ପିଆଜ ଦର ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ରପ୍ତାନୀ ମୂଲ୍ୟ ବଢ଼ାଇଲେ
କେନ୍ୟୁଜ୍(ବ୍ୟୁରୋ): ଦେଶରେ ପିଆଜ ଦର ଆକାଶଛୁଆଁ । ଦର ନିୟନ୍ତ୍ରଣରେ ରଖିବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି । ପିଆଜ କ୍ରମାଗତ ଦର ବୃଦ୍ଧିରେ ରୋକ୍ ଏବଂ ଉପଲବ୍ଧତା ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ରପ୍ତାନୀ ଉପରେ ଅଙ୍କୁଶ ଲଗାଇଛନ୍ତି । ସର୍ବନିମ୍ନ ରପ୍ତାନୀ ଦର ବା MEP ଟନ୍ ପିଛା ୮୦୦…