Browsing Tag

road accident

ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଗଲା ୩ ଜୀବନ

ଯାଜପୁର: ଟ୍ରକ ପଛପଟୁ ଧକ୍କା ଦେଲା କାର। ଦୁର୍ଘଟଣାରେ ଗଲା ୩ ଜୀବନ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା କାର୍‌ । ଫଳରେ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଭୋରରୁ କାରଟି…

ବାଲୁଗାଁ ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,  ଜଣେ ମୃତ ଓ ୨ ଗୁରୁତର

ଟାଙ୍ଗୀ(କେନ୍ଯୁଜ୍): ଆଜି ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୁସାରେ ବିଶାଖାପାଟଣାରୁ ୮ ଜଣ ଲୋକଙ୍କୁ ନେଇ ଏକ ଟାଟା ପିକଅପ୍ ଭ୍ୟାନ ପୁରୀ ପେଣ୍ଠକଟା ଅଞ୍ଚଳକୁ ଯାଉଥିବା ସମୟରେ ବାଣପୁର ବାଲୁଗାଁ ବାଇପାସ ପାରିକଂସାରୀ ଛକ ନିକଟରେ…

ଆଶୀର୍ବାଦ ପାଲଟିଲା କରୋନା, ଲକ୍‌ଡାଉନ୍‌ ଯୋଗୁ ୬୫ ପ୍ରତିଶତ କମିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର

କରୋନା ଲକ୍‌ଡାଉନ୍‌ ଯୋଗୁ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ କିଛିଟା କ୍ଷେତ୍ରରେ ଏହା ଆଶୀର୍ବାଦ ସାବ୍ୟସ୍ତ ହେଇଛି। ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ରୋଜଗାର ଠପ୍‌ ହୋଇଥିବା ବେଳେ ଏହା ସଡ଼କ ଦୁର୍ଘଟଣା କମାଇବାରେ ସହାୟକ ହୋଇଛି। ଲକ୍‌ଡାଉନ୍‌ କାରଣରୁ ଲୋକମାନେ ଘରୁ ବାହାରିନଥିବାରୁ ଏହି ସମୟରେ…

ଟ୍ରକ ପଛରେ ପିଟିହେଲା କାର୍, ଜଣେ ମୃତ ୨ ଗୁରୁତର

କାମାକ୍ଷାନଗର(କେନ୍ଯୁଜ୍): ଟ୍ରକ ପଛରେ ପିଟି ହେଲା କାର୍। ଘଟଣାସ୍ଥଳରେ ଜଣେ ମୃତ ୨ ଗୁରୁତର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ତୁମୁସିଂଗା ଥାନା ମହୁଲି ଛକ ନିକଟରେ ଗତକାଲି ସଂଧ୍ଯାରେ ଦୁର୍ଘଟଣା ଘଟିଯାଇଛି। ରିପୋର୍ଟ ଅନୁଯାୟୀ ଭୁବନେଶ୍ବରରୁ OD02R 9659 ଏକ ମାରୁତି ସ୍ବିଫ୍ଟ୍…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ମୃତ, ୨ ଗୁରୁତର

କେନ୍ୟୁଜ (ବ୍ୟୁରୋ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ମୃତ, ୨ ଗୁରୁତର। ସୁବର୍ଣ୍ଣପୁର-ବଲାଙ୍ଗିର ଜାତୀୟ ରାଜପଥର ତରେଇକେଲା ବୁଲାଣୀରେ ଘଟିଛି ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ସ୍ୱିଫ୍‌ଟ ଓ ବଲୋରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ଜଣ…

ପୁଣି ଘର ବାହୁଡ଼ା ହେଲା ଶେଷ ବାହୁଡା, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୩ ମୃତ ୨୦ ଗୁରୁତର

କରୋନା ଭାଇରସର ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି। ସେହିପରି ଅଲଗା ଅଲଗା ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ସଡକ ପଥ ଏବଂ ଜଳ ପଥ ଦେଇ ଦୁଃଶାହସିକ ଯାତ୍ରା କରି ଘରକୁ ଫେରୁଛନ୍ତି। କିନ୍ତୁ ଏହି ସବୁ ମଧ୍ୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସମସ୍ତଙ୍କ…

ପୁଣି ପ୍ରବାସୀ ଶ୍ରମିକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ! ଘରକୁ ଫେରୁଥିବା ଶ୍ରମିକଙ୍କ ଘର ବାହୁଡା ରହିଗଲା ଅଧାରେ, ଜଣେ ମୃତ…

କରୋନା ଲକଡାଉନ ପାଇଁ ବାହାର ରାଜ୍ୟରେ ଫସି ରହିଛନ୍ତି ଅନେକ ପ୍ରବାସୀ ଶ୍ରମିକ। ଲକଡାଉନ କାରଣରୁ ଆର୍ଥିକ ସଂକଟରେ ଥିବା ପ୍ରବାସୀ ଶ୍ରମିକ ଘର ମୁହାଁ ହେଉଛନ୍ତି। ଶ୍ରମିକଙ୍କ ଘର ବାହୁଡାକୁ ନେଇ ଅନେକ ଦୁଃଖଦ ଘଟଣା ଘଟୁଛି। କିଏ ଚାଲି ଚାଲି ଆସିବାବେଳେ ରାସ୍ତାରେ ସନ୍ତାନ ଜନ୍ମ ହେଉଛନ୍ତି ତ ଆଉ…

ପାଦରେ ଚାଲି ଚାଲି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍, ୬ ମୃତ ଓ ଅନେକ ଆହତ

ପୁଣି ଭିଟାମାଟି ପ୍ରେମ ରହିଗଲା ଅଧାରେ। ଘର ବାହୁଡା ଆଶା ହୋଇଗଲା ଶେଷ ବାହୁଡା। କରୋନା ମାରିଦେବା ଭୟରେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ମାରି ଦଉଛି ସଡକ ଦୁର୍ଘଟଣା। ଉତ୍ତରପ୍ରଦେଶର ମୁଜାଫରନଗର-ସହରାନପୁର ଜାତୀୟ ରାଜପଥରେ ଯାଉଥିବାବେଳେ ବିଳମ୍ବିତ ରାତି ପ୍ରାୟ ୧ଟାରେ ଅଘଟଣ ଘଟିଛି।…

ପୁଣି ଘର ବାହୁଡା ହେଲା ଶେଷ ଶେଷ ଯାତ୍ରା, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ ଶ୍ରମିକ ମୃତ ଓ ୫୫ ଆହତ

ମଧ୍ୟପ୍ରଦେଶ ଗୁନା ନିକଟସ୍ଥ ସ୍ଥାନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୫୫ ଜଣ ଆହତ ହୋଇଛନ୍ତି। କଣ୍ଟେନର ସହିତ ଯାତ୍ରୀବାହୀ ବସର ମୁହାଁମୁହିଁ ଧକ୍କା ହେବା ଫଳରେ ଏପରି ଏକ ଛାତି ଥରା ଦୁର୍ଘଟଣା ଘଟିଛି। ସମସ୍ତ…

 ଚାଲି ଚାଲି ଘରକୁ ଯାଉଥିବା ୭ଜଣ ମଜୁରିଆଙ୍କ ଉପରେ ଚଢ଼ିଗଲା ଟେମ୍ପୋ, ୪ ମୃତ

ମୁମ୍ବାଇ : ମୁମ୍ବାଇର ଭିରାରରେ ମୁମ୍ବାଇ-ଅହମଦାବାଦ ନ୍ୟାସନାଲ ହାଇୱେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ମଜୁରିଆଙ୍କ ମୃତ୍ୟୁ ଘଟିଛି ଏବଂ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ୭ ଜଣ ମଜୁରିଆ ଚାଲି ଚାଲି ନିଜ ଘରକୁ ଯାଉଥିଲେ ଠିକ ଏହି ସମୟରେ…

ହୋଲି ନେଇଗଲା ଜୀବନ, ଢେଙ୍କାନାଳ ଛଣବୋଲୁଅ ନିକଟରେ ସଡ଼କ ଦୁର୍ଘଟଣା ଘଟି ଚାଲିଗଲା ୩ ଜଣଙ୍କ ପ୍ରାଣ

ଢେଙ୍କାନାଳ(କେନ୍ୟୁଜ୍): ହୋଲିରେ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଗଲା ୩ ଜଣଙ୍କ ଜୀବନ । ଢେଙ୍କାନାଳ ସଦର ଛଣବୋଲୁଅ ନିକଟରେ ସଡ଼କ ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି । ମୃତକ ତିନି ଜଣ କାଇମାଟ ଗାଁର ବ୍ରହ୍ମାନନ୍ଦ ଦେହୁରୀ, ଲୋଚାପଲି ଗାଁର କୈଳାସ ଚନ୍ଦ୍ର ସାହୁ ଓ ରାମେଶ୍ୱରପୁରର ସୁବ୍ରତ…

ବାଲେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଦୁଇ ବାଇକ୍‌ ମୁହାଁମୁହିଁ, ତିନି ମୃତ

ବାଲେଶ୍ୱର (କେନ୍ୟୁଜ୍) : ବାଲିଆପାଳ ଥାନା ଖାଳମୁହାଣି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ବାଲିଆପାଳ ସାନମଇଁଷାଡି ଗାଁର ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ବାଇକ୍‌ ସହ…