Browsing Tag

social media

ଇଟାଲୀରେ ଦେଖିବାକୁ ମିଳିଲା ଧଳା ରଙ୍ଗର ଦୁର୍ଲଭ ମୟୂର, ୟୁଜର୍ସଙ୍କ ହୃଦୟ ଜିତୁଛି ଏହି ଭିଡିଓ…

ଅନେକ ପ୍ରକାରର ମନରଞ୍ଜନ ଏବଂ ହୃଦୟବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଯାହାକୁ ୟୁଜର୍ସ ମାନେ ବହୁତ ପସନ୍ଦ କରନ୍ତି । କ୍ରମାଗତ ଭାବରେ ଏପରି ଭିଡିଓ ବହୁତ ସେୟାର ହୋଇଥାଏ। ସେହିପରି ନିକଟରେ ଏକ ଦୁର୍ଲଭ ମୟୂରର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ୟୁଜର୍ସ ମାନେ…

ଆକାଉଣ୍ଟ ଭେରିଫାଏଡ ଥିଲେ ବି ହୋଇଯିବେ ଠକାମିର ଶିକାର, ଆସିଲା ହ୍ଵାଟସଆପ୍‌ ର ନୂଆ ସତର୍କ ବାଣି

ଡିଜିଟାଲ ଦୁନିଆରେ ଏବେ ସବୁ କିଛି କାମ ସହଜରେ ହୋଇପାରୁଛି। ଆମେ ଯାହା ଚାହୁଁଛନ୍ତି ତୁରନ୍ତ ଆମେ ତାହାକୁ ପାଇପାରୁଛନ୍ତି କିନ୍ତୁ ଏହିସବୁ ଭିତରେ ଆମ ପର୍ସନାଲ ଡାଟା ସମସ୍ୟାରେ ପଡୁଛି। ଆପଣ ପ୍ରତ୍ୟେକଦିନ ଶୁଣିବାକୁ ପାଉଥିବେ କୌଣସି ନା କୌଣସି ପ୍ଲାଟଫର୍ମ ଦ୍ୱାରା ଲୋକଙ୍କର ଡାଟା ଲିକ୍‌…

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍ କଲା ସରକାର

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି । କର୍ଫ୍ୟୁ ଲାଗୁ କରିବା ପରେ ବର୍ତ୍ତମାନ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ରବିବାର ଠାରୁ ଫେସବୁକ୍ , ଟ୍ୱିଟର, ହ୍ଵାଟ୍ସଆପ୍‌ ଏବଂ ଇନଷ୍ଟାଗ୍ରାମ ସମେତ ସମସ୍ତ ସୋସିଆଲ ମିଡିଆ…

ଟ୍ଵିଟରକୁ ଟକ୍କର ଦେବାକୁ ନୂଆ ସୋସିଆଲ ମିଡିଆ ଲଞ୍ଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଏଲନ୍‌ ମସ୍କ

ଟେସ୍‌ଲାର ମାଲିକ ଏଲନ୍‌ ମସ୍କ ଏବେ ଏକ ବଡ଼ ଘୋଷଣା କରିଛନ୍ତି। ସବୁ ବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିବା ମସ୍କ ଏବେ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ୍‌ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ନେଇ ସେ ଟ୍ଵିଟରରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ଫେସ୍‌ବୁକ ଓ ଟ୍ଵିଟର…

ସୁନ୍ଦରୀ ମାଛବାଲୀ, ସୋସିଆଲ ମିଡିଆରେ ଲୋକଙ୍କୁ କରୁଛନ୍ତି ଦିୱାନା, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟେ ଝିଅ ଲୋକଙ୍କୁ ଦିୱାନା କରିଦେଇଛି । ବିଶେଷ କଥା ହେଉଛି ଝିଅଟି ମାଛ ବିକ୍ରି କରୁଥିବା ଦେଖାଯାଉଛି । ଏହି ଯୁବତୀ ଜଣଙ୍କ ଏତେ ସୁନ୍ଦର ଯେ ଲୋକମାନେ ବିଶ୍ୱାସ କରିପାରୁନାହାନ୍ତି ଯେ ଝିଅଟି ମାର୍କେଟରେ ବସି ମାଛ ବିକ୍ରି କରୁଛି । ଅନେକ ବ୍ୟକ୍ତି ଝିଅଟିର…

ବାଇକ ଷ୍ଟଣ୍ଟରେ ଘଟିଲା ଦୁର୍ଘଟଣା, ଯୁବକଙ୍କ ଅବସ୍ଥାକୁ ଦେଖିଲେ ଭୟ କରିବେ

ଆଜି କାଲି ସମୟରେ ଗାଡ଼ି ଚଲାଇବା ସମସ୍ତଙ୍କ ଇଚ୍ଛା। ଆଉ ସେଥିରେ ନିଜର ଗୋଟିଏ ଯଦି ଗାଡ଼ି ହୋଇଯାଏ ତେବେ ଆଉ କଣ ଚିନ୍ତା। ଗାଡ଼ିକୁ ନେଇ ଯେତେବେଳେ ଯୁଆଡ଼େ ଇଚ୍ଛା ସିଆଡେ ଯିବେ। କିନ୍ତୁ କିଛି ଅଛନ୍ତି ଯେଉଁମାନେ ଗାଡ଼ିକୁ ଅଧିକ ସ୍ପିଡରେ ଚଲାଇ ଏମିତି ଅସୁବିଧାରେ ପଡ଼ିନ୍ତି, ପରେ ବୁଝିଲା ବେଳକୁ…

ନଖରେ ତିଆରି କଲେ ଚା’ ଛଣା, ଭାଇରାଲ ହେଲା ନେଲ ଆର୍ଟ

ଆପଣ ଦୁନିଆରେ ଅନେକ ଅଜବ ପ୍ରକାରର ଜିନିଷ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ସମ୍ପର୍କରେ କହିବୁ। ଯାହା ହୁଏତ ଆପଣ ଆଗରୁ କେବେ ଶୁଣିନଥିବେ କିମ୍ବା ଦେଖି ବି ନଥିବେ। ଏଠି ଜଣେ ଝିଅ ନିଜ ନଖରେ ଚା' କୁ ଛାଣୁଥିବାର ଦୃଶ୍ୟ ସାମ୍ନାକୁ ଆସୁଛି। ଯାହା ଏବେ ସୋସିଆଲ ମିଡିଆରେ…

ସଜବାଜ ହୋଇ ପରୀକ୍ଷା ହଲ୍କୁ ଗଲେ କନିଆ, ଛାଡ଼ିବାକୁ ଆସିଲେ ବର

ମଣିଷଟିଏ ଜନ୍ମରୁ ମରଣ ଯାଏ ଅନେକ ପ୍ରକାର ପରୀକ୍ଷାର ସାମ୍ନା କରେ । ଏ ଭିତରୁ ପୁଣି ସବୁଠାରୁ ବଡ ପରୀକ୍ଷା ହେଉଛି ବାହାଘର । ବିଶେଷ କରି ଜଣେ ମହିଳା ପାଇଁ । ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସେ ବାହାଘର ପରେ । ଝିଅଟିଏ ପର ଘରକୁ ଆସେ ଆଉ ନୂଆ କରି ତାର ଜୀବନ ଆରମ୍ଭ କରେ । ମନରେ ଅନେକ…

୨ ବର୍ଷ ଧରି ପ୍ରେମିକାଙ୍କୁ ଦେଉଥିଲା ପ୍ରତାରଣା, ପୋଲିସ ଆଗରେ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଲା ସତ

ପ୍ରଥମେ ପ୍ରେମ, ତା’ପରେ ପ୍ରତାରଣା । ଏପରି ଏକ ଘଟଣା ସୋସିଆଲ ମିଡିଆରେ ଘୁରି ବିଲୁଛି । ବାସ୍ତବରେ ଆମେରିକା ଜଣେ ଝିଅ ସୋସିଆଲ ମିଡିଆରେ ନିଜ ପ୍ରେମିକର ଶୋଷଣ ବିଷୟରେ ପ୍ରକାଶ କରିଛନ୍ତି। ଗତ ୨ ବର୍ଷ ଧରି ତାଙ୍କ ପ୍ରେମିକା ତାଙ୍କୁ କିପରି ପ୍ରତାରଣା କରିଥିଲେ ଏବଂ କ୍ରମାଗତ ଭାବରେ କିଭଳି…

ସାରା ବିଶ୍ୱରେ ୬ ଘଣ୍ଟା ସୋସିଆଲ୍‌ ମିଡିଆ ଠପ୍‌: ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ଵାଟ୍ସଆପ୍‌ ଅକାମୀ, ୭ ଆରବ ଡଲାରର…

ନୂଆଦିଲ୍ଲୀ(କେନ୍ଯୁଜ୍): ୬ ଘଣ୍ଟାରେ ୭ ଆରବ ଡଲାରର ଝଟ୍‌କା । ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ଵାଟ୍ସଆପ୍‌ ଅକାମୀ ହେବାରୁ ଫାଉଣ୍ଡର ତଥା ସିଇଓଙ୍କୁ ମାର୍କ ଜୁକରବର୍ଗଙ୍କୁ ପ୍ରାୟ ୮ ହଜାର ୭୦୦ କୋଟି କ୍ଷତି ସହିବାକୁ ପଡିଛି । ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ତଳକୁ ଖସିଛନ୍ତି ଜୁକରବର୍ଗ ।…

ଠପ୍ ହୋଇଗଲା ହ୍ବାଟସଆପ, ଫେସବୁକ ଓ ଇନଷ୍ଟାଗ୍ରାମ୍, କାରଣ କ‘ଣ ଜାଣିଛନ୍ତି?

କେନ୍ୟୁଜ୍(ବ୍ୟୁରୋ): ସାରା ବିଶ୍ବରେ ଠପ୍ ହୋଇଗଲା ହ୍ବାଟସଆପ, ଫେସବୁକ ଓ ଇନଷ୍ଟାଗ୍ରାମ୍। ସର୍ଭର ଡାଉନ ହୋଇଥିବାରୁ ଏହି ସମସ୍ୟା ଉପଯୁଥିବା ଜଣା ପଡିଛି। ରାତି ୯.୧୫ ଠାରୁ ହଠାତ ଠପ ହୋଇଯାଇଛି ଏହି ସବୁ ସୋସିଆଲ ମିଡିଆ । ବର୍ତ୍ତମାନ ହ୍ବାର୍ଟସଆପରେ  କିଛି ବି ମେସଜ୍ ପଠାଇ ହେଉନାହିଁ।…

କରୋନାକୁ ନେଇ ଭ୍ରାନ୍ତ ସୂଚନା ଦେବାରେ ଭାରତ ଥିଲା ସବୁଠୁ ଆଗରେ, ସୋସିଆଲ ମିଡିଆ ହୋଇଥିଲା ମାଧ୍ୟମ; ଅଧ୍ୟୟନରୁ ହେଲା…

କରୋନା ମହାମାରୀକୁ ନେଇ ସୋସିଆଲ ମିଡିଆରେ ଭ୍ରାନ୍ତ ସୂଚନା ଦେବାରେ ଭାରତ ସବୁଠାରୁ ଆଗରେ ଅଛି। ଏକ ନୂଆ ଅଧ୍ୟୟନରୁ ଏହାର ଖୁଲାସା ହୋଇଛି। ଅଧ୍ୟୟନରେ କୁହାଯାଇଛି କି, ଭାରତରେ ସବୁଠାରୁ ଅଧିକ ଇଣ୍ଟରନେଟ୍‌ ବ୍ୟବହୃତ ହେବା ଏବଂ ଇଣ୍ଟରନେଟ୍‌ ସାକ୍ଷରତାର ଅଭାବ କାରଣରୁ କୋଭିଡ୍‌-୧୯କୁ ନେଇ ଏଠାରେ…