Odisha News
Browsing Tag

mysterious

ରହସ୍ୟମୟ ପୁରୀ ଗଙ୍ଗାମାତା ମଠ ସୁଡଙ୍ଗ, କିଛି ବିଦେଶୀ ନାଗରିକ ସୁଡଙ୍ଗରୁ ବାହାରିବା ପରେ ଜୋର ଧରିଲା ଚର୍ଚ୍ଚା

ପୁରୀ(କେନ୍ୟୁଜ୍):  ପୁରୀ ଗଙ୍ଗାମାତା ମଠ ସୁଡଙ୍ଗକୁ ନେଇ ପୁଣି ଚର୍ଚ୍ଚା । କିଛି ବିଦେଶୀ ନାଗରିକ ବିଭିନ୍ନ ମଠ ବୁଲିବା ପରେ ଏହି ଚର୍ଚ୍ଚା ଏବେ ଜୋର । ଏହି ସୁଡଙ୍ଗ ସତ ନା ମିଛ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଐତିହାସିକଙ୍କ ମତରେ ଏହି ସୁଡଙ୍ଗ ଶ୍ୟାମାକାଳୀ ମନ୍ଦିର ନିକଟ ପୁରୁଣା…

ଏହି ପାଞ୍ଚଟି ରହସ୍ୟମୟ ବିଚିତ୍ର ପ୍ରାଣୀଙ୍କ ବିଷୟରେ ଶୁଣିଲେ ଆପଣଙ୍କର ମଧ୍ୟ ଟାଙ୍କୁରି ଉଠିବ ଲୋମ

ପୃଥିବୀପୃଷ୍ଠରେ ଏମିତି ଅନେକ ଅଦ୍ଭୁତ ଜୀବଜନ୍ତୁ ରହିଛନ୍ତି ଯାହାର ସ୍ୱରୂପ ଏବେ ବି ରହସ୍ୟ ଘେରରେ। ଏହି ଭୟାନକ ପ୍ରାଣୀମାନେ ଏବେ ଦେଖିବାକୁ ମିଳୁନଥିଲେ ମଧ୍ୟ ସେମାନଙ୍କ ଅସ୍ତିତ୍ୱର ପ୍ରମାଣ ଆଜି ବି ଅନେକ ସ୍ଥାନରେ ରହିଛି। କିଛି ଲୋକ ଏହାକୁ ଗୁଜବ ଭାବୁଥିବା ବେଳେ ବୈଜ୍ଞାନିକମାନେ କିନ୍ତୁ…

ଜାଣନ୍ତି କି ସମୁଦ୍ର ମଧ୍ୟରେ ବି ଅଛି ବିରାଟ ବିରାଟ ଗୁମ୍ଫା, ଜାଣନ୍ତୁ ଏହାର ରହସ୍ୟ

ପୃଥିବୀର ସ୍ଥଳ ଭାଗରେ ତ ଗୁମ୍ଫା ଥିବା ସମସ୍ତେ ଦେଖିଥିବେ ଓ ଜାଣି ଥିବେ । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପାହାଡ ଭିତରେ ବହୁ ବିରାଟ ବିରାଟ ଗୁମ୍ଫାମାନ ମଧ୍ୟ ରହିଅଛି । ଏହା ମଧ୍ୟରୁ କିଛି ଲୋକଲୋଚନରେ ଅତି ପରିଚିତ ହୋଇଥିବା ବେଳେ କିଛିର ରହସ୍ୟ ଆଜି ପର୍ଯ୍ୟନ୍ତ ମଧ୍ୟ ବାହାର କରାଯାଇ…

ମହାଭାରତର ସେହି ୧୧ ରୋଚକମୟ କାହାଣୀ, ଯାହା ଆପଣ କେବେ ଶୁଣି ନଥିବେ

ଆପଣ ନିଶ୍ଚିତ ରୂପେ 'ମହାଭାରତ' ସମ୍ବନ୍ଧୀୟ ବହୁ କାହାଣୀ ଆଗରୁ ଶୁଣିଥିବେ। କିନ୍ତୁ ଏମିତି ବି କିଛି କାହାଣୀ ଅଛି ଯାହା ବିଷୟରେ ଆପଣ ହୁଏତ ଜାଣି ନଥାଇପାରନ୍ତି । ଜାଣନ୍ତୁ ହିନ୍ଦୁ ଧର୍ମର ଏହି ମହାନ ଗ୍ରନ୍ଥ 'ମହାଭାରତ'ର ୧୧ଟି ରହସ୍ୟମୟ କାହାଣୀ ସମ୍ବନ୍ଧରେ ଯାହାକୁ କି ସାଧାରଣ ଭାବେ ଆପଣ…

ପୋଖରୀ ତଳୁ ଉଦ୍ଧାର ହେଲା  ୩୪୦୦ ବର୍ଷ ତଳର ରାଜମହଲ, ଜାଣନ୍ତୁ କେଉଁଠି

ବେଳେ ବେଳେ ଆମ ଅଜାଣତରେ ଏମିତି କିଛି ବସ୍ତୁ ମିଳିଯାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଆଉ ଏହି ମିଳିଥିବା ବସ୍ତୁ ଯଦି ପୁରାତନ ହୋଇଥାଏ  ତେବେ ତ ତାହା ବିଷୟରେ ଜଣିବାର କୌତୁହଳ ବଢିଯାଏ। ଏମିତି କିଛି ଘଟଣା ଘଟିଛି ଇରାକର କୁର୍ଦିସ୍ତାନ ଅଞ୍ଚଳରେ ଯେଉଁଠି ଏକ ପୋଖରୀ ଶୁଖିବା ପରେ ଏକ…

ରହସ୍ୟମୟ ପଥର ! ଯାହାକୁ କେବଳ ୧୧ ଜଣ ହିିଁ ଟେକି ପରିବେ, ୧୨ ଜଣ ହେଲେ ଉଠିବନି

ପଥର ଯାହାକୁ କେବଳ ୧୧ ଜଣ ଟେକି ପରିବେ, ୧୨ ଜଣ ହେଲେ ଉଠିବ ନାହିିଁ । ଏଭଳି ଏକ ରହସ୍ୟମୟ ପଥର ରହିଛି ମହାରାଷ୍ଟ୍ର ପୁଣେର ହଜରତ କମର ଅଲ୍ଲୀ ଦରବାରରେ । ଯଦି ୧୧ରୁ ଅଧିକ କିମ୍ବା କମ ଲୋକ ଏହି ପଥରକୁ ଉଠାଇବାକୁ ଚେଷ୍ଟା କରନ୍ତି ତେବେ ସେହି ପଥର ତିଳେ ମାତ୍ର ସେଠାରୁ ଉଠିନଥାଏ । ସବୁଠାରୁ…

ଆଜାଦ ହିନ୍ଦ ଫୌଜର କର୍ଣ୍ଣଧାର ନେତାଜୀ ଥିଲେ ବାବା ବେଶରେ, ମିଳିଲା ଆଉ ଏକ ପ୍ରମାଣ

ହଟିଲା ସନ୍ଦେହର ପରଦା । ବିଦେଶରେ ନୁହେଁ ବରଂ ଭାରତରେ ସଂପୂର୍ଣ୍ଣ ଅପରିଚିତ ହୋଇ ରହୁଥିଲେ ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଆଉ ଯେଉଁ ପରିଚୟ ନେଇ ଦୀର୍ଘଦିନ ହେବ ସେ ଭାରତରେ ରହୁଥିଲେ ସେକଥା ଯେକେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବ । କେବଳ ଗୋଟିଏ ନୁହେଁ…