Browsing Tag

nigeria

ମଝି ନଦୀରେ ଓଲଟିଲା ଡଙ୍ଗା, ୨୭ ମୃତ, ୧୦୦ରୁ ଅଧିକ ନିଖୋଜ

ଉତ୍ତର ନାଇଜେରିଆର ନାଇଜର ନଦୀରେ ଓଲଟିଲା ଡଙ୍ଗା । ବଜାରକୁ ଖାଦ୍ୟ ନେଇ ଯାଉଥିବା ସମୟରେ ଅଚାନକ ଡଙ୍ଗା ଓଲଟି ପଡ଼ିବା ଫଳରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୧୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ନିଖୋଜଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ଜଣାପଡ଼ିଛି । ଡଙ୍ଗାରେ ପାଖାପାଖି ୨୦୦…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି GCON ସମ୍ମାନରେ ସମ୍ମାନିତ, ପୂର୍ବରୁ ରାଣୀ ଏଲିଜାବେଥ ଏକମାତ୍ର ବିଦେଶୀ ଭାବେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ବଡ ସମ୍ମାନ । ନାଇଜେରିଆର ସର୍ବୋଚ୍ଚ ସମ୍ମାନ ‘ଦ ଗ୍ରେଟ୍ ଅର୍ଡର ଅଫ ଦ ନାଇଜର’(GCON) ସମ୍ମାନରେ ସମ୍ମାନିତ କରାଯାଇଛି ।  ମୋଦିଙ୍କ ବିଦେଶରୁ ମିଳିଥିବା ୧୭ତମ ଅର୍ନ୍ତରାଷ୍ଟ୍ରୀୟ ପୁରସ୍କାର । ତେବେ ପୂର୍ବରୁ ରାଣୀ ଏଲିଜାବେଥ ଏକମାତ୍ର ବିଦେଶୀ…

ନାଇଜେରିଆ: ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ତେଲ ଲୁଟୁଥିବା ବେଳେ ଭୟଙ୍କର ବିସ୍ଫୋରଣ, ୯୪ ଜଣଙ୍କ ମୃତ୍ୟୁ

ନାଇଜେରିଆରେ ଏକ ତୈଳ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ ଘଟି ୯୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବରରୁ ଜଣାପଡ଼ିଛି ଯେ ଏଠାରେ ଏକ ତୈଳ ଟ୍ୟାଙ୍କର ରାସ୍ତା ମଝିରେ…

ନାଇଜେରିଆ : ଡଙ୍ଗା ଓଲଟି ୪୧ ମୃତ, ୧୨ ଉଦ୍ଧାର

ନାଇଜେରିଆର ଉତ୍ତର ପଶ୍ଚିିମ ରାଜ୍ୟ ଜାମଫାରା ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ଅତିକମରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । ୫୦ରୁ ଅଧିକ ଯାତ୍ରୀ ଡଙ୍ଗାରେ ଯାଉଥିବା ବେଳେ ନଦୀରେ ଡଙ୍ଗାଟି ଓଲଟି ପଡିଥିଲା । ଖବର ମୁତାବକ, ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ…

ନାଇଜେରିଆରେ ସିରିଜ ବିସ୍ଫୋରଣ: ଆତ୍ମଘାତୀ ଆକ୍ରମଣରେ ୧୮ ମୃତ, ୪୮ ଆହତ

ନାଇଜେରିଆରେ ସିରିଜ ବିସ୍ଫୋରଣ । ଉତ୍ତର ପୂର୍ବ ନାଇଜେରିଆରେ ଆତ୍ମଘାତୀ ଆକ୍ରମଣରେ ୧୮ ଜଣଙ୍କ ମୃତ୍ୟୁ, ୪୮ ଆହତ ହୋଇଛନ୍ତି । ନାଇଜେରିଆ ବର୍ଣ୍ଣୋରେ ପଛକୁ ପଛ ତିନିଟି ସ୍ଥାନରେ ବିସ୍ଫୋରଣ ହୋଇଛି । ପ୍ରଥମ ବିସ୍ଫୋରଣ ନାଇଜେରିଆର ସ୍ଥାନୀୟ ସମୟ ଅପରାହ୍ନ ୩ଟା ବେଳେ ହୋଇଥିଲା । ଏକ ବିବାହ…

ନାଇଜେରିଆରେ ଡଙ୍ଗା ବୁଡି ୨୬ ମୃତ, ଅନେକ ନିଖୋଜ

ନାଇଜେରିଆରେ ଡଙ୍ଗା ଦୁର୍ଘଟଣାରେ ୨୬ ଜଣଙ୍କର ପ୍ରାଣ ଚାଲିଯାଇଛି । ଘଟଣାରେ ଅନେକ ଲୋକ ନିଖୋଜ ଥିବା କୁହାଯାଉଛି । ସେମାନଙ୍କୁ ଖୋଜାଚାଲିଛି । ରବିବାର ଦିନ ଉତ୍ତର ମଧ୍ୟରେ ଥିବା ଏକ ସମୁଦ୍ରରେ ଡଙ୍ଗା ବୁଡିଯିବା ଯୋଗୁଁ ୨୬ ଜଣଙ୍କର ପ୍ରାଣ ଚାଲିଯାଇଛି । ଗତ ୩ ମାସରେ ଏହା ଦ୍ୱିତୀୟ ଘଟଣା ।…

ନାଇଜେରିଆରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨୬ ସୈନିକ ମୃତ, ୮ ଆହତ

ନାଇଜେରିଆରେ ବାୟୁସେନା ହେଲିକପ୍ଟର କ୍ରାସ । ଏହି ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । Mi-171 ହେଲିକପ୍ଟର ଜୁନଗେରରୁ ଉଡାଣ ଭରିଥିଲା । ଦୁର୍ଘଟଣା ପରେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, Mi-171 ହେଲିକପ୍ଟର ଜୁନଗେରରୁ ଉଡାଣ ଭରିଥିଲା ।…

ନାଇଜେରିଆର ସମସ୍ତ କ୍ଷମତା ହାସଲ କଲା ସେନା, ରାଷ୍ଟ୍ରପତିଙ୍କୁ କଲା ବନ୍ଦୀ

ଆଫ୍ରିକୀୟ ଦେଶ ନାଇଜେରିଆରେ ସେନାର କ୍ଷମତା ଦଖଲ । ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିଛି ସେନା । ଏଥିସହ ରାଷ୍ଟ୍ରପତି ମହମ୍ମଦ ବାଜୁମଙ୍କୁ ବନ୍ଦୀ କରାଯାଇଛି । କ୍ଷମତା ଦାଖଲ ପରେ ଦେଶର ସବୁ ଶିକ୍ଷାନୁଷ୍ଠାନକୁ ସସପେଣ୍ଡ କରାଯାଇଛି । ଶେଷଥର ପାଇଁ ୧୯୯୩ରେ କ୍ଷମତା ଦଖଲ…

ନାଇଜେରିଆରେ ବୁଡିଲା ଡଙ୍ଗା, ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ : ନାଇଜେରିଆରେ ବୁଡିଲା ଡଙ୍ଗା, ୧୦୦ରୁ ଅଧିକ ମୃତ । ଉତ୍ତର ମଧ୍ୟ ନାଇଜେରିଆରେ ବୁଡିଲା ଡଙ୍ଗା । କଓ୍ଵାରା ପଟିଗି ଜିଲ୍ଲାରେ ଏକ ବିବାହ ଉତ୍ସବରୁ ଯୋଗଦେଇ ଫେରୁଥିବାବେଳେ ଦୁର୍ଘଟଣା । ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଛି । ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ଥିଲେ । ଡଙ୍ଗାରେ…

ନାଇଜେରିଆରେ ସାଂପ୍ରଦାୟିକ ହିଂସା, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩୦ ମୃତ

ପାକିସ୍ତାନ ପରେ ନାଇଜେରିଆ ରକ୍ତାକ୍ତ ସଂଘର୍ଷ । ଦୁଇ ଦଳିତ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହା ବିଷୟରେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ନାଇଜେରିଆରେ ଅଧିକ ମୁସଲମାନ ଉତ୍ତର ଅଞ୍ଚଳରେ ରହିଛନ୍ତି । ସେହିପରି ଅନ୍ୟ ଜାତିର ଲୋକ ଦକ୍ଷିଣ…

ନାଇଜେରିଆରେ ବୋମା ବିସ୍ଫୋରଣ: ୨୭ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା

ନାଇଜେରିଆରେ ବୋମା ବିସ୍ଫୋରଣରେ ୨୭ ମୃତ । ବୋମା ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାଟି ମଧ୍ୟ ନାଇଜେରିଆରରେ ହୋଇଛି। ପୋଲିସ ବୋମା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଚୟ ଏଯାଏଁ ପାଇନାହିଁ । ପୋଲିସ ସୂଚନା ମୁତାବକ, ନାଇଜେରିଆ ବୋମା ବିସ୍ଫୋରଣରେ ୨୭ ଜଣ ମୃତ୍ୟୁବରଣ…

ସେକ୍ସ ଓ୍ଵାର୍କରଙ୍କ କୋଠରୀରୁ ମିଳିଲା ଧାର୍ମିକ ପୁସ୍ତକ; ପିଟି ପିଟି ମାରିଦେଲେ ଗ୍ରାହକ! ଜାଣନ୍ତୁ ପୂରା ମାମଲା

ନାଇଜେରିଆର ଲାଗୋସ୍‌ ସହରରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସେକ୍ସ ଓ୍ଵାର୍କରଙ୍କ କୋଠରୀରୁ ଧାର୍ମିକ ପୁସ୍ତକ ମିଳିବା ପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଜଣେ ଗ୍ରାହକ ନିଜ ସାଥୀଙ୍କ ସହ ମିଶି ଏହି ସେକ୍ସ ଓ୍ଵାର୍କରଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଏବଂ…