Browsing Tag

parliament

ଦେଶର ଇତିହାସର ପ୍ରତୀକ ସେଙ୍ଗୋଲ; ନୂଆ ସଂସଦ ଭବନରେ ସେଙ୍ଗୋଲ ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

(କେନ୍ୟୁଜ ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ରେ ନବ ନିର୍ମିତ ସଂସଦ ଭବନକୁ ଦେଶକୁ ଉତ୍ସର୍ଗ କରିବେ। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ସଂସଦ ଭବନ ନିର୍ମାଣ ପାଇଁ ପ୍ରାୟ ୬୦ ହଜାର ଶ୍ରମିକଙ୍କ…

ଅମୃତ ସରୋବର ଯୋଜନା ଓଡ଼ିଶାରେ କିଭଳି ହେଇଛି କାର୍ଯ୍ୟକାରୀ? ପିପିଲି ବ୍ଲକରେ ସ୍ଥିତି ପରଖିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ…

କେନ୍ୟୁଜ୍(ବ୍ୟୁରୋ): ଅମୃତ ସରୋବର ଯୋଜନାରେ ଓଡ଼ିଶାରେ କିଭଳି ହେଇଛି କାର୍ଯ୍ୟକାରୀ । ତାହାର ବାସ୍ତବ ସ୍ଥିତି ପରଖିବା ପାଇଁ ପୁରୀ ଜିଲ୍ଲା ପିପିଲି ବ୍ଲକ ଗସ୍ତ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ । କେଉଁ କେଉଁ ପ୍ରକଳ୍ପ କରାଯାଇଛି ଏବଂ ଏହା…

ବ୍ରାଜିଲରେ ନୂଆ ରାଷ୍ଟ୍ରପତିଙ୍କୁ ବିରୋଧ କରି ହଙ୍ଗାମା, ସଂସଦ ଭବନରେ ଧସେଇ ପଶିଲେ ଆନ୍ଦୋଳନକାରୀ

ବ୍ରାଜିଲର ପୂର୍ବ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ସମର୍ଥକଙ୍କ ସଂସଦରେ ହଙ୍ଗାମା । ସମର୍ଥକମାନେ ସଂସଦ ଭବନ ଏବଂ ମନ୍ତ୍ରଣାଳୟର ବିଲିଡିଂରେ ଧସେଇ ପଶିଥିଲେ । ସୋସିଆଲ ମିଡିଆରେ ଏବେ ଫଟୋ ଭାଇରଲ ହେବାରେ ଲାଗିଛି । ଭାଇରଲ ଭିଡିଓରେ ଦେଖିବାକୁ ମିଳିଛି, ସମର୍ଥକମାନେ ନୀଳ ଏବଂ ହଳଦିଆ ପତାକା…

ସଂସଦରେ ଉଠିଲା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗ

କେନ୍ୟୁଜ୍(ବ୍ୟୁରୋ):ସଂସଦରେ ଉଠିଲା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗ । ରାଜ୍ୟସଭାରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇଲେ ସାଂସଦ ଡ. ସସ୍ମିତ ପାତ୍ର । ନିୟମିତ ଅନ୍ତରାଳରେ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଉଛି । ‘ପ୍ରତିବର୍ଷ ରାଜ୍ୟରେ ମରୁଡି,…

ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ରୁଟି, ମାଣ୍ଡିଆ ଦୋଷା ଓ ବାଜରା ପିଠା ଖାଇଲେ ମୋଦି

ନୂଆଦିଲ୍ଲୀ : ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ରୁଟି, ମାଣ୍ଡିଆ ଦୋଷା ଓ ବାଜରା ପିଠା ଖାଇଲେ ମୋଦି । କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି, ସବୁ ସାଂସଦମାନଙ୍କ ପାଇଁ ଆୟୋଜନ ହୋଇଥିଲା ମାଣ୍ଡିଆର ସ୍ୱତନ୍ତ୍ର ଭୋଜନ । ୨୦୨୩କୁ ଇଣ୍ଟରନେସନାଲ ଇୟର ଅଫ୍‌ ମିଲେଟ୍‌ ଘୋଷଣା କରିଛି ଜାତିସଂଘ । ଏଥିପାଇଁ ଆଜି…

ସଂସଦ ଭବନ ସିଡିରେ ଝୁଣ୍ଟି ପଡ଼ିଲେ ଶଶି ଥରୁର, ଗୋଡ଼ରେ ଗଭୀର ଆଘାତ; ଟ୍ଵିଟ୍‌ କରି ଦେଲେ ସୂଚନା

କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭା ସାଂସଦ ଶଶି ଥରୁର ଗୁରୁବାର ସଂସଦ ଭବନର ସିଡ଼ିରେ ଝୁଣ୍ଟି ପଡ଼ିଥିଲେ। ଏଥିରେ ତାଙ୍କୁ ଆଘାତ ଲାଗିଛି। ସେ କହିଛନ୍ତି ଯେ ପ୍ରଥମେ ତାଙ୍କୁ ଲାଗିଥିଲା କି, ଏହା ସାମାନ୍ୟ ଆଘାତ, ଯାହା ଆପେ ଭଲ ହୋଇଯିବ। କିନ୍ତୁ ସେମିତି ହେଲା ନାହିଁ। ଆଘାତ ଲାଗିବା ପରେ…

ବ୍ରିଟେନ ସଂସଦ ଭିତରେ ପର୍ଣ୍ଣ ଫିଲ୍ମ ଦେଖୁଥିଲେ ସାଂସଦ! ତୀବ୍ର ଅସନ୍ତୋଷ ଓ ଅଭିଯୋଗ ପରେ ଏମିତି କଥା କହିଲେ…

ନିକଟରେ ବ୍ରିଟିଶ ସଂସଦରେ ଘଟି ଯାଇଛି ଏକ ଲଜ୍ଜାଜନକ ଘଟଣା। ଏଠାରେ ଜଣେ ସାଂସଦଙ୍କ ଉପରେ ଗୁରୁତର ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ସେ ସଂସଦ ଭିତରେ ନିଜ ମୋବାଇଲ ଫୋନରେ ପର୍ଣ୍ଣ ଫିଲ୍ମ ଦେଖୁଥିଲେ, ଯାହାକୁ ଦେଖି ସେଠାରେ ଉପସ୍ଥିତ ଜଣେ ମହିଳା ସାଂସଦ ରାଗି ଯାଇଥିଲେ ଏବଂ ଘଟଣାର ତୁରନ୍ତ…

ସଂସଦ ଭିତରେ ମହିଳା ସାଂସଦ କଲେ ଅନଲାଇନ ସପିଂ! ଅର୍ଡର କଲେ ‘ଜିନ୍ସ ଓ ଟପ୍ସ’; ବିରୋଧୀ କହିଲେ, ମାଗଣାରେ ବସି ନେଉଛନ୍ତି…

ଗଣତାନ୍ତ୍ରିକ ଦେଶରେ ସାଂସଦମାନେ ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଉଚିତ୍‌। ଲୋକଙ୍କ ସମସ୍ୟା ହିସାବରେ କାମ କରିବା ଦରକାର। ଏହା ସେମାନଙ୍କର ଗୁରୁ ଦାୟିତ୍ୱ। କିନ୍ତୁ ଅନେକ ନେତା, ମନ୍ତ୍ରୀଙ୍କ ମନୋଭାବ ନିର୍ବାଚନ ଜିତିବା ପରେ ଜନସାଧାରଣଙ୍କ ପ୍ରତି ବଦଳି ଯାଇଥାଏ। ସେମାନେ ଅତ୍ୟନ୍ତ…

ସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ

ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ । ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ କରିଛନ୍ତି। କୋବିନ୍ଦ କହିଛନ୍ତି, କରୋନା ମହାମାରୀର ଏହା ୩ୟ ବର୍ଷ । ମୋ ସରକାର ଆଗାମୀ ୨୫ ବର୍ଷକୁ ଆଖିରେ ରଖି କାମ କରୁଛି । ମୋ ସରକାର ସବକା…

ସଂସଦ ଭବନରୁ ସୁପ୍ରିମକୋର୍ଟ ଯାଏଁ କରୋନା ବିସ୍ଫୋରଣ, ୪ ବିଚାରପତି ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ : କରୋନା ବିପର୍ଯ୍ୟୟ ବର୍ତ୍ତମାନ ଦିଲ୍ଲୀର ସଂସଦ ଗୃହରେ ପହଞ୍ଚିଛି। ସଂସଦ ଗୃହରୁ ଲମ୍ଫ ମାରିଛି ସୁପ୍ରମିକୋର୍ଟକୁ । ଏହା ଜାଣିବାକୁ ମିଳିଛି ଯେ ସଂସଦ ଗୃହରେ ୪୦୦ ରୁ ଅଧିକ କର୍ମଚାରୀ ଏବଂ ସୁରକ୍ଷା କର୍ମୀ କରୋନା ପଜିଟିଭ ହୋଇଥିବା ବେଳେ ସୁପ୍ରମିକୋର୍ଟର ୪ ଜଣ ବିଚାରପତିଙ୍କୁ…

ବିଜେପି ସାଂସଦଙ୍କ ଉପରେ ରାଗିଗଲେ ଜୟା ବଚ୍ଚନ, କହିଲେ- ‘ଆପଣଙ୍କ ଖରାପ ଦିନ ଆସିବ, ମୁଁ ଅଭିଶାପ ଦେଉଛି’

ଆପଣଙ୍କ ଖରାପ ଦିନ ଆସିବ, ମୁଁ ଅଭିଶାପ ଦେଉଛି। ରାଜ୍ୟ ସଭାରେ ରାଗିଯାଇ ଟ୍ରେଜରୀ ବେଞ୍ଚ ସଦସ୍ୟଙ୍କୁ ଏହି ଅଭିଶାପ ଦେଇଛନ୍ତି ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ। ରାଜ୍ୟ ସଭାରେ ଆଜି ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।…

ସାଂସଦଙ୍କ ପ୍ରଶ୍ନର ଉତ୍ତର ରଖିଲେ ରେଳମନ୍ତ୍ରୀ, ଜାଣନ୍ତୁ କାହିଁକି ଆରମ୍ଭ ହୋଇପାରୁନାହିଁ ଜଳେଶର-ଦୀଘା ରେଳ ଲାଇନ୍‌…

କେନ୍ଯୁଜ୍: ପଶ୍ଚିମବଙ୍ଗ ସରକାର ଆବଶ୍ୟକ ଜମି ଅଧିଗ୍ରହଣ କରି ନ ଥିବାରୁ ଜଳେଶର- ଦୀଘା, ୪୧କି.ମିର ନୂଆ ରେଳ ଲାଇନ୍‌ ନିର୍ମାଣ କାମ ଆରମ୍ଭ ହୋଇପାରୁନାହିଁ। ବୁଧବାର କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।…