Browsing Tag

murder case

କିନ୍ନର ବେଶରେ ଦୈହିକ ଶୋଷ ମେଣ୍ଟାଉଥିଲେ ଏହି ଯୁବକ, ମହିଳାଙ୍କୁ ହତ୍ୟା ପରେ ପୋଲିସ କଲା ଘଟଣାର ପର୍ଦ୍ଦାଫାଶ

ପାଟନା: କିନ୍ନର ବେଶ ଧାରଣ କରି ନିଜର ଦୈହିକ ଶୋଷ ମେଣ୍ଟାଉଥିଲେ ଜଣେ ଯୁବକ। ଲୋକଙ୍କୁ ସନ୍ଦେହ ନ ହେବା ପାଇଁ କିନ୍ନର ବେଶରେ ଆସୁଥିଲେ ମହିଳାଙ୍କ ଘରକୁ ଆଉ ତାଙ୍କ ସହ ରଖୁଥିଲେ ଶାରୀରିକ ସମ୍ପର୍କ। ପ୍ରତିବାଦ କଲେ ଦେଉଥିଲେ ହତ୍ୟା ଧମକ। ତେବେ କଥା ପ୍ରଘଟ ହୋଇଯିବା ଭୟରେ ଦିନେ ମହିଳାଙ୍କୁ…

ଛେଳି ଚରାଇବାକୁ ଜଙ୍ଗଲ ଯାଇଥିଲେ ନବମ ଶ୍ରେଣୀ ଛାତ୍ରୀ, ଘଟିଲା ଏଭଳି ଭୟାନକ ଘଟଣା

ପଶ୍ଚିମ ସିଂହଭୂମିର ଜଣେ ୧୪ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା କରାଯାଇଛି। ମୁଣ୍ଡ ଛେଚା ଯାଇଥିବା ଏହି ନାବାଳିକାଙ୍କ ମୃତଦେହ ଶୁକ୍ରବାର ଜଙ୍ଗଲରୁ ଉଦ୍ଧାର ହୋଇଛି। ମୃତା ଜଣକ ନବମ ଶ୍ରେଣୀର ଛାତ୍ରୀ ଥିଲେ। ତାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୋଲିସ ଏ ନେଇ ଏକ…

କମଲେସ୍‌ ତିଓ୍ଵାରୀ ହତ୍ୟାକାଣ୍ଡରେ ପୋଲିସକୁ ମିଳିଲା ସଫଳତା, ଦୁଇ ଅଭିଯୁକ୍ତ ଗିରଫ

କମଲେସ୍‌ ତିଓ୍ଵାରୀ ହତ୍ୟାକାଣ୍ଡରେ ଫେରାର ହୋଇଥିବା ଦୁଇଜଣ ଅପରାଧୀକୁ ଗୁଜୁରାଟ ଏଟିଏସ ଗିରଫ କରିଛି। ଅପରାଧୀ ଦୁଇଜରଙ୍କ ନାଁ ହେଉଛି ଅସଫାକ ଏବଂ ମୋଇନୁଛିନ୍‌। ଗୁଜୁରାଟ ରାଜସ୍ଥାନ ବର୍ଡର ସ୍ଥିତ ଶ୍ୟାମଲାଜୀ ନିକଟରେ ଏହି ଦୁଇ ଅପରାଧୀଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ ଲକ୍ଷ୍ନୌରେ…

ମୁମ୍ବାଇ: ହୋଟେଲରେ ଡେଲିଭରି ବୟଙ୍କୁ ହତ୍ୟା, ତନାଘନା କରୁଛି ପୋଲିସ

ମୁମ୍ବାଇର ଏକ ହୋଟେଲରେ ଜଣେ ଡେଲିଭରି ବୟଙ୍କୁ ହତ୍ୟା କରାଯାଇଛି। କୁହାଯାଉଛି କି, ଶନିବାର ରାତି ପାଖାପାଖି ୧୦ଟା ୧୫ରେ ସେ ବିଖରାଉଲି ନିକଟକୁ ଏକ ଡେଲିଭରି ଦେବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ଏହି ଘଟଣା ଘଟିଛି। ପୋଲିସ ସୂଚନାନୁଯାୟୀ, ଦୁଇଜଣ ଲୋକ ଜଣେ ଯୁବକଙ୍କୁ କୌଣସି ଏକ ଧାରୁଆ…

ବହୁ ଚର୍ଚ୍ଚିତ ଖଲ୍ଲିକୋଟ କଲେଜ ଛାତ୍ରୀ ତୃପ୍ତିମୟୀ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଚିଙ୍କରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ

ଗଞ୍ଜାମ(କେନ୍ୟୁଜ୍):ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଛାତ୍ରୀ ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ମିଳିଛି ସଫଳତା। ୨୦୧୬ରୁ ଏହି ମାମଲାରେ ସମ୍ପୃକ୍ତ ଥିବା ଚିଙ୍କରା ବେହେରାଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ଦିନ ହେଲା ଆନ୍ଧ୍ରପ୍ରଦେଶର ବାରୁଆ ପୋଲିସ ଚିଙ୍କରା କୁ ଖୋଜୁଥିଲା ।…

ହାରେନ ପାଣ୍ଡ୍ୟା ହତ୍ୟା ମାମଲା, ସୁପ୍ରିମକୋର୍ଟ କଲେ ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ

ହାରେନ ପାଣ୍ଡ୍ୟା ହତ୍ୟା ମାମଲାରେ ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ ସୁପ୍ରିମକୋର୍ଟ । ହାରେନ ପାଣ୍ଡ୍ୟାଙ୍କୁ ୨୦୦୩ ମସିହାରେ ହତ୍ୟା କରାଯାଇଥିଲା। ହେ ହେଉଛନ୍ତି ଗୁଜରାଟର ପୂର୍ବତନ ଗୃହମନ୍ତ୍ରୀ । ଗୁଜରାଟ ହାଇକୋର୍ଟରୁ ଏହି ୧୨ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ହାଇକୋର୍ଟ ରାୟକୁ ସିବିଆଇ…

ଖଲ୍ଲିକୋଟରେ ସାମ୍ବାଦିକ ତରୁଣ ଆଚାର୍ଯ୍ୟଙ୍କୁ ହତ୍ୟା ମାମଲାରେ ଆସିଲା ରାୟ, ୫ ଦୋଷୀଙ୍କୁ ଆଜୀବନ କାରା ଦଣ୍ଡାଦେଶ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ବହୁଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ଆସିଲା ରାୟ। ୫ ଜଣଙ୍କୁ ଆଜୀବନ କରାଦଣ୍ଡାଦେଶ କରିଛନ୍ତି ଖଲ୍ଲିକୋଟ ଏଡିଜେ। ୫ବର୍ଷ ପରେ ରାୟ ପ୍ରକାଶ ପାଇଛି। ୨୦୧୪ ମସିହାରେ ମେ ୨୭ ତାରିଖରେ ଖଲ୍ଲିକୋଟ କଲେଜ ନିକଟ ଜାତୀୟ ରାଜପଥରେ ତରୁଣଙ୍କୁ କିଛି…

ପୁରୀ ଚୁଡ଼ଙ୍ଗ ସାହିରେ ବୃଦ୍ଧଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା

ପୁରୀ(କେନ୍ୟୁଜ୍) : ପୁରୀ ଟାଉନ ଥାନା ଚୁଡ଼ଙ୍ଗ ସାହିରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା। ମୃତକଙ୍କ ନାଁ ଉମାଶଙ୍କର ଆଚାର୍ଯ୍ୟ। ଗତକାଲି ରାତିରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଖବର ପାଇ ଟାଉନ ଥାନା ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ ମୃତଦେହକୁ…

ହାତୁଡ଼ିରେ ପିଟି ପିଟି ନବବଧୂଙ୍କୁ ହତ୍ୟା, ଶ୍ୱଶୁର ଘର ଲୋକ ଫେରାର୍‌

ଆସିକା(କେନ୍ୟୁଜ୍): ଆସିକା ଶେରଗଡ଼ ଥାନା ଗୋପାଳପୁର ଗାଁରେ ଅଭାବନୀୟ ଘଟଣା । ହାତୁଡ଼ିରେ ପିଟି ପିଟି ନବବଧୂଙ୍କୁ ହତ୍ୟା ଅଭିଯୋଗ । ମୃତକ ହେଉଛନ୍ତି ପିଙ୍କି ସ୍ୱାଇଁ । ହତ୍ୟା କରିବା ପରେ ଘରେ ତାଲା ପକାଇ ଶ୍ୱଶୁର ଘର ଲୋକ ଫେରାର୍‌ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଶେରଗଡ଼ ପୋଲିସ ପହଞ୍ଚି ତଦନ୍ତ…

ଭାଇ ସାଜିଲା କଂସେଇ : ହଂସପାଳରେ ସର୍ବସମ୍ମୁଖରେ ବଡ଼ ଭାଇକୁ ହାଣି ହତ୍ୟା କଲା ସାନ ଭାଇ, କ୍ୟାମେରାରେ କଏଦ ହେଲା…

ଭୁବନେଶ୍ୱର(କେନ୍ୟୁଜ୍) : ଭାଇ ସାଜିଲା କଂସେଇ। ପାରିବାରିକ ଶତ୍ରୁତାରୁ ବଡ଼ ଭାଇକୁ ଅତି ନିର୍ମମ ଭାବରେ ମାରି ଦେଲା ସାନ ଭାଇ। ଭୁବନେଶ୍ୱର ହଂସପାଳ ନିକଟରେ ଯୁବକଙ୍କୁ ହତ୍ୟାକାଣ୍ଡ ଘଟଣାରେ ପ୍ରାଥମିକ ତଦନ୍ତରୁ ପୋଲିସରୁ ଏହି ତଥ୍ୟ ପାଇଛି। ସାନ ଭାଇ ସର୍ବସମ୍ମୁଖରେ ବଡ଼ ଭାଇକୁ ଅତି ବିଭତ୍ସ…

ଗୋଟେ ପରିବାରର ୩ ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲା ଯୁବକ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଉତ୍ତରପ୍ରଦେଶ : ବୁଲନ୍ଦ ସହରର ସଲେମପୁର ଥାନା ଅଧିନ କୋଥୁରୀରେ ଆଜି ସକାଳେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା ଯାହା ଚାରିଆଡେ ହଇଚଇ ସୃଷ୍ଟି କରିଥିଲା । ଯେତେବେଳେ ଉକ୍ତ ଗାଁର ଗୋଟେ ପରିବାରର ୩ଟି ଛୁଆଙ୍କର ଗଳିତ ମୃତଦେହ ମିଳିଥିଲା । ସୂଚନା ମୁତାବକ ଏହି ତିନି ଜଣ ଛୁଆଙ୍କୁ ଗୁଳି କରି…

ପତ୍ନୀ ଏବଂ ତିନି ଛୁଆଙ୍କୁ ହତ୍ୟା କରି ଇଞ୍ଜିନିୟର ଫେରାର, ଭିଡିଓ ସେୟାର କରି କହିଲେ-ମୁଁ ବି କରୁଛି ଆତ୍ମହତ୍ୟା

ଗାଜିଆବାଦ: ଇନ୍ଦିରାପୁରମର ଝାନଖଣ୍ଡରେ ଜଣେ ଇଞ୍ଜିନିୟର ନିଜର ପତ୍ନୀ ଏବଂ ତିନି ଛୁଆଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଖବର ଚର୍ଚ୍ଚାକୁ ଆସିଛି । ଇଞ୍ଜିନିୟର ଜଣଙ୍କ ଶନିବାର ରାତି ପ୍ରାୟ ତିନିଟାବେଳେ ଏହି କାଣ୍ଡ ଭିଆଇ ଏକ ବ୍ୟାଗ ନେଇ ଘରୁ ପଳାଇଥିଲେ । ରବିବାର ସଂନ୍ଧ୍ୟାରେ ଇଞ୍ଜିନିୟର…