ଦୁର୍ଜନ ସଂଗେ କଲେ ବାସ….ସମ୍ପର୍କ ପଡ଼ିଲା ଭାରୀ, ପ୍ରଦୀପ ବିଜେଡିରୁ ଗଲେ ବାହାରି
ଆମ ପୁରାଣରେ ଦସ୍ୟୁ ରତ୍ନାକର ବାଲ୍ମିକୀରେ ପରିଣତ ହେବାର ଯେଉଁ କାହାଣୀ ରହିଛି, ସେଥିରେ ପାପ ସମ୍ପର୍କରେ ଗୋଟିଏ ପ୍ରସଙ୍ଗ ରହିଛି । ରତ୍ନାକର ଯେତେବେଳେ ଲୋକଙ୍କୁ ଲୁଟି ଘରକୁ ଅର୍ଥ ବୋହି ଆଣୁଥିଲା ସେଥିରେ ସାରା ପରିବାର ଚଳୁଥିଲା । ଆଉ ନାରାଦଙ୍କ ସହ ଭେଟ ହେବା ପରେ ତାଙ୍କ ସେ ପଚାରିଥିଲେ…