Browsing Tag

mouni roy

ଅଭିନେତ୍ରୀ ମୌନୀ ରୟଙ୍କ ବିକିନି ପିନ୍ଧା ଫଟୋ ଭାଇରାଲ୍‌, ଲୋକେ କହିଲେ ହଟ୍‌ ନାଗିନ୍‌

ସମୁଦ୍ର କୂଳରେ ବିକିନିରେ ନଜର ଆସିଲେ ୩୭ ବର୍ଷିୟା ଅଭିନେତ୍ରୀ ମୌନୀ ରୟ। ତାଙ୍କର ବିକିନି ପିନ୍ଧା ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ତାଙ୍କର ଏହି ଫଟୋକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମୌନୀ ସମୁଦ୍ର କୂଳରେ ବିକିନି ପିନ୍ଧି ଫଟୋ ଉଠାଇ ଥିବାର ନଜର…

ହନିମୁନ୍‌ ଟ୍ରିପ୍‌ରେ ମୌନୀ ରୟ, ସ୍ୱାମୀ ସୁରଜ ନାମ୍ବିୟାରଙ୍କ ସହ ରୋମାଣ୍ଟିକ୍‌ ଅନ୍ଦାଜରେ ଆସିଲେ ନଜର

ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ମୌନୀ ରୟ। ସାତ ଜନ୍ମ ପାଇଁ ସୁରଜ ନାମ୍ବିୟାରଙ୍କ ହାତ ଧରିଛନ୍ତି ମୌନୀ। ତେବେ ବିବାହ ପରେ ଏହି ନବ ବିବାହିତ ଯୋଡ଼ି ହନିମୁନ୍‌ ଟ୍ରିପ୍‌ରେ ଯାଇଛନ୍ତି। ହନିମୁନ୍‌ ବେଳର କେତେକ ଫଟୋକୁ ମୌନି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି,…

ନିଜ ମେହେନ୍ଦିରେ ଏମିତି ଠୁମକ୍କା ଲଗାଇଲେ ମୌନୀ ରୟ, ଭିଡିଓ ହେଉଛି ଭାଇରାଲ

ବଲିଉଡର ସୁନ୍ଦର ଅଭିନେତ୍ରୀ ମୌନୀ ରୟ ଶେଷରେ ନିଜର ଦୀର୍ଘ ଦିନର ପ୍ରେମିକ ସୁରଜ ନାମ୍ବିଆରଙ୍କୁ ବିବାହ କରୁଛନ୍ତି । ଗୋଆରେ ସେମାନଙ୍କର ବିବାହ ପୂର୍ବର ଉତ୍ସବ ଆରମ୍ଭ ହୋଇଯାଇଛି । ସେମାନଙ୍କର ମ୍ୟାରେଜ ସେରିମନିର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ଭିଡିଓ ସାମ୍ନାକୁ…

ମୌନୀ ରୟଙ୍କ ହଲ୍‌ଦୀ ଫଟୋ ଲିକ୍‌! ଯୋଗ ଦେଲେ ଖୁବ୍‌ କମ୍‌ ଲୋକ; ସୋସିଆଲ ମିଡିଆରେ ଫଟୋ ହେଉଛି ଭାଇରାଲ

ମୌନୀ ରୟ ଓ ସୂରଜ ନାମ୍ବିଆର ଗୋଆରେ ୨୭ ଜାନୁଆରୀରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏହାରି ଭିତରେ ଅଭିନେତ୍ରୀଙ୍କ ହଲ୍‌ଦୀ ସେରିମନିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅଭିନେତ୍ରୀ ହଳଦିଆ ରଙ୍ଗର ଆଉଟ୍‌ଫିଟରେ ନଜର ଆସୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି…

୧୪ ଦିନ ପରେ ସୂରଜଙ୍କ ହାତ ଧରିବେ ମୌନୀ ରାୟ, ଦୁବାଇରେ ବିବାହ ଯୋଜନା ବାତିଲ; ଏହି ସ୍ଥାନରେ ବୁକ୍‌ ହେଲା ରିସୋର୍ଟ

ବଲିଉଡରେ ଏବେ ବି ବିବାହ ଉତ୍ସବ ସରି ନାହିଁ। କ୍ୟାଟ୍ରିନା କୈଫ୍‌-ଭିକ୍କି କୌଶଲଙ୍କ ବିବାହ ପରେ ବର୍ତ୍ତମାନ ମୌନୀ ରୟଙ୍କ ହାତଗଣ୍ଠି ପଡ଼ିବାକୁ ଯାଉଛି। ଖବର ମୁତାବକ, ସେ ତାଙ୍କ ପ୍ରେମିକ ସୂରଜ ନାମ୍ବିୟାରଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପ୍ରସ୍ତୁତି ମଧ୍ୟ ଶେଷ ହୋଇ ଯାଇଛି।…

ହାତକୁ ଦି ହାତ ହେବାକୁ ଯାଉଛନ୍ତି ମୋନି ରୟ, ସାମ୍ନାକୁ ଆସିଲା ବିବାହ ତାରିଖ ଓ ସ୍ଥାନ

ଫିଲ୍ମ ଜଗତରେ ଏବେ ବିବାହ ଋତୁ ଚାଲିଛି। ଅଭିନେତା ରାଜକୁମାର ଓ ପତ୍ରଲେଖା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେହିପରି କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲଙ୍କ ବିବାହ ଖବର ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। ଟିଭି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ମଧ୍ୟ ହାତକୁ ଦି ହାତ ହୋଇଛନ୍ତି। ତେବେ…

ଜାନୁଆରୀରେ ବାଜିବ ନାଗିନ୍‌ ଫେମ୍‌ ମୌନିଙ୍କ ଶାହାନାଇ, ବୟଫ୍ରେଣ୍ଡ ସୂରଜଙ୍କୁ କରିବେ ବିବାହ

ନାଗିନ୍‌ ଫେମ୍‌ ମୌନି ରୟ ଖୁବ୍‌ ଶୀଘ୍ର ହେବେ ହାତକୁ ଦି ହାତ । ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡଙ୍କୁ ବିବାହ କରିବେ । ଆସନ୍ତା ବର୍ଷ ଜାନୁଆରୀରେ ବାଜିବ ସୂରଜ ନାମ୍ବିଆର ଏବଂ ମୌନିଙ୍କ ଶାହାନାଇ । ଦୁହେଁ ଦୁବାଇ କିମ୍ବା ଇଟାଲୀରେ ବିବାହ କରିବେ । ଏନେଇ ମୌନିଙ୍କ ଜଣେ ସମ୍ପର୍କୀୟ ଭାଇ…

କେବେ ବିନା ବ୍ଲାଉଜରେ ତ ଆଉ କେବେ ବିକିନୀରେ ଡ୍ଯାନ୍ସ ଭିଡିଓ ସେୟାର କରି ଚର୍ଚ୍ଚାରେ ମୌନୀ, ପୁଣି ସାମ୍ନାକୁ ଆସିଲା ଆଉ…

ଟିଭି ଇଣ୍ଡଷ୍ଟ୍ରୀର ‘ନାଗିନ’ ତଥା ବଲିଉଡ ଅଭିନେତ୍ରୀ ମୌନୀ ରାୟ ଏବେ ସୋସିଆଲ ମିଡିଆରେ ହଙ୍ଗାମା କରିଛନ୍ତି। କେବେ ବିନା ବ୍ଲାଉଜର ସାଢିରେ ତ ଆଉ କେବେ ବିକିନୀରେ। ତେବେ ଏବେ ମୌନୀଙ୍କର ପୁଣି ଏକ ଡ୍ଯାନ୍ସ ଭିଡିଓ ଫ୍ଯାନକୁ ଆଶ୍ଚର୍ଯ୍ଯ କରିଦେଇଛି। ଏହି ଭିଡିଓ ବଲିଉଡର ବ୍ଲାକ ଆଣ୍ଡ ହ୍ବାଇଟ…

ମୋନୀ ରାୟ ସୋସିଆଲ ମିଡିଆରେ ପୁଣି ଲଗାଇଲେ ନିଆଁ, ଶେୟାର କରୁ କରୁ ଭାଇରାଲ୍‌

ମୁମ୍ବାଇ : ଅଭିନେତ୍ରୀ ମୋନୀ ରାୟ ନିଜର ହଟ୍‌ ଓ ବୋଲ୍ଡ ଲୁକ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ମୋନୀ ଆକ୍ଟିଂ ସହିତ ସୋସିଆଲ୍‌ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ସବୁଦିନ ନିଜର ହଟ୍‌ ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଅପଲୋଡ୍‌ କରି ପ୍ରଶଂସକଙ୍କ ହାର୍ଟବିଟ…

ଦୁବାଇର ଏହି ଧନୀ ବ୍ୟକ୍ତିଙ୍କୁ ବିବାହ କରିବାକୁ ଯାଉଛନ୍ତି ନାଗିନ୍‌ ଫେମ୍‌ ମୌନି ରାୟ

ବଲିଉଡ୍‌ ଆକ୍ଟ୍ରେସ୍‌ ମୌନି ରାୟ ବହୁତ ଜଲଦି ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି। ଦୁବାଇରେ ରହୁଥିବା ବ୍ୟାଙ୍କର ସୁରଜ ନାମ୍ବିୟାରଙ୍କ ସହିତ ଗତ କିଛି ଦିନ ଧରି ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି। ଖାଲି ଏତିକି ନୁହେଁ ଉଭୟେ ବହୁତ ଜଲଦି ବିବାହ କରିବାକୁ ମଧ୍ୟ ଯାଉଛନ୍ତି। ଜାତୀୟ…

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଭୁଲରେ ସେୟାର କଲା ମୌନି ରାୟଙ୍କ ଫଟୋ, ୟୁଜର୍ସ ନେଲେ ଏମିତି ମଜା

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ନିଜ ଟ୍ୱିଟର ପେଜରେ ଏକ ବଡ ଭୁଲ କରିଛି। ଯାହା ଯୋଗୁଁ ସୋସିଆଲ ମିଡିଆରେ ଏନଏସଇକୁ ହଟହଟା ହେବାକୁ ପଡିଛି । ହଟହଟା ହେବା ପରେ NSE ପୋଷ୍ଟକୁ ଡିଲିଟ କରିଦେଇଛି । ଏହି ମାମଲାରେ କୌଣସି ପ୍ରକାରର ହ୍ୟାକିଂ ହୋଇନଥିବାର ଏନଏସଇ ସ୍ୱୀକାର କରିଛି। ଶନିବାର ଦିନ…

୭ ମାସରେ ୭ଥର କରୋନା ଟେଷ୍ଟ କରାଇଲେ ମୌନୀ ରୟ, ଜାଣନ୍ତୁ କାହିଁକି?

ବଲିଉଡ ଅଭିନେତ୍ରୀ ମୌନୀ ରୟ ୭ମାସରେ ୭ଥର କରୋନା ଟେଷ୍ଟ କରିଛନ୍ତି। ଏନେଇ ସେ କହିଛନ୍ତି, ସୁଟିଂ ସମୟରେ ପ୍ରତ୍ୟେକ ସପ୍ତାହରେ କାଷ୍ଟ ଏବଂ କ୍ରୁ ର କରୋନା ଟେଷ୍ଟ କରାଯାଉଥିଲା। କାରଣ ଯେପରି ସମସ୍ତେ ସୁରକ୍ଷିତ ରୁହନ୍ତୁ। ଏନେଇ ମୌନୀ ମଧ୍ୟ କହିଛନ୍ତି ଏହା ବହୁତ କଷ୍ଟକର ଏବଂ ଯନ୍ତ୍ରଣାଦାୟକ।…