ସମ୍ବଲପୁରରେ ବୋମାମାଡ ଘଟଣା: ପିରବାବା ଛକରେ ୩ ପ୍ଲାଟୁନ ଫୋର୍ସ ମୁତୟନ
ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ବୋମାମାଡ ଘଟଣାରେ ପୋଲିସର ତନାଘନା । ପୀରବାବା ଛକରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଅଞ୍ଚଳକୁ କାହାରିକୁ ଗାଡ଼ିରେ ଛଡା ଯାଉନାହିଁ । ଲୋକେ କେବଳ ଚାଲିଚାଲି ଯାଉଛନ୍ତି । ଗତକାଲି ବୋମା ମାଡ଼ରେ ୩ ଆହତ ହୋଇଛନ୍ତି ।
ଫ୍ଳାଏଓଭର ଉପରୁ କେହି…