Browsing Tag

rourkela

ଇଞ୍ଜିନୟରିଂ ଡିଗ୍ରିଧାରୀ ଯୁବତୀ ଟ୍ରେନରେ ବିକୁଥିଲେ ଫଳ,ଆରପିଏଫ କନେଷ୍ଟବଳ ମାଡ଼ ମାରି କଲେ ଲହୁଲୁହାଣ

ରାଉରକେଲା(କେନ୍ୟୁଜ୍): ପେଟ ପୋଷିବା ପାଇଁ କଂପ୍ୟୁଟର ଇଞ୍ଜିନୟରିଂ ଡିଗ୍ରିଧାରୀ ଟ୍ରେନରେ ବିକୁଛନ୍ତି ଫଳ । ବିନା ଟିକେଟରେ ଯାତ୍ରାକୁ ନେଇ ଆରପିଏଫ କନେଷ୍ଟବଳ ସଂପୃକ୍ତ ଯୁବତୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ରାଉରକେଲା…

ରାଉରକେଲା ରେଳବାଇ କଲୋନୀରେ ଗୁଳିକାଣ୍ଡ,ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ସୂଚନା

ରାଉରକେଲା(କେନ୍ୟୁଜ୍):  ଷ୍ଟିଲ୍‌ ସିଟିରେ ଫୁଟିଲା ଗୁଳି । ରାଉରକେଲା ରେଳବାଇ କଲୋନୀରେ ଗୁଳିକାଣ୍ଡ । ଘର ଆଗରେ ଛିଡ଼ା ହୋଇଥିବା ବେଳେ ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୋରେ ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କ ଛାତି, କାନ୍ଧ ଓ ହାତରେ ଗୁଳି…

ରାଉରକେଲା: ଟ୍ରକ୍‌ ସହ କାର୍‌ ଧକ୍କା ହେବା ପରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌, ଚାଲିଗଲା ଗୋଟିଏ ପରିବାରର ୪…

ରାଉରକେଲା(କେନ୍ୟୁଜ୍):  ଦୁର୍ଘଟଣା ନେଲା ଗୋଟିଏ ପରିବାରର ଚାରି ଜଣଙ୍କର ଜୀବନ । ଦୁଇ ଜଣ ଆହତ ହୋଇଛନ୍ତି । ଟ୍ରକ୍‌ ସହ ଧକ୍କା ହେବା ପରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌ । ଝାଡ଼ଖଣ୍ଡ ଚିରଗିଢିପା ରାସ୍ତାରେ ଏହି ଦୁର୍ଘଟଣା ହୋଇଛି । ମୃତକଙ୍କ ଘର ରାଉରକେଲା ସିଭିଲ ଟାଉନସିପ୍‌…

ରାଉରକେଲା ଜେଲରେ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି, ଖୁବ ଶୀଘ୍ର ଜେଲ୍‌ କର୍ମଚାରୀଙ୍କ ପାଖରେ ଲଗାଯିବ ବଡ଼ି କ୍ଯାମେରା

ରାଉରକେଲା(କେନ୍ୟୁଜ୍): ରାଉରକେଲା ସ୍ୱତନ୍ତ୍ର କାରାଗାର ରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି। ଗୋଟିଏ ପ୍ଲାଟୁନ ଓଏସଏପି ଜେଲର ଓ୍ଵାଚ ଟାଓ୍ଵାରରେ ମୃତୟନ କରାଯାଇଛି। ଏହା ବ୍ଯତୀତ ସିସିଟିଭି, ମୋବାଇଲ ଜାମର, ବ୍ଯାଗେଜ ସ୍କାନର ଓ  ମେଟାଲ ଡିଟେକଟର ବ୍ଯବସ୍ଥା ରହିଛି । ବଡ଼ି କ୍ଯାମେରା…

ଯୁବକକୁ ପିଟିପିଟି ମାରି ଦେଲେ ସିକ୍ୟୁରିଟି ଗାର୍ଡ଼, ଭିଡିଓ ଭାଇରାଲ ହେଲା ପରେ ଜଣାପଡ଼ିଲା

ରାଉରକେଲା (କେନ୍ୟୁଜ୍‌) : ବର୍ବରତାର ସୀମା ଟପିଲା ମଣିଷର। କାରଖାନା ପରିସରକୁ ପଶିଗଲା ବୋଲି ପିଟିପିଟି ମାରିଦେଲେ ସିକ୍ୟୁରିଟି ଗାର୍ଡ। ମାରି ମାରି ଦରମରା ଅବସ୍ଥାରେ ଫାଟକ ବାହାରେ ଫିଙ୍ଗି ଦେଇଥିଲେ। ଶେଷରେ ପ୍ରାଣ ହରାଇଲେ ଯୁବକ। ଯୁବକଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିବାର ଭିଡିଓ ଭାଇରାଲ…

ବର୍ଷା ଜଳ ସଂରକ୍ଷଣ ପାଇଁ ରାଉରକେଲା ମହାନଗର ନିଗମର ନିଆରା ପଦକ୍ଷେପ

ରାଉରକେଲା(କେନ୍ଯୁଜ୍): ବର୍ଷା ଜଳ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଅଭିଯାନ । ଭୂତଳ ଜଳସ୍ତର ବୃଦ୍ଧି ସହିତ ଭବିଷ୍ୟତରେ ଜଳ ସଙ୍କଟ ଦୂର କରିବା ଲାଗି ନିଆରା ପଦକ୍ଷେପ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଅଧୀନରେ ଆରମ୍ଭ ହୋଇଛି, ସ୍ୱତନ୍ତ୍ର ଜଳ ଅମଳ ପ୍ରକଳ୍ପ । ରାଉରକେଲାରେ ଥିବା…

ATMରେ ଯିଏ ଟଙ୍କା ଭର୍ତ୍ତି କରୁଥିଲା ସେ ହିଁ ଲୁଟିନେଲେ ୩୪ ଲକ୍ଷ ଟଙ୍କା

ରାଉରକେଲା (କେନ୍ୟୁଜ୍):  ATMରୁ ୩୪ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଜଣେ ଗିରଫ। ଗିରଫ ଅଭିଯୁକ୍ତ ହରିଶ ଚନ୍ଦ୍ର ଦାସ । ଗିରଫ ବ୍ୟକ୍ତି ଜଣକ ATMରେ ଟଙ୍କା ଭର୍ତ୍ତି କରୁଥିବା ଘରୋଇ କଂପାନୀର କର୍ମଚାରୀ। ଏଟିଏମ୍‌ର ପାସ୍‌ୱାର୍ଡ ସଂଗ୍ରହ କରି ୪ଟି ବ୍ୟାଙ୍କ୍‌ ATMରୁ ୩୪ ଲକ୍ଷ ଟଙ୍କା ହଡପ୍‌…

ରାଉରକେଲା: ଉତ୍କଳ ବସ୍ତିର ଏକ ଢାବାରେ ଚଢ଼ାଉ, ୮୦ବୋତଲ ବେଆଇନ ବିଦେଶୀ ମଦ ଜବତ

ରାଉରକେଲା(କେନ୍ୟୁଜ୍): ରାଉରକେଲା ୧୫ନମ୍ବର ସେକ୍ଟର ଥାନା ପୋଲିସ ଉତ୍କଳ ବସ୍ତିର ଏକ ଢାବାରେ ଚଢ଼ାଉ କରି ୮୦ବୋତଲ ବେଆଇନ ବିଦେଶୀ ମଦ ଜବତ କରିଛି । ହୋଲି ଦିନ ମଦ ବିକ୍ରି ବନ୍ଦ ଥିବା ବେଳେ ବେଆଇନ ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଉକ୍ତ ଅଂଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ…

ବିନା ପରମିଟ ଓ ଟ୍ୟାକ୍ସରେ ଚାଲୁଥିଲା ଯାତ୍ରୀବାହୀ ବସ, ୨ ଲକ୍ଷ ୧୨ ହଜାର ୧୫୫ ଟଙ୍କା ଫାଇନ କାଟିଲା ଆରଟିଓ

ରାଉରକେଲା(କେନ୍ୟୁଜ୍):  ଯାତ୍ରୀଙ୍କ ଜୀବନ ସହ ଖେଳ। ବିନା ପରମିଟ ବିନା ଟ୍ୟାକ୍ସରେ ଚାଲୁଥିଲା ଯାତ୍ରୀବାହୀ ରାତ୍ରିକାଳୀନ ବସ। ଧରିଲା ଆରଟିଓ । ମିଳିଥିବା ସୂଚନା ମୁତାବକ ରାଉରକେଲାରୁ ବ୍ରହ୍ମପୁର ଯାଉଥିବା ଉମାକାନ୍ତ ବସ ବିନା କୌଣସି ପରିମିଟି ଓ ବିନା ଟ୍ୟାକ୍ସରେ ବେଫିକର ହୋଇ ଚାଲୁଥିଲା ।…

ରାଉରକେଲା NITରେ ଉଦ୍‌ଘାଟିତ ହେଲା ଇସ୍ରୋର ରିସର୍ଚ୍ଚ ସେଣ୍ଟର,ଗବେଷଣା ସହ ଉନ୍ନତମାନର ସରଞ୍ଜାମ ଗଢ଼ିବେ ଛାତ୍ରଛାତ୍ରୀ

ରାଉରକେଲା(କେନ୍ୟୁଜ୍): ରାଉରକେଲା ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏନ୍‌ଆଇଟିରେ ଇସ୍ରୋର ରିସର୍ଚ୍ଚ ସେଣ୍ଟର ଉଦ୍‌ଘାଟିତ । ଯାହାକି ପୂର୍ବ ଭାରତରେ ପ୍ରଥମ । ଆଜି ଭର୍ଚୁଆଲ କାର୍ଯ୍ୟକ୍ରମରେ ରାଉରକେଲା ଏନଆଇଟି ପରିସରରେ ଇସ୍ରୋର ରିସର୍ଚ୍ଚ ସେଣ୍ଟରକୁ ଉଦଘାଟନ କରିଛନ୍ତି ଇସ୍ରୋର…

ରାଉରକେଲା: ନଦୀରେ ଗାଧୋଇବା ହେଲା କାଳ, କୋଏଲ ନଦୀରେ ବୁଡ଼ି ୩ ନାବାଳକ ମୃତ

ରାଉରକେଲା(କେନ୍ୟୁଜ୍): ଅକାଳରେ ଚାଲିଗଲା ୩ ପିଲାଙ୍କ ଜୀବନ । ବୈକୁଣ୍ଠ ଘାଟ ନିକଟ କୋଏଲ ନଦୀରେ ବୁଡି ପ୍ରାଣ ହରାଇଛନ୍ତି ୩ ନାବାଳକ । ତେବେ ନଦୀ ପାଖ ଅଞ୍ଚଳର ପିଲା ନଦୀକୁ ଗାଧୋଇବାକୁ ଆସି ବୁଡି ଯାଇଥିବା ନେଇ ଅନୁମାନ କରାଯାଉଛି । ଏବେବି ତିନି ଜଣଙ୍କୁ ଚିହ୍ନଟ କରାଯାଇପାରି ନାହିଁ ।…

ସରକାରୀ ଚାକିରି ନିଶା: ୨୪ ବର୍ଷ ହେବ ଜାଲ ଜାତିଗତ ପ୍ରମାଣପତ୍ର ଦେଖାଇ ଚାକିରି କରିଥିଲେ ବରିଷ୍ଠ କିରାଣୀ,ଜିଲ୍ଲାପାଳ…

ମାଲକାନଗିରି(କେନ୍ୟୁଜ୍):  ଜାଲ ଜାତିଗତ ପ୍ରମାଣ ପତ୍ର ଦେଖାଇ ଚାକିରି କରିବା ଓ ପଦୋନ୍ନତି ପାଇଥିବା ଜଣେ ବରିଷ୍ଠ କିରାଣୀଙ୍କୁ ବିଦା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ଓ୍ଵାଇ ବିଜୟ । ବହିଷ୍କୃତ କର୍ମଚାରି ଜଣକ ହେଉଛନ୍ତି ମାଲକାନଗିରି କଲ୍ୟାଣ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ କିରାଣୀ…