Browsing Tag

raygada

ରାୟଗଡ଼ା : ଶିକ୍ଷକ ବି ପଡ଼ିଗଲେ ଭିଜିଲାନ୍ସ ହାବୁଡ଼ରେ, ପାଞ୍ଚ ପାଞ୍ଚଟି କୋଠ ଘରର ମାଲିକ

ରାୟଗଡ଼ା (କେନ୍ୟୁଜ୍‌) : ଶିକ୍ଷକଙ୍କ ଘରୁ ମିଳିଲା ନଗଦ ୨ ଲକ୍ଷ ୮୮ ହଜାର ଟଙ୍କା। ଆୟ ବହିଭ୍ରୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ରାୟଗଡା ଜିଲା ଟିକିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିଶିର କୁମାର ସେମିଳିଙ୍କ ଚାଲିଛି ଆୟ ଯାଞ୍ଚ। ୪ଟି ସ୍ଥାନରେ ଏକକାଳୀନ…

୨୦ଦିନର ଶିଶୁପୁତ୍ରର ମୃତ୍ୟୁକୁ ନେଇ ରାୟଗଡା ଚିକିତ୍ସାଳୟରେ ଉତ୍ତେଜନା, ପରିବାର ଲୋକ ଓ ଡାକ୍ତରଖାନା କର୍ମଚାରୀଙ୍କ…

ରାୟଗଡ଼ା(କେନ୍ୟୁଜ୍): ୨୦ଦିନର ଶିଶୁପୁତ୍ରର ମୃତ୍ୟୁକୁ ନେଇ ଜିଲ୍ଲା ଚିକିତ୍ସାଳୟରେ ଉତ୍ତେଜନା । ପରିବାର ଲୋକ, ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଧସ୍ତାଧସ୍ତି। ଘଟଣାସ୍ଥଳରେ ପୋଲିସ ମୁତୟନ। ରାୟଗଡା ସହର ରାଣୀଗୁଡା ଅଞ୍ଚଳର ଜି.ସୁରେଶ ଓ ମୋନିକାଙ୍କ ୨୦ଦିନର ନବଜାତ ଶିଶୁର ଗତକାଲି ଅପରାହ୍ନରେ ହଠାତ…

ରାୟଗଡ଼ା: ଆମ୍ବୁଲାନ୍‌ସ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା, ୪ ମୃତ

କେନ୍ୟୁଜ୍(ବ୍ୟୁରୋ):  ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ। ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅଞ୍ଚଳରେ ଟ୍ୟାଙ୍କର ଓ ଆମ୍ବୁଲାନ୍‌ସ ମୁହାମୁହିଁ ଧକ୍କା। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ଘଟିଛି। ୨ଗୁରୁତରଙ୍କୁ ମୁନିଗୁଡ଼ା ଡାକ୍ତରଖାନାରେ…

କରୋନା ମାଡ଼ିଗଲା ନିୟମଗିରି ପାହାଡ଼କୁ, ୨୦ରୁ ଅଧିକ ଡଙ୍ଗରିଆ ସଂକ୍ରମିତ

ରାୟଗଡ଼ା (କେନ୍ୟୁଜ୍‌) : ନିୟମଗିରି ପାହାଡ଼ରେ କରୋନା ସଂକ୍ରମଣ। ଆତଙ୍କିତ ଅବସ୍ଥାରେ ନିୟମଗିରି ପାହାଡ଼ ଅଞ୍ଚଳର ଡଙ୍ଗରିଆ କନ୍ଧ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ ଅଞ୍ଚଳର ପାରସାଲି ପଞ୍ଚାୟତରେ କରୋନା ପଜିଟିଭ ଚିହ୍ନଟ। ସ୍ଥାନୀୟ ସରପଞ୍ଚଙ୍କ ସମେତ ପ୍ରାୟ ୨୦ ଜଣ କରୋନା…

ରାୟଗଡ଼ା : ମା’ ମଝିଘରିଆଣୀ ମନ୍ଦିର ରବିବାର ଦିନ ବନ୍ଦ ରହିବ

ରାୟଗଡ଼ା (କେ ନ୍ୟୁଜ୍‌) : କରୋନା ସଂକ୍ରମଣ ବୃଦ୍ଧି ହେଉଛି । ଏହାକୁ ଦୃଷ୍ଟିରେ ରଖି ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ପ୍ରତି ରବିବାର ବନ୍ଦ ରହିବ । ଏନେଇ ମନ୍ଦିର ପରିଚାଳନା କମିଟି ଉପଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଆବେଦନ କରିଛନ୍ତି । ରାୟଗଡା ଜିଲ୍ଲାରେ କରୋନା…

ରାୟଗଡା: ଜେକେପୁରର ଏସ୍‌ପିଟି କଲୋନୀରେ ଝୁଲନ୍ତା ଅବସ୍ଥାରେ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର

ରାୟଗଡା(କେନ୍ୟୁଜ୍):   ରାୟଗଡା ଚାନ୍ଦିଲି ଥାନା ଜେକେପୁରର ଏସ୍‌ପିଟି କଲୋନୀରେ ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ଥାରେ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ ୬ ମାସ ଭିତରେ ସ୍ୱାମୀ ଓ ଶ୍ୱଶୁର ମୃତ୍ୟୁବରଣ କରିଥିଲେ । ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହେଉଥିବା ନେଇ ମାନସିକ…

ରାୟଗଡା: ପାଳ କୁଡିଆ ସହ ଜଳିଗଲେ ଦୁଇ ଶିଶୁ, କିନ୍ତୁ ନିଆଁ କେମିତି ଲାଗିଲା ତାହା ଅସ୍ପଷ୍ଟ

ରାୟଗଡା(କେନ୍ୟୁଜ୍): ପାଳ କୁଡିଆ ସହ ଜଳିଗଲେ ଦୁଇ ଶିଶୁ, ନିଆଁ କେମିତି ଲାଗିଲା କାରଣ ଅସ୍ପଷ୍ଟ ରହିଛି । ରାୟଗଡା ଜିଲ୍ଲା କାଶୀପୁର ତଳଜଗି ପଞ୍ଚାୟତ ଲାକ୍ରିସ ଗାଁରେ ଘଟିଛି ଏହି ଅଘଟଣ। ମିଳିଥିବା ସୂଚନା ମୁତାବକ ବାପା ମା ଖାଇବାକୁ ଘରକୁ ଯାଇଥିବା ବେଳେ ଗ୍ରାମନିକଟରେ ଥିବା ପନିପରିବା…

ନିଜ ଜାଲରେ ନିଜେ ଫସିଗଲେ ! ୨୪ ଲକ୍ଷ ନିଜେ ଲୁଟ କରି ଥାନାରେ କରିଥିଲେ ଏତଲା, ଭିନ୍ନ ଢଙ୍ଗରେ ଧରିଲା ପୋଲିସ

ରାୟଗଡ଼ା(କେନ୍ୟୁଜ୍): ବହୁ ଚର୍ଚ୍ଚିତ ରାୟଗଡାର ୨୪ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ।  ଟଙ୍କା ଲୁଟ୍ ନେଇ ଅଭିଯୋଗ କରିଥିବା ବ୍ୟକ୍ତି ନିଜେ ହିଁ ଅଭିଯୁକ୍ତ ବୋଲି ପୋଲିସ କହିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାବ ସହ ୨୪ ଲକ୍ଷଟଙ୍କା ଜବତ…

ରାୟଗଡା: ହୋମ କ୍ବାରେଣ୍ଟାଇନରେ ରହି  ୮୭ ଜଣଙ୍କୁ କରୋନା ବାଣ୍ଟି ଚାଲିଲେ ଗୋଟିଏ ପରିବାର ୩ ଜଣ ସଦସ୍ୟ, ମାନିନଥିଲେ…

କେନ୍ୟୁଜ୍(ବ୍ୟୁରୋ):  ସୁପର ସ୍ପ୍ରେଡର ହେଲେ ପରିବାରର ୩ଜଣ। ବାଣ୍ଟି ଚାଲିଲେ ୮୭ ଲୋକଙ୍କୁ କରୋନା। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ। ପରିବାର - ଜଣେ ପୁରୁଷ, ତାଙ୍କ ପତ୍ନୀ ଏବଂ ତାଙ୍କ  ଝିଅ  ଦୁଇ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶରୁ  ନିଜ ଗାଁ ରୟଗଡା ଜିଲ୍ଲାର ବିଜପୁରକୁ…

‘ମୋ ପରିବାରର ୩ ଜଣଙ୍କୁ ଗୁଣି କରି ମାରିଦେଲେ, ମୁଁ ବି ଛାଡିଲିନି’, ରାୟଗଡାରେ ଗୁଣି ଗାରେଡିରୁ ଡବଲ ମର୍ଡର

ରାୟଗଡା(କେନ୍ୟୁଜ୍): ଗୁଣିଗାରେଡି ସନ୍ଦେହରେରେ ରାୟଗଡାରେ ଡବଲ୍ ମର୍ଡର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବଡକସାପାଡୁ ଗ୍ରାମରେ। ଗୁଣି କରୁଥିବା ଅଭିଯୋଗ କରି ଗ୍ରାମର ପ୍ରେମାନନ୍ଦ ମାଣ୍ଡାଙ୍ଗି ସେହି ଗ୍ରାମର ଦୁଇ ବୃଦ୍ଧ ବନ୍ଧୁ ଯଦୁମଣି…

ରାୟଗଡା: କ୍ୱାରେଣ୍ଟଟାଇନ ସେଣ୍ଟରରେ ଏସିଡ ଆଟାକ, ପରସ୍ପରକୁ ଏସିଡ ଫିଙ୍ଗା ଫିଙ୍ଗି ହେଲେ ଅନ୍ତେବାସୀ

ରାୟଗଡା(କେନ୍ୟୁଜ): କ୍ୱାରେଣ୍ଟଟାଇନ ଗୃହରେ ଅନ୍ତେବାସୀଙ୍କ ମଧ୍ୟରେ ପରସ୍ପରକୁ ଏସିଡ୍ ମାଡ଼।ଏଭଳି ଘଟଣା ଘଟିଛି ରାୟଗଡ଼ା ଥାନା କୁମ୍ଭୀକୋଟା କ୍ୱାରେଣ୍ଟଟାଇନ ଗୃହରେ। ପରସ୍ପର ମଧ୍ୟରେ ଗଣ୍ଡଗୋଳ ଘୋଟି ଏସିଡ୍ ଫିଙ୍ଗା ଫିଙ୍ଗି ହୋଇଥିବା ଅଭିଯୋଗ ଆସିଛି।ଏସିଡ୍ ମାଡ଼ରେ ଜଣେ ଗୁରୁତର ଓ ଆଉ ଜଣେ…

ରାୟଗଡ଼ାରେ ନକ୍ସଲ ଦମନ ଅଭିଯାନ ବେଳେ ସିଆରପିଏଫ୍‌କୁ ସଫଳତା, ପାଟ୍ରୋଲିଂ ବେଳେ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ…

କେନ୍ୟୁଜ୍(ବ୍ୟୁରୋ): ରାୟଗଡ଼ାରେ ନକ୍ସଲ ଦମନ ଅଭିଯାନ ବେଳେ ସିଆରପିଏଫ୍‌କୁ ସଫଳତା । ପାଟ୍ରୋଲିଂ ବେଳେ କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ଟିଡିମୁସ୍କା ଜଙ୍ଗଲର ଦୁଇଟି ସ୍ଥାନରୁ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ । ଏହା ଭିତରେ ଅଛି ୪ଟି ବନ୍ଧୁକ, ୨ଟି ଟିଫିନ୍‌ ବୋମା,…