Browsing Tag

mock drill

ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ମକ୍ ଡ୍ରିଲ୍, ନିୟୋଜିତ ହେବେ ୮୦ ପ୍ଲାଟୁନ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ପାଇଁ କାଉଣ୍ଟ ଡାଉନ ଆରମ୍ଭ । ଭୁବନେଶ୍ବର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ସୁରକ୍ଷା ପାଇଁ ମକ୍ ଡ୍ରିଲ୍ କରାଯାଇଛି । ପ୍ରବାସୀ ଭାରତୀୟ ଦିବସ ବେଳେ ସୁରକ୍ଷାକୁ ନେଇ ମକ୍ ଡ୍ରିଲ୍ କରାଯାଇଛି । ଜନତା ମଇଦାନରେ ଅର୍ବାନ୍ ୱାର୍ ଫାୟାର…

ପୁରୀ-ଅଯୋଧ୍ୟା ଏକ୍ସପ୍ରେସ୍ କେନ୍ଦୁଆପଦା ରେଳ ଷ୍ଟେସନରେ ଟ୍ରେନ୍ ଲାଇନଚ୍ୟୁତ! ହେଲେ ମିଛି ମିଛିକା

ଭଦ୍ରକ: କିଏ କାନ୍ଦି କାନ୍ଦି ନୟାନ୍ତ ତ, କାହାର ମୁଣ୍ଡ ଫାଟିଯାଇଛି । କିଏ ଖଣ୍ଡିଆ ଖାବରା ହୋଇ ଅଚେତ ହୋଇପଡିଛି ତ କିଏ ଗୋଡ, ଗୋଡ କହି ଚିତ୍କାର କରୁଛି । ଘଟଣାସ୍ଥଳରେ ପ୍ରବଳ ଭିଡ ଜମିଛି । ପୋଲିସ୍ ପ୍ରଶାସନ ସହ ଉଦ୍ଧାରକାରୀ ଦଳ ବି ଉପସ୍ଥିତ ଅଛନ୍ତି । ଏପଟେ ସାଇରନ୍ ଦେଇ…

ରଥଯାତ୍ରା ବେଳେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିଆଯିବ AI ସହାୟତା, କଣ୍ଟ୍ରୋଲ ରୁମ୍ କୁ ଫିଡ୍ ଦେବ ଡ୍ରୋନ୍

ପୁରୀ : ଦିନକ ପରେ ବିଶ୍ବ ପ୍ରିସଦ୍ଧ ଘୋଷଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତି । ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ଆସନ୍ତା ୬ ତାରିଖ ମଧ୍ୟ ରାତ୍ରରୁ ଟ୍ରାଫିକ କଟକଣା ଲାଗୁ ହେବ। ଏବର୍ଷ ରଥଯାତ୍ରାରେ ଟ୍ରାଫିକ ବ୍ୟବସ୍ଥା ସୁପରିଚାଳନା ପାଇଁ…

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ଦୁଇ ଦିନ, ଶୃଙ୍ଖଳିତ ରଥଯାତ୍ରା ପାଇଁ ଚାଲିଛି ମକଡ୍ରିଲ

ପୁରୀ : ପୁରୀ ରଥଯାତ୍ରାକୁ ମଝିରେ ଆଉ ଦୁଇ ଦିନ । ପୁରୀ ଟାଉନ ଥାନା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଠାରେ ରଥଯାତ୍ରା ଏସଓପିକୁ ନେଇ ମକଡ୍ରିଲ୍। ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ବୟ କିଭଳି ରହିବ ସେନେଇ ଏହି ମକଡ୍ରିଲ କରାଯାଇଛି । ଏନଡିଆରଏଫ , ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ,…

ସମ୍ଭାବ୍ୟ ସୁନାମି ମୁକାବିଲା ପାଇଁ ରାଜ୍ୟର ୬ଟି ଉପକୂଳ ଜିଲ୍ଲାରେ କରାଯିବ ମକଡ୍ରିଲ

କେନ୍ୟୁଜ୍(ବ୍ୟୁରୋ):  ଆଜି ବିଶ୍ବ ସୁନାମି ସଚେତନତା ଦିବସ । ସମ୍ଭାବ୍ୟ ସୁନାମି ମୁକାବିଲା ପାଇଁ ରାଜ୍ୟର ୬ଟି ଉପକୂଳ ଜିଲ୍ଲାରେ ମକଡ୍ରିଲ କରାଯିବ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଏବଂ ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ୩୦ଟି ଗାଁରେ ମକଡ୍ରିଲ୍ ହେବ । ସୁନାମି ଏକ…

କ୍ଷୟକ୍ଷତିକୁ ରୋକିବ ମକଡ୍ରିଲ, ପ୍ରତିବର୍ଷ ଜୁନ ୧୯ରେ ଲୋକଙ୍କୁ କରାଯାଉଛି ସଚେତନ

କେନ୍ୟୁଜ୍(ବ୍ୟୁରୋ): ମନରୁ ଲିଭିନି ୧୯୯୯ ମହାବାତ୍ୟା । ପରେ ଓଡ଼ିଶା ଅନେକ ବାତ୍ୟାର ସାମନା କରିଛି । ଶୂନ୍ୟମୃତ୍ୟୁ ଟାର୍ଗେଟରେ ବାତ୍ୟାର ସାମନା କରୁଛି ଓଡ଼ିଶା । ଏହି ଟାର୍ଗେକୁ ପୂରଣ କରିବା ପାଇଁ ଉପକୂଳ ଜିଲ୍ଲା ମାନଙ୍କରେ ମକଡ୍ରିଲ କରାଯାଉଛି । ସଚେତନତା ଓ ସଠିକ କୌଶଳ ହିଁ ଏସବୁର…

ପୁଣି ଫେରିବ କି କଟକଣା, ବାଧ୍ୟତାମୂଳକ କରାଯିବ କି ମାସ୍କ ? ଏନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ): ଫେରିବ କି କୋଭିଡ୍‌ କଟକଣା ? ନୂଆବର୍ଷ ଆସୁଥିବାରୁ କଟକଣା ଫେରିବ କି ? ସର୍ବସାଧାରଣରେ ବାଧ୍ୟତାମୂଳକ କରାଯିବ କି ମାସ୍କ ? ଆଜି ରାଜ୍ୟରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କୋଭିଡ୍‌ ସ୍ଥିତି ଓ ଆଗକୁ ଏହାର ମୁକାବିଲା ନେଇ ଉଚ୍ଚସ୍ତରୀୟ…

ବ୍ୟାଙ୍କ ଭିତରେ ମୁଖାଧାରୀ ଯୁବକ ଓ ପୋଲିସଙ୍କ ଭିତରେ ଚାଲିଲା ଛକାପଞ୍ଝା, ଏହି ମକଡ୍ରିଲ୍ ଦେଇ ଲୋକଙ୍କ ଉଡିଗଲା ହୋସ୍

ଭଞ୍ଜନଗର(କେନ୍ୟୁଜ୍): ବ୍ୟାଙ୍କ ଭିତରେ ଜମାକାରୀ ଓ ଗ୍ରାହକଙ୍କ ଭିଡ଼ ରହିଥିଲା । ଅଚାନକ୍ ବ୍ୟାଙ୍କ ଭିତରେ ପଶିଲେ, ମୁଖା ପିନ୍ଧିଥିବା କିଛି ଯୁବକ । ବ୍ୟାଙ୍କର ସାଇରନ୍ ବାଜିଉଠିଲା । ପରେ ପରେ ବ୍ୟାଙ୍କ ଭିତରେ ପଶିଲେ, ସଶସ୍ତ୍ର ପୋଲିସ୍ । ମୁଖା ପିନ୍ଧା ଯୁବକଙ୍କୁ କାବୁ କଲେ ପୋଲିସ ।…

ବାରବାଟୀ ଟି-୨୦ କାଉଣ୍ଟ ଡାଉନ୍‌: ଷ୍ଟାଡିୟମରେ ବଡ଼ ଧରଣର ମକ୍‌ ଡ୍ରିଲ୍‌, ପୋଲିସ-ଅଗ୍ନିଶମ ଓ ଓଡ୍ରାଫ ବାହିନୀ ସାମିଲ

କଟକ(କେନ୍ୟୁଜ୍‌): ଆରମ୍ଭ ହୋଇଯାଇଛି ବାରବାଟୀ କାଉଣ୍ଟଡାଉନ। ବାରବାଟୀ ଟି-୨୦କୁ ମଝିରେ ଆଉ ରହିଲା ୯ ଦିନ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଆଜି ବାରବାଟୀରେ ହୋଇଛି ବଡ଼ ଧରଣର ମକ୍‌ ଡ୍ରିଲ୍‌। ଷ୍ଟାଡିୟମରେ ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ, ମେଡିକାଲ୍‌ ଟିମ୍‌ ଓ ଘରୋଇ ସୁରକ୍ଷା…

ରାମଚଣ୍ଡୀରେ ଏନଡିଆରଏଫ୍‌ର ଦମ୍‌ ଦେଖିଲା ବିମଷ୍ଟେକ୍‌ ରାଷ୍ଟ୍ର ସମୂହ, ପ୍ରାକୃତିକ ବିପର୍ଯ୍ୟୟ ବେଳେ କୋଣାର୍କ ମନ୍ଦିର…

ପୁରୀ:ଓଡ଼ିଶାରେ ବିମଷ୍ଟେକ୍‌ ରାଷ୍ଟ୍ର ସମୂହର ମକ୍‌ ଡ୍ରିଲ୍‌ । ତିନି ଦିନିଆ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମର ଆଜି ହେଉଛି ଦ୍ୱିତୀୟ ଦିନ । ଆଜିଠୁ କୋଣାର୍କ ରାମଚଣ୍ଡୀରେ ଆରମ୍ଭ ହୋଇଛି ଦୁଇ ଦିନିଆ ମକ୍‌ ଡ୍ରିଲ୍‌ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଶିବିରକୁ…

ଆଜିଠୁ ବିମଷ୍ଟେକ୍ ରାଷ୍ଟ୍ର ସମୂହର ମକ୍ ଡ୍ରିଲ୍, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୩ ଦିନ ଧରି ଚାଲିବ ବିପର୍ଯ୍ୟୟ…

ଭୁବନେଶ୍ୱର: ଓଡ଼ିଶାରେ ବିମଷ୍ଟେକ୍ ରାଷ୍ଟ୍ର ସମୂହର ମକ୍ ଡ୍ରିଲ୍ । ଭୁବନେଶ୍ୱରରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଏକ୍ସରସାଇଜ୍‌ରେ ଏକାଠି ହୋଇଛନ୍ତି ଭାରତ ସେମତ ବିମଷ୍ଟେକ୍ ରାଷ୍ଟ୍ର ସମୂହ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ…

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଆତଙ୍କବାଦୀ ! ସ୍ପେଶାଲ ଟାକ୍ଟିକାଲ ୟୁନିଟ୍‌, କାଉଣ୍ଟର ଟେରୋରିଷ୍ଟ ସ୍କ୍ଵାର୍ଡ ଓ…

ଭୁବନେଶ୍ୱର: ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଏସ୍‌ଓଜି ଯବାନଙ୍କ ମକ୍‌ଡ୍ରିଲ । ଭୁବନେଶ୍ୱରରେ ଆତଙ୍କବାଦୀ ପ୍ରବେଶ କଲେ ସେମାନଙ୍କ କିପରି ମୁକାବିଲା କରାଯାଇପାରିବ, ସେନେଇ ମକ୍‌ଡ୍ରିଲ୍ କରାଯାଇଛି । ଗତକାଲି ରାତିରେ ହଠାତ୍ ଦୁରଦର୍ଶନ କେନ୍ଦ୍ରରେ ପହଞ୍ଚି ଯାଇଥିଲେ ଏସ୍‌ଓଜି ଯବାନ । ଆରମ୍ଭ…