ଲୋକଙ୍କୁ ଭୁଆଁ ବୁଲାଇ ଲୁଟିନେଲେ ୫ କୋଟି, ମୋବାଇଲ୍ ଆପ୍ ମାଧ୍ୟମରେ କଲେ ଏଭଳି ଲୁଟ୍
ବର୍ତ୍ତମାନ ସାଇବର ଠକଙ୍କ ଉତପାତ୍ ବଢ଼ି ଚାଲିଛି । ଆଉ ଏହି ଠକମାନେ ଆପ୍ ମାଧ୍ୟମରେ ଲୁଟ କରନ୍ତି ଏହା ତ ଆପଣମାନେ ଜାଣିିଥିବେ । କିନ୍ତୁ ଏକା ସାଙ୍ଗରେ ଜଣେ କି ଦୁଇ ଜଣ ନୁହେଁ ଶହ ଶହ ଲୋକ ସାଇବର ଠକାମୀର ଶିକାର ହୋଇଛନ୍ତି । ଆପଣମାନେ ନିଶ୍ଚିତ ଭାବୁଥିବେ ଯେ ଏତେ ଲୋକ ସାଇବର ଠକାମୀର…