Browsing Tag

nitin gadkari

ଇଲେକ୍ଟ୍ରିକ ଗାଡି ନୂଆ ଲଞ୍ଚ ଉପରେ ରୋକ୍‌ ଲଗାଇଲେ ସରକାର, ପ୍ରଥମେ କମ୍ପାନୀରେ ହେବ ଯାଞ୍ଚ, ତା’ ପରେ ହେବ ଲଞ୍ଚ

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଲୋକେ ଇଲେକ୍ଟ୍ରିକ ଗାଡି ଉପରେ ନିର୍ଭର କରୁଛନ୍ତି। ଆଉ ଏହିସବୁ ଇଲେକ୍ଟି୍ରକ ଗାଡିରେ ନିଆଁ ଲାଗୁଥିବା ଘଟଣା ସାମ୍ନାକୁ ଆସିଛି। ଇଲେକ୍ଟ୍ରିକ ଗାଡିରେ ନିଆଁ ଲାଗି ୩ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ଖବର ମିଳିଛି।…

ଏଣିକି ଚାରିଚକିଆ ଯାନରେ ଲାଗିବ ୬ଟି ଏୟାରବ୍ୟାଗ: ସ୍ପଷ୍ଟ କଲେ ନିତିନ ଗଡ଼କରୀ

ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଗତ ୩୦ ତାରିଖ ଅର୍ଥାତ ବୁଧବାର ରାଜ୍ୟସଭାରେ କହିଛନ୍ତିକି "ଦେଶରେ ନ୍ୟୁ ହ୍ୱିଲର ସେଫଟି ଆସେସମେଣ୍ଟ ପ୍ରୋଗ୍ରାମ 'Bharat NCAP ନାଁରେ ଜଣାଯାଏ  । ଯାହାର ନୋଟିଫିକେସନ ସରକାରଙ୍କ ତରଫରୁ ଜାରି ହୋଇସାରିଛି  । ଗଡ଼କରୀଙ୍କ କହିବା ଅନୁଯାୟୀ…

ଭାରତର ପ୍ରଥମ ହାଇଡ୍ରୋଜେନ୍‌ କାରରେ ବସି ସଂସଦ ଆସିଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ଖୁବ୍‌ଶୀଘ୍ର ଆପଣ ବି…

ଖୁବ୍‌ଶୀଘ୍ର ଭାରତୀୟ ରାସ୍ତାରେ ଗଡ଼ିବ ହାଇଡ୍ରୋଜେନ୍‌ କାର। ବହୁ ପ୍ରତୀକ୍ଷିତ ପ୍ରଥମ ହାଇଡ୍ରୋଜେନ୍‌ କାର ଭାରତରେ ନିଜ ଯାତ୍ରା ଆରମ୍ଭ କରିଛି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ୍‌ ଗଡ଼କରୀ ଆଜି ଏଥିରେ ଯାତ୍ରା କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଆଜି…

ଖୁସି ଖବର! ଆସୁଛି ପେଟ୍ରୋଲ-ଡିଜେଲ୍‌ର ବିକଳ୍ପ ‘ଫ୍ଲେକ୍ସ ଫୁଏଲ୍‌’, ଘୋଷଣା କଲେ ଗଡ଼କରୀ

ଗାଡ଼ି ଚଲାଉଥିବା ଲୋକଙ୍କ ପାଇଁ ଖୁସି ଖବର। ଆସୁଛି ପେଟ୍ରୋଲ ଡିଜେଲର ବିକଳ୍ପ। ଏଣିକି ଆଉ ଗାଡ଼ିରେ ତେଲ ପକାଇବା ପୂର୍ବରୁ ଦୁଇ ଥର ଚିନ୍ତା କରିବାକୁ ପଡ଼ିବନି। ଶସ୍ତାରେ ଗାଡ଼ି ଧରି ମନ ଇଚ୍ଛା ବୁଲିପାରିବେ ଲୋକ। ହୁ ହୁ ହୋଇ ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ୍‌ ଦରକୁ ଦୃଷ୍ଟିରେ ରଖି ଏବେ ନୂଆ ବିକଳ୍ପ…

ସରକାରଙ୍କ ନୂଆ ନିୟମ, ୮ ସିଟର ଗାଡ଼ିରେ ଏବେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ

ସୁରକ୍ଷାକୁ ବଢାଇବା ପାଇଁ ଆଠଟି ସିଟ୍ ଥିବା ଗାଡ଼ିରେ ଅତି କମରେ ୬ଟି ଏୟାରବ୍ୟାଗ୍‌ ଲଗାଇବାକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ…

ଏବେ ରାସ୍ତାରେ କେତେ ସ୍ପିଡ୍‌ରେ ଗାଡ଼ି ଚଲାଇବେ ସେ ନେଇ ନିଷ୍ପତ୍ତି ନେବେ ସରକାର, ବଢ଼ିଲେ କଟିବ ଚାଲାଣ

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଦେଶରେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥର ସର୍ବାଧିକ ଲିମିଟ୍‌ ବଢ଼ାଇବା ନେଇ ନିଷ୍ପତ୍ତି ନେଇଛନ୍ତି। ଏହି ସୀମା ୨୦ କିଲୋମିଟର ପ୍ରତି ଘଣ୍ଟା ବେଗରୁ ଅଧିକ ହୋଇପାରେ। ତେବେ ବର୍ତ୍ତମାନ ସଡ଼କ ପରିବହନ ମନ୍ତ୍ରାଳୟ କାର ପାଇଁ ଜାତୀୟ ରାଜପଥରେ ସର୍ବାଧିକ…

NHAI ର ବିଶ୍ୱ ରେକର୍ଡ, ମାତ୍ର ୧୮ ଘଣ୍ଟାରେ ତିଆରି କଲା ୨୫ କିଲୋମିଟରର ରାସ୍ତା

ମାତ୍ର କିଛି ଘଣ୍ଟା ମଧ୍ୟରେ ୨୫.୫୪ କିଲୋମିଟର ରାସ୍ତା ତିଆରି କରି ରେକର୍ଡ କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)। ଏହି ୨୫.୫୪ କିଲୋମିଟରର ସିଙ୍ଗଲ ଲେନ୍‌ ରାସ୍ତା ଏନ୍‌ଏଚ୍‌-୫୨ରେ ବିଜୟପୁର ଓ ସୋଲାପୁର ମଧ୍ୟରେ ତିଆରି ହୋଇଛି। ଏନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ…

ସଡ଼କ ସୁରକ୍ଷା ନେଇ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭିଡିଓକୁ ପ୍ରଶଂସା କଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ,…

ଭୁବନେଶ୍ବର: ସଡ଼କ ସୁରକ୍ଷା ନେଇ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭିଡିଓକୁ ପ୍ରଶଂସା କଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ସେ ଏହି ଭିଡିଓକୁ ଟ୍ଵିଟ୍‌ କରିଛନ୍ତି । ଏଥିରେ ଲେଖିଛନ୍ତି, ଏହି ଭିଡିଓ ପ୍ରସ୍ତୁତ କରିଥିବା ପିଲାମାନେ କିଏ ଜାଣିନାହିଁ । କିନ୍ତୁ ସେମାନେ ସଡ଼କ ନିରାପତ୍ତାର…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଆଗାମୀ ୨ ବର୍ଷ ମଧ୍ୟରେ ଦେଶରୁ ଉଠିଯିବ ସମସ୍ତ ଟୋଲପ୍ଲାଜା, ଜାଣନ୍ତୁ ପୁଣି କେମିତି ହେବ…

ଏବେ ଦେଶରେ ନ୍ଯାସନାଲ ହାଇୱେରେ ବିନା ଅଟକି ଚାଲିବ ଗାଡି। ଦେଶରେ ଥିବା ସମସ୍ତ ଟୋଲ ପ୍ଲାଜାକୁ ବନ୍ଦ କରିଦିଆଯିବ ବୋଲି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ଆସନ୍ତା ୨ ବର୍ଷ ମଧ୍ୟରେ ଭାରତର ସମସ୍ତ ଟୋଲ୍ ବୁଥକୁ ବନ୍ଦ କରାଯିବ ବୋଲି ଆସୋଚାମ୍ର ପ୍ରତିଷ୍ଠା ସପ୍ତାହ…

କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ କରୋନା ପଜିଟିଭ୍, ଟ୍ବିଟ କରି ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ  କରୋନା। ନିଜେ ଟ୍ବିଟ  କରି ଦେଲେ ସୂଚନା। ଗତକାଲି ସେ ଅସୁସ୍ଥ ଅନୁଭବ କରିବା ପରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ନମୁନା ପରୀକ୍ଷା ପରେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଟ୍ବିଟରେ ଲେଖିଛନ୍ତି।…

୨-୩ ଦିନ ଭିତରେ ରିଲିଫ ପ୍ୟାକେଜ ଘୋଷଣା କରିବେ ସରକାର, ନୀତିନ ଗଡ଼କରୀ ଦେଲେ ଇସାରା

କରୋନା ମହାମାରୀର ସଂକଟକୁ ଲକ୍ଷ କରି ଶିଳ୍ପକୁ ବହୁତ ବଡ଼ ଆସ୍ୱସ୍ତି ଦେବେ କେନ୍ଦ୍ର ସରକାର। ସରକାର ବହୁତ ଜଲଦି ଫାଇନାନ୍ସସିଆଲ ପ୍ୟାକେଜ ଘୋଷଣା କରିବାକୁ ଯାଉଛନ୍ତି। ଜାତୀୟ ରାଜପଥ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସୋମବାର ଏହି ବିଷୟରେ ସୂଚନା ଦେଇଛନ୍ତି। ଏହି ସମୟରେ ସେ ଏହା ମଧ୍ୟ…

ଟ୍ରାଫିକ ଫାଇନ୍‌ ଆଦାୟକୁ ନେଇ ବଢୁଛି ଅସନ୍ତୋଷ, ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ଗଡ଼କରି

ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେଲା। ଆଦାୟ ହେଲା ଦଶଗୁଣା ଫାଇନ୍‌। ଏହାପରେ ତେଜିଲା ଅସନ୍ତୋଷ। ସଂଶୋଧିତ ଆଇନକୁ କିଛି ରାଜ୍ୟ ସରକାର ବିରୋଧ କରିବା ପରେ ଡ୍ୟାମେଜ୍‌ କଣ୍ଟ୍ରୋଲ୍‌ ମୋଡରେ କେନ୍ଦ୍ର ସରକାର। ସୂଚନା ମିଳିଛି, ଅସନ୍ତୋଷ ପ୍ରକାଶ କରିଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା…