ଜନବସତି ଆଡକୁ ମୁହାଁଉଛି ସମୂଦ୍ର, ଆତଙ୍କିତ ଅବସ୍ଥାରେ ସମୂଦ୍ର କୂଳିଆ ଲୋକେ
ଜଳେଶ୍ୱର: ଏବେ ଜନବସତି ଆଡକୁ ମୁହାଁଉଛି ସମୂଦ୍ର, ଫଳରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସମୂଦ୍ର କୂଳିଆ ଲୋକେ । ପଥର ବନ୍ଧ ନଥିବାରୁ ସମୂଦ୍ରର ପ୍ରଖର ଜୂଆର ଏବଂ ଢେଉ ମାଡରେ ଝାଉଁ ଜଙ୍ଗଲ ସମୂଦ୍ର ଗର୍ଭରେ ଲୀନ ହୋଇଗଲାଣି । ସ୍ଥାନୀୟ ଲୋକଙ୍କ କହିବା କଥା ଏବେ ଯେଉଁଠି ସମୂଦ୍ର ଅଛି ଆଗରୁ…