Browsing Tag

minor girl

ନାବାଳିକାର ଅନିଚ୍ଛା ସତ୍ତ୍ୱେ ବିବାହ କରି ବନ୍ଧା ହେଲେ ଯୁବକ

ଯାଜପୁର ଟାଉନ୍(କେନ୍ୟୁଜ):  ଆମ ସମାଜରେ ବର୍ତ୍ତମାନ ସମୟରେ ବାଲ୍ୟ ବିବାହ ବେଆଇନ୍ ଜାଣିଥିଲେ ବି କିଛି ଅଭିଭାବକ ସଚେତନ ହେଉନାହାନ୍ତି । ବାଲ୍ୟ ବିବାହ, ଯାହା ଏକ ଦାୟିତ୍ୱରୁ ମୁକ୍ତି ନୁହେଁ ବରଂ ଏହା ହେଉଛି ଶୈଶବ ପ୍ରତି ଅନ୍ୟାୟ । ଶିକ୍ଷା ଓ ସଚେତନତା ଅଭାବରୁ ଆଜିବି ଏହି ପ୍ରଥା…

ଖେଳିବା ପାଇଁ ଯାଉଛୁ କହି ଘରକୁ ଫେରିଲେନି ୩ ନାବାଳିକା

ଟିଟିଲାଗଡ଼ (କେନ୍ୟୁଜ୍‌): ଟିଟିଲାଗଡ଼ରେ ୩ ନାବାଳିକା ନିଖୋଜ । ସିରଭଟା ପଡା, ଝଙ୍କାର ପଡା ଓ ଦେବେନ୍ଦ ପଡ଼ାର ୩ ଜଣ ଝିଅଙ୍କର ଗତକାଲିଠୁ ଖୋଜ ଖବର ନାହିଁ । ଗତକାଲି ଅପରାହ୍ଣର ୩ ଜଣ ନାବାଳିକା ଖେଳିବା ପାଇଁ ଯାଉଛୁ ବୋଲି ପରିବାର ଲୋକଙ୍କୁ କହି ଘରୁ ବାହାରି ଯାଇଥିଲେ । ସନ୍ଧ୍ୟା…

ପୁଣି ଲଜ୍ଜା, ଆଶ୍ରମରେ ଶିଶୁକନ୍ୟାକୁ ଦୁଷ୍କର୍ମ

କଟକ (କେନ୍ୟୁଜ): ପୁଣି ଲଜ୍ଜା । ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । କଟକର ଏକ ଆଶ୍ରମରେ ରହୁଥିବା ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତ ୨୯ରେ ନାବାଳିକା ଜଣକ ସ୍କୁଲରୁ ଫେରୁଥିବା ବେଳେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଶିଶୁକନ୍ୟାଟିକୁ…

ପ୍ରେମ ହେଲା କାଳ: ବୁଲିବାକୁ ଯାଇ ପ୍ରେମିକ ଓ ସାଙ୍ଗଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହେଲେ ନାବାଳିକା

ଭୁବନେଶ୍ୱର (ବ୍ୟୁରୋ): ବିଶାଖାପାଟଣାରେ ଓଡିଆ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଏକା ବେଳକେ ୧୪ଜଣ ଅମଣିଷ, ନାବାଳିକାଙ୍କୁ କରିଛନ୍ତି ଦୁଷ୍କର୍ମ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ । ଏହି ମାମଲାରେ ୧୨ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ…

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

କେନ୍ଦୁଝର(କେନ୍ୟୁଜ୍): ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ । କେନ୍ଦୁଝର ଫାଷ୍ଟ ଟ୍ରାକ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ଜେଲଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲର ନିର୍ଦ୍ଦେଶ ରହିଛି ।…

୧୨ ବର୍ଷର ପିଲାକୁ ଅକଥନୀୟ ନିର୍ଯାତନା ଦେଉଥିଲା ପରିବାର; ଗରମ ତାଓ୍ଵା, ଗରମ ଛୁରୀରେ ଚେଙ୍କ ଦେଇ ଘା ଲୁଚାଇବା ପାଇଁ…

ମହାରାଷ୍ଟ୍ର ନାଗପୁରରେ ନୃଶଂସ ଓ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୨ ବର୍ଷୀୟ ପିଲାଙ୍କୁ ସହିତ ଏଭଳି କାଣ୍ଡ ଘଟିଛି, ଯାହା ଶୁଣିବା ପରେ ଆପଣଙ୍କ ହୃଦୟ ଥରି ଉଠିବ । ଘରୋଇ କାମ ପାଇଁ ବେଙ୍ଗାଲୁରୁରୁ କିଣି ଆସିଥିବା ପିଲାକୁ ଅଭିଯୁକ୍ତ ପରିବାର ଏଭଳି ନିର୍ଯାତନା ଯାହା ସବୁ ସୀମା…

ହାଉସିଂ ବୋର୍ଡ କଲୋନୀରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା: ମିଳିନି ପରିଚୟ

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନ ବିହାର ହାଉସିଂ ବୋର୍ଡ କଲୋନୀରୁ ଶୁକ୍ରବାର ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକାଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଜଣା ପଡି ନାହିଁ। ମୃତଦେହ ପଚି ଯାଇଥିବାରୁ ପରିଚୟ ପାଇବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।…

ପାକିସ୍ତାନ ପ୍ରେମିକକୁ ଭେଟିବା ପାଇଁ ଜୟପୁର ବିମାନ ବନ୍ଦରରେ ପହଞ୍ଚିଲା ନାବାଳିକା, ସୁରକ୍ଷା କର୍ମୀ ରଖିଲେ ଅଟକ

ପ୍ରେମିକାକୁ ଭେଟିବା ପାଇଁ ଅଞ୍ଜୁ ପାକିସ୍ତାନ ଯିବା ଓ ସେଠାରେ ବିବାହ କରି ରହିବା ଖବର ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣି ଜଣେ ପ୍ରେମିକା ବାହାରିଛନ୍ତି ପାକିସ୍ତାନ ଯିବା ପାଇଁ । ତେବେ ଏହି ପ୍ରେମିକା ଜଣକ ନାବାଳିକା । ପାକିସ୍ତାନୀ ପ୍ରେମିକକୁ ଭେଟିବା ପାଇଁ ଜୟପୁର ବିମାନ ବନ୍ଦରରେ…

ଦିନ ଦ୍ୱିପହରେ ଘରେ ପଶି ନାବାଳିକାର ଗଳାକାଟି ବୀଭତ୍ସ ହତ୍ୟା, ଗତକାଲି କଲେଜରେ ନାମ ଲେଖାଇ ଥିଲେ

ବଲାଙ୍ଗିର(କେନ୍ୟୁଜ୍); ବଲାଙ୍ଗିରରେ ବର୍ବର କାଣ୍ଡ। ଦିନ ଦ୍ୱିପହରେ ନାବାଳିକାର ଗଳାକାଟି ବୀଭତ୍ସ ହତ୍ୟା। ଘରେ ପଶି ନାବାଳିକାକୁ ହତ୍ୟା କଲେ ଦୁର୍ବୃତ୍ତ। ବଲାଙ୍ଗିର ନିଖିଳନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ନାବାଳିକା ଜଣକ ଶେଷାଦ୍ରୀ ନାଗ ଓ ତାଙ୍କ ବୟସ ୧୫ ବର୍ଷ ବୋଲି ଜଣାପଡ଼ିଛି।…

ଦୁଇ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ, ୧୦ ହଜାର ଟଙ୍କା ଜରିମାନା

କଟକ(କେନ୍ୟୁଜ୍): କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ଘଟିଥିବା ଦୁଇ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ସୁଶାନ୍ତ ବେହେରା ପକସୋ କୋର୍ଟ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇଛି। ଦୋଷୀ ସୁଶାନ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ।…

ହଷ୍ଟେଲରେ ରହି ସନ୍ତାନ ପ୍ରସବ କଲେ ନବମ ଶ୍ରେଣୀ ଛାତ୍ରୀ, ଥାନାରେ ଅଭିଯୋଗ ପରେ ଜଣେ ଅଟକ

କେନ୍ଦୁଝର (କେନ୍ୟୁଜ): ନବମ ଶ୍ରେଣୀ ଛାତ୍ରୀଙ୍କ କନ୍ୟା ସନ୍ତାନ ପ୍ରସବ ଅଭିଯୋଗ ହୋଇଛି । କେନ୍ଦୁଝର ସଦର ବ୍ଲକ ଏକ ଜନଜାତି ଆବାସିକ ବିଦ୍ୟାଳୟର ଛାତ୍ରୀ ବୋଲି ସୂଚନା ମିଳିଛି । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରହିଛି । ଖବର ଅନୁଯାୟୀ ଏକ ଆବାସିକ ବିଦ୍ୟାଳୟ ଛାତ୍ରୀ ନିବାସରେ…

ହାଇଦ୍ରାବାଦରେ ଜଘନ୍ୟ କାଣ୍ଡ : ଲିଫ୍ଟ ଦେବାକୁ କହି ନାବାଳିକାଙ୍କୁ ଗଣଦୁଷ୍କର୍ମ: ବିଧାୟକଙ୍କ ପୁଅ ସମେତ ୫ ଅଭିଯୁକ୍ତ…

ନୂଆଦିଲ୍ଲୀ : ସାରା ଦେଶରେ ବଢିବାରେ ଲାଗିଛି ହତ୍ୟା, ଦୁଷ୍କର୍ମ ଭଳି ଅପରାଧ । ନିରୀହ ଜୀବନ ସହିତ ଖେଳିବାରେ ଲାଗିଛନ୍ତି କ୍ରିମିନାଲ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ ଅଞ୍ଚଳରେ । ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ କାର୍‌ରେ ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି।…