Browsing Tag

pregnant lady

୧୦ଟି ସିଗାରେଟ୍‌ ପିଇବା ଭଳି ମାରାତ୍ମକ ହୋଇଥାଏ ଗର୍ଭାବସ୍ଥାରେ ଏପରି ଶୋଇବା, ପଢ଼ନ୍ତୁ କ’ଣ କହୁଛି ରିସର୍ଚ୍ଚ

ଏକ ଅଧ୍ୟୟନରୁ ଗର୍ଭାବସ୍ଥା ମହିଳାଙ୍କୁ ନେଇ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ରିସର୍ଚ୍ଚରୁ ଜଣାପଡିଛି ଯେ ଗର୍ଭାବସ୍ଥାର ଶେଷ ସପ୍ତାହରେ ଗର୍ଭବତୀ ମହିଳା ପେଟ ଆଡକୁ କରି ଶୋଇବା, ୧୦ଟି ସିଗାରେଟ୍‌ ପିଇବା ଭଳି ଭୟଙ୍କର ହୋଇଥାଏ। ଏହି ଅଧ୍ୟୟନ ଅକଲାଣ୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ…

ରାସ୍ତା ଖରାପ ଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ, ଅଧା ବାଟରେ ଜନ୍ମ ଦେଲେ ପୁତ୍ର ସନ୍ତାନ

ନବରଙ୍ଗପୁର: ଅବ୍ଯବସ୍ଥା ଭିତରେ ଜୀବନ। ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଝରିଗାଁ ବ୍ଲକ ମାଣ୍ଡାଡଙ୍ଗରି ଗାଁରେ । ଗାଁକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ଠିକଣା ସ୍ଥଳରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ । ଯାହାଫଳରେ ଗର୍ଭବତୀଙ୍କୁ…

ପୁଣି ଜନନୀ ଯନ୍ତ୍ରଣା, ରାସ୍ତା ଭଲ ନଥିବାରୁ ଗର୍ଭବତୀଙ୍କୁ କାନ୍ଧେଇ କାନ୍ଧେଇ ନେଲେ ପରିବାର ଲୋକେ

ଉମରକୋଟ: ବର୍ଷା ଋତୁ ଆସିବା ମାତ୍ରେ ଆଜି ମଧ୍ୟ ଏମିତି କିଛି ଗାଁ ଅଛି ଯେଉଁଠି ନୀତି ଦିନିଆ ରାସ୍ତାର ଅବସ୍ଥା ନ କହିବା ଭଲ । କେଉଁଠି ରାସ୍ତା ଭଲ ନଥିବାରୁ ଲୋକେ ଦୀର୍ଘ କିଲୋମିଟର ବାଟ ଚାଲି ଚାଲି ଯାଇଥାନ୍ତି ତ କେଉଁଠି ଡଙ୍ଗାରେ ପାରି ହୋଇ ଏ ଗାଁରୁ ସେ ଗାଁ ଯାଇଥାନ୍ତି । ଏହାସହ …

ଯାଜପୁର: କଣ୍ଟେନମେଣ୍ଟ ଜୋନରେ ଚକଅଖ ଜାମ୍, ଟ୍ରଲିରେ ବୁହା ହେଲେ ପ୍ରସୂତୀ

ଯାଜପୁର(କେନ୍ୟୁଜ୍): କଣ୍ଟେନମେଣ୍ଟ ଜୋନରୁ ଟ୍ରଲିରେ ବୁହା ହେଲେ ପ୍ରସୂତୀ । ଏଭଳି ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଇଁସିରିଆ ଗ୍ରାମରେ । ଏହି ଗ୍ରାମରେ ପୂର୍ବରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ପ୍ରଶାସନ ପକ୍ଷରୁ ଗ୍ରାମକୁ…

ଯାଜପୁରରେ ଚିକିତ୍ସାରେ ଅବହେଳା, ଡାକ୍ତରଖାନା ପାଇଖାନାରେ ଜନ୍ମହେଲା ନବଜାତ ଶିଶୁ

ଯାଜପୁର ଟାଉନ: ଚିକିତ୍ସାରେ ଅବହେଳା । ଡାକ୍ତରଖାନା ପାଇଖାନାରେ ଜନ୍ମହେଲା ନବଜାତ ଶିଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦରମହକୁମା ଡାକ୍ତରଖାନାର ଏମସିଏଚ ବିଭାଗରେ । ଗତକାଲି ଅପରାହ୍ନରେ ବିଂଝାରପୁର ମାଂସଡା ଅଂଚଳର ସ୍ମୃତିରଂଜନ ମିଶ୍ର ନିଜ ପତ୍ନି ସ୍ୱାଗତିକାଙ୍କ ପ୍ରସବ ପାଇଁ…

ରାୟଗଡ଼ାରେ ପୁଣି ଜନନୀ ଯନ୍ତ୍ରଣା: ତିନି କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ, ମେଡିକାଲ ଯିବା ବାଟରେ ଜନ୍ମ ଦେଲେ…

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା । ତିନି କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ । ମେଡିକାଲ ଯିବା ବାଟରେ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ହେଲେ କିଛି ସମୟ ପରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା । କାଶୀପୁର ଅଡାଝୋଲି ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗାଁର…

ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରସୂତିଙ୍କୁ ଷ୍ଟାଫ ନର୍ସଙ୍କ ଦୁର୍ବ୍ୟବହାର ଅଭିଯୋଗ

ପଦ୍ମପୁର : ଚିକିତ୍ସାରେ ଅବହେଳା ସହ ପ୍ରସୂତିଙ୍କୁ ଷ୍ଟାଫ ନର୍ସଙ୍କ ଦୁର୍ବ୍ୟବହାର ଅଭିଯୋଗ । ବରଗଡ଼ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରୁ ଏଭଳି ଅଭିଯୋଗ ଆସିଛି । ଗତ ୯ ତାରିଖ ରାତିରେ ପାଇକମାଲ ବ୍ଳକ୍ ଟେମରି ଗାଁର ରଶ୍ମିତା ଘିବାଲାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ରଶ୍ମିତାଙ୍କୁ ପଦ୍ମପୁର…

ଦୂରେଇ ଦିଅନ୍ତୁ ଭୁଲଧାରଣା, ଗର୍ଭାବସ୍ଥାରେ ବି କରିପାରିବେ ଏହି ସବୁ ବାରଣ କାର୍ଯ୍ୟ

ମହିଳାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥା ହେଉଛି ଗର୍ଭାବସ୍ଥା। ଏହି ସମୟ ସବୁ ନାରୀଙ୍କ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ନାରୀଟିଏ ଏହି ସମୟରେ ନିଜର ଅଧିକ ଯତ୍ନ ନେଇଥାଏ। ଖାସ୍‌ କରି ଜୀବନଶୈଳୀ ଉପରେ ପୂରା ଧ୍ୟାନ ରଖିଥାଏ। କେବଳ ଗର୍ଭବତୀ ନୁହେଁ, ପରିଜନମାନେ ମଧ୍ୟ ଏହି ସମୟରେ…

କନ୍ଧମାଳ ବେତବାଡ଼ି ଗାଁରେ ଅଭାବନୀୟ ଘଟଣା, ପ୍ରସୂତିଙ୍କ ଚିକିତ୍ସା ପାଇଁ ଗୁଣିଗାରେଡ଼ିର ସାହାରା ନେଲେ ପରିବାର ଲୋକ

କନ୍ଧମାଳ : ପ୍ରସୂତିଙ୍କ ଚିକିତ୍ସା ପାଇଁ ଗୁଣିଗାରେଡ଼ିର ସାହାରା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ବେତବାଡ଼ି ଗାଁରେ। ତେବେ ଉପସ୍ଥିତ ଆଶାକର୍ମୀ ପ୍ରମିଳା ନାୟକଙ୍କ ଉପସ୍ଥିତ ବୁଦ୍ଧିଯୋଗୁଁ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ…

ଦୀପାବଳିିରେ ଗର୍ଭବତୀ ମହିଳାମାନେ ଏମିତି ନିଅନ୍ତୁ ନିଜ ଯତ୍ନ, ଗର୍ଭସ୍ଥ ଶିଶୁ ରହିବ ସୁରକ୍ଷିତ

ଆଲୋକର ପର୍ବ ଦୀପାବଳି ପାଇଁ ସହରଠୁ ଗାଁ ଯାଏଁ ସବୁଆଡ଼ ଉତ୍ସବ ମୁଖରିତ ହୋଇପଡ଼ିଛି। ବର୍ଷକକୁ ଥରଟିଏ ପଡ଼ୁଥିବା ଏହି ଉତ୍ସବ ପାଇଁ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ। ଦୀପାବଳିର ଉତ୍ସାହ ଉଦ୍ଦୀପନାରେ ଲୋକମାନେ ବେଳେ ବେଳେ ଏତେ ମାତ୍ରାରେ ମାତି ଯାଇଥାନ୍ତି ଯେ ନିଜ ଆଖପାଖର ଲୋକଙ୍କ…

ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଗର୍ଭରେ ପୁଅ ଅଛି ନା ଝିଅ !

ଜନ୍ମ ପୂର୍ବରୁ ଶିଶୁର ଲିଙ୍ଗ ଜାଣିବା ଆଇନଗତ ଅପରାଧ ଅଟେ। କିନ୍ତୁ ଗର୍ଭାବସ୍ଥାରେ କିଛି ଏମିତି ଲକ୍ଷଣ ରହିଛି ଯାହାକୁ ଆଧାର କରି ଆପଣ ଜାଣିପାରିବେ ଗର୍ଭରେ ପୁଅ ଅଛି ନା ଝିଅ। ମହିଳା ଅତ୍ୟଥିକ ମୁଡି ବା ମନୁଆ ହେଲେ କୁହାଯାଏ ଯେ ଯଦି ଗର୍ଭବତୀ ମହିଳା ଆବଶ୍ୟକରୁ ଅଧିକ ମନୁଆ ହେବାକୁ…

ନବରଙ୍ଗପୁର: ଗାଁକୁ ପକ୍କା ସଡ଼କ ନଥିବାରୁ ଗଡିଲାନି ଆମ୍ବୁଲାନ୍ସ,ହାତରେ ବୁହାହେଲେ ପ୍ରସୂତି

ନବରଙ୍ଗପୁର(କେନ୍ୟୁଜ୍): ଥମୁନି ଜନନୀ ଯନ୍ତ୍ରଣା । ଗାଁକୁ ଆମ୍ବୁଲାନ୍ସ ଆସିଥିଲେ ବି କାଦୁଅ ରାସ୍ତା ଯୋଗୁଁ ଯାଇପାରିଲାନି । ହାତରେ ବୁହା ହେଲେ ପ୍ରସୂତି । ୪ଜଣ ମହିଳା ହାତରେ ହାତ ଛନ୍ଦି ପ୍ରସୂତୀଙ୍କୁ ଏକ କିଲୋମିଟର ପର୍ଯ୍ୟନ୍ତ ବୋହି ନେଇଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…