଲୋକାଲ୍ ସ୍ଥାନରେ ଚଲାଯାଇପାରେ । ଏଥିରେ ୪, ୮, ୧୨ ଏବଂ ୧୬ଟି…