Browsing Tag

rajinikanth

ଆରମ୍ଭ ହେଲା ଫିଲ୍ମ କୁଲିର ସୁଟିଂ, ରଜନୀକାନ୍ତଙ୍କ ସହ ନଜର ଆସିବେ ଶ୍ରୁତି ହାସନ

ଅଭିନେତା ରଜନୀକାନ୍ତ ତାଙ୍କ ଅପ୍‌କମିଂ ଫିଲ୍ମ କୁଲିକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ତେବେ ଫିଲ୍ମ ରିଲିଜ୍‌ ହେବା କଥା ଘୋଷଣା ହେଲା ଦିନଠାରୁ ଏହି ଫିଲ୍ମ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ଗୁଜବ ସୃଷ୍ଟି କରିଛି । ଏବେ ଖବର ଆସିଛି ଅଭିନେତା ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ଏହି…

୩୩ ବର୍ଷ ପରେ ପୁଣି ଏକାଠି ନଜର ଆସିଲେ ରଜନୀକାନ୍ତ ଓ ଅମିତାଭ ବଚ୍ଚନ, ସୁଟିଂ ସେଟ୍‌ରୁ ଭାଇରାଲ ହେଉଛି ଫଟୋ

ଭେଟେରାନ ଅଭିନେତା ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନ ନିଜ ନିଜ ଫିଲ୍ମରେ ବଡ଼ ସଫଳତା ହାସଲ କରିଛନ୍ତି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଦମ୍‌ଦାର ଅଭିନେତା ଭାବରେ ଜଣାଶୁଣା । ଖୁବ୍ ଶୀଘ୍ର ଦୁହେଁ ଏକାଠି ‘ଭ୍ୟାଟିୟନ’ ଫିଲ୍ମରେ ନଜର ଆସିବେ । ତେବେ ଏହି ଫିଲ୍ମ ପାଇଁ ଦୁହେଁ ଏକାଠି ସୁଟିଂ…

ଫିଲ୍ମ ‘ଥାଲାଇଭର୍ ୧୭୧’ ରୁ ରଜନୀକାନ୍ତଙ୍କ ପ୍ରଥମ ଲୁକ୍ ଆସିଲା ସାମ୍ନାକୁ, ସୁନା ହ୍ୟାଣ୍ଡକଫ୍ ପିନ୍ଧିଥିବାର ଆସିଲେ…

ସାଉଥ୍‌ ଫିଲ୍ମ ନିର୍ଦ୍ଦେଶକ ଲୋକେଶ କଙ୍ଗରାଜ ଥାଲାଇଭା ରଜନୀକାନ୍ତଙ୍କ ଫିଲ୍ମର ପ୍ରଥମ ଲୁକ୍ ସେୟାର କରିଥିଲେ ଏବଂ ତାଙ୍କ ଅପ୍‌କମିଂ ଫିଲ୍ମର ଏକ ଅପଡେଟ୍ ସେୟାର କରିଥିଲେ । ତେବେ ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ସେୟାର କରାଯାଇନାହିଁ । କିନ୍ତୁ ଏହାର ୱାର୍କିଂ ଟାଇଟଲ୍ ‘ଥାଲାଇଭର୍ ୧୭୧’…

ନୂଆ ବର୍ଷରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଥିଲେ ‘ଥାଲାଇଭା’

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୟ ଏବଂ ଲାଇଫ୍‌ ଷ୍ଟାଇଲ୍‌ ପାଇଁ ଲକ୍ଷ ଲକ୍ଷ ଲୋକ ତାଙ୍କ ଫ୍ୟାନ୍ସ । ତେବେ ରଜନୀକାନ୍ତଙ୍କ ଟିକିଏ ଝଲକ୍‌ ଦେଖିବା ପାଇଁ ପ୍ରଶଂସକମାନେ ସର୍ବଦା ଚାହିଁଥାନ୍ତି । ଏହି ମଉକାରେ ରଜନୀକାନ୍ତ ନୂଆ ବର୍ଷରେ ତାଙ୍କ ଫ୍ୟାନ୍ସଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି ।…

ଦୀପାବଳିରେ ଫ୍ୟାନ୍‌ମାନଙ୍କୁ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ‘ଲାଲ୍‌ ସଲାମ୍‌’, ରିଲିଜ ହେଲା ଟିଜର୍‌

ସାଉଥ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ସୁପରଷ୍ଟାର ତଥା ନିଜ ପ୍ରଶଂସକଙ୍କ ମଧ୍ୟରେ ‘ଥଲାଇଭର୍‌’ ନାମରେ ଜଣାଶୁଣା ରଜନୀକାନ୍ତଙ୍କ ନୂଆ ଫିଲ୍ମ ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର ନାମ ‘ଲାଲ ସଲାମ’। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ। ଫିଲ୍ମର…

ଆସିଲା ‘ଥାଲାଇଭର ୧୭୦’ର ପୋଷ୍ଟର, ୩୨ ବର୍ଷ ପରେ ଏକାଠି ନଜର ଆସିବେ ଅମିତାଭ ଓ ରଜନୀକାନ୍ତ

ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଓ ସାଉଥ୍‌ର ଲୋକପ୍ରିୟ କଳାକାର ରଜନୀକାନ୍ତ, ଦୁଇ ଜଣ ଫିଲ୍ମ ଜଗତର ଏପରି ଅଭିନେତା ଯାହାଙ୍କ ଫିଲ୍ମ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ସୂଚନା ମୁତାବକ, ଏବେ ୩୨ ବର୍ଷ ପରେ ଅମିତାଭ ବଚ୍ଚନ ଓ ରଜନୀକାନ୍ତ ଏକାସହିତ ଫିଲ୍ମ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ରଜନୀକାନ୍ତ, ଗାଡ଼ିରୁ ଓହ୍ଲାଇ ଛୁଇଁଲେ ପାଦ, ଦେଖନ୍ତୁ Video

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ। ୟୁପିର ଲକ୍ଷ୍ନୌରେ ପତ୍ନୀ ଲତା ରଜନୀକାନ୍ତଙ୍କ ସହ ପହଞ୍ଚିଥିଲେ ‘ଥଲାଇଭି’। ବର୍ତ୍ତମାନ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର୍‌’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଯେବେଠାରୁ ଏହା ରିଲିଜ୍‌…

ରିଲିଜ ହେଲା ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜେଲର’: ଟିକେଟ ବୁକିଂରେ ରେକର୍ଡ ଭାଙ୍ଗିଲା ପ୍ରଥମ ସୋ

ଥଲାଇବା କ୍ରେଜ୍ । ଦକ୍ଷିଣ ଭାରତରେ ସେଲିବ୍ରେସନ ଟାଇମ୍। ରିଲିଜ ହେଲା ରଜନୀକାନ୍ତଂକ ବହୁ ପ୍ରତୀକ୍ଷିତ ଫିଲ୍ମ ଜେଲର । ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତମନ୍ନା ଭାଟିଆଙ୍କ ଅଭୀନିତ ଏହି ଫିଲ୍ମକୁ ନେଇ ଦକ୍ଷିଣ ଭାରତ ଉତ୍ସୁକତା ରହିଛି । ପ୍ରଶଂସକମାନେ ହଲ ସାମ୍ନାରେ ଭିଢ ଜମାଇଥିବା ଦେଖିବାକୁ…

ରଜନୀକାନ୍ତଙ୍କ ଅପକମିଂ ଫିଲ୍ମ ‘ଜେଲର’ର ଟ୍ରେଲର ରିଲିଜ, ଅଗଷ୍ଟ ୧୦ରେ ମୁକ୍ତିଲାଭ କରିବ ଫିଲ୍ମ

ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ମେଗାଷ୍ଟାରଙ୍କ ଅମକମିଂ ଆକ୍ସନ ଫିଲ୍ମ ‘ଜେଲର’ ର ବୁଧବାର ରାତିରେ ଟ୍ରେଲର ରିଲିଜ ହୋଇଛି । ଏବେ ପୁଣିଥରେ ରଜନୀକାନ୍ତ ସିଲଭର ସ୍କ୍ରିନ୍‌ରେ ଜବରଦସ୍ତ ଆକ୍ସନ କରୁଥିବାର ନଜର ଆସିବେ। ଫିଲ୍ମର ଟ୍ରେଲରରେ…

‘ମୋ ସାଙ୍ଗ ଭଳି କେହି ନାହାନ୍ତି କି ହେବେନି…’, ରାଷ୍ଟ୍ରପତି ଭବନରେ ରଜନୀକାନ୍ତଙ୍କୁ ଭେଟି ଏମିତି କହିଲେ ଅନୁପମ…

ଫିଲ୍ମ ଜଗତରେ ଏବେ ବି ଅନେକ କଳାକାର ଅଛନ୍ତି, ଯେଉଁମାନଙ୍କ ବନ୍ଧୁତା ବୟସର ଅପରାହ୍ନରେ ମଧ୍ୟ ସେତିକି ସତେଜ ରହିଛି ଯେତିକି ଯୁବାବସ୍ଥାରେ ଥିଲା। ଆଜି ବନ୍ଧୁତ୍ୱ ଦିବସ ଅବସରରେ ଆସନ୍ତୁ ଜାଣିବା ସେଭଳି ଦୁଇ ଜଣ ବରିଷ୍ଠ କଳାକାରଙ୍କ ବନ୍ଧୁତା ବିଷୟରେ ଯାହା ଅନ୍ୟମାନଙ୍କ ପାଲଟିଛି ଉଦାହରଣ। ଏହି…

କୋଟି କୋଟି ଟଙ୍କାର ମାଲିକ ଥଲପତି ବିଜୟ! ରଜନୀକାନ୍ତଙ୍କଠାରୁ ବି ଅଧିକ ନିଅନ୍ତି ଫିସ୍‌, ଜାଣନ୍ତୁ ତାଙ୍କ ବିଷୟରେ…

ଜୋସେଫ୍‌ ବିଜୟ ଚନ୍ଦ୍ରଶେଖରଙ୍କୁ ତାଙ୍କ ଫ୍ୟାନମାନେ ଥଲପତି ବିଜୟ ନାମରେ ଡାକି ଥାଆନ୍ତି। ସେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ପ୍ରଭାବଶାଳୀ ଅଭିନେତା। ଫିଲ୍ମ ଜଗତରେ ତାଙ୍କର ୨ ଦଶନ୍ଧିର କ୍ୟାରିୟର ରହିଛି। ଏ ପର୍ଯ୍ୟନ୍ତ ଅଭିନେତା ୬୫ଟି ଫିଲ୍ମ କରିଥିବା ବେଳେ ସବୁ ଫିଲ୍ମ ପାଖାପାଖି ହିଟ୍‌…

ସାଉଥ ପରେ ଏବେ ବଲିଉଡରେ ଡେବ୍ୟୁ ଦେଖାଇବେ ଐଶ୍ୱର୍ଯ୍ୟା ରଜନୀକାନ୍ତ, ଲଭ୍ ଷ୍ଟୋରୀ ଫିଲ୍ମ ଉପରେ କରିବେ କାମ

ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ଏବଂ ଗାୟିକା। ଏବେ ଐଶ୍ୱର୍ଯ୍ୟା ମଧ୍ୟ ତାଙ୍କ ଚମତ୍କାର ଦେଖାଇବାକୁ ହିନ୍ଦୀ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ଐଶ୍ୱର୍ଯ୍ୟା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିର୍ଦ୍ଦେଶକ…