Browsing Tag

snake video

ବିଷଧର ସାପ ସହିତ ସାଙ୍ଗ ଭଳି ଖେଳୁଛନ୍ତି ଏହି ପିଲାମାନେ, ଥରେ ଦେଖନ୍ତୁ ଏହି ମଜାଦାର ଭିଡିଓ

ଆପଣ ତ ଝିଟିପିଟି କିମ୍ବା ଅସରପା ଟିଏ ଦେଖିଲେ ଡରି ଯାଉଥିବେ ନଚେତ ଭୟରେ ଥର ହର ହୋଇଯାଉଥିବେ । ଏମାନଙ୍କ ସହିତ ଖେଳିବା ତ ଦୂରର କଥା । ଯଦି ଏହି ସବୁ ଜନ୍ତୁଙ୍କ ଠାରୁ ପ୍ରାଣର ଭୟ ତାହେଲେ ସାମ୍ନାକୁ ବିଷଧର ସାପଟିଏ ଆସିଲେ ଅବସ୍ଥା କଣ ହେବ ଭାବନ୍ତୁ ତ । ନିଶ୍ଚିତ ରୂପେ ଆପଣ କୋଷେ ଖଣ୍ଡେ…

ଯୁବକଙ୍କ କୋଳରେ ଆସି ବସିଗଲା ବିଷାକ୍ତ ସାପ, ଉପସ୍ଥିତ ବୁଦ୍ଧି ଖଟାଇବାରୁ ବଞ୍ଚିଗଲା ଜୀବନ; ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିବା ମାତ୍ରେ ଅଧିକାଂଶ ଲୋକଙ୍କର ପିଳେହି ପାଣି ହୋଇଯାଏ। ସାପ ଏକ ବିଷାକ୍ତ ଜୀବ ହୋଇଥିବାରୁ ଏହା କାମୁଡ଼ିଲେ ମୃତ୍ୟୁର ଭୟ ରହିଥାଏ। ଏଣୁ ସମସ୍ତେ ସାପ ଠାରୁ ଦୂରେଇ ରହିବାକୁ ହିଁ ପସନ୍ଦ କରନ୍ତି। ତେବେ ଲୋକମାନେ ଦୂରେଇ ରହୁଥିଲେ ବି ଯଦି ସାପ ଆସି କୋଳରେ ବସିଯାଏ ତେବେ ଆପଣ କ’ଣ…

ମୁଁ ଡରେନି କି ଡ଼ରିବିନି, ଘରେ ପଶିଥିବା ନାଗସାପକୁ ଏମିତି ଘଉଡ଼ାଇଲେ ମହିଳା

ଈଶ୍ବରଙ୍କ ସୃଷ୍ଟିରେ ପ୍ରତିଟି ଜୀବ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଛି । ସୃଷ୍ଟି କର୍ତ୍ତା ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲକୁ ବାସସ୍ଥାନ ଭାବରେ ଚୟନ କରିଥିବା ବେଳେ ମଣିଷଙ୍କ ରହିବା ଘର ବନେଇଛନ୍ତି । ପ୍ରତିଟି ଜୀବ ଯେମିତି ଭଲରେ ରହିପାରିବେ, ସୁରୁଖୁରୁରେ ଜୀବନ ଅତିବାହିତ କରିପାରିବେ ସେଥିପାଇଁ…

ରାକ୍ଷୀ ପୂର୍ଣ୍ଣିମାରେ ସାପକୁ ରାକ୍ଷୀ ବାନ୍ଧିବା ପଡ଼ିଲା ମହଙ୍ଗା, ଚୋଟ ମାରିବାରୁ ଯୁବକ ମୃତ; ଦେଖନ୍ତୁ ଲାଇଭ ଭିଡିଓ

ମହଙ୍ଗା ପଡ଼ିଲା ସାପକୁ ରାକ୍ଷୀ ବାନ୍ଧିବା। ବିହାରରେ ମନମୋହନ ନାମକ ଜଣେ ସର୍ପ ଧରାଳୀ ସାପ ଯୋଡ଼ିଙ୍କୁ ରାକ୍ଷୀ ବାନ୍ଧୁଥିଲେ। କିନ୍ତୁ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି…

ପରସ୍ପର ସହ ଯୋଡ଼ି ହୋଇ ଦୀର୍ଘ ସମୟ ଧରି ପ୍ରେମ କରୁଛନ୍ତି ନାଗ ଓ ନାଗୁଣୀ, ଦେଖନ୍ତୁ ତାଜୁବ କରିଦେବା ଭଳି ଭିଡିଓ

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ତାଜୁବ କରିଦେବା ଭଳି ଭିଡିଓ ଓ ଫଟୋ ସବୁବେଳେ ଭାଇରାଲ ହୋଇଥାଏ। ଏବେ ମଧ୍ୟ ସେଭଳି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣ ବି ଚକିତ ହୋଇଯିବେ। ଏବେ ଭାଇରାଲ ହେଉଥିବା ଭିଡିଓରେ ଏକ ସାପ ଯୋଡ଼ି…

କାଚ ପଛପଟେ ମ୍ଯୁଜିକର ତାଳେ ତାଳେ ସାପ କରୁଛି ଜବରଦସ୍ତ ଡ୍ଯାନ୍ସ,ଏବେ ଦେଖିଦିଅନ୍ତୁ ଭିଡିଓ

ସାପକୁ ଆପଣ ନାଚୁଥିବାର ଦେଖିଛନ୍ତି ? ଯଦି ଆପଣଙ୍କ ଏମିତି ସିନ୍ ଦେଖି ଭୁଲି ଯାଇଛନ୍ତି, ତେବେ ଆଜି ଯେଉଁ ଭାଇରଲ ଭିଡିଓ ଦେଖିବେ, ତାହା ନିଶ୍ଚିତ ମନେ ପଡିବ। ଏହି ଭିଡିଓକୁ ଲୋକେ ବେଶ୍ ପ୍ରଶଂସା କରିଛନ୍ତି। ଭାଇରଲ ହେଉଥିବା ଭିଡିଓରେ ଏକ ନୀଳ ରଙ୍ଗର ସାପ, ଯିଏକି କାଚ ପଛରେ ଚଢି ଜବରଦସ୍ତ…

ଗୁଣ୍ଡୁଚିମୂଷାକୁ ଆକ୍ରମଣ କଲା ସାପ, ପରେ ନିରୀହ ଜୀବନଟି ନେଲା ଏମିତି ପ୍ରତିଶୋଧ; ଦେଖନ୍ତୁ ଆଶ୍ଚର୍ଯ୍ୟ କରିଦେବା ଭଳି…

ସାପ ଏକ ଏଭଳି ଜୀବ, ଯିଏ ନିଜଠାରୁ ଛୋଟ ଜୀବଙ୍କୁ ଶିକାର କରିଥାଏ। କିନ୍ତୁ ଏବେ ଭାଇରାଲ ହେଉଥିବା ଏକ ଭିଡିଓରେ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓରେ ଏକ ସାପ ଓ ଗୁଣ୍ଡୁଚିମୂଷା ମଧ୍ୟରେ ଘମାଘୋଟ ଲଢ଼େଇରେ ଗୁଣ୍ଡୁଚିମୂଷା ବିଜୟଲାଭ କରିଥିବା ଦେଖିବାକୁ ମିଳିଛି। ଏହି ରକ୍ତ ସଂଘର୍ଷର ରୋଚକ…

କୋବ୍ରାକୁ ପାଣି ପିଆଇ ପୁଣ୍ୟ କମାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଆପଣ ବି କହିବେ ପାଗଳ ନା’ କ’ଣ; ଦେଖନ୍ତୁ ଭିଜୁଆଲ୍‌

ଦୁନିଆରେ ଏବେ ମାନବିକତା ସରି ସରିଗଲାଣି। ତଥାପି କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ପରକୁ ସାହାଯ୍ୟ କରିବାକୁ ଆଜି ବି ଭୁଲିନାହାନ୍ତି। ନିଜ ଜୀବନକୁ ବାଜିରେ ଲଗାଇ ମଧ୍ୟ କିଛି ଲୋକ ଅନ୍ୟର ସେବା କରୁଛନ୍ତି। ସେଭଳି ଜଣେ ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବ୍ୟକ୍ତି…

ଗଛ ଉଚ୍ଚା ଲମ୍ବା ସାପ, ଅଗ ଯାଏଁ ଚଢ଼ିଥିଲେ ବି ଲାଞ୍ଜ ତଳେ ବାଜୁଛି; ଆଗରୁ କେବେ ଦେଖିନଥିବେ ଏତେ ବଡ଼ ସାପ, ଦେଖନ୍ତୁ…

ସୋସିଆଲ ମିଡିଆରେ ସବୁବେଳେ ବିଭିନ୍ନ ଜୀବଜନ୍ତୁଙ୍କ ଫଟୋ ଓ ଭିଡିଓ ସେୟାର କରୁଥିବା ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦ ଆଜି ବିଶ୍ୱ ସର୍ପ ଦିବସ ଅବସରରେ ସାପର ଭିଡିଓ ସେୟାର କରିଛନ୍ତି। ସର୍ପ ଦିବସରେ ସେ ଦୁନିଆର ସବୁଠୁ ବଡ଼ ସାପର ଏକ ଭିଡିଓ ସେୟାର କରିଛନ୍ତି। ସାପଟି ଏତେ ବଡ଼…

ଯଦି ଆପଣଙ୍କ ଘରେ ସ୍କୁଟି ଅଛି ତାହେଲେ ଥରେ ଏହି ଭିଡିଓ ନିଶ୍ଚୟ ଦେଖନ୍ତୁ, ନଚେତ

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଏବେ ଖୁବ ଭାଇରଲ ହେଉଛି। ଏହି ଭାଇରଲ ହେଉଥିବା ଭିଡ଼ିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇଯିବେ। ଯେଉଁମାନଙ୍କର ସ୍କୁଟି ଅଛି ସାଧାରଣତଃ ସେମାନେ ଟିକେ ଏହାକୁ ଭଲଭାବରେ ଦେଖନ୍ତୁ। ଭିଡ଼ିଓରେ ଆପଣ ଦେଖିପାରୁଥିବେ ଗୋଟେ ସାପ ଗାଡି ଭିତରେ…

ଦେଖନ୍ତୁ ଏହି ରୋଚକ ଭିଡିଓ: କିପରି ଭୋକିଲା ସାପ ନିଜ ପେଟ ଭରିବା ପାଇଁ ନିଜକୁ ଗିଳୁଛି

ଆମେ ସମସ୍ତେ ଜାଣୁ, ସାପ ଭୟଙ୍କର ଓ ଘାତକ। ଆଉ ଏହା ମଧ୍ୟ ଜାଣୁ, କେତେକ ସାପ ଅନ୍ୟ ସାପଙ୍କୁ ଖାଇଦିଅନ୍ତି। କିନ୍ତୁ କେବେ ଶୁଣିଛନ୍ତି କି, ନିଜ ପେଟ ଭରିବା ପାଇଁ ନିଜକୁ ଖାଉଥିବା ସାପ ବିଷୟରେ। ପେନ୍ସିଲଭାନିଆରେ ଏପରି ଏକ ଅହିରାଜ ଦେଖିବାକୁ ମିଳିଛି, ଯାହା ବାସ୍ତବରେ ନିଜ ଲାଞ୍ଜକୁ…