୬ ଅଧିକାରୀଙ୍କୁ ଦୁର୍ନୀତି ଓ ଅପରାଗତା ପାଇଁ ବାଧ୍ୟତାମୂଳକ ଅବସର ଦେଲେ ସରକାର
ଭୁବନେଶ୍ବର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଶୂନ୍ୟ ସହିଷ୍ଣୁତା । ଦୁର୍ନୀତି ଓ ଅପରାଗତା ଯୋଗୁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର। ୪ ଇଞ୍ଜିନିୟର ଓ ୨ ଅବକାରୀ ଅଧିକାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର। ଏମାନେ ହେଲେ କେନ୍ଦୁଝର RWD ର ଉପନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଦେବତା…