Browsing Tag

saturn

ଶନିଙ୍କ ବକ୍ରୀ ଗତିରେ ଏହି ୫ଟି ରାଶି ଉପରେ ପଡିବ ଖରାପ ପ୍ରଭାବ, ଏବେଠୁ ଜାଣିନେଇ ସତର୍କ ରୁହନ୍ତୁ

ଗ୍ରହମାନଙ୍କର ପରିବର୍ତ୍ତନ ମଣିଷ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଏହାଦ୍ୱାରା ଅନେକ ସମୟରେ ଲାଭ ମିଳିଥିବା ବେଳେ ଅନେକ ସମୟରେ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ପ୍ରତ୍ୟେକ ଗ୍ରହ ଏକ ନିଶ୍ଚିତ ସମୟମଧ୍ୟରେ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାଦ୍ୱାରା ଅନେକ ଯୋଗ ପଡିଥାଏ । ତେବେ…

ଏହି ଦେବତାଙ୍କ ଭକ୍ତ ଉପରେ ଶନିଦେବଙ୍କ ର ରହିଥାଏ ଅପାର କରୁଣା, ଜୀବନରେ କେବେ ବି ଭୋଗନ୍ତି ନାହିଁ କଷ୍ଟ

ଶନିଦେବଙ୍କ ନାମ ଶୁଣିଲେ ହିଁ ମନରେ ଭୟ ଆସିଯାଏ। ଆଉ ଶନିଙ୍କ ଗୋଚର ସାଢ଼େ ସତୀ ହେଉ ଅବା ବକ୍ରି , ଏହିସମୟରେ ଶନିଙ୍କର ପ୍ରଭାବ ଲୋକଙ୍କ ଜୀବନ ଉପରେ ପଡ଼ିଥାଏ। ତେଣୁ ଶନି ଯେଉଁମାନଙ୍କ ରାଶିରେ ପ୍ରବେଶ କରନ୍ତି ସେମାନେ ଅଧିକ ସତର୍କ ରହିବା ଜରୁରୀ। ଯେଉଁମାନଙ୍କ ଜାତକରେ ଶନିଙ୍କ ସ୍ଥିତି ଶୁଭ…

ଆପଣଙ୍କ ଜାତକରେ ଏହି ୩ଟି ଗ୍ରହ ଖରାପ ସ୍ଥାନରେ ନାହାଁନ୍ତି ତ, ସତର୍କ ରୁହନ୍ତୁ ନଚେତ୍‌ ବଢ଼ିଯିବ ଋଣ ଭାର ଭୋଗିବେ ଅନେକ…

ଭାରତରେ ଅନେକ ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ୱାସ କରନ୍ତି। ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଅନେକ ମାତ୍ରାରେ ମଣିଶଙ୍କ ଜୀବନକୁ ପ୍ରଭାବିତ ମଧ୍ୟ କରିଥାଏ। ବ୍ୟକ୍ତିର ଚାଲି ଚଲଣ ଓଚ କଥାବାର୍ତ୍ତା ଉଭୟ ଗ୍ରହଙ୍କ ସ୍ଥିତି କାରଣରୁ ମଧ୍ୟ ହୋଇଥାଏ। ଯଦି ଗ୍ରହ ମାନେ ଆପଣ ଙ୍କ କୁଣ୍ଡଳୀରେ ଭଲ ସ୍ଥିତିରେ…

ଯାଜପୁର ବାସୁଦେବପୁର ଠାରେ ଅନୁଷ୍ଠିତ ହୋଇଛି ଶନିଶ୍ଚର ମହାଯଜ୍ଞ

ଯାଜପୁର (କେନ୍ୟୁଜ): ଆମ ପୁରାଣରେ ଶନିଦେବଙ୍କୁ ସୂର୍ଯ୍ୟ ପୁତ୍ର ଏବଂ କର୍ମଫଳ ଦାତା ବୋଲି କୁହାଯାଇଥାଏ। ସ୍ୱଭାବରେ କଠୋର ହେବା କାରଣରୁ ଶନି ଖରାପ କାମ ଏବଂ ଏହା ଅନୁଯାୟୀ ଦଣ୍ଡ ଦେଇଥାଆନ୍ତି। ଯେବେ ଶନି ଅଶୁଭ ଫଳ ଦେଇଥାଆନ୍ତି ତ ବ୍ୟକ୍ତିର ଖରାପ ସମୟ ଚାଲିଥାଏ। ଏମିତିରେ ଶନିବାର ଦିନ…

ଆକାଶରେ ୧୦୭୫ ବର୍ଷ ପରେ ନଜର ଆସିବ ଦୁର୍ଲ୍ଲଭ ଦୃଶ୍ୟ, ଏକ ସରଳରେଖାରେ ରହିବେ ମଙ୍ଗଳ-ଶନି- ଶୁକ୍ର-ବୃହସ୍ପତି

ଚଳିତ ସପ୍ତାହରେ ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ଏକ ସରଳରେଖାରେ ନଜର ଆସିବେ ୪ ଗ୍ରହ। ଏ ନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଆଉ କିଛି ସମୟ ପରେ ବ୍ରହ୍ମାଣ୍ଡରେ ଏକ ଦୁର୍ଲ୍ଲଭ ସଂଯୋଗ ବନିବାକୁ ଯାଉଛି। ଏହି ସପ୍ତାହରେ ମଙ୍ଗଳ,…

ହନୁମାନଙ୍କ ଭକ୍ତଙ୍କ ଉପରେ ଶନିଦେବଙ୍କ ରହିଥାଏ ବିଶେଷ ଆଶିର୍ବାଦ, ଶନିଦୋଷରୁ ମୁକ୍ତି ପାଇଁ ଏଭଳି କରନ୍ତୁ ପୂଜା

ହିନ୍ଦୁ ଧର୍ମ ଗ୍ରନ୍ଥରେ ବର୍ଣ୍ଣିତ କଥା ଏବଂ ଜ୍ଯୋତିଷ ମୁତାବକ ଶନିଙ୍କୁ ନ୍ଯାୟର ଦେବତା କୁହାଯାଏ।ଏହି ଦିନରେ ପୂଜା କରିବା ଫଳରେ ଶନି ଦୋଷ ପ୍ରଭାବରୁ ମୁକ୍ତି ମିଳିଥାଏ। ଏହାଛଡା ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ପୂଜା କରିବା ଫଳରେ ହନୁମାନ ଭକ୍ତଙ୍କୁ ଶନି ଦୋଷରୁ ମୁକ୍ତି ମିଳିଥାଏ।…

ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏହି ୪ ରାଶିର ଲୋକ, ବହୁତ କମ ବୟସରେ ପାଇଯାନ୍ତି ସଫଳତା

ସବୁବ୍ୟକ୍ତି ନିଜ ଭାଗ୍ୟକୁ ନେଇ ଜନ୍ମ ହୋଇଥାଏ। ଏହାପରେ ନିଜ କର୍ମ ଏବଂ ଭାଗ୍ୟ ଦମରେ ଜୀବନରେ ବହୁତ କିଛି ହାସଲ କରିଥାଏ। ଯଦିଓ କିଛି ଲୋକଙ୍କୁ କଠିନ ପରିଶ୍ରମ କରିବା ପରେ ମଧ୍ୟ ପର୍ଯ୍ୟାପ୍ତ ଫଳ ମିଳିନଥାଏ। କିନ୍ତୁ ଆହୁରି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ବହୁତ ସହଜରେ ସବୁକିଛି…

ସତର୍କ ରୁହନ୍ତୁ ଏହି ୪ଟି ରାଶି, ଆଗାମୀ ୧୫ ଦିନରେ ପଡ଼ିବ ଗ୍ରହମାନଙ୍କ ଖରାପ ପ୍ରଭାବ, ସବୁ କାର୍ଯ୍ୟରେ ମିଳିବ ଅସଫଳତା

ଆସନ୍ତା ୧୫ ଦିନ ମଧ୍ୟରେ ହେବାକୁ ଯାଉଛି ଗ୍ରହ ମାନଙ୍କର ବଡ଼ ପରିବର୍ତ୍ତନ ।ଏହି ସ୍ଥିତିରେ ସବୁ ରାଶିଙ୍କ ଭାଗ୍ୟରେ ମଧ୍ୟ ଅନେକ ପରିବର୍ତ୍ତନ ହେବ । ଯାହାର ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ସିଧାସଳଖ ପଡ଼ିବ । କିନ୍ତୁ ୪ଟି ରାଶିଉପରେ ଏହାର ଖରାପ ପ୍ରଭାବ ପଡ଼ିବ । ଆସନ୍ତା ୧୫ ଦିନରେ ଗ୍ରହ ରାଜା…

ଶନିଙ୍କୁ ଦୁର୍ବଳ କରିଦିଏ ଏହି ସବୁ କାମ, ତୁରନ୍ତ ଛାଡ଼ି ଦିଅନ୍ତୁ ନଚେତ୍‌ ଜୀବନ ହୋଇଯିବ ବର୍ବାଦ! ଗ୍ରହକୁ ମଜଭୁତ କରିବା…

ଶନି ଦେବଙ୍କ ଅସନ୍ତୋଷ ବିଷୟରେ ସମସ୍ତେ ଜାଣନ୍ତି, କାହିଁକି ନା, ଜୀବନ ବର୍ବାଦ କରିବା ପାଇଁ ତାଙ୍କର ମନ୍ଦ ଦୃଷ୍ଟି ହିଁ ଯଥେଷ୍ଟ। ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କ ଖରାପ ନଜରରୁ ବଞ୍ଚିବା ପାଇଁ ଅନେକ ଉପାୟ ଏବଂ ପ୍ରତିକାର ବିଷୟରେ କୁହାଯାଇଛି। ଏହା ବ୍ୟତୀତ ଯେଉଁ ଲୋକଙ୍କ…

୨୧ ତାରିଖ ରାତିରେ ଗୋଟିଏ ସରଳ ରେଖାରେ ଦେଖାଯିବେ ୩ଟି ଗ୍ରହ

ଭୁବନେଶ୍ୱର (କେନ୍ୟୁଜ): ସୌରଜଗତର ଏମିତି ଅନେକ କିଛି ରହସ୍ୟ ଅଛି ଯାହା ସମ୍ପର୍କରେ ଆମକୁ କିଛି ଜଣାନଥାଏ। ତେବେ ସେ ଗ୍ରହ ହୁଅନ୍ତୁ ଅବା ଉପଗ୍ରହ କିମ୍ବା ଗ୍ରହଣ ହେଉ ଅବା ଅମାବାସ୍ୟା ଏହା ସମ୍ପର୍କରେ ଆମେ ବୈଜ୍ଞାନିକ ଅନୁଷ୍ଠାନ ତଥା ପ୍ଲାନେଟୋରିୟମରେ ପ୍ରମାଣିକ ତଥ୍ୟ ପାଇପାରୁ। ଏସବୁକୁ…

ଆସନ୍ତା ୨୪ରେ ସ୍ଥାନ ପରିବର୍ତ୍ତନ କରିବେ ଶନି, ଜାଣନ୍ତୁ ୧୨ଟି ରାଶି ଉପରେ କଣ ପଡିବ ପ୍ରଭାବ

ମାଘ ମାସର ମଉନୀ ଅମବାସ୍ୟା ଦିନ ସକାଳ ୯.୧୫ରେ ଶନିଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି। ୨୯ ବର୍ଷ ପରେ ଶନି ଦେବ ମକର ରାଶିରେ ପ୍ରବେଶ କରିବେ। ତେବେ ଜାଣନ୍ତୁ ରାଶି ପରିବର୍ତ୍ତନରେ କି ପ୍ରଭାବ ପଡିବ। ଶନି ମକର ରାଶିର ସ୍ୱାମୀ। ଅର୍ଥାତ ଶନି ନିଜ ଘରକୁ ଫେରିବେ ଏବଂ ଏହି ରାଶିରେ ଶନି ଦେଢ…