କୋହଳ ହେଲା କଟକଣା: ରାଜ୍ୟର ସମସ୍ତ ସହରାଞ୍ଚଳରୁ ଆଜିଠୁ ରାତିରେ ବି ସବୁଠିକୁ ଯାଇ ପାରିବେ
ଭୁବନେଶ୍ବର(କେନ୍ଯୁଜ୍): କୋହଳ ହେଲା କଟକଣା । ହଟିଲା ନାଇଟ୍ କର୍ଫ୍ୟୁ। ରାଜ୍ୟର ସମସ୍ତ ସହରାଞ୍ଚଳରୁ ଆଜିଠୁ ହଟିଲା ନାଇଟ୍ କର୍ଫ୍ୟୁ। ନାଇଟ୍ କର୍ଫ୍ୟୁ ହଟିବା ନେଇ SRCଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
କୋରନା ସଂକ୍ରମଣକୁ ବୃଦ୍ଧିରେ ଦୃଷ୍ଟି ରଖି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ…