ଭଦ୍ରକ: ସଂଗରୋଧ କେନ୍ଦ୍ରରେ ଅବହେଳା ଯୋଗୁ ରାସ୍ତା ଅବରୋଧ କଲେ ପ୍ରବାସୀ ଓଡିଆ
ଭଦ୍ରକ(କେନ୍ଯୁଜ୍): ବାସୁଦେବପୁର ବ୍ଲକ ବିନାୟକପୁର ପଂଚାୟତରେ ଥିବା କ୍ବାରେଣ୍ଟିନ ସେଣ୍ଟରରେ ଥିବା ପ୍ରବାସୀମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ନେଇ ରାସ୍ତାରେ ବସିଲେ । ପଂଚାୟତରେ ଥିବା ୨ଟି କ୍ବାରେଣ୍ଟିନ ସେଣ୍ଟରରେ ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ…