Browsing Tag

nayagarh

ଖୁବ ଆଡମ୍ବର ସହକାରେ ପାଳନ ହୋଇଛି ମା’ ମହାମୟୀଙ୍କ ବାର୍ଷିକ ଉତ୍ସବ, ମନ୍ଦିରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ

ଖୁବ ଧୁମଧାମରେ ଚାଲିଥିଲା ଯଜ୍ଞ ଏବଂ ମନ୍ତ୍ର ଉଚ୍ଚାରଣ । ଏକାଠି ହୋଇଥିଲେ ଗ୍ରାମବାସୀ ଏବଂ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ । ତେବେ ଆମେ କହୁଛୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଟାକରାଠାରେ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ମା' ମହାମାୟୀଙ୍କ ମନ୍ଦିର ବିଷୟରେ । ଏଠାରେ…

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୦ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ନୟାଗଡ଼ (କେନ୍ୟୁଜ): ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୧୦ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପାର୍ବତୀପୁର ଗାଁରେ ଘଟିଛି ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଗାଁର ପ୍ରକାଶ ବେହେରାଙ୍କ ଘରେ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ…

ଜହ୍ଲାଦ ପାଲଟିଲା ସ୍ବାମୀ: ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ କଲା ଆତ୍ମସମର୍ପଣ

ନୟାଗଡ଼ (କେନ୍ୟୁଜ): ସ୍ତ୍ରୀ କଟାମୁଣ୍ଡ ଧରି ଥାନାରେ ସ୍ୱାମୀର ଆତ୍ମସମର୍ପଣ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣିଗୋଚ୍ଛା ଥାନା ବିଡ଼ାପାଜୁ ଗାଁରେ। ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ବାମୀ ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟାକରିଥିବା ଜଣାପଡିଛି । ହତ୍ୟାକାରୀ…

ନାବାଳିକାଙ୍କୁ ଅନର କିଲିଂ ଅଭିଯୋଗ, ୩ ଗିରଫ

ନୟାଗଡ଼ (କେନ୍ୟୁଜ): ନୟାଗଡ଼ରେ ଅନର କିଲିଂ ଅଭିଯୋଗ । ନାବାଳିକା ଝିଅକୁ ହତ୍ୟା ପରେ ପୋତି ଦେଲେ ମୃତଦେହ । ନୟାଗଡ଼ରେ ହତ୍ୟା । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଜଙ୍ଗଲରେ ପୋତିଥିଲେ ମୃତଦେହ । ଅଭିଯୋଗ ପରେ ତନାଘନା ତଦନ୍ତ କରୁଛି ନୂଆଗାଁ ଥାନା ପୋଲିସ । ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ; ୮ ଆହତ, ୨ ଗୁରୁତର

ନୟାଗଡ଼ (କେନ୍ୟୁଜ): ସବୁଠି ପାଳିତ ହେଉଛି ଆଲୋକର ପର୍ବ ଦୀପାବଳି। ଏହାରି ଭିତରେ ଘଟିଛି ଏକ ଦୁଃଖଦ ଘଟଣା। ନୟାଗଡ଼ ଖଣ୍ଡପଡା ଥାନା ଅନ୍ତର୍ଗତ କୁମ୍ଭାରପଡା ଗାଁରେ ବୋମାମାଡ ହୋଇଛି ଫଳରେ ୮ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଗୁରୁତର ଥିବା ସୂଚନା ମିଳିଛି । ସୂଚନା…

ମାନସିକ ବିକୃତ ମହିଳାଙ୍କୁ ବି ଛାଡ଼ିଲାନି ଦୁର୍ବୃତ୍ତ, ଦୁଷ୍କର୍ମ ପରେ କଲା ଛୁରା ମାଡ଼

ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ଗାଁ ଦାଣ୍ଡ ବାରଣ୍ଡାରେ ଶୋଇଥିବାବେଳେ ମହିଳାଙ୍କୁ ମାଡ଼ିବସିଲା ଦୁର୍ବୃତ୍ତ ...ରାତିରେ ଏକୁଟିଆ ଦେଖି ଭୁଲିଗଲା ମାନବିକତା .. ଜଣେ ମାନସିକ ବିକୃତ ମହିଳାଙ୍କୁ ବି ଛଡିଲାନି ... ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ମାନସିକ…

ଗାର୍ମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ, ପୋଡିଗଲା ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି

ନୟାଗଡ (କେନ୍ୟୁଜ): ନୟାଗଡ ସହରର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ଯାମ୍ ଗାର୍ମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ । ବିଳମ୍ବିତରେ ନିଆଁ ଲାଗିଥିବା ଅନୁମାନ । ନିଆଁ ଲିଭାଇବାରେ ୪ଟି ଦମକଳ ଏବଂ ୩୦ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ । ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଥିବା…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ହାଇଓ୍ୱା ଧକ୍କାରେ ଯୁବକଙ୍କ ମୃତ୍ୟୁ

ନୟାଗଡ଼ (କେନ୍ୟୁଜ): ନୟାଗଡ଼ ଜିଲ୍ଲା ଭାପୁର ବଜାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ହାଇୱା ଧକ୍କାରେ ଯୁବକ ମୃତ। କ୍ଷତିପୂରଣ ଦାବିରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ରାସ୍ତାରୋକ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଫଳରେ ଯାତୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଦୁଇ ପାଶ୍ବରେ ସହ ସହ…

ଯୁବତୀଙ୍କୁ ଅପହରଣ ଉଦ୍ୟମ ବିଫଳ: ଗୋଡାଇ ଗୋଡାଇ ୪ ଅପହର୍ତ୍ତାଙ୍କୁ କାବୁ କଲା ପୋଲିସ

ନୟାଗଡ଼ (କେନ୍ୟୁଜ): ଯୁବତୀଙ୍କୁ ଅପହରଣ ବେଳେ ଗୋଡ଼ାଇ ଧରିଲା ପୋଲିସ । ଯୁବତୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରାଯାଇଛି । ନୟାଗଡ଼ ସଦର ଥାନା ଅଞ୍ଚଳରୁ ଏହି ଘଟଣା ସାମନାକୁ ଆସିଛି । ୪ ଅପହର୍ତ୍ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ନୟାଗଡ଼ ସଦର ଥାନା ପୋଲିସ । ଅଭିଯୋଗ…

ବିଚ୍‌ ରାସ୍ତାରେ ବ୍ଲାଙ୍କ ଫାୟାର କରି ଦାଦାବଟି ମାଗି ୪ ଗିରଫ

ନୟାଗଡ଼(କେନ୍ୟୁଜ୍): ବିଚ୍‌ ରାସ୍ତାରେ ବ୍ଲାଙ୍କ ଫାୟାର କରି ଦାଦାବଟି ମାଗି ୪ ଗିରଫ। ୪ ଅଭିଯୁକ୍ତଙ୍କୁ ଗିରଫ କଲା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପୋଲିସ। ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଖଣ୍ଡା, ଠେଙ୍ଗା ସହ ଦୁଇଟି ବାଇକ୍‌ ଜବତ ହୋଇଛି। ଜୁଲାଇ ୨୨ତାରିଖରେ ସାଲୁଣି ଗାଁର…

ପଶ୍ଚିମବଙ୍ଗରୁ ନୟାଗଡ଼ ଲିଙ୍କ୍: ସ୍କର୍ପିଓ ଗାଡ଼ିରୁ ୭୨ ଗ୍ରାମ ବ୍ରାଉନ ସୁଗାର ଜବତ କଲା ଅବକାରୀ ବିଭାଗ

ନୟାଗଡ଼(କେନ୍ୟୁଜ): ନୟାଗଡ଼ ଜିଲ୍ଲାରେ ପଶ୍ଚିମବଙ୍ଗ ବ୍ରାଉନ ସୁଗାର ବେପାରୀ। ନୟାଗଡ଼ ସଦର ଅବକାରୀ ଥାନା ପକ୍ଷରୁ ଚଢ଼ାଉ। ବିଶେଷ ସୁତ୍ରରୁ ଖବର ପାଇ ନୟାଗଡ଼ ରାଜସୁନାଖଳା ନିକଟରେ ଚଢ଼ଉ କରି ଏକ ସ୍କର୍ପିଓ ଗାଡ଼ି ସହ ୭୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ । ସେମାନଙ୍କ ଠାରୁ ୨୦ ହଜାର…

ଟିୟୁସନ ସାରି ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ,

ନୟାଗଡ଼(କେନ୍ୟୁଜ୍): ଟିୟୁସନ ସାରି ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ । ପରିବାର ପକ୍ଷରୁ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ସପ୍ତାହେ ତଳେ ବାହାଡ଼ାଛକରେ ଥିବା ଶ୍ୟାମ ଟ୍ୟୁଟାରିଆଲକୁ ଟିଉସନ୍‌ ଯାଇଥିଲେ । ଫତେଗଡ଼ ଗାଁର କାହ୍ନା ମାଣ୍ଡୋଇ ନାମକ ଜଣେ ଯୁବକ ଓ ତାର…