Browsing Tag

murder case

ବ୍ରହ୍ମଗିରି: ପିଶାଚ ପ୍ରେମିକ କଲା ପ୍ରେମିକାକୁ ହତ୍ୟା, ମାରି ପୋତିଦେଲା ପୋଖରୀ ହୁଡାରେ

ବ୍ରହ୍ମଗିରି(କେନ୍ୟୁଜ୍): ଧରା ପଡିଲା ସୈତାନ ପ୍ରେମିକ। ନିଜ ପ୍ରେମିକାକୁ ହତ୍ୟା କରି ପୋଖରୀ ହୁଡାରେ ପୋତି ଗାଁରେ ବେଫିକର ହୋଇ ବୁଲୁଥଲା। ଆଜି ଗିରଫ କରିଛି ବ୍ରହ୍ମଗିରି ପୋଲିସ। ମିଳିଥିବା ସୂଚନା ମୁତାବକ ବ୍ରହ୍ମଗିରି ଶ୍ରୀକରପୁର ଗାଁର ରମେଶ ମହାପାତ୍ରଙ୍କ ଝିଅ ହାସିନାଙ୍କ ସହ…

ଅନୁଗୁଳ ସୁନଦ ପ୍ରଧାନ ହତ୍ୟା ଘଟଣାର ନୂଆ ମୋଡ: କେବଳ ସ୍ତ୍ରୀ ଓ ଦୁଇ ଝିଅ ନୁହେଁ, ମୋଟ୍ ୮ଜଣଙ୍କୁ ଗିରଫ କଲା ପୋଲିସ୍

ଅନୁଗୁଳ: ଅନୁଗୁଳରେ ସ୍ତ୍ରୀ ଓ ଦୁଇ ଝିଅ ମିଶି ସ୍ବାମୀ ସୁନଦ ପ୍ରଧାନଙ୍କୁ ହତ୍ୟା କରିବା ଘଟଣାର ନୂଆ ମୋଡ। ଘଟଣାରେ କେବଳ ସ୍ତ୍ରୀ ଓ ଦୁଇ ଝିଅ ନୁହନ୍ତି, ବରଂ ମୋଟ୍ ୮ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ବ୍ୟକ୍ତିମାନଙ୍କ ଭିତରେ ସ୍ତ୍ରୀ ଭାରତୀ ପ୍ରଧାନ, ଦୁଇ ଝିଅ, ତାଙ୍କ ବାପା, ଭାଇ,…

ଜଳେଶ୍ୱରର ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସକୁ ନିର୍ମମ ହତ୍ୟା

ଜଳେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ରତନକୁ ହତ୍ୟା । ଜଳେଶ୍ୱରର ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ ଓରଫ ଜଗାକୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା କୁରୁଣ୍ଟିଆପଦା ନିକଟରେ ହତ୍ୟାକାଣ୍ଡ ଘଟିଛି । କେହି ଦୁର୍ବୁତ୍ତ ଅତି ନିର୍ମମ ଭାବେ…

କିଶନ ନଗର ବିନୋଦ ମଣ୍ଡଳ ହତ୍ୟାକାଣ୍ଡ, ପତ୍ନୀ ନମିତାଙ୍କୁ ରିମାଣ୍ଡରେ ଆଣିବା ପରେ ପୋଲିସ୍ ପାଇବ ଘଟଣାର ଖିଅ

ସାଲେପୁର (କେ ନ୍ୟୁଜ୍‌) : କଟକ ଜିଲ୍ଲା କିଶନ ନଗର ବିନୋଦ ମଣ୍ଡଳ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଛି । ତାଙ୍କର ମୃତଦେହ ମିଳିବା ପରେ ଏବେ ତାଙ୍କ ପତ୍ନୀକୁ ଗିରଫ କରିଛି ପୋଲିସ୍ । ସ୍ପଷ୍ଟ ହୋଇଛି ଯେ ବିନୋଦଙ୍କୁ ହତ୍ୟା କରାଯାଇଛି । ଆଉ ହତ୍ୟାରେ ଅନ୍ୟମାନଙ୍କ ସହ ପତ୍ନୀର ବି ସଂପୃକ୍ତି…

ଖୋର୍ଦ୍ଧା ପୁବୁସାହି ଜୟମଙ୍ଗଳ ରାସ୍ତା ନିକଟରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି…

ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପୁବୁସାହି ଜୟମଙ୍ଗଳ ରାସ୍ତାରେ ଆଜି ସକାଳୁ ଏକ ମୃତଦେହ ପଡିଥିବାର ଦେଖାଯାଇଥିଲା । ମୃତକ  ସେହି ଗାଁର ଗଗନ ବେହେରା ନାମକ ଜଣେ ବ୍ଯକ୍ତି ବୋଲି ଜଣାପଡିଛି । ସମ୍ପତ୍ତି ଭାଗବଣ୍ଟାକୁ ନେଇ ନିଜ ପରିବାର ମଧ୍ଯରେ କିଛି ଦିନ ଧରି ଗଣ୍ଡଗୋଳ…

ପୁଣି ଜୀବନ ନେଲା ଅନ୍ଧବିଶ୍ୱାସ, ମା’ ସମେତ ୪ ଜଣକୁ ହତ୍ୟା କରିବା ପରେ ଜୀବଜନ୍ତୁଙ୍କ ହତ୍ୟା କଲା ଯୁବକ

ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ଏବେ ବି କିଛି ଲୋକ ଅନ୍ଧବିଶ୍ୱାସକୁ ସତ ବୋଲି ମାନୁଛନ୍ତି। ଫଳରେ ତନ୍ତ୍ରମନ୍ତ୍ର ସାହାଯ୍ୟରେ ନିଜ କାମନା ପୂର୍ଣ୍ଣ କରିବାକୁ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ରେ। ଏଠାରେ ଜଣେ ଯୁବକ ତନ୍ତ୍ର ମନ୍ତ୍ର ଓ…

ଜମିଜମା ବିବାଦକୁ ନେଇ ହଣାକଟା, ସାନଭାଇ ଭୁଜାଲି ଚୋଟରେ ବଡଭାଇ ମୃତ

ସବୁବେଳେ ସମ୍ପତ୍ତି ହେଉ ଅବା ଜମିବାଡି ଏହାକୁ ନେଇ ଭାଇ ଭାଇ ମଧ୍ୟରେ କଳହ ଦେଖିବାକୁ ମିଳିଥାଏ। କିନ୍ତୁ ବେଳେ ବେଳେ ଏହି କଳହ ଏପରି ରୂପ ଧାରଣ କରେ, ଯେଉଁଥିପାଇଁ ଜଣକ ଜୀବନ ଚାଲିଯାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ନାୟକାଣିଡିହି ପଂଚାୟତ…

ଝାରସୁଗୁଡ଼ାର ମଣ୍ଟୁ ଘୋଷ ହତ୍ୟା ମାମଲା, ଷଡଯନ୍ତ୍ରକାରୀ ଆଦିତ୍ୟ ଧଳ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ାର ମଣ୍ଟୁ ଘୋଷ ହତ୍ୟା ମାମଲାରେ ଷଡଯନ୍ତ୍ରକାରୀ ଆଦିତ୍ୟ ଧଳ ଗିରଫ । ଗତ ଜୁନ ୨୪ ତାରିଖରେ ଅମିତ ଧଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋନୁ ଘୋଷ ଜେଲରେ ଥିବା ବେଳେ ତାର ସାନ ଭାଇ ମଣ୍ଟୁଙ୍କୁ ଅମିତଙ୍କ ସାନ ଭାଇ ଅନନ୍ତ ଧଳ ହତ୍ୟା କରି ଫେରାର ହୋଇଯାଇଥିଲା। ବିଳମ୍ବିତ…

ଢେଙ୍କାନାଳ ନିତ୍ୟାନନ୍ଦପୁର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ, ମାରିବା ପରେ ଆଖି ତାଡିନେଲେ ଦୁର୍ବୃତ୍ତ

ଢେଙ୍କାନାଳ: ବୀଭତ୍ସ ହତ୍ୟା। ହତ୍ୟା ପରେ ଆଖି ତାଡିନେଲେ ଦୁର୍ବୃତ୍ତ। ଢେଙ୍କାନାଳ ନିହଲପ୍ରସାଦ ଥାନା ନିତ୍ୟାନନ୍ଦପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା। ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ମୃତଦେହକୁ ଘର ଆଗରେ ଫୋପାଡି ଫେରାର ହୋଇଯାଇଥିଲେ। ତେବେ…

ଘରେ ପଶି ବିବାହିତା ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣାର ଫର୍ଦ୍ଦାଫାସ କରିଛି ଗଞ୍ଜାମ ପୋଲିସ, ଅଭିଯୁକ୍ତ ଗିରଫ

ଗଞ୍ଜାମ (କେନ୍ୟୁଜ୍) : ଘରେ ପଶି ବିବାହିତା ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣାର ଫର୍ଦ୍ଦାଫାସ କରିଛି ଗଞ୍ଜାମ ପୋଲିସ । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଶିବରାମ ସେଠୀଙ୍କୁ ପୋଲିସ ଗିରଫ କରିଛି । ଟଙ୍କା ନେଣ ଦେଣକୁ କେନ୍ଦ୍ର କରି ହତ୍ୟା କାଣ୍ଡ ହୋଇଥିବା ଜଣାପଡିଛି । କବିତାଙ୍କୁ ହତ୍ୟା…

କାମନା ଚରିତାର୍ଥ ନ ହେବାରୁ ମହିଳାଙ୍କୁ ହତ୍ୟା କଲା ସଇତାନ୍‌, ପୁଅ ଆଗରେ ଘଟିଲା ସବୁ

କାମନା ଚରିତାର୍ଥ ନ ହେବାରୁ କାମ ପିପାସୁ ଜଣେ ମହିଳାଙ୍କୁ ହତ୍ୟା କରିଛି। ଆଉ ହତ୍ୟା ବେଳର ସମ୍ପୂର୍ଣ୍ଣ ଦୃଶ୍ୟକୁ ମହିଳାଙ୍କ ଛୁଆ ନିଜ ଆଖିରେ ଦେଖିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଲୁଧିଆନାର ଗୁରମେଲ ନଗରରେ। ଗୁରମେଲ ନଗରର ପ୍ରତିମା ସୁଇସାଇଡ୍‌ ମାମଲାର ପର୍ଦ୍ଦାଫାସ ହେବା ପରେ ଏହି…