Browsing Tag

pipili

ଏଠାରେ ମାନସିକ ପୂରଣ ପାଇଁ ଭଗବାନଙ୍କୁ ଶାଢ଼ୀ ଉପରେ ଗାଁ ପରିକ୍ରମା କରାଯାଏ

ପିପିଲି(କେ ନ୍ୟୁଜ): ଓଡ଼ିଶାର ପରମ୍ପରା ଅନ୍ୟ ରାଜ୍ୟ ତୁଳନାରେ ଖୁବ ସ୍ୱତନ୍ତ୍ର। ହିନ୍ଦୁ ପରମ୍ପରାରେ ଥିବା ସମସ୍ତ ପୂଜାପାଠକୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବେଶ ନିଆରା ଢ଼ଙ୍ଗରେ ପାଳନ କରାଯାଏ। ଏଠାରେ ପରମ୍ପରାକୁ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ନୀତିକାନ୍ତି ମଧ୍ୟ ଭିନ୍ନ ରହିଛି। ତେବେ…

ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା ସାନି ତାରିଖ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପାଇଁ ନିର୍ବାଚନ…

କେନ୍ୟୁଜ୍(ବ୍ୟୁରୋ):  ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା  ସାନି ତାରିଖ । ମେ ୧୩ ତାରିଖରେ ଉପନିର୍ବାଚନ ପାଇଁ ମତଦାନ ହେବ। ମେ ୧୬ରେ ଭୋଟ ଗଣତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପ୍ରେଲ ୧୭ରେ ଭୋଟିଂ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା…

ପିପିଲି ନିର୍ବାଚନ ପ୍ରସ୍ତୁତି ଶେଷ, ମତଦାନର ୭୨ ଘଣ୍ଟା ପୂର୍ବରୁ ହୋଇପାରିବ ନାହିଁ କୌଣସି ବାଇକ ରାଲି

ପିପିଲି(କେ.ନ୍ୟୁଜ): ଆଉ ମାତ୍ର ଦିନ କେଇଟା ପରେ ପିପିଲି ବିଧାନସଭା ନିର୍ବାଚନ ପ୍ରସ୍ତୁତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮,୨୧୨ ଜଣ ୮୦ ବର୍ଷ ବୟସରୁ ଅଧିକ ଓ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୦୭୭ ଜଣ…

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ଏହି ୪ ବରିଷ୍ଠ ନେତାଙ୍କୁ ଦିଆଗଲା ଦାୟିତ୍ୱ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ । ଦେବୀ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି, ସଞ୍ଜୟ ଦାଶବର୍ମାଙ୍କୁ ଦାୟିତ୍ୱ। ପିପିଲିରେ ରହି ନିର୍ବାଚନ ପରିଚାଳନା କରିବାକୁ ଦାୟିତ୍ୱ । ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।…

ପିପିଲି ଉପ-ନିର୍ବାଚନ ପାଇଁ ସରିଲା ନାମାଙ୍କନ, ଆଜି କରାଯିବ ପ୍ରାର୍ଥିପତ୍ର ଯାଞ୍ଚ

ପିପିଲି : ପିପିଲି ଉପ-ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା। ଆଜି ଯାଞ୍ଚ କରାଯିବ । ଏପ୍ରିଲ ୩ ନାମାଙ୍କନ ପତ୍ୟାହାର ଶେଷ ତାରିଖ ରହିଛି । ଏପ୍ରିଲ ୧୭ରେ ପଡିବ ଭୋଟ । ଶେଷ ଦିନରେ ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀ ଓ କଂଗ୍ରେସରୁ ଅଜିତ ମଙ୍ଗରାଜ ନାମାନଙ୍କନ ଦାଖଲ କରିଛନ୍ତି।…

ଡେଲାଙ୍ଗ ହରିପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ, ୪ ଜଣଙ୍କ ଡକାୟତଙ୍କୁ ଗିରଫ କଲା ପୋଲିସ

ପିପିଲି(କେନ୍ୟୁଜ୍):   ବଡ଼ ଧରଣର ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ । ୪ ଜଣଙ୍କ ଡକାୟତଙ୍କୁ ଧରିଲା ପୋଲିସ । ଅନ୍ୟ ୪ ଜଣ ଡକାୟତ ବୋମା ମାଡ କରି ଫେରାର ହୋଇ ଯାଇଛନ୍ତି । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ…

ଶାଢି ପାରି କଳସ ଯାତ୍ରା କଲେ ଗାଁ ଲୋକେ, ଏମିତି ଥିଲା ମା’ ବନଦୁର୍ଗା ବାର୍ଷିକ ପୂଜା ଉତ୍ସବର ଦୃଶ୍ୟ 

ଚାଲିଛି ପବିତ୍ର ବେଦ ମନ୍ତ୍ର ଉଚ୍ଚାରଣ । ହରି ନାମ ସାଙ୍ଗକୁ ମନ୍ତ୍ର ଉଚ୍ଚାରଣରେ ଗୁଞ୍ଜରିତ ହୋଇ ପଡ଼ିଛି ଉତ୍ସବ ସ୍ଥଳ । ପବିତ୍ର ହୋମ ନିଆଁ ଯୋଗୁ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । ବ୍ରାହ୍ମଣ ପଣ୍ଡିତଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭୂ ପ୍ରେମରେ ହୋଇ…

ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । ଆଜି ପ୍ରାର୍ଥୀ ଘୋଷଣା କରିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଦଳ କାହାକୁ କରିବ ପ୍ରାର୍ଥୀ ? ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ନା ପୁଅ ରୁଦ୍ର ମହାରଥୀ । କାହାକୁ କରାଯିବ ପ୍ରାର୍ଥୀ…

ନିହାଣ ମୁନରେ କାରିଗରର ଜୀବନ୍ତ କଳାକୃତି, ଗଢ଼ି ଦେଇଛନ୍ତି ସ୍ୱାଧୀନତା ଆନ୍ଦୋଳନର ଅବିକଳ ମୂର୍ତ୍ତି

ଭୁବନେଶ୍ୱର - ପୁରୀ ଜାତୀୟ ରାଜପଥର ପିପିଲି ନିକଟ ଗୁଡ଼ିଆପୋଖରୀ ଛକ ନିକଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମେତ ଅନେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଛି। ଏହାକୁ ନିର୍ମାଣ କରିବା ପାଇଁ କାରିଗରଙ୍କୁ ପ୍ରାୟ ବର୍ଷେ ଲାଗିଛି। ଗତବର୍ଷ ସମଗ୍ର ଦେଶ କରୋନା ସହିତ ଲଢୁଥିବା…

ରାମେଶ୍ୱର-ପୁରୀ ଜଗନ୍ନାଥ ସଡ଼କରେ ସ୍କୁଟିକୁ ଟକ୍କର ଦେଲା ହାଇଓ୍ଵା, ସ୍ୱାମୀ ସ୍ତ୍ରୀ ମୃତ

ପିପିଲି (କେନ୍ୟୁଜ୍) : ସ୍କୁଟିକୁ ପିଟିଲା ହାଇଓ୍ଵା । ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ । ପୁରୀ ଜିଲ୍ଲା କଣାସ ବ୍ଲକ ରାମେଶ୍ୱର-ପୁରୀ ଜଗନ୍ନାଥ ସଡ଼କରେ ଘଟିଛି ଏହି ଦୁର୍ଘଟଣା । ବେଣା ଗାଁ ବରୁଣେଇ ବ୍ରିଜ଼ ଠାରେ ପୁରୀ ପଟୁ ଆସୁଥିବା ସ୍କୁଟିକୁ ଏହି ହାଇଓ୍ଵା ଧକ୍କା ଦେଇଥିଲା । ଘଟଣା…

 ପିପିଲି ଓ ଡେଲାଙ୍ଗ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ, ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧ କୋଟି ୫୦ ଲକ୍ଷ…

କେନ୍ୟୁଜ୍(ବ୍ୟୁରୋ):  ପିପିଲି ଓ ଡେଲାଙ୍ଗ ପାଇଁ ୬୮ କୋଟିର ପ୍ରକଳ୍ପ । ରାସ୍ତାଘାଟଠାରୁ ଆରମ୍ଭ କରି ଜଳସେଚନ, ଷ୍ଟାଡିୟମ, ସେତୁ, ବସ୍‌ଷ୍ଟାଣ୍ଡ ଆଦି ବିଭିନ୍ନ ବିକାଶ ପାଇଁ କାମ କରାଯିବ । ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପିପିଲି-ଡେଲାଙ୍ଗ ଅଞ୍ଚଳର ଜନସାଧାରଣଙ୍କ ସହ…

ପିପିଲି: ମାଛ ଧରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼, ୫ରୁ ଅଧିକ ଆହତ

ପିପିଲି(କେନ୍ୟୁଜ୍):  ମାଛ ଧରାକୁ କେନ୍ଦ୍ର କରି  ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟି ବୋମାମାଡ଼ ହୋଇଛି। ଘଟଣା ଘଟିଛି ପୁରୀ ଜ଼ିଲ୍ଲା କଣାସ ବ୍ଲକ୍ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ନଈକୁଳ ପାଟଣା ଓ ଜାଗୁଳାଇ ପଦର ଗ୍ରାମବାସୀଙ୍କ ମଧ୍ୟରେ। ଏହି ଘଟଣାରେ ପାଞ୍ଚ  ଜଣ ଆହତ ହୋଇଥିବା ବେଳେ…