Browsing Tag

mumbai police

ଏବେ NCB ଅଫିସର ଯାଞ୍ଚ କରିବା ମୁମ୍ବାଇ ପୋଲିସ, ମାଗିଲା ସିସିଟିଭି ଫୁଟେଜ

NCB ଅଫିସର ସିସିଟିଭି ଫୁଟେଜ ମାଗିଛି ମୁମ୍ବାଇ ପୋଲିସ। ଡ୍ରଗ୍ସ ଅନ କ୍ରୁଜ ମାମଲାରେ ଟଙ୍କା କାରବାର ଅଭିଯୋଗର ତଦନ୍ତ ପାଇଁ NCB ସାଉଥ ମୁମ୍ବାଇ ଅଫିସର ସିସିଟିଭି ଫୁଟେଜ ମାଗିଛି। ଅକ୍ଟୋବର ୨ରୁ ଏବେ ଯାଏଁର ଫୁଟେଜ ଦାଖଲ କରିବାକୁ NCBକୁ କୁହାଯାଇଛି। ଏହି ଦିନ ଶାହାରୁଖ ଖାନ୍‌ଙ୍କ ପୁଅ…

ଗିରଫ ଆଶଙ୍କାରେ ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେ,ବମ୍ବେ ହାଇକୋର୍ଟଙ୍କୁ ମାଗିଛନ୍ତି ଅନ୍ତରୀଣ ସୁରକ୍ଷା

କେନ୍ୟୁଜ୍(ବ୍ୟୁରୋ): ବନ୍ଧା ହେବେ କି ବାନ୍ଧୁଥିବା ଅଧିକାରୀ ? ବଢ଼ିଲା ଏନସିବି ଅଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେଙ୍କ ଗିରଫଦାରୀ ଆଶଂକା। ବମ୍ବେ ହାଇକୋର୍ଟରେ ଅନ୍ତରୀଣ ସୁରକ୍ଷା ଲୋଡ଼ିଲେ ଓ୍ଵାଙ୍ଖଡ଼େ। ମହାରାଷ୍ଟ୍ର ସରକାର ତାଙ୍କୁ ବ୍ୟକ୍ତିଗତ ଆକ୍ରମଣ କରୁଥିବା କୋର୍ଟଙ୍କୁ ଜଣାଇଛନ୍ତି…

ଚକ୍ରବ୍ୟୁହରେ ଏନ୍‌ସିବିର ସିଂଘମ୍‌ ସମୀର ଓ୍ଵାଙ୍ଖଡେ, ଟଙ୍କା ଆଦାୟ ସହ ଦୁର୍ନୀତି କରୁଥିବା ନେଇ ଆସିଲା ସାଂଘାତିକ…

ମୁମ୍ବାଇ ପୋଲିସ ସ୍କାନରରେ ସମୀର ଓ୍ଵାଙ୍ଖଡେ। ଏବେ ସମୀରଙ୍କ ବିରୋଧରେ ତଦନ୍ତ କରିବ ମୁମ୍ବାଇ ପୋଲିସ। ଓ୍ଵାଙ୍ଖଡେଙ୍କ ବିରୋଧରେ ୪ଟି ଗୁରୁତର ଅଭିଯୋଗ ଆସିଛି। ତାଙ୍କ ବିରୋଧରେ ଜୋର ଜବରଦସ୍ତ ଟଙ୍କା ଆଦାୟ ଓ ଦୁର୍ନୀତି ଭଳି ଗୁରୁତର ଅଭିଯୋଗ ଆସିଛି। ମୁମ୍ବାଇର ୪ ପୋଲିସ ଅଫିସର ଏହି ତଦନ୍ତ…

ଏନ୍‌ସିବି ଅଧିକାରୀଙ୍କ ପିଛା କରୁଛନ୍ତି ମୁମ୍ବାଇ ପୋଲିସର ଅଫିସର, ବରିଷ୍ଠ ଅଧିକାରୀଙ୍କୁ ଅଭିଯୋଗ କଲେ ଓ୍ଵାଙ୍ଖଡ଼େ

ମୁମ୍ବାଇର ବହୁ ବର୍ଚ୍ଚିତ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ଏନ୍‌ସିବିର ଅଧିକାରୀ ମୁମ୍ବାଇ ପୋଲିସ ବିରୋଧରେ ବରିଷ୍ଠ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ସୋମବାର ଦିନ ଏନ୍‌ସିବିର ଅଧିକାରୀ ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି ଯେ ପୋଲିସ ଅଧିକାରୀ ତାଙ୍କ…

ରାଜ କୁନ୍ଦ୍ରାଙ୍କ ପୋଲିସ ହେପାଜତରେ ଆଜି ହେଉଛି ଶେଷ ଦିନ, ଅବଧି ବଢ଼ାଇବାର ରହିଛି ଯୋଜନା

ପର୍ଣ୍ଣୋଗ୍ରାଫୀ ମାମଲା ତଥା ଅଶ୍ଳୀଳ ଫିଲ୍ମ ତିଆରି କରି ତାକୁ ଏକ ଆପ ମାଧ୍ୟମରେ ଦେଖାଇବା ମାମଲାରେ ରାଜ କୁନ୍ଦ୍ରା ଗିରଫ ହୋଇଥିଲେ। ତାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଥିଲା । ବିଜନେସମ୍ୟାନ ତଥା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ୨୭ ଜୁଲାଇ…

ଟାଇଗର ଶ୍ରଫ୍ ଓ ଦିଶା ପଟାନୀଙ୍କ ବିରୋଧରେ ମାମଲା ରୁଜୁ କଲା ମୁମ୍ବାଇ ପୋଲିସ, ଜାଣନ୍ତୁ କାହିଁକି

ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ଓ ଦିଶା ପଟାନୀଙ୍କ ବିରୋଧରେ ମାମଲା ରୁଜୁ କଲା ମୁମ୍ବାଇ ପୋଲିସ। ରିପୋର୍ଟ ମୁତାବକ, କରୋନା ନିୟମ ଉଲ୍ଲଂଘନ କରିଥିବାରୁ ଉଭୟଙ୍କ ବିରୋଧରେ ଅଭିଯୋଗ ହୋଇଛି। ପୋଲିସ ମଧ୍ୟ କହିଛି ଯେ କୋଭିଡ କଟକଣା ନ ମାନିବାରୁ ଏହି ଦୁଇ କଳାକାରଙ୍କ ସମେତ ଅନ୍ୟମାନଙ୍କ ନାଁରେ…

କଙ୍ଗନା ରାଣାୱତଙ୍କ ବଡିଗାର୍ଡ ବିରୋଧରେ ମୁମ୍ବାଇ ପୋଲିସ ରୁଜୁ କଲା ଦୁଷ୍କର୍ମ ଓ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବଡିଗାର୍ଡ ନାଁରେ ଆସିଛି ସାଂଘାତିକ ଅଭିଯୋଗ। କଙ୍ଗନାଙ୍କ ବଡିଗାର୍ଡ କୁମାର ହେଗଡେଙ୍କ ବିରୋଧରେ ମୁମ୍ବାଇର ମେକଅପ ଆର୍ଟିଷ୍ଟ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଓ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିଥିବା ନେଇ ଅଭିଯୋଗ ଆସିଛି। ଅଭିଯୁକ୍ତ ବିରୋଧରେ…

ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ଗାଡି ମିଳିବା ଘଟଣା: ମହାରାଷ୍ଟ୍ର ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେ ଗିରଫ

କେନ୍ୟୁଜ୍(ବ୍ୟୁରୋ): ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ଆଗରେ ବିସ୍ଫୋରକ ଗାଡି ମିଳିବା ଘଟଣାରେ ନୂଆ ମୋଡ଼ । ପୋଲିସ ଅଧିକାରୀ ସଚିନ ବାଜେ ଗିରଫ । ୧୨ ଘଣ୍ଟାର ଜେରା ପରେ ସଚିନ ବାଜେଙ୍କୁ ଗିରଫ କରିଛି ଏନଆଇଏ । ରାତି ୧୧ଟା ୫୦ରେ ତାଙ୍କୁ ଗିରଫ କରିଛନ୍ତି ଏନଆଇଏ ଅଧିକାରୀ । ମହାରାଷ୍ଟ୍ର…

ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ନାଁରେ ଫେକ ଆକାଉଣ୍ଟ କରି ମୁମ୍ବାଇ ପୋଲିସକୁ ଗାଳି ଦେଉଥିଲେ ଦୁର୍ବୃତ୍ତ, ନିଜେ ଏତଲା…

ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ମୁମ୍ବାଇ ପୋଲିସକୁ ଗାଳି କରିଥିବା ଅଭିଯୋଗ ହୋଇଛି। ଏନେଇ ନିଜେ ରବୀନା ଥାନାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି କେହି ଜଣେ ମୁମ୍ବାଇ ପୋଲିସ ଓ ପରମବୀରଙ୍କୁ ଅଶ୍ଳୀଳ ଭାଷାରେ…

ନିଆରା ସଚେତନତା: ମୁମ୍ବାଇ ପୋଲିସ ମାସ୍କ ପିନ୍ଧିବାର ଠିକ ଉପାୟ ବତେଇବା ପାଇଁ ‘3 idiots’ର ନେଲା…

ଦେଶରେ ପ୍ରତିଦିନ କରୋନା ଭାଇରସର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ଏଥିରେ ସର୍ବାଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। ରାଜ୍ୟରେ ମୁମ୍ବାଇ ଏବଂ ପୁନେରୁ ସବୁଠାରୁ ଅଧିକ କୋଭିଡ-୧୯ ମାମଲା ଆସିବାରେ ଲାଗିଛି। ତେବେ ଏହାରି ଭିତରେ ମୁମ୍ବାଇ ପୋଲିସ ଲୋକଙ୍କୁ ମାସ୍କ ପିନ୍ଧିବା ନେଇ ସଚେତନ…

କଙ୍ଗନାଙ୍କୁ ଫସାଇବାକୁ ଚାଲିଛି ପ୍ରସ୍ତୁତି, ଡ୍ରଗ୍ସ କେସ୍‌କୁ ନେଇ ଯାଞ୍ଚ କରିବ ମୁମ୍ବାଇ ପୋଲିସ

କଙ୍ଗନାଙ୍କ ପାଇଁ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି। ମହାରାଷ୍ଟ୍ର ସରକାର ନିକଟରେ କଙ୍ଗନାଙ୍କ ମଣିକର୍ଣ୍ଣିକା ଅଫିସକୁ ବେଆଇନ ନିର୍ମାଣ ହୋଇଛି ବୋଲି ଭାଙ୍ଗିଥିଲା। ଏହା ପରେ କଙ୍ଗନା ହାଇକୋର୍ଟରେ କେସ କରେ ଏହା ଉପରେ ରହିତାଦେଶ ଆଣିଥିଲେ। ଏବେ କଙ୍ଗନା ରଣାଓ୍ଵତଙ୍କ ବିପକ୍ଷରେ ଯାଞ୍ଚ ହେବ…

ସୁଶାନ୍ତଙ୍କ ଡିପ୍ରେସନ୍‌ ସମ୍ପର୍କରେ ମୁମ୍ବାଇ ପୋଲିସ ଆଗରେ ମୁହଁ ଖୋଲିଲେ ଭଉଣୀ, କହିଲେ ‘୨୦୧୩ରେ ସେ ଅବସାଦଗ୍ରସ୍ତ…

ସୁଶାନ୍ତଙ୍କ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ପୋଲିସକୁ ଦେଇଥିବା ବୟାନରେ ସ୍ୱୀକାର କରିଛନ୍ତି ଯେ ୨୦୧୩ରେ ସୁଶାନ୍ତ ମନସ୍ତତ୍ତ୍ୱବିତ୍‌ଙ୍କ ପରାମର୍ଶ ନେଇଥିଲେ। ସେତେବେଳେ ସେ ଅବସାଦଗ୍ରସ୍ତ ଥିଲେ ବୋଲି ସୁଶାନ୍ତ ତାଙ୍କୁ କହିଥିଲେ। ସୁଶାନ୍ତଙ୍କ…