Browsing Tag

sarpanch

ସରପଞ୍ଚଙ୍କ ମନମାନିକୁ ବିରୋଧ: ରାତିସାରା ଅନଶନରେ ବସିଲେ ୱାର୍ଡ ସଭ୍ୟ ଓ ସଭ୍ୟା

ମାର୍ଶାଘାଇ (କେନ୍ୟୁଜ): ସରପଞ୍ଚଙ୍କ ବିରୋଧରେ ଅନଶନରେ ୮ ୱାର୍ଡ ସଭ୍ୟ ଓ ସଭ୍ୟା । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଶିଳୁପୁର ପଂଚାୟତରୁ ଆସିଛି ଏପରି ଚିତ୍ର । ପଂଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ରାତିସାରା ଅନଶରେ ବସିଛନ୍ତି ଓ୍ବାଡ ସଭ୍ୟ ସଭ୍ୟା ।…

ପଞ୍ଚାୟତ ଅଫିସରେ ତାଲା ପକାଇଲେ ସମିତି ସଭ୍ୟ, ପର ଦିନ ଖୋଲିଲେ ସରପଞ୍ଚ

ରେଢ଼ାଖୋଲ (କେନ୍ୟୁଜ): ପଞ୍ଚାୟତରେ ନିଜ ନିଜ ସମର୍ଥକଙ୍କୁ ନେଇ ସମିତି ସଭ୍ୟ ତାଲା ପକାଇଥିବା ବେଳେଗୋଟିଏ ଦିନ ବ୍ୟବଧାନ ପରେ ସରପଞ୍ଚ ମଧ୍ୟ ନିଜ ସମର୍ଥକ ଗହଣରେ ତାଲା ଭାଙ୍ଗି କାର୍ଯ୍ୟାଳୟକୁ ପ୍ରବେଶ କଲେ। ରେଢ଼ାଖୋଲ ବ୍ଲକ, ବୁର୍ଡା ପଞ୍ଚାୟତର ସରପଞ୍ଚ ରାଜା ପାଲଙ୍କ ବିରୁଦ୍ଧରେ ମନମୁଖୀ…

କେନ୍ଦ୍ରାପଡା ସାନ ଅଢଙ୍ଗାର ସରପଞ୍ଚ ପ୍ରାର୍ଥୀଙ୍କୁ ବିଳମ୍ବିତ ରାତିରେ ଆକ୍ରମଣ, ଗୁରୁତର ଅବସ୍ଥାରେ ଉଦ୍ଧାର

ମାର୍ଶାଘାଇ(କେନ୍ଯୁଜ୍): କେନ୍ଦ୍ରାପଡା ପାଟକୁରା ଥାନା ସାନ ଅଢଙ୍ଗାର ସରପଞ୍ଚ ପ୍ରାର୍ଥୀ ଅମିୟ ରଞ୍ଜନ ଗୁରୁତର। ବିଳମ୍ବିତ ରାତିରେ ଅର୍ଜୁନପୁର ବ୍ୟାଙ୍କଗଡ଼ା ନିକଟ ନାଳରେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଅମୀୟଙ୍କୁ ପ୍ରଥମେ କୋରୁଆ ପ୍ରାଥମିକ…

ସରପଞ୍ଚ ଲଢେଇରେ ଦୁଇ ସଉତୁଣୀ: କିଏ ମାରିବ ବାଜି? ସମସ୍ତଙ୍କ ଅପେକ୍ଷା

କେନ୍ଦ୍ରାପଡା(କେନ୍ଯୁଜ୍): ସରପଞ୍ଚ ପାଇଁ ଦୁଇ ସଉତୁଣୀଙ୍କ ଲଢେଇ। ଶୁଣିବାକୁ ଟିକେ ଅଡୁଆ ଲାଗୁଥିବ। କିନ୍ତୁ ଅସମ୍ଭବ ନୁହେଁ। କେନ୍ଦ୍ରାପଡ଼ା ଜିଲ୍ଲା ଧୂମାତ ପଞ୍ଚାୟତରେ ଏପରି ଘଟଣା ଦେଖିବାକୁ ମିଳିଛି। ଏବେ ଭୋଟ ହାତେଇବା ପାଇଁ ଦୁଇ ସଉତୁଣୀ ନିଜର କୌଶଳ ଲଗାଇଦେଲେଣି। ତ୍ରିସ୍ତରୀୟ…

ଯାଜପୁର: ନିର୍ବାଚନ ପୂର୍ବରୁ ହୃଦଘାତରେ ଆଖିବୁଜିଲେ ବିଂଝାରପୁର ଉଡ଼ରଙ୍ଗ ପଞ୍ଚାୟତର ଲୋକପ୍ରିୟ ସରପଞ୍ଚ

ଦାସରଥୀପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା  ବିଂଝାରପୁର ବ୍ଲକ  ଉଡ଼ରଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ପରଲୋକ। ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଉଡ଼ରଙ୍ଗ ପଞ୍ଚାୟତର ସରପଞ୍ଚ ଶ୍ରୀ ନିଗମାନନ୍ଦ ଭଦ୍ରଙ୍କ ଆଜି ସକାଳେ ଭୁବନେଶ୍ୱର  ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ…

ଗାଁରେ ପଞ୍ଚାୟତ ରାସ୍ତା କାମକୁ ନେଇ ବିବାଦ, ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ

ଭଦ୍ରକ(କେନ୍ଯୁଜ୍): ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଖପରପଦା ସରପଞ୍ଚ ଗୟାଧର ନାୟକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରାଜନୈତିକ ଶତୃତା ଯୋଗୁଁ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଯାହା ସୂଚନା ମିଳିଛି ଗାଁରେ ପଞ୍ଚାୟତ ରାସ୍ତା କାମକୁ…

ସରପଞ୍ଚଙ୍କୁ ତାଙ୍କ ପଦରୁ ବହିଷ୍କାର କରିପାରିବେ ଜିଲ୍ଲାପାଳ: ହାଇକୋର୍ଟ

କଟକ(କେନ୍ଯୁଜ୍): ସରପଞ୍ଚଙ୍କୁ ତାଙ୍କ ପଦରୁ ବହିଷ୍କାର କରିପାରିବେ ଜିଲ୍ଲାପାଳ । ଏଥିପାଇଁ ଜିଲ୍ଲାପାଳଙ୍କ ଆଇନଗତ କ୍ଷମତା ଅଛି । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ନୂଆପଡା ବ୍ଲକ ସଲିହା ପଞ୍ଚାୟତ ସରପଞ୍ଚ ମନିତା ସାହୁଙ୍କ ର୍ନିବାଚନକୁ ନୂଆପଡା ଜିଲ୍ଳାପାଳ ଅସିଦ୍ଧ…

ମହିଳା ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ସଂଘବଦ୍ଧ ଆକ୍ରମଣ, ଭାଇରାଲ୍ ହେଉଛି ଭିଡିଓ

ଢେଙ୍କାନାଳ: ମହିଳା ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ। ଢେଙ୍କାନାଳ ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତର ସରପଞ୍ଚ ରେଣୁବାଳା ପଲେଇ ଓ ତାଙ୍କ ସ୍ୱାମୀ ନିରଞ୍ଜନ ପଲେଇଙ୍କ ସହ ଗାଁର ଜଳଧର ସାହୁଙ୍କ ପରିବାର ସହ କଥା କଟାକଟି ହୋଇଥିଲା। ଗତବର୍ଷ କୋଭିଡ-୧୯ ସମୟର ରନ୍ଧା ଖାଦ୍ୟ…

ଉଦାହରଣ ପାଲଟିଛନ୍ତି ସରପଞ୍ଚ: ୮ଏକର ଜମିରେ ବିଭିନ୍ନ ପନିପରିବା ଚାଷ କରି ବାର୍ଷିକ ରୋଜଗାର କରୁଛନ୍ତି ୫ଲକ୍ଷ ଟଙ୍କା

ଆଳି: ତାଙ୍କର ପେଷା ହେଉଛି ଚାଷ କରିବା ଆଉ ନିଶା ହେଉଛି ଜନସେବା। ପଂଚାୟତ କାମରୁ ଟିକେ ଫୁରସତ ପାଇଲେ ଧାଇଁ ଯାନ୍ତି ନିଜ କ୍ଷେତକୁ। ଆଉ ନିଜର ପରିଶ୍ରମ ବଳରେ ଫଳାଇଛନ୍ତି ଭଳିକି ଭଳି ପନିପରିବା। ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ନମତରା ପଂଚାୟତର ସରପଞ୍ଚ ହୃଦାନନ୍ଦ ଦାସଙ୍କ…

ସରପଞ୍ଚ ଆମ ହିରୋ, କନ୍ଧମାଳ ବି.ରାଣୀପାଙ୍ଗା ଗାଁ ଲୋକଙ୍କୁ ଏକାଠି କରି ପାହାଡ଼ି ଝରଣାରୁ କଲେ କେନାଲ

ବାଲିଗୁଡା(କେନ୍ୟୁଜ୍) : ଆମେ ଆଉ ଦାଦନ ଖଟିବାକୁ ଯିବା ନାହିଁ । ନିଜ ଗାଁରେ ରହି ପେଟ ପୋଷିବା । ଆଉ ଏଥିପାଇଁ ନିଜକୁ ହିଁ କିଛି ବାଟ ଖୋଜିବାକୁ ପଡ଼ିବ । ଏଭଳି ଏକ ମହତ୍ ଚିନ୍ତା ଆଜି ବିରାଟ ଯୋଜନାରେ ପରିଣତ ହୋଇଛି । ଆମ ରାଜ୍ୟର ଜଣେ ଯୁବ ସରପଞ୍ଚଙ୍କ ନେତୃତ୍ୱରେ ଗାଁ ଲୋକେ ଏକ ଅତ୍ୟନ୍ତ…

କ୍ବାରେଣ୍ଟାଇନ ଅନ୍ତେବାସୀଙ୍କୁ ଭାବ ବିହ୍ବଳ ବିଦାୟ ପରେ ସରପଞ୍ଚଙ୍କୁ ମିଳୁଛି ବିପୁଳ ପ୍ରଶଂସା, ନବୀନ ନିବାସରୁ ଆସିଲା…

କେନ୍ୟୁଜ୍ (ବ୍ୟୁରୋ): କରୋନା ଲଢେଇରେ ନିଆରା  ପରିଚୟ ସୃଷ୍ଟି କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପଦ୍ମାଳୟା ଧଳ। ଗୋବିନ୍ଦପୁର ଗୋଦାବରୀଶ ବିଦ୍ୟାପୀଠର ୩୯ ଅନ୍ତେବାସୀଙ୍କ ଭାବ ବିହ୍ବଳିତ ଘର ବାହୁଡାର ଖବର କେନ୍ୟୁଜରେ ପ୍ରସାରିତ ହେବା  ପରେ …

କ୍ୱାରେଣ୍ଟାଇନ୍‌ରେ ହେବ ସାବିତ୍ରୀ ବ୍ରତ, ଭାର ପହଞ୍ଚାଇଲେ ମହିଳା ସରପଞ୍ଚ

ଭଞ୍ଜନଗର(କେନ୍ଯୁଜ୍): ଏବେ କରୋନା ସମୟରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଦିନ କାଟୁଛନ୍ତି ଅନେକ ମହିଳା । ଆସନ୍ତାକାଲି ସାବିତ୍ରୀ ବ୍ରତ ଥିବାରୁ ସଂଗରୋଧ କେନ୍ଦ୍ରରେ ଥିବା ମହିଳାମାନେ କେମିତି ପାଳିବେ ବ୍ରତ ସେ ନେଇ ଚିନ୍ତା କରିଛନ୍ତି ମହିଳା ସରପଞ୍ଚ। ଏନେଇ ମା ବନିଗଲେ ମହିଳା ସରପଞ୍ଚ ।…