Browsing Tag

nuakhai

ବଲାଙ୍ଗିର ରାଜପରିବାରରେ ନୂଆଁଖାଇ: ଏକାଠି ନୂଆ ଖାଇଲେ ପାଟଣା ମହାରାଜାଙ୍କ ପରିବାର

ବଲାଙ୍ଗିର(କେନ୍ୟୁଜ୍):  ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାରେ ଥାଏ ରାଜାଘର ନୂଆଁଖାଇ। ରାଜନୀତିରୁ ଉର୍ଦ୍ଧ୍ୱରେ ରହି ରାଜଉଆସରେ ପାଳିତ ହୁଏ ପଶ୍ଚିମ ଓଡ଼ିଶାର ଗଣପର୍ବ। ପାଟଣା ମହାରାଜା ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ ଏବଂ ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓଙ୍କ…

ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ: ମାଆ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ

ସମ୍ବଲପୁର(କେନ୍ୟୁଜ୍): ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ। ମାଆ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ । ଘରେ ଘରେ ପିଠାପଣାର ମହକ। ମାଆଙ୍କ ପାଇଁ ନବାନ୍ନ ମୁଖ୍ୟ ପୂଜକଙ୍କ ସମେତ ଆଉ ଦୁଇ ପୂଜକଙ୍କ ଘରେ ପ୍ରସ୍ତୁତି ହୋଇଥିଲା । ମାଆଙ୍କ ପାଖରେ ନବାନ୍ନ ଲାଗି ପରେ ଘରେ…

ଆଜି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ, ସମଲେଶ୍ୱରୀଙ୍କଠାରେ ଲାଗି ହେବ ନବାନ୍ନ

ସମ୍ବଲପୁର(କେନ୍ୟୁଜ୍‌): ଆଜି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ପୁରପଲ୍ଲୀରେ ଉତ୍ସବ ମୁଖରିତ । ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କଠାରେ ଆଜି ଦିନ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ନବାନ୍ନ ଲାଗି ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ।…

ଆସନ୍ତାକାଲି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ

କେନ୍ୟୁଜ୍: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା । ଘରେ ଘରେ ଉତ୍ସାହର ମାହୋଲ ଜମିଲାଣି । ଦୂରଦୂରାନ୍ତରୁ ପରିବାର ସଦସ୍ୟ ଘରକୁ ଆସିଲେଣି । ନୂଆଁଖାଇ ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତେ । ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ…

ନୂଆଁଖାଇରେ ମିଳିବ ‘କାଳିଆ’ ଯୋଜନା ଟଙ୍କା, ଉପକୃତ ହେବେ ୪୧ ଲକ୍ଷ ଚାଷୀ

ଭୁବନେଶ୍ୱର(କେନ୍ୟୁଜ୍): ଚାଷୀଙ୍କୁ ନୂଆଁଖାଇ ଭେଟି । ନୂଆଁଖାଇରେ ମିଳିବ ‘କାଳିଆ’ ଯୋଜନା ଟଙ୍କା । ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି । ପ୍ରତ୍ୟେକ ଚାଷୀଙ୍କୁ ମିଳିବ ୨୦୦୦ ଟଙ୍କା । କାଳିଆ ଯୋଜନାରେ ଉପକୃତ ହେବେ ୪୧ ଲକ୍ଷ ଚାଷୀ । ଚାଷୀଙ୍କ ଖାତାକୁ ଯିବ ମୋଟ ୮୬୯ କୋଟି…

ଆସନ୍ତା ଗୁରୁବାର ନୂଆଁଖାଇ, ନୂଆ ଧାନ ସହ ନୂଆ ପତ୍ର ସଂଗ୍ରହ କରୁଛନ୍ତି ଲୋକେ

ଗୁରୁବାର ନୂଆଁଖାଇ । ଏଥିପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ଘରେ ଘରେ ଉତ୍ସାହ । ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ ଇଷ୍ଟଦେବୀଙ୍କ ଠାରେ ଅର୍ପଣ କରିବାର ପର୍ବ ହେଉଛି କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ। ଗାଁରୁ ସହର, ଧନୀ ଅବା ଗରିବ ଉତ୍ସବକୁ ସମସ୍ତେ ପାଳନ କରିଥାନ୍ତି। ପ୍ରଥମ ଶସ୍ୟ ଭାବେ…

ନୂଆଁଖାଇ ପର୍ବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମ ଓଡ଼ିଶା, ଏହି ଅବସରରେ ମାଆଙ୍କ ପାଖରେ ପହଞ୍ଚିଛି ବର୍ଷର ପ୍ରଥମ ସରିଆ…

ଓଡିଶାର ଚାଲିଚଳଣି , ସଂସ୍କୃତି ଓ ପରମ୍ପରା ନିଅରା ଏବଂ ଦେଶର ଅନ୍ୟାନ ଅଂଚଳ ଠାରୁ ଭିନ୍ନ ଓ ସ୍ଵତନ୍ତ୍ର ମଧ୍ୟ। ଓଡିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣି ମଧ୍ୟରେ ନୂଆଁଖାଇ ପର୍ବ ହେଉଛି ସ୍ଵତନ୍ତ୍ର। ବିଶେଷ କରି ପଶ୍ଚିମ ଓଡିଶାରେ ଏହି ପର୍ବକୁ ଆନନ୍ଦ ଓ ଉଦ୍ଦୀପନାର ସହ ପାଳନ…

ମାଁ ସମଲେଶ୍ଵରୀଙ୍କ ମନ୍ଦିର ପ୍ରାଙ୍ଗଣରେ ହେଲା ନୂଆଖାଇ ଲଗ୍ନ ନିରୂପଣ

ବରଗଡ(କେନ୍ୟୁଜ) : ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିରର ପ୍ରାଙ୍ଗଣରେ ନୂଆଖାଇ ଲଗ୍ନ ନିରୂପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରଗଡ ଜିଲ୍ଲା ପାଇଁ ବାହାରିଲା ନୂଆଁଖାଇ ଲଗ୍ନ । ୩୧ ତାରିଖ ନିଶାର୍ଦ୍ଧ ପରେ ୧ ସେପ୍ଟେମ୍ବର ଭାଦ୍ରବ ଶୁକ୍ଳ ଋଷି ପଞ୍ଚମୀ ସିଂହ ୧୬…

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ସୁବର୍ଣ୍ଣପୁର କଲେ ପଣ୍ଡିତ ମହାସଭା

ସୁବର୍ଣ୍ଣପୁର(କେନ୍ୟୁଜ୍):  ସେପ୍ଟେମ୍ବର ୧ରେ ହେବାକୁ ଥିବା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ପଣ୍ଡିତ ମହାସଭା । ଭାଦ୍ରବ ଶୁକ୍ଳପକ୍ଷ ଋଷି ପଞ୍ଚମୀ ବିଶୁଦ୍ଧ ତୁଳା ଚନ୍ଦ୍ର ବ୍ରହ୍ମଯୋଗ ମହେନ୍ଦ୍ର ବେଳା ସ୍ୱାତି ନକ୍ଷତ୍ର ଦିବା…

ନୂଆପଡ଼ା ଅଲେଖ ମହିମା ମଠରେ ପାଳିତ ହୋଇଛି ନୂଆଖାଇ ପର୍ବ

ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ହେଉଛି ନୂଆଖାଇ । ଏହି ନୂଆଖାଇ ପର୍ବକୁ ପଶ୍ଚିମ ଓଡିଶାର ଲୋକମାନେ ବିଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି । ସାଧାରଣତଃ ପଶ୍ଚିମ ଓଡିଶାବାସୀ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରିଥାନ୍ତି। । ହେଲେ ଗହ୍ମାପୂର୍ଣ୍ଣିମା ଉପଲକ୍ଷେ ନୂଆପଡା…

ନୂଆଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ନୂଆଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଖାଇ ଭିତରେ ସମସ୍ତଙ୍କୁ କୋଭିଡ ନିୟମ ମାନିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଖାଇରେ ମା ସମଲେଇ ସମସ୍ତଙ୍କୁ ସୁଖ, ଶାନ୍ତି ଦିଅନ୍ତୁ ବୋଲି କାମନା…

ପରମ୍ପରାର ବାର୍ତ୍ତା ବହନ କରିଆସୁଛି ନୂଆଁଖାଇ, ଜାଣନ୍ତୁ ଏହାର ମହତ୍ତ୍ବ

ଓଡିଶାର ଚାଲିଚଳଣି , ସଂସ୍କୃତି ଓ ପରମ୍ପରା ନିଅରା ଏବଂ ଦେଶର ଅନ୍ୟାନ ଅଂଚଳ ଠାରୁ ଭିନ୍ନ ଓ ସ୍ଵତନ୍ତ୍ର। କଥାରେ ଅଛି – ଓଡିଶାରେ ବାର ମାସରେ ତେର ପର୍ବ। ଦୁଃଖ ଓ ଯନ୍ତ୍ରଣା ରେ ପରିପୂର୍ଣ୍ଣ ମଣିଷ ଜୀବନକୁ ସରସ ଓ ସୁନ୍ଦର କରି ଥାଏ ବିଭିନ୍ନ ପର୍ବପର୍ବାଣି। ଓଡିଶାରେ ପାଳିତ ହେଉଥିବା…