Browsing Tag

ratha yatra

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ, କହିଲେ ସର୍ବୋଚ୍ଚ…

କେନ୍ୟୁଜ୍ (ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସେ କହିଛନ୍ତି, ସବୁ କଥା ମଣିଷ ହାତରେ ନଥାଏ । ଅସାଧାରଣ ପରିସ୍ଥିତିରେ ମହାପ୍ରଭୁଙ୍କ ଯାତ୍ରା ବିଧାନରେ ପରିବର୍ତ୍ତନ ସମଗ୍ର ବିଶ୍ୱରେ ଭକ୍ତମାନଙ୍କୁ ଦୁଃଖ ଦେବ ଏଥିରେ…

ଆଜି ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି, ଶ୍ରୀଜିଉ ସମ୍ପୁର୍ଣ୍ଣ ସୁସ୍ଥ ଥିବା ଖବର ଗଜପତିଙ୍କୁ ଦେବେ ଦଇତାପତି

ପୁରୀ: ଆଜି ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ସମ୍ପୁର୍ଣ୍ଣ ସୁସ୍ଥତାର ଖବର ଦଇତାପତି ମାନେ ଗଜପତିଙ୍କୁ ଦେବେ । ଏଥିପାଇଁ ଶ୍ରୀମନ୍ଦିରରେ ଆଜି ଭୋଗମଣ୍ଡପ ନୀତି ପରେ ଦଇତାପତି ସେବାୟତ ମାନେ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଶ୍ରୀନଅରକୁ ଯିବେ । ସେଠାରେ…

ଆସନ୍ତା ୧୮ରେ ରଥଯାତ୍ରା ମାମଲାର ଶୁଣାଣି: ଏପଟେ ରଥ ଅନୁକୂଳ ପାଇଁ ଅନୁମତି ପତ୍ର ପାଇଲେ ପୁରୋହିତ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୬ଦିନ ବାକି। ରଥଖଳାରେ ଜୋରସୋରରେ ରଥକାମ ଆଗେଇ ଚାଲିଥିବାବେଳେ ରଥ ଅନୁକୂଳ ପାଇଁ ଅନୁମତି ପତ୍ର ପାଇଲେ ପୁରୋହିତ। ରଥଯାତ୍ରା ଦିନ ପୁରୋହିତମାନେ ରଥ ପ୍ରତିଷ୍ଠା କରିଥାନ୍ତି। ଏନେଇ ପ୍ରସ୍ତୁତ ରହିବାକୁ ଶ୍ରୀମନ୍ଦିର ପୁରୋହିତଙ୍କୁ ପତ୍ର ଲେଖିଛି…

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ପହଞ୍ଚିଲା ମାମଲା, କୋର୍ଟରେ ଆଜି ହୋଇପାରେ ମେନସନ୍‌

ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଆଜି ହୋଇପାରେ ମେନସନ୍‌ । ରଥଯାତ୍ରାକୁ ନେଇ କୋର୍ଟରେ ପହଞ୍ଚିଛି ମାମଲା । ସମ୍ବିଧାନର ଧାରା ୩୨ରେ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ରିଟ୍‌ ପିଟିସନ । ଓଡ଼ିଶା ବିକାଶ ପରିଷଦ ତରଫରୁ ସୁଶାନ୍ତ କୁମାର ପାଢ଼ୀ ରିଟ୍‌ ପିଟିସନ ଦାଖଲ କରିଛନ୍ତି । ଆବେଦନ କରିଛନ୍ତି…

ରଥଯାତ୍ରାରେ ରଥ ଟାଣିବାକୁ ମେସିନ କିମ୍ବା ହାତୀ ବ୍ୟବହାର କରିବାକୁ ପରାମର୍ଶ ଦେଲେ ହାଇକୋର୍ଟ

ରଥଯାତ୍ରାରେ ହେବନି ଭକ୍ତ ଆଉ ଭଗବାନଙ୍କର ମିଳନ। ରାଜ୍ୟରେ କରୋନା ସ୍ଥିତିକୁ ନଜରରେ ରଖି ରଥଯାତ୍ରାରୁ ଜନସାଧାରଣଙ୍କୁ ଦୂରେଇ ରଖିବା ପାଇଁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି। ରଥକୁ ସାଧାରଣ ଜନତା ଟାଣିବା ପରିବର୍ତ୍ତେ ଲୋକମାନଙ୍କ ସ୍ଥାନରେ ହାତୀ କିମ୍ବା ମେସିନ କିମ୍ବା କିଛି…

ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ, ସ୍ନାନ ବେଦୀରୁ ଫେରିବା ପରେ ମହାପ୍ରଭୁ ଏବେ ଅସୁସ୍ଥ

ପୁରୀ: ଗତକାଲି ଅତ୍ୟାଧିକ ସ୍ନାନ ଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ । ଗତକାଲି ସ୍ନାନ ବେଦୀରୁ ଫେରିବା ପରେ ଏବେ ଶ୍ରୀଜିଉ ଅଣସର ଘରେ ରହିଛନ୍ତି । ବିଳମ୍ବିତ ରାତିରୁ ଦଇତାପତିମାନେ ଅସୁସ୍ଥ ଶ୍ରୀଜିଉଙ୍କ ଉପଚାର ଆରମ୍ଭ କରିଛନ୍ତି। ତେଣୁ ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ । ୧୫ ଦିନ…

ସ୍ନାନ ମଣ୍ଡପକୁ ଆସିଲେନି ଗଜପତି ମହାରାଜ, ପ୍ରତିନିଧି ଭାବେ ମୁଦିରସ୍ତ ତୁଲାଇଲେ ସେବା

ପୁରୀ: ସ୍ନାନ ମଣ୍ଡପକୁ ସେବା ପାଇଁ ଆସିଲେନି ଗଜପତି ମହାରାଜ। ମହାରାଜଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ତୁଲାଇଲେ ସେବା । ଶଙ୍କରାଚାର୍ଯ୍ୟ ମଧ୍ୟ ସ୍ନାନଦେବୀକୁ ନଆସିବା ନେଇ ସୂଚନା ମିଳିଛି । ତେବେ ଗଜପତି ମହାରାଜ ନଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ଅପରପଟେ ନିର୍ଦ୍ଧାରିତ ସମୟରେ ଚାଲିଛି…

ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଳମ୍ବିତ ରାତିରେ ହେବ ପହଣ୍ଡି

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏହି ସ୍ନାନଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥାଏ । କିନ୍ତୁ କରୋନା କଟକଣା ପାଇଁ  ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାକୁ ବଞ୍ଚିତ ହେବେ ଭକ୍ତ ଓ ଶ୍ରଦ୍ଧାଳୁ। ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଳମ୍ବିତ ରାତିରେ ପହଣ୍ଡି ହେବ ।…

ରାଜଧାନୀରେ ସୁବଳ ମହାରଣାଙ୍କ ଦ୍ବାରା ନିର୍ମିତ ବିଶ୍ବର ସବୁଠୁ କୁନି ରଥ ! ଗିନିଜି ବୁକ୍‌ରେ ସ୍ଥାନିତ କରିବାକୁ କରିବେ…

ଭୁବନେଶ୍ବର: ରାଜଧାନୀ ବାସିନ୍ଦା ସୁବଳ ମହାରଣା। ଷ୍ଟେଟବ୍ୟାଙ୍କରେ କାମ କରନ୍ତି । ଫୁରସତ ମିଳିଲେ ଲାଗିପଡନ୍ତି ନିଜର କୁଳ ବେଉଷାରେ । କିଛି ନୂଆ ଜିନିଷ ତିଆରି କରିବାକୁ ସବୁବେଳେ କରିଥାନ୍ତି ଚେଷ୍ଟା । ତେବେ ଏହି ଲକଡାଉନ ସମୟରେ ସେ ସମୟ ବାହାର କରି ନିର୍ମାଣ କରିଛନ୍ତି କୁନି ରଥ । ଯାହାର…

ଆଉ ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଭକ୍ତଙ୍କୁ ଦର୍ଶନ ଅନୁମତି ନଥିବାରୁ ଗୁରୁବାର ସଂଧ୍ୟାରୁ ଶକ୍ରବାର ସକାଳ ଯାଏ…

ପୁରୀ: ଆଉ ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ପ୍ରଥମ ଥର ପାଇଁ ବିନା ଭକ୍ତରେ ସମ୍ପନ୍ନ ହେବାକୁ ଯାଉଛି ଏହି ଯାତ୍ରା । ତେବେ ସୁରକ୍ଷାକୁ ଆଖିରେ ରଖି ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜାରି ହେବ ୧୪୪ ଧାରା। ଏଥର କରୋନା ମହାମାରୀର ଭୟାବହତାକୁ ନଜରରେ ରଖି…

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ତିନି ରଥର ସମସ୍ତ ଚକ ଅଖ ଡେରା କାମ

ପୁରୀ: ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥର ସମସ୍ତ ଚକ ଅଖ ଡେରା କାମ ଆରମ୍ଭ ହୋଇଛି । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଡେରା ଆରମ୍ଭ ହୋଇଥିଲା । ଏହା ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକ ସହ ଅଖ ସଂଯୋଗ କରିଥିଲେ ଭୋଇ ସେବକ ।…

ରଥଯାତ୍ରା ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା, କେନ୍ଦ୍ର ସହ ରାଜ୍ୟ ସରକାର ଓ ଗଜପତି ମହାରାଜା ପ୍ରମୁଖଙ୍କୁ…

କେନ୍ୟୁଜ୍ (ବ୍ୟୁରୋ): କରୋନା ମହାମାରୀ ବ୍ୟାପୁଥିବା ସମୟରେ ରଥଯାତ୍ରାକୁ ବନ୍ଦ କରିବା ପାଇଁ ହାଇକୋର୍ଟରେ ଜନସ୍ବାଥର୍ ମାମଲା ଦାୟର। ଏହି ଜନସ୍ବାର୍ଥ ମାମଲା ଦାୟର କରିଛି ଭାରତୀୟ ବିକାଶ ପରିଷଦ। ଏହି ଅନୁଷ୍ଠାନ ତରଫରୁ କରୋନା ମହାମାରୀ ପାଇଁ ରଥଯାତ୍ରାକୁ ବାତିଲ କରିବା ପାଇଁ କୋର୍ଟଙ୍କ…