Below header
Browsing Tag

press meet

ମହିଳାଙ୍କ ଉପରେ ଖରାପ ନଜର ରଖୁଥିବାରୁ ବୃଦ୍ଧଙ୍କୁ ଜୀବନରୁ ମାରିଥିଲେ, ୨ ଅଭିଯୁକ୍ତ କୋର୍ଟ ଚାଲାଣ

କାମାକ୍ଷାନଗର(କେନ୍ୟୁଜ୍‌): କଙ୍କଡାହାଡ଼ ଥାନା ମରୁଆବିଲି ପଞ୍ଚାୟତ କଣ୍ଡାର ଗ୍ରାମର ଧର୍ମାନନ୍ଦ ଦେହୁରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣାରେ କାମାକ୍ଷାନଗର ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀଙ୍କ ପ୍ରେସମିଟ । ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୋଲିସ ସୂଚନା…

ଅପରାହ୍ନ ୧୨ଟା ୩୦ରେ ରାଜ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍‌: ପଞ୍ଚାୟତ ନିର୍ବାଚନରେ କୋହଳ ହୋଇପାରେ କଟକଣା

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍‌ । ଅପରାହ୍ନ ୧୨ଟା ୩୦ରେ ସାମ୍ବାଦିକ ସମ୍ମିଳନୀା ପଞ୍ଚାୟତ ନିର୍ବାଚନରେ କୋହଳ ହୋଇପାରେ କଟକଣା । କ’ଣ କୋହଳ ହେବ, ସେନେଇ ରାଜ୍ୟ ନିର୍ବାଚନ କମିଶନର ଦେବେ ସୂଚନା । ଗତ ୧୯ ତାରିଖରୁ ରାଜ୍ୟରେ ଲଗାତର ଦୈନିକ କରୋନା କେସ୍‌…

ବଢ଼ିବ କି ଲକଡାଉନ୍‌? ଆଜି ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ପ୍ରେସ୍‌ମିଟ୍‌

ଭୁବନେଶ୍ବର: ଆଜି ମୁଖ୍ୟ ସଚିବ କରିବେ ପ୍ରେସ୍‌ ବ୍ରିଫ୍‌ । ମୁଖ୍ୟ ସଚିବ ସୁରେଶ ମହାପାତ୍ର ରଖିବେ ପ୍ରେସ୍‌ ବିବୃତ୍ତି । ବଢ଼ିବ କି ଲକଡାଉନ୍‌ ? ଲକଡାଉନ୍‌ ବୃଦ୍ଧି ନେଇ ରଖିପାରନ୍ତି ପ୍ରେସ୍‌ ବିବୃତ୍ତି । ମୁଖ୍ୟ ସଚିବଙ୍କ ସହ ରହିବେ NHM ନିର୍ଦ୍ଦେଶିକା ଶାଲୀନି ପଣ୍ଡିତ । ଏହାସହ ବିଏମସି…

ଅପରାହ୍ନ ୪.୩୦ରେ ସିଏମ୍‌ସି କମିଶନରଙ୍କ ପ୍ରେସମିଟ୍‌, କଟକରେ ଟିକାକରଣ ନେଇ ଦେବେ ସୂଚନା

କଟକ: ଅପରାହ୍ନ ୪.୩୦ରେ ସିଏମ୍‌ସି କମିଶନରଙ୍କ ପ୍ରେସମିଟ୍‌। କଟକରେ ଟିକାକରଣ ନେଇ ସୂଚନା ଦେବେ ଅନନ୍ୟା ଦାଶ । ଆସନ୍ତା ୧୦ରୁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ହେବ ଟିକାକରଣ। କଟକରେ ଆସନ୍ତା ୧୦ରୁ ୨ୟ ଡୋଜ ଟିକାକରଣ ଆରମ୍ଭ ହେବ। ସକାଳ ୯ଟାରୁ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା ।…

ଅପରାହ୍ନ ୪ଟା ୩୦ରେ ACS ଓ ପୋଲିସ ଡିଜିଙ୍କ ପ୍ରେସ୍‌ମିଟ, ଟିକା ସ୍ଥିତି ନେଇ ରାଜ୍ୟବାସୀଙ୍କୁ ଦେବେ ବାର୍ତ୍ତା

ଭୁବନେଶ୍ବର: ରାଜ୍ୟରେ କରୋନା ୨ୟ ଲହରୀ ନେଇ ACS ପ୍ରଦୀପ୍ତ ମାହାପାତ୍ର ଓ ପୋଲିସ ଡିଜିଙ୍କ ପ୍ରେସ୍‌ମିଟ। ଅପରାହ୍ନ ୪ଟା ୩୦ରେ ପ୍ରେସମିଟ୍‌ । ଟିକା ସ୍ଥିତି ନେଇ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ACS। ଲକଡାଉନ୍‌ ସମୟରେ ଆଇନଶୃଙ୍ଖଳା ନେଇ କହିବେ ପୋଲିସ ଡିଜି । ରାଜ୍ୟର କରୋନା ସ୍ଥିତି…

ଆଜି ଅପରାହ୍ନ ୪.୩୦ଟାରେ BMC କମିଶନରଙ୍କ ପ୍ରେସମିଟ୍‌, ସଂକ୍ରମଣ ବୃଦ୍ଧି ନେଇ ରାଜ୍ୟବାସୀଙ୍କୁ ଦେଇପାରନ୍ତି ବାର୍ତ୍ତା

ଭୁବନେଶ୍ବର: ଆଜି ଅପରାହ୍ନରେ BMC କମିଶନରଙ୍କ ପ୍ରେସମିଟ୍‌ । କରୋନାର ଦ୍ୱିତୀୟ ସଂକ୍ରମଣକୁ ନେଇ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇପାରନ୍ତି ବିଏମ୍‌ସି କମିଶନର। ଅପରାହ୍ନ ୪.୩୦ଟାରେ BMC କମିଶନରଙ୍କ ପ୍ରେସମିଟ୍‌ । କରୋନା ସଂକ୍ରମଣ ବୃଦ୍ଧି ନେଇ କରିପାରନ୍ତି କିଛି ନୂଆ ଘୋଷଣା। ଗତକାଲି…

ଆଜି ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗ ACSଙ୍କ ପ୍ରେସମିଟ୍‌

ଭୁବନେଶ୍ବର: ଆଜି ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗ ACSଙ୍କ ପ୍ରେସମିଟ୍‌ । କରୋନାର ଦ୍ୱିତୀୟ ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ବିଭାଗ ACS ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇପାରନ୍ତି । ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ନେଇ କହିପାରନ୍ତି ସ୍ୱାସ୍ଥ୍ୟ ବିଭାଗ ACS ।

ବାର୍ଷିକ ୩୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, କୋରାପୁଟ ଜିଲ୍ଲାରୁ ସର୍ବାଧିକ: ଡିଜି ଅଭୟ

ଭୁବନେଶ୍ବର: କୋରାପୁଟ ଜିଲ୍ଲାରୁ ସର୍ବାଧିକ ଗଞ୍ଜେଇ ଜବତ। ଗତ ୧୦ ବର୍ଷରେ ବାର୍ଷିକ ୩୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ୫ ବର୍ଷ ଭିତରେ ବାର୍ଷିକ ୪୧୪କ୍ୱିଣ୍ଟାଲ ଗଞ୍ଜେଇ ଓ ଚଳିତ ସେପ୍ଟେମ୍ବର ସୁଦ୍ଧା ୧ହଜାରରୁ ଊର୍ଦ୍ଧ୍ୱ କ୍ୱିଣ୍ଟାଲ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ…

ପ୍ରେମ ହେଲା କାଳ: ପୁଅକୁ ଅତି ନିର୍ଦ୍ଦୟ ଭାବେ ହତ୍ୟାକରି ଦିଆଯାଇଛି ଆତ୍ମହତ୍ୟାର ରୂପ, କାନ୍ଦି କାନ୍ଦି ସାମ୍ବାଦିକ…

ଚାନ୍ଦବାଲି: ନିଜ ପ୍ରେମିକା କେବେ ମୃତ୍ୟୁର କାରଣ ସାଜିବ ବୋଲି କେବେ କଳ୍ପନା ବି କରି ନଥିବେ କୌଣସି ବି ପ୍ରେମିକ । ଚାନ୍ଦବାଲି ଥାନା ମତୋ ପାଟଣାସାହି ଗାଁର ଜଣେ ଯୁବକଙ୍କୁ ତାଙ୍କ ପ୍ରେମିକା ଘର ଲୋକେ ହତ୍ୟା କରିଥିବାର ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ମାଆ । ନିଜ ୨୩ ବର୍ଷର ଭେଣ୍ଡିଆ…

କେନ୍ଦୁଝର ଟ୍ରକ ମାଲିକ ସଂଘର କାର୍ଯ୍ୟଧାରାକୁ ନେଇ କର୍ମକର୍ତ୍ତାଙ୍କ ମଧ୍ୟରେ ଫାଟ

କେନ୍ଦୁଝର : କେନ୍ଦୁଝର ଟ୍ରକ ମାଲିକ ସଂଘର କାର୍ଯ୍ୟଧାରାକୁ ନେଇ ବିବାଦ। ନିର୍ଦ୍ଦିଷ୍ଟ କେତେକ କର୍ମକର୍ତ୍ତା ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ଓ ସଂପାଦକ କ୍ଷମତା ବିକେନ୍ଦ୍ରୀକରଣ ନକରି ସମସ୍ତ କ୍ଷମତାକୁ ନିଜ…

କ୍ୱାରେଣ୍ଟାଇନ୍‌ ଭଙ୍ଗକାରୀଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ, ଅମାନିଆ ହେଲେ ପୋଲିସ୍‌ ଗିରଫ କରିବ ଓ ଦୂରକୁ ବିଦା…

ଭୁବନେଶ୍ୱର (କେ ନ୍ୟୁଜ୍‌) : କ୍ୱାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ କଲେ ଏବେ କଡ଼ା ଦଣ୍ଡ ଭୋଗିବାକୁ ପଡ଼ିବ । ପୋଲିସ୍‌ ଦ୍ୱାରା ଗିରଫ ହେବେ ଓ ତାଙ୍କୁ ଦୂର ଜାଗାକୁ କ୍ୱାରେଣ୍ଟାଇନ୍‌ରେ ପଠାଇ ଦିଆଯିବ । ଏଭଳି ଚେତାବନୀ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ମୁଖ୍ୟମନ୍ତ୍ରୀ ନବୀନ…

କରୋନା ସ୍ଥିତି ପରେ ଅର୍ଥନୀତି ସୁଧାରିବାକୁ RBIର ଉଦ୍ୟମ: ୫୦ ହଜାର କୋଟି କରିବ ନିବେଶ, ବ୍ୟାଙ୍କ ଗୁଡ଼ିକରେ ପର୍ଯ୍ୟାପ୍ତ…

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦେଶରେ ଅର୍ଥନୀତି ସୁଧାରିବାକୁ ଆରବିଆଇର ଉଦ୍ୟମ । ରିଭର୍ସ ରେପୋ ରେଟ୍‌ ଡ୍ରାସ କରିଛି ଆରବିଆଇ । ରିଭର୍ସ ରେପୋ ରେଟ୍‌ .୨୫ ବେସିସ୍‌ ପଏଣ୍ଟ ହ୍ରାସ ପାଇବ । ଫଳରେ ରିଭର୍ସ ରେପୋ ରେଟ୍‌ ୪ରୁ କମି ୩. ୭୫% ହେବ । ଏହା ସହ ୫୦ ହଜାର କୋଟି ନିବେଶ କରିବ…