Below header
Browsing Tag

pakistan

ଭାରତ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ପାଇଁ ଆଗ୍ରହୀ ଥିବା କହିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଚାରିଆଡୁ ସମର୍ଥନ ନପାଇବା ପରେ ଶେଷରେ ଭାରତ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ପାଇଁ ଆଗ୍ରହ ଦେଖାଇଛି ପାକିସ୍ତାନ। ଭାରତ ସହ ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ। ଦ୍ୱିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନ ସବୁବେଳେ…

ଭାଷଣ ମାରୁଥିବା ଇମ୍ରାନ ସରକାରଙ୍କ ସଂସଦୀୟ କ୍ଷେତ୍ରର ସ୍କୁଲ ଗୁଡିକ ଫଳ ଶୂନ,  ଶିକ୍ଷକ ମାନଙ୍କ ଉପରେ ଲଗିଛି ଜରିମାନା

ପୁଣି ଥରେ ଚର୍ଚ୍ଚାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଏଥର କୌଣସି ଆର୍ଥିକ ଦୁରବସ୍ଥା କି ଆତଙ୍କବାଦୀ ଆକ୍ରମଣ ପାଇଁ ନୁହେଁ । ଏଥର ଚର୍ଚ୍ଚାରେ ଅଛନ୍ତି ସରକାରୀ ସ୍କୁଲ ଗୁଡିକର ଖରାପ ଫଳାଫଳ ପାଇଁ । ପ୍ରଧାନ ମନ୍ତ୍ରୀଙ୍କ ନିଜ ସଂସଦୀୟ କ୍ଷେତ୍ରରୁ ହିଁ ଏଥର ପ୍ରାୟ ୧୦୦ ପ୍ରତିଶତ…

ବଢି ଚାଲିଛି ଇମ୍ରାନ ସରକାରଙ୍କ ଆର୍ଥିକ ସଙ୍କଟ

ଇସଲାମାବାଦ; ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନର ଅବସ୍ଥା ସାଂଘାତିକ ହୋଇପଡିଛି। ପାକିସ୍ତାନ ସରକାର ସହିତ ଭାରତ ସରକାର ସମସ୍ତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଛି। ପାକିସ୍ତାନର ଅର୍ଥନୈତିକ ସ୍ଥିତି ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡିଛି। ଯାହାର ପ୍ରଭାବରେ ପାକିସ୍ତାନ…

ପାକିସ୍ତାନୀ ସମର୍ଥକଙ୍କୁ ଚୁପ୍‌ କରାଇ ଦେଲେ ଏହି ଭାରତୀୟ ମହିଳା, ଦେଖନ୍ତୁ ଭିଡିଓ

ଦକ୍ଷିଣ କୋରିଆରେ ପାକିସ୍ତାନ ସମର୍ଥକଙ୍କ ବିଜେପି ନେତ୍ରୀ ମୁହାଁମୁହିଁ। ସିଓଲରେ ମୋଦି ଓ ଭାରତ ବିରୋଧରେ ପାକିସ୍ତାନ ସମର୍ଥକମାନେ ନାରା ଦେଉଥିବା ବେଳେ ତାଙ୍କ ସହ ମୁହାଁମୁହିଁ ହୋଇଥିଲେ ବିଜେପି ନେତ୍ରୀ ସାଜିଆ ଇଲ୍‌ମୀ। ଗତ ଶୁକ୍ରବାର ଦିନ ଘଟଣା ଘଟିଥିଲା। ୟୁନାଇଟେଡ୍‌ ପିସ୍‌ ଫେଡେରେସନ୍‌…

ପ୍ରକୃତି ଛାଡ଼ୁନି ପାକିସ୍ତାନ, ଭାରତ ସ୍ୱାଧୀନତା ଦିବସ ପାଳୁଥିବା ବଳେ ସୀମା ସେପାଖରୁ କରୁଛି ଗୁଳିମାଡ଼

ଭାରତ ସ୍ୱାଧୀନତା ଦିବସ ପାଳୁଥିବା ବଳେ ସୀମା ସେପାଖରୁ ପାକିସ୍ତାନ ସେନାର ଗୁଳିମାଡ଼ । ପୁଂଛ କେ.ଜି ସେକ୍ଟରରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲଂଘନ କରିଛି। ତେବେ ସୀମାରେ ସତର୍କ ଥିବା ଭାରତୀୟ ଯବାନ ଏହାର କଡ଼ା ଜବାବ ଦେଇଛନ୍ତି। ପାଲଟା ଗୁଳି ମାଡ଼ କରିଛନ୍ତି ଭାରତୀୟ ଯବାନ। ଗତ କିଛି ଦିନ…

ପାକିସ୍ତାନରେ ଉଡ଼ିଲା ‘ତ୍ରିରଙ୍ଗା’, ଏମିତି ପାଳନ କଲେ ଭାରତର ସ୍ୱାଧୀନତା ଦିବସ

ଭାରତର ୭୩ତମ ସ୍ୱାଧୀନତା ଦିବସ କେବଳ ଦେଶରେ ହିଁ ନୁହେଁ, ବିଶ୍ୱର କୋଣ ଅନୁକୋଣରେ ପାଳନ କରାଯାଉଛି। ଯେଉଁଠି ଯେଉଁଠି ଭାରତୀୟମାନେ ରହିଛନ୍ତି, ସେଠାରେ ସ୍ୱାଧୀନତା ଦିବସର ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହେଉଛି। ଏହି କ୍ରମରେ ପାକିସ୍ତାନରେ ମଧ୍ୟ ଭାରତର ତ୍ରିରଙ୍ଗା ଉଡ଼ିଛି। ପାକିସ୍ତାନର…

ପାକିସ୍ତାନ ସ୍ୱାଧୀନତା ଦିବସରେ ଇମ୍ରାନ୍‌ ଖାନ୍‌ ଭାରତକୁ ଦେଲେ ଖୋଲା ଚ୍ୟାଲେଞ୍ଜ: କହିଲେ, ‘ଇଟାର ଜବାବ ପଥରରେ ଦେବୁ’

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ନେଇ ପାକିସ୍ତାନ କ୍ରୋଧ ପ୍ରକାଶ କରିଛି। ଅଗଷ୍ଟ ୧୪ ତାରିଖ ବୁଧବାର ନିଜ ସ୍ୱାଧୀନତାର ବର୍ଷ ପୂର୍ତ୍ତି ଅବସରରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ। ସେ ଭାରତର…

ପାକିସ୍ତାନରେ ଗୀତ ଗାଇବା ମିକାଙ୍କୁ ପଡିଲା ମହଙ୍ଗା

ବଲିଉଡ଼ର ବହୁ ଚର୍ଚ୍ଚିତ ଗାୟକ ମିକା ସିଂଙ୍କୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ର୍ଚଚ୍ଚା ଧରିଛି । ପାକିସ୍ତାନରେ ଗୀତ ପରିବେଷଣ କରିବାକୁ ନେଇ ମିକା ସିଂଙ୍କୁ ମହଙ୍ଗା ପଡିଛି । ଏହି ଘଟଣା ପରେ ମିକା ସିଂଙ୍କୁ ଭାରତୀୟ ଫ୍ୟାନ୍ସମାନେ ସମାଲୋଚନା କରିବାରେ ପଛେଇନାହାନ୍ତିି । ସୂଚନା ଅନୁସାରେ, ମିକା…

ସୁନା ଛାଡି ଅଚାନକ ପଶୁ କିଣିବାରେ ଲାଗିପଡିଛନ୍ତି ପାକିସ୍ତାନୀ, ଜାଣନ୍ତୁ ଏମିତି କ’ଣ ହେଲା !

ପାକିସ୍ତାନ: ଇମରାନ୍ ଖାନଙ୍କ ପାକିସ୍ତାନରେ ଆଜିକାଲି କିଛି ଠିକ୍ ଚାଲିନାହିଁ । ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନର ଅବସ୍ଥା ଏତେ ମାତ୍ରାରେ ଖରାପ ହୋଇଯାଇଛି କି, ବକ୍ରିଇଦ୍ ରେ ଖର୍ଚ୍ଚ କରିବା ପାଇଁ ସାଧାରଣ ପାକିସ୍ତାନୀଙ୍କ ପାଖରେ ଅର୍ଥ ନାହିଁ । ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁନା ମୂଲ୍ୟ…

ଭାରତର ୩୭୦ ଷ୍ଟ୍ରୋକ୍‌ରେ ବିବ୍ରତ ପାକିସ୍ତାନ, ଟେନସନରେ କେବଳ ଟ୍ରେନ୍‌ ଉପରେ ରାଗ ସୁଝାଇଛି

ଭାରତର ୩୭୦ ଷ୍ଟ୍ରୋକ୍‌ରେ ବିବ୍ରତ ପାକିସ୍ତାନ। ଖାଲି ବାଉଳି ଚାଉଳି ହେଉଛି। ଟେନସନରେ ଥିବା ପାକିସ୍ତାନ ଶେଷରେ ଟ୍ରେନ୍‌ ଉପରେ ରାଗ ସୁଝାଇଛି। ବାତିଲ କରିଛି ସମଝୌତା ଏକ୍ସପ୍ରେସ ଚଳାଚଳକୁ। ଆଜି ୱାଘା ସୀମାରେ ଲାହୋରରୁ ଆସିବା ବେଳେ ଟ୍ରେନକୁ ଅଟକିଥିଲା ପାକିସ୍ତାନ। ଶେଷରେ ଭାରତୀୟ ଡ୍ରାଇଭର…

ଆରବ ଦେଶରେ ଅମାନ୍ୟ ହେଲା ପାକିସ୍ତାନୀ ଡାକ୍ତରଙ୍କ ଡିଗ୍ରୀ, ଦେଶ ଛାଡିବାକୁ ମିଳିଲା ନିର୍ଦ୍ଦେଶ

ସାଉଦି ଆରବ ସମେତ ଅନ୍ୟ ଆରବ ଦେଶରେ ପ୍ରାକ୍ଟିସ୍ କରୁଥିବା ଉଚ୍ଚତମ ଯୋଗ୍ୟତା ଥିବା ପାକିସ୍ତାନୀ ଡାକ୍ତରଙ୍କ ସାମ୍ନାରେ ଚାକିରୀର ଏକ ବଡ ସଙ୍କଟ ଆସିଛି। ସାଉଦି ଆରବ ଏବଂ ମଧ୍ୟ ପୂର୍ବର ବହୁ ଦେଶ ଗୁଡକ ପାକିସ୍ତାନର ଏମଏସ୍ ଏବଂ ଏମଡି ପରି ମେଡିକାଲ ଡିଗ୍ରୀକୁ ଅମାନ୍ୟ ଘୋଷଣା କରିଦେଇଛନ୍ତି ।…

ମୁଣ୍ଡରେ ହାତ ଦେଇ କାନ୍ଦୁଛି ପାକିସ୍ତାନ, ମୋଦି ସରାକାରଙ୍କ ୩୭୦ ଉଚ୍ଛେଦ ପରେ ପାକିସ୍ତାନର ହେଲା ଏମିତି ଦଶା

ମୋଦି ସରକାରଙ୍କ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ଐତିହାସିକ ନିଷ୍ପତି ପରେ ମୁଣ୍ଡରେ ହାତ ଦେଇ କାନ୍ଦୁଛି ପାକିସ୍ତାନ । ରାଜ୍ୟ ସଭାରେ ଅମିତି ସାହା ଏହାର ବିଧେୟକଟି ଜାରି କଲା ବେଳେ ପାକିସ୍ତାନର ଅର୍ଥନୀତିରେ ବଡ ଧରଣର ପରିବର୍ତ୍ତନ ହୋଇଛି। ପାକିସ୍ତାନ ସେୟାର ବଜାର ଚଳିତ ବର୍ଷର ସବୁଠାରୁ ବଡ…